OR/Prabhupada 0125 - ସମାଜ ଅତ୍ୟନ୍ତ ପ୍ରଦୂଷିତ ଅଟେ: Difference between revisions
(Created page with "Link title<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0125 - in all Languages Category:OR-Quotes - 1974 Category:O...") |
(Vanibot #0023: VideoLocalizer - changed YouTube player to show hard-coded subtitles version) |
||
Line 7: | Line 7: | ||
[[Category:OR-Quotes - in India, Vrndavana]] | [[Category:OR-Quotes - in India, Vrndavana]] | ||
<!-- END CATEGORY LIST --> | <!-- END CATEGORY LIST --> | ||
<!-- BEGIN NAVIGATION BAR -- | <!-- BEGIN NAVIGATION BAR -- DO NOT EDIT OR REMOVE --> | ||
{{1080 videos navigation - All Languages|Oriya|OR/Prabhupada 0124 - ଆମେ ଆଧ୍ୟାତ୍ମିକ ଗୁରୁଙ୍କର ଶଦ୍ଦଗୁଡ଼ିକୁ ନିଜର ଜୀବନ ଏବଂ ଆତ୍ମା ରୂପରେ ନେବା ଉଚିତ୍|0124|OR/Prabhupada 0126 - କେବଳ ମୋ ଗୁରୁ ମାହାରାଜଙ୍କର ସନ୍ତୁଷ୍ଟି ପାଇଁ|0126}} | {{1080 videos navigation - All Languages|Oriya|OR/Prabhupada 0124 - ଆମେ ଆଧ୍ୟାତ୍ମିକ ଗୁରୁଙ୍କର ଶଦ୍ଦଗୁଡ଼ିକୁ ନିଜର ଜୀବନ ଏବଂ ଆତ୍ମା ରୂପରେ ନେବା ଉଚିତ୍|0124|OR/Prabhupada 0126 - କେବଳ ମୋ ଗୁରୁ ମାହାରାଜଙ୍କର ସନ୍ତୁଷ୍ଟି ପାଇଁ|0126}} | ||
<!-- END NAVIGATION BAR --> | <!-- END NAVIGATION BAR --> | ||
Line 18: | Line 18: | ||
<!-- BEGIN VIDEO LINK --> | <!-- BEGIN VIDEO LINK --> | ||
