OR/Prabhupada 0023 - ମୃତ୍ୟୁ ପୂର୍ବରୁ କୃଷ୍ଣ ଚେତନାରେ ଦକ୍ଷ ହୁଅ: Difference between revisions
(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0023 - in all Languages Category:OR-Quotes - 1970 Category:OR-Quotes - Lec...") |
(Vanibot #0023: VideoLocalizer - changed YouTube player to show hard-coded subtitles version) |
||
Line 8: | Line 8: | ||
[[Category:Oriya Language]] | [[Category:Oriya Language]] | ||
<!-- END CATEGORY LIST --> | <!-- END CATEGORY LIST --> | ||
<!-- BEGIN NAVIGATION BAR -- | <!-- BEGIN NAVIGATION BAR -- DO NOT EDIT OR REMOVE --> | ||
{{1080 videos navigation - All Languages|Oriya|OR/Prabhupada 0022 - କୃଷ୍ଣ ଭୋକିଲା ନୁହଁନ୍ତି| | {{1080 videos navigation - All Languages|Oriya|OR/Prabhupada 0022 - କୃଷ୍ଣ ଭୋକିଲା ନୁହଁନ୍ତି|0022|OR/Prabhupada 0024 - କୃଷ୍ଣ ଏତେ ଦୟାଳୁ|0024}} | ||
<!-- END NAVIGATION BAR --> | <!-- END NAVIGATION BAR --> | ||
<!-- BEGIN ORIGINAL VANIQUOTES PAGE LINK--> | <!-- BEGIN ORIGINAL VANIQUOTES PAGE LINK--> | ||
Line 19: | Line 19: | ||
<!-- BEGIN VIDEO LINK --> | <!-- BEGIN VIDEO LINK --> | ||
{{youtube_right| | {{youtube_right|Aea1qssitNU|ମୃତ୍ୟୁ ପୂର୍ବରୁ କୃଷ୍ଣ ଚେତନାରେ ଦକ୍ଷ ହୁଅ<br />- Prabhupāda 0023}} | ||
<!-- END VIDEO LINK --> | <!-- END VIDEO LINK --> | ||
Line 33: | Line 33: | ||
ତେଣୁ ଏଠାରେ କୁହାଯାଇଛି ଯେ ବ୍ରହ୍ମାଣ୍ତର ନିଜର ସମୟ ଅଛି, ପୂର୍ଣତାର ଶକ୍ତି ଦ୍ଵାରା ନିର୍ଦ୍ଧାରିତ । ବ୍ରହ୍ମାଣ୍ତ ମଧ୍ୟ ବିଶାଳ ଶରୀର, ଭୌତିକ ଶରୀର ଅଟେ । ବାସ୍ ସେତିକି । ଯେପରିକି ତୁମର ଶରୀର, ସବୁକିଛି ଅନୁରୂପ । ଆଧୁନିକ ବିଜ୍ଞାନ, ଅନୁରୂପର ନିୟମ ଅଟେ । ଏକ ପରମାଣୁ, ଏକ କ୍ଷୁଦ୍ରତମ କଣିକା, ଛୋଟ ପିମ୍ପୁଡ଼ି, ତେଣୁ ଏହାକୁ ଅନୁରୂପ ଜୀବନ ମିଳିଛି, ତୁମକୁ ଅନୁରୂପ ଜୀବନ ମିଳିଛି । ସେହିପରି ଏହି ବିଶାଳ ଶରୀର, ଏହି ବ୍ରହ୍ମାଣ୍ତ ହୋଇପାରେ ଲକ୍ଷେ ବର୍ଷ ପର୍ଯ୍ୟନ୍ତ ଉପସ୍ଥିତ ରହିପାରେ, କିନ୍ତୁ ଏହା ଚିରକାଳ ପାଇଁ ସ୍ଥାୟୀ ନୁହେଁ । ତାହା ହିଁ ତଥ୍ୟ ଅଟେ । କାରଣ ଏହା ଅତ୍ୟନ୍ତ ବିଶାଳ, ତେଣୁ ହୋଇପାରେ ଏହା କିଛି ଲକ୍ଷ ବର୍ଷ ରହିବ, କିନ୍ତୁ ଏହା ସମାପ୍ତ ହେବ । ତାହା ପ୍ରକୃତିର ନିୟମ ଅଟେ । ଏବଂ ଯେତେବେଳେ ସେହି ସମୟ ପୂରିଯିବ, ଏହି କ୍ଷଣସ୍ଥାୟୀ ପ୍ରଦର୍ଶନ ବିଲୁପ୍ତ ହୋଇଯିବ । ପୂର୍ଣ୍ଣତାର ପୂର୍ଣ୍ଣ ବ୍ୟବସ୍ଥା ଦ୍ଵାରା, ପରମ ପୂର୍ଣ୍ଣତା । ଯେତେବେଳେ ତୁମର ସମୟ ସରିଯିବ, କେହି ମହାଶୟ ଏହି ଶରୀରେ ନଥିବେ । କେହି ଅଟକାଇ ପାରିବେ ନାହିଁ । ବ୍ୟବସ୍ଥା ଭାରୀ ଦୃଢ଼ । ତୁମେ କହି ପାରିବ ନାହିଁ, "ମୋତେ ରହିବାକୁ ଦିଅ" । ବାସ୍ତବରେ ଏହା ହିଁ ଘଟୁଛି । | ତେଣୁ ଏଠାରେ କୁହାଯାଇଛି ଯେ ବ୍ରହ୍ମାଣ୍ତର ନିଜର ସମୟ ଅଛି, ପୂର୍ଣତାର ଶକ୍ତି ଦ୍ଵାରା ନିର୍ଦ୍ଧାରିତ । ବ୍ରହ୍ମାଣ୍ତ ମଧ୍ୟ ବିଶାଳ ଶରୀର, ଭୌତିକ ଶରୀର ଅଟେ । ବାସ୍ ସେତିକି । ଯେପରିକି ତୁମର ଶରୀର, ସବୁକିଛି ଅନୁରୂପ । ଆଧୁନିକ ବିଜ୍ଞାନ, ଅନୁରୂପର ନିୟମ ଅଟେ । ଏକ ପରମାଣୁ, ଏକ କ୍ଷୁଦ୍ରତମ କଣିକା, ଛୋଟ ପିମ୍ପୁଡ଼ି, ତେଣୁ ଏହାକୁ ଅନୁରୂପ ଜୀବନ ମିଳିଛି, ତୁମକୁ ଅନୁରୂପ ଜୀବନ ମିଳିଛି । ସେହିପରି ଏହି ବିଶାଳ ଶରୀର, ଏହି ବ୍ରହ୍ମାଣ୍ତ ହୋଇପାରେ ଲକ୍ଷେ ବର୍ଷ ପର୍ଯ୍ୟନ୍ତ ଉପସ୍ଥିତ ରହିପାରେ, କିନ୍ତୁ ଏହା ଚିରକାଳ ପାଇଁ ସ୍ଥାୟୀ ନୁହେଁ । ତାହା ହିଁ ତଥ୍ୟ ଅଟେ । କାରଣ ଏହା ଅତ୍ୟନ୍ତ ବିଶାଳ, ତେଣୁ ହୋଇପାରେ ଏହା କିଛି ଲକ୍ଷ ବର୍ଷ ରହିବ, କିନ୍ତୁ ଏହା ସମାପ୍ତ ହେବ । ତାହା ପ୍ରକୃତିର ନିୟମ ଅଟେ । ଏବଂ ଯେତେବେଳେ ସେହି ସମୟ ପୂରିଯିବ, ଏହି କ୍ଷଣସ୍ଥାୟୀ ପ୍ରଦର୍ଶନ ବିଲୁପ୍ତ ହୋଇଯିବ । ପୂର୍ଣ୍ଣତାର ପୂର୍ଣ୍ଣ ବ୍ୟବସ୍ଥା ଦ୍ଵାରା, ପରମ ପୂର୍ଣ୍ଣତା । ଯେତେବେଳେ ତୁମର ସମୟ ସରିଯିବ, କେହି ମହାଶୟ ଏହି ଶରୀରେ ନଥିବେ । କେହି ଅଟକାଇ ପାରିବେ ନାହିଁ । ବ୍ୟବସ୍ଥା ଭାରୀ ଦୃଢ଼ । ତୁମେ କହି ପାରିବ ନାହିଁ, "ମୋତେ ରହିବାକୁ ଦିଅ" । ବାସ୍ତବରେ ଏହା ହିଁ ଘଟୁଛି । | ||