{{youtube_right| | {{youtube_right|2dGX4R73I9g|ସମାଜ ଅତ୍ୟନ୍ତ ପ୍ରଦୂଷିତ ଅଟେ<br />- Prabhupāda 0125}} | ||
<!-- END VIDEO LINK --> | <!-- END VIDEO LINK --> | ||
Line 30: | Line 30: | ||
<!-- BEGIN TRANSLATED TEXT --> | <!-- BEGIN TRANSLATED TEXT --> | ||
ଯେଉଁ ଲୋକମାନେ ଶୁଦ୍ରଠାରୁ ନ୍ୟୁନ ଅଟନ୍ତି । ସେମାନଙ୍କୁ ପଞ୍ଚମସ୍ କୁହାଯାଏ, ପଞ୍ଚମ ଶ୍ରେଣୀ । ପ୍ରଥମ ଶ୍ରେଣୀ, ବ୍ରାହ୍ମଣ, ଦ୍ଵିତୀୟ ଶ୍ରେଣୀ, କ୍ଷେତ୍ରିୟ, ତୃତୀୟ ଶ୍ରେଣୀ, ବୈଶ୍ୟ, ଚତୁର୍ଥ ଶ୍ରେଣୀ, ଶୁଦ୍ର, ଏବଂ ଅନ୍ୟ ସମସ୍ତେ - ପଞ୍ଚମ ଶ୍ରେଣୀ । ସେମାନଙ୍କୁ ଚାଣ୍ଡାଳ କୁହାଯାଏ । ଚାଣ୍ଡାଳ... ଝାଡୁବାଲା, ମୋଚି, ଏବଂ...ନୀଚ ଶ୍ରେଣୀ । ତଥାପି, ଭାରତରେ, ଭାରତରେ କେବଳ ଏହି ପଞ୍ଚମ ଶ୍ରେଣୀ, ସେମାନେ ମାଂସ, ଘୁଷୁରି, ଏବଂ ବେଳେ ବେଳେ ଗାଈ ଖାଆନ୍ତି । ପଞ୍ଚମ ଶ୍ରେଣୀ । ବର୍ତ୍ତମାନ ଏହା ଏକ ପ୍ରଥା ହୋଇଗଲାଣି । ଏବଂ ସେ ଏକ ପ୍ରଥମ ଶ୍ରେଣୀ ବ୍ୟକ୍ତି ଅଟେ । ତେଣୁ ଟିକିଏ ଦେଖ । ପଞ୍ଚମ ଶ୍ରେଣୀ ବ୍ୟକ୍ତିର ବ୍ୟବସାୟ ଯାହା ଥିଲା, ତାହା ତଥା କଥିତ ନେତାମାନଙ୍କର ବ୍ୟବସାୟ ହୋଇଯାଇଛି । ତୁମେ ଦେଖିଛ । ତେଣୁ ତୁମେ ଯଦି ପଞ୍ଚମ ଶ୍ରେଣୀ ବ୍ୟକ୍ତିମାନଙ୍କ ଦ୍ଵାରା ଶାସିତ ହେବ, ତେବେ ତୁମେ କିପରି ଖୁସୀ ହୋଇପାରିବ? ତାହା ସମ୍ଭବ ନୁହେଁ । କିପରି ସେଠାରେ କିଛି ସାମାଜିକ ପ୍ରଶାନ୍ତି ରହିବ? ତାହା ସମ୍ଭବ ନୁହେଁ । କିନ୍ତୁ ପଞ୍ଚମ ଶ୍ରେଣୀ ବ୍ୟକ୍ତି ମଧ୍ୟ, କୃଷ୍ଣ ଚେତନା ଆନ୍ଦୋଳନ ଦ୍ଵାରା ଶୁଦ୍ଧ ହୋଇପାରିବ । ସେଥିପାଇଁ ଏହି ଆନ୍ଦୋଳନର ଅତ୍ୟନ୍ତ ଆବଶ୍ୟକତା ଅଛି । କାରଣ ବର୍ତ୍ତମାନ ମୂହୁର୍ତ୍ତରେ କୌଣସି ପ୍ରଥମ ଶ୍ରେଣୀ ବ୍ୟକ୍ତି ନାହାଁନ୍ତି, ନା ପ୍ରଥମ ଶ୍ରେଣୀ ବ୍ୟକ୍ତି, ନା ଦ୍ଵିତୀୟ ଶ୍ରେଣୀ ବ୍ୟକ୍ତି ଅଛନ୍ତି । ତୃତୀୟ ଶ୍ରେଣୀ, ଚତୁର୍ଥ ଶ୍ରେଣୀ, ପଞ୍ଚମ ଶ୍ରେଣୀ, ଷଷ୍ଠ ଶ୍ରେଣୀ, ଏହିପରି ହୋଇପାରେ । କିନ୍ତୁ ସେମାନେ ଶୁଦ୍ଧ ହୋଇପାରିବେ । ତାହା...ଏକମାତ୍ର ପ୍ରକ୍ରିୟା ହେଉଛି ଏହି କୃଷ୍ଣ ଚେତନା ଆନ୍ଦୋଳନ । ଯେ କେହି ଶୁଦ୍ଧ ହୋଇପାରିବେ । ମାଂ ହି ପାର୍ଥ ବ୍ୟପାଶ୍ରିତ୍ୟ ଯେଽପି ସ୍ୟୁଃ ପାପଯୋନୟଃ ([[Vanisource:BG 9.32|BG 9.32]]) ସେମାନଙ୍କୁ ପାପ-ଯୋନି କୁହାଯାଏ, ନୀଚ ଶ୍ରେଣୀରେ ଜନ୍ମ, ପାପି ପରିବାର । ପାପ-ଯୋନି । କୃଷ୍ଣ କୁହଁନ୍ତି, ଯେଽପି ସ୍ୟୁଃ ପାପଯୋନୟଃ । କିଛି କଥା ନାହିଁ କେଉଁ ପ୍ରକାରର ପାପ-ଯୋନି । ମାଂ ହି ପାର୍ଥ ବ୍ୟାପ..."ଯଦି ସେ ମୋର ଆଶ୍ରୟ ନିଏ, ତେବେ..." ସେହି ଆଶ୍ରୟ ନିଆଯାଇ ପାରିବ କାରଣ କୃଷ୍ଣଙ୍କର ପ୍ରତିନିଧି ପ୍ରଚାର କରୁଛନ୍ତି । | ଯେଉଁ ଲୋକମାନେ ଶୁଦ୍ରଠାରୁ ନ୍ୟୁନ ଅଟନ୍ତି । ସେମାନଙ୍କୁ ପଞ୍ଚମସ୍ କୁହାଯାଏ, ପଞ୍ଚମ ଶ୍ରେଣୀ । ପ୍ରଥମ ଶ୍ରେଣୀ, ବ୍ରାହ୍ମଣ, ଦ୍ଵିତୀୟ ଶ୍ରେଣୀ, କ୍ଷେତ୍ରିୟ, ତୃତୀୟ ଶ୍ରେଣୀ, ବୈଶ୍ୟ, ଚତୁର୍ଥ ଶ୍ରେଣୀ, ଶୁଦ୍ର, ଏବଂ ଅନ୍ୟ ସମସ୍ତେ - ପଞ୍ଚମ ଶ୍ରେଣୀ । ସେମାନଙ୍କୁ ଚାଣ୍ଡାଳ କୁହାଯାଏ । ଚାଣ୍ଡାଳ... ଝାଡୁବାଲା, ମୋଚି, ଏବଂ...ନୀଚ ଶ୍ରେଣୀ । ତଥାପି, ଭାରତରେ, ଭାରତରେ କେବଳ ଏହି ପଞ୍ଚମ ଶ୍ରେଣୀ, ସେମାନେ ମାଂସ, ଘୁଷୁରି, ଏବଂ ବେଳେ ବେଳେ ଗାଈ ଖାଆନ୍ତି । ପଞ୍ଚମ ଶ୍ରେଣୀ । ବର୍ତ୍ତମାନ ଏହା ଏକ ପ୍ରଥା ହୋଇଗଲାଣି । ଏବଂ ସେ ଏକ ପ୍ରଥମ ଶ୍ରେଣୀ ବ୍ୟକ୍ତି ଅଟେ । ତେଣୁ ଟିକିଏ ଦେଖ । ପଞ୍ଚମ ଶ୍ରେଣୀ ବ୍ୟକ୍ତିର ବ୍ୟବସାୟ ଯାହା ଥିଲା, ତାହା ତଥା କଥିତ ନେତାମାନଙ୍କର ବ୍ୟବସାୟ ହୋଇଯାଇଛି । ତୁମେ ଦେଖିଛ । ତେଣୁ ତୁମେ ଯଦି ପଞ୍ଚମ ଶ୍ରେଣୀ ବ୍ୟକ୍ତିମାନଙ୍କ ଦ୍ଵାରା ଶାସିତ ହେବ, ତେବେ ତୁମେ କିପରି ଖୁସୀ ହୋଇପାରିବ? ତାହା ସମ୍ଭବ ନୁହେଁ । କିପରି ସେଠାରେ କିଛି ସାମାଜିକ ପ୍ରଶାନ୍ତି ରହିବ? ତାହା ସମ୍ଭବ ନୁହେଁ । କିନ୍ତୁ ପଞ୍ଚମ ଶ୍ରେଣୀ ବ୍ୟକ୍ତି ମଧ୍ୟ, କୃଷ୍ଣ ଚେତନା ଆନ୍ଦୋଳନ ଦ୍ଵାରା ଶୁଦ୍ଧ ହୋଇପାରିବ । ସେଥିପାଇଁ ଏହି ଆନ୍ଦୋଳନର ଅତ୍ୟନ୍ତ ଆବଶ୍ୟକତା ଅଛି । କାରଣ ବର୍ତ୍ତମାନ ମୂହୁର୍ତ୍ତରେ କୌଣସି ପ୍ରଥମ ଶ୍ରେଣୀ ବ୍ୟକ୍ତି ନାହାଁନ୍ତି, ନା ପ୍ରଥମ ଶ୍ରେଣୀ ବ୍ୟକ୍ତି, ନା ଦ୍ଵିତୀୟ ଶ୍ରେଣୀ ବ୍ୟକ୍ତି ଅଛନ୍ତି । ତୃତୀୟ ଶ୍ରେଣୀ, ଚତୁର୍ଥ ଶ୍ରେଣୀ, ପଞ୍ଚମ ଶ୍ରେଣୀ, ଷଷ୍ଠ ଶ୍ରେଣୀ, ଏହିପରି ହୋଇପାରେ । କିନ୍ତୁ ସେମାନେ ଶୁଦ୍ଧ ହୋଇପାରିବେ । ତାହା...ଏକମାତ୍ର ପ୍ରକ୍ରିୟା ହେଉଛି ଏହି କୃଷ୍ଣ ଚେତନା ଆନ୍ଦୋଳନ । ଯେ କେହି ଶୁଦ୍ଧ ହୋଇପାରିବେ । ମାଂ ହି ପାର୍ଥ ବ୍ୟପାଶ୍ରିତ୍ୟ ଯେଽପି ସ୍ୟୁଃ ପାପଯୋନୟଃ ([[Vanisource:BG 9.32 (1972)|BG 9.32]]) ସେମାନଙ୍କୁ ପାପ-ଯୋନି କୁହାଯାଏ, ନୀଚ ଶ୍ରେଣୀରେ ଜନ୍ମ, ପାପି ପରିବାର । ପାପ-ଯୋନି । କୃଷ୍ଣ କୁହଁନ୍ତି, ଯେଽପି ସ୍ୟୁଃ ପାପଯୋନୟଃ । କିଛି କଥା ନାହିଁ କେଉଁ ପ୍ରକାରର ପାପ-ଯୋନି । ମାଂ ହି ପାର୍ଥ ବ୍ୟାପ..."ଯଦି ସେ ମୋର ଆଶ୍ରୟ ନିଏ, ତେବେ..." ସେହି ଆଶ୍ରୟ ନିଆଯାଇ ପାରିବ କାରଣ କୃଷ୍ଣଙ୍କର ପ୍ରତିନିଧି ପ୍ରଚାର କରୁଛନ୍ତି । | ||
ତେଣୁ ସେଠାରେ କୌଣସି ଅଭାବ ନାହିଁ । କେବଳ ଜଣକୁ ନିଜ ପାଇଁ ଆଶ୍ରୟ ନେବାର ଅଛି । ବାସ୍ । ଯେପରି ଚୈତନ୍ୟ ମହାପ୍ରଭୁଙ୍କର ଉଦ୍ଦେଶ୍ୟ ଥିଲା ଏହି ପ୍ରଚାରକ ନିର୍ମାଣ କରିବା । "ସବୁ ଜାଗାକୁ ଯାଅ ।" ଆମର ଆଜ୍ଞାୟ ଗୁରୁ ହନା ତାର ଏଇ ଦେଶ ([[Vanisource:CC Madhya 7.128|CC Madhya 7.128]]) । "ଯାଅ ।" ସେ ନିତ୍ୟାନନ୍ଦ ପ୍ରଭୁ, ହରିଦାସ ଠାକୁରଙ୍କୁ ପ୍ରଚାର କରିବା ପାଇଁ ପଠଉଥିଲେ । "ଦୟାକରି ହରେ କୃଷ୍ଣ ଜପ କର । ଦୟାକରି ହରେ କୃଷ୍ଣ ଜପ କର । ଦୟାକରି କୃଷ୍ଣଙ୍କୁ ଆତ୍ମସମର୍ପଣ କର ।" ସଡ଼କରେ ଭିଡ଼ ମଧ୍ୟ ଥିଲା । ନିତ୍ୟାନନ୍ଦ ପ୍ରଭୁ ଏବଂ ହରିଦାସ ଠାକୁର ଦେଖିଲେ, ଏବଂ ସେମାନେ ପଚାରିଲେ, "ଏହି ଭିଡ଼ କ'ଣ?" "ନା, ଦୁଇ ଭାଈ ଅଛନ୍ତି, ଜଗାଈ ଏବଂ ମାଧାଈ, ଭାରୀ ଉପଦ୍ରବୀ । ସେମାନେ ମଦୁଆ, ମହିଳା ଶିକାରୀ ଏବଂ ମାଂସ ଭକ୍ଷଣ କରନ୍ତି, ଏବଂ ସେମାନେ, ସର୍ବଦା ଅସୁବିଧା ସୃଷ୍ଟିକରନ୍ତି ।" ତେଣୁ ନିତ୍ୟାନନ୍ଦ ପ୍ରଭୁ ତୂରନ୍ତ ନିର୍ଣ୍ଣୟ କରିଲେ, "କାହିଁକି ଏହି ବ୍ୟକ୍ତିମାନଙ୍କ ଉଦ୍ଧାର ପ୍ରଥମେ ନ କରିବି? ତେବେ ମୋ ଭଗବାନଙ୍କର ନାମ ଗୌରବାନ୍ଵିତ ହେବ । ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ନାମ ଗୌରବାନ୍ଵିତ ହେବ ।" ଏହା ହେଉଛି ଶିଷ୍ୟର କାମ, କି କିପରି ଆଧ୍ୟାତ୍ମିକ ଗୁରୁଙ୍କୁ ଗୌରାବନ୍ଵତି କରିବ, ପରମ୍ପରା । ମୁଁ ମୋର ଆଧ୍ୟାତ୍ମିକ ଗୁରୁଙ୍କୁ ଗୌରବାନ୍ଵିତ କରେ, ତୁମେ ତୁମ ଆଧ୍ୟାତ୍ମିକ ଗୁରୁଙ୍କୁ ଗୌରବାନ୍ଵିତ କର । ତୁମେ ଯଦି କେବଳ ତାହା କରିବ, ଗୌରବାନ୍ଵିତ, ତେବେ କୃଷ୍ଣ ଗୌରବାନ୍ଵିତ ହେବେ । ତାହା ନିତ୍ୟାନନ୍ଦ ପ୍ରଭୁଙ୍କର ନିର୍ଣ୍ଣୟ ଥିଲା, ଯେ "କାହିଁକି ଏହି ପତିତ ଆତ୍ମାମାନଙ୍କର ପ୍ରଥମେ ଉଦ୍ଧାର ନ କରିବା?" କାରଣ ଚୈତନ୍ୟ ମହାପ୍ରଭୁଙ୍କର ଅବତାର ହେଉଛି ପତିତ ଆତ୍ମାମାନଙ୍କର ଉଦ୍ଧାର କରିବା । | ତେଣୁ ସେଠାରେ କୌଣସି ଅଭାବ ନାହିଁ । କେବଳ ଜଣକୁ ନିଜ ପାଇଁ ଆଶ୍ରୟ ନେବାର ଅଛି । ବାସ୍ । ଯେପରି ଚୈତନ୍ୟ ମହାପ୍ରଭୁଙ୍କର ଉଦ୍ଦେଶ୍ୟ ଥିଲା ଏହି ପ୍ରଚାରକ ନିର୍ମାଣ କରିବା । "ସବୁ ଜାଗାକୁ ଯାଅ ।" ଆମର ଆଜ୍ଞାୟ ଗୁରୁ ହନା ତାର ଏଇ ଦେଶ ([[Vanisource:CC Madhya 7.128|CC Madhya 7.128]]) । "ଯାଅ ।" ସେ ନିତ୍ୟାନନ୍ଦ ପ୍ରଭୁ, ହରିଦାସ ଠାକୁରଙ୍କୁ ପ୍ରଚାର କରିବା ପାଇଁ ପଠଉଥିଲେ । "ଦୟାକରି ହରେ କୃଷ୍ଣ ଜପ କର । ଦୟାକରି ହରେ କୃଷ୍ଣ ଜପ କର । ଦୟାକରି କୃଷ୍ଣଙ୍କୁ ଆତ୍ମସମର୍ପଣ କର ।" ସଡ଼କରେ ଭିଡ଼ ମଧ୍ୟ ଥିଲା । ନିତ୍ୟାନନ୍ଦ ପ୍ରଭୁ ଏବଂ ହରିଦାସ ଠାକୁର ଦେଖିଲେ, ଏବଂ ସେମାନେ ପଚାରିଲେ, "ଏହି ଭିଡ଼ କ'ଣ?" "ନା, ଦୁଇ ଭାଈ ଅଛନ୍ତି, ଜଗାଈ ଏବଂ ମାଧାଈ, ଭାରୀ ଉପଦ୍ରବୀ । ସେମାନେ ମଦୁଆ, ମହିଳା ଶିକାରୀ ଏବଂ ମାଂସ ଭକ୍ଷଣ କରନ୍ତି, ଏବଂ ସେମାନେ, ସର୍ବଦା ଅସୁବିଧା ସୃଷ୍ଟିକରନ୍ତି ।" ତେଣୁ ନିତ୍ୟାନନ୍ଦ ପ୍ରଭୁ ତୂରନ୍ତ ନିର୍ଣ୍ଣୟ କରିଲେ, "କାହିଁକି ଏହି ବ୍ୟକ୍ତିମାନଙ୍କ ଉଦ୍ଧାର ପ୍ରଥମେ ନ କରିବି? ତେବେ ମୋ ଭଗବାନଙ୍କର ନାମ ଗୌରବାନ୍ଵିତ ହେବ । ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ନାମ ଗୌରବାନ୍ଵିତ ହେବ ।" ଏହା ହେଉଛି ଶିଷ୍ୟର କାମ, କି କିପରି ଆଧ୍ୟାତ୍ମିକ ଗୁରୁଙ୍କୁ ଗୌରାବନ୍ଵତି କରିବ, ପରମ୍ପରା । ମୁଁ ମୋର ଆଧ୍ୟାତ୍ମିକ ଗୁରୁଙ୍କୁ ଗୌରବାନ୍ଵିତ କରେ, ତୁମେ ତୁମ ଆଧ୍ୟାତ୍ମିକ ଗୁରୁଙ୍କୁ ଗୌରବାନ୍ଵିତ କର । ତୁମେ ଯଦି କେବଳ ତାହା କରିବ, ଗୌରବାନ୍ଵିତ, ତେବେ କୃଷ୍ଣ ଗୌରବାନ୍ଵିତ ହେବେ । ତାହା ନିତ୍ୟାନନ୍ଦ ପ୍ରଭୁଙ୍କର ନିର୍ଣ୍ଣୟ ଥିଲା, ଯେ "କାହିଁକି ଏହି ପତିତ ଆତ୍ମାମାନଙ୍କର ପ୍ରଥମେ ଉଦ୍ଧାର ନ କରିବା?" କାରଣ ଚୈତନ୍ୟ ମହାପ୍ରଭୁଙ୍କର ଅବତାର ହେଉଛି ପତିତ ଆତ୍ମାମାନଙ୍କର ଉଦ