ଯେତେବେଳେ ମୁଁ ଭାରତରେ ଥିଲି, ଆଲ୍ଲାହାବାଦ, ଆମର ଜଣେ, ଜଣାସୁଣା ସାଙ୍ଗ, ସେ ବହୁତ ଧନୀ ବ୍ୟକ୍ତି । ସେ ମୃତ୍ୟୁ ନିକଟରେ ଥିଲେ । ତେଣୁ ସେ ଚିକିତ୍ସକଙ୍କୁ କହିଲେ, "ଆପଣ ମୋତେ ଅତିକମରେ ଚାରିବର୍ଷ ବଞ୍ଚିବା ପାଇଁ ଦେଇପାରିବ ନାହିଁ ? ମୋର କିଛି ଯୋଜନା ଅଛି, ଆପଣ ଦେଖୁଛନ୍ତି । ମୁଁ ଏହାକୁ ଶେଷ କରିପାରିଲି ନାହିଁ ।" ଆପଣ ଦେଖୁଛନ୍ତି । ଆଶ-ପାଶ-ଶତେର-ବଦ୍ଧଃ ([[Vanisource:BG 16.12|BG 16.12]]) ଏହା ଆସୁରିକ ପ୍ରବୃତ୍ତି ଅଟେ । | ଯେତେବେଳେ ମୁଁ ଭାରତରେ ଥିଲି, ଆଲ୍ଲାହାବାଦ, ଆମର ଜଣେ, ଜଣାସୁଣା ସାଙ୍ଗ, ସେ ବହୁତ ଧନୀ ବ୍ୟକ୍ତି । ସେ ମୃତ୍ୟୁ ନିକଟରେ ଥିଲେ । ତେଣୁ ସେ ଚିକିତ୍ସକଙ୍କୁ କହିଲେ, "ଆପଣ ମୋତେ ଅତିକମରେ ଚାରିବର୍ଷ ବଞ୍ଚିବା ପାଇଁ ଦେଇପାରିବ ନାହିଁ ? ମୋର କିଛି ଯୋଜନା ଅଛି, ଆପଣ ଦେଖୁଛନ୍ତି । ମୁଁ ଏହାକୁ ଶେଷ କରିପାରିଲି ନାହିଁ ।" ଆପଣ ଦେଖୁଛନ୍ତି । ଆଶ-ପାଶ-ଶତେର-ବଦ୍ଧଃ ([[Vanisource:BG 16.11-12 (1972)|BG 16.12]]) ଏହା ଆସୁରିକ ପ୍ରବୃତ୍ତି ଅଟେ । | ||
ସମସ୍ତେ ଭାବନ୍ତି ଯେ, "ଓ ମୋତେ ଏହା କରିବାର ଅଛି । ମୋତେ ଏହା କରିବାର ଅଛି ।" ନା । ଚିକିତ୍ସକ କିମ୍ଵା ଚିକିତ୍ସକଙ୍କ ପିତା, ତାଙ୍କର ପିତା, କୌଣସି ବୈଜ୍ଞାନିକ ଏହାକୁ ଅଟକାଇ ପାରିବେ ନାହିଁ । "ଓ, ନା, ମହାଶୟ । ଚାରିବର୍ଷ ନାହିଁ । ଚାରି ମିନିଟ୍ ମଧ୍ୟ ନାହିଁ । ତୁମକୁ ତୂରନ୍ତ ଯିବାକୁ ହେବ ।" ଏହା ହିଁ ନିୟମ । ତେଣୁ ସେହି ମୂହୁର୍ତ୍ତ ଆସିବା ପୂର୍ବରୁ, ଜଣକୁ କୃଷ୍ଣ ଚେତନା ହୃଦୟଙ୍ଗମ କରିବାରେ ଦକ୍ଷ ହେବାକୁ ପଡ଼ିବ । ତୂର୍ଣମ ଯତେତ ([[Vanisource:SB 11.9.29 |SB 11.9.29]]) ତୁର୍ଣମ ଅର୍ଥାତ୍ ତତ୍ପରତା ପୂର୍ବକ, ଅତି ଶିଘ୍ର ତୁମକୁ କୃଷ୍ଣ ଚେତନା ହୃଦୟଙ୍ଗମ କରିବାକୁ ହେବ । ଅନୁ...ପରବର୍ତ୍ତୀ, ମୃତ୍ୟୁ ପୂର୍ବରୁ, ପରବର୍ତ୍ତୀ ମୃତ୍ୟୁ ଆସିବା ଆଗରୁ, ତୁମକୁ ତୁମର କାମ ଶେଷ କରିବାକୁ ହେବ । ଏହା ହିଁ ବୁଦ୍ଧିମାନତା । ଅନ୍ୟଥା ପରାଜୟ । ଧନ୍ୟବାଦ । | ସମସ୍ତେ ଭାବନ୍ତି ଯେ, "ଓ ମୋତେ ଏହା କରିବାର ଅଛି । ମୋତେ ଏହା କରିବାର ଅଛି ।" ନା । ଚିକିତ୍ସକ କିମ୍ଵା ଚିକିତ୍ସକଙ୍କ ପିତା, ତାଙ୍କର ପିତା, କୌଣସି ବୈଜ୍ଞାନିକ ଏହାକୁ ଅଟକାଇ ପାରିବେ ନାହିଁ । "ଓ, ନା, ମହାଶୟ । ଚାରିବର୍ଷ ନାହିଁ । ଚାରି ମିନିଟ୍ ମଧ୍ୟ ନାହିଁ । ତୁମକୁ ତୂରନ୍ତ ଯିବାକୁ ହେବ ।" ଏହା ହିଁ ନିୟମ । ତେଣୁ ସେହି ମୂହୁର୍ତ୍ତ ଆସିବା ପୂର୍ବରୁ, ଜଣକୁ କୃଷ୍ଣ ଚେତନା ହୃଦୟଙ୍ଗମ କରିବାରେ ଦକ୍ଷ ହେବାକୁ ପଡ଼ିବ । ତୂର୍ଣମ ଯତେତ ([[Vanisource:SB 11.9.29 |SB 11.9.29]]) ତୁର୍ଣମ ଅର୍ଥାତ୍ ତତ୍ପରତା ପୂର୍ବକ, ଅତି ଶିଘ୍ର ତୁମକୁ କୃଷ୍ଣ ଚେତନା ହୃଦୟଙ୍ଗମ କରିବାକୁ ହେବ । ଅନୁ...ପରବର୍ତ୍ତୀ, ମୃତ୍ୟୁ ପୂର୍ବରୁ, ପରବର୍ତ୍ତୀ ମୃତ୍ୟୁ ଆସିବା ଆଗରୁ, ତୁମକୁ ତୁମର କାମ ଶେଷ କରିବାକୁ ହେବ । ଏହା ହିଁ ବୁଦ୍ଧିମାନତା । ଅନ୍ୟଥା ପରାଜୟ । ଧନ୍ୟବାଦ । | ||
<!-- END TRANSLATED TEXT --> | <!-- END TRANSLATED TEXT --> |
Latest revision as of 15:14, 16 October 2018
Sri Isopanisad Invocation Lecture -- Los Angeles, April 28, 1970
ତେଣୁ ଏଠାରେ କୁହାଯାଇଛି ଯେ ବ୍ରହ୍ମାଣ୍ତର ନିଜର ସମୟ ଅଛି, ପୂର୍ଣତାର ଶକ୍ତି ଦ୍ଵାରା ନିର୍ଦ୍ଧାରିତ । ବ୍ରହ୍ମାଣ୍ତ ମଧ୍ୟ ବିଶାଳ ଶରୀର, ଭୌତିକ ଶରୀର ଅଟେ । ବାସ୍ ସେତିକି । ଯେପରିକି ତୁମର ଶରୀର, ସବୁକିଛି ଅନୁରୂପ । ଆଧୁନିକ ବିଜ୍ଞାନ, ଅନୁରୂପର ନିୟମ ଅଟେ । ଏକ ପରମାଣୁ, ଏକ କ୍ଷୁଦ୍ରତମ କଣିକା, ଛୋଟ ପିମ୍ପୁଡ଼ି, ତେଣୁ ଏହାକୁ ଅନୁରୂପ ଜୀବନ ମିଳିଛି, ତୁମକୁ ଅନୁରୂପ ଜୀବନ ମିଳିଛି । ସେହିପରି ଏହି ବିଶାଳ ଶରୀର, ଏହି ବ୍ରହ୍ମାଣ୍ତ ହୋଇପାରେ ଲକ୍ଷେ ବର୍ଷ ପର୍ଯ୍ୟନ୍ତ ଉପସ୍ଥିତ ରହିପାରେ, କିନ୍ତୁ ଏହା ଚିରକାଳ ପାଇଁ ସ୍ଥାୟୀ ନୁହେଁ । ତାହା ହିଁ ତଥ୍ୟ ଅଟେ । କାରଣ ଏହା ଅତ୍ୟନ୍ତ ବିଶାଳ, ତେଣୁ ହୋଇପାରେ ଏହା କିଛି ଲକ୍ଷ ବର୍ଷ ରହିବ, କିନ୍ତୁ ଏହା ସମାପ୍ତ ହେବ । ତାହା ପ୍ରକୃତିର ନିୟମ ଅଟେ । ଏବଂ ଯେତେବେଳେ ସେହି ସମୟ ପୂରିଯିବ, ଏହି କ୍ଷଣସ୍ଥାୟୀ ପ୍ରଦର୍ଶନ ବିଲୁପ୍ତ ହୋଇଯିବ । ପୂର୍ଣ୍ଣତାର ପୂର୍ଣ୍ଣ ବ୍ୟବସ୍ଥା ଦ୍ଵାରା, ପରମ ପୂର୍ଣ୍ଣତା । ଯେତେବେଳେ ତୁମର ସମୟ ସରିଯିବ, କେହି ମହାଶୟ ଏହି ଶରୀରେ ନଥିବେ । କେହି ଅଟକାଇ ପାରିବେ ନାହିଁ । ବ୍ୟବସ୍ଥା ଭାରୀ ଦୃଢ଼ । ତୁମେ କହି ପାରିବ ନାହିଁ, "ମୋତେ ରହିବାକୁ ଦିଅ" । ବାସ୍ତବରେ ଏହା ହିଁ ଘଟୁଛି ।
ଯେତେବେଳେ ମୁଁ ଭାରତରେ ଥିଲି, ଆଲ୍ଲାହାବାଦ, ଆମର ଜଣେ, ଜଣାସୁଣା ସାଙ୍ଗ, ସେ ବହୁତ ଧନୀ ବ୍ୟକ୍ତି । ସେ ମୃତ୍ୟୁ ନିକଟରେ ଥିଲେ । ତେଣୁ ସେ ଚିକିତ୍ସକଙ୍କୁ କହିଲେ, "ଆପଣ ମୋତେ ଅତିକମରେ ଚାରିବର୍ଷ ବଞ୍ଚିବା ପାଇଁ ଦେଇପାରିବ ନାହିଁ ? ମୋର କିଛି ଯୋଜନା ଅଛି, ଆପଣ ଦେଖୁଛନ୍ତି । ମୁଁ ଏହାକୁ ଶେଷ କରିପାରିଲି ନାହିଁ ।" ଆପଣ ଦେଖୁଛନ୍ତି । ଆଶ-ପାଶ-ଶତେର-ବଦ୍ଧଃ (BG 16.12) ଏହା ଆସୁରିକ ପ୍ରବୃତ୍ତି ଅଟେ ।
ସମସ୍ତେ ଭାବନ୍ତି ଯେ, "ଓ ମୋତେ ଏହା କରିବାର ଅଛି । ମୋତେ ଏହା କରିବାର ଅଛି ।" ନା । ଚିକିତ୍ସକ କିମ୍ଵା ଚିକିତ୍ସକଙ୍କ ପିତା, ତାଙ୍କର ପିତା, କୌଣସି ବୈଜ୍ଞାନିକ ଏହାକୁ ଅଟକାଇ ପାରିବେ ନାହିଁ । "ଓ, ନା, ମହାଶୟ । ଚାରିବର୍ଷ ନାହିଁ । ଚାରି ମିନିଟ୍ ମଧ୍ୟ ନାହିଁ । ତୁମକୁ ତୂରନ୍ତ ଯିବାକୁ ହେବ ।" ଏହା ହିଁ ନିୟମ । ତେଣୁ ସେହି ମୂହୁର୍ତ୍ତ ଆସିବା ପୂର୍ବରୁ, ଜଣକୁ କୃଷ୍ଣ ଚେତନା ହୃଦୟଙ୍ଗମ କରିବାରେ ଦକ୍ଷ ହେବାକୁ ପଡ଼ିବ । ତୂର୍ଣମ ଯତେତ (SB 11.9.29) ତୁର୍ଣମ ଅର୍ଥାତ୍ ତତ୍ପରତା ପୂର୍ବକ, ଅତି ଶିଘ୍ର ତୁମକୁ କୃଷ୍ଣ ଚେତନା ହୃଦୟଙ୍ଗମ କରିବାକୁ ହେବ । ଅନୁ...ପରବର୍ତ୍ତୀ, ମୃତ୍ୟୁ ପୂର୍ବରୁ, ପରବର୍ତ୍ତୀ ମୃତ୍ୟୁ ଆସିବା ଆଗରୁ, ତୁମକୁ ତୁମର କାମ ଶେଷ କରିବାକୁ ହେବ । ଏହା ହିଁ ବୁଦ୍ଧିମାନତା । ଅନ୍ୟଥା ପରାଜୟ । ଧନ୍ୟବାଦ ।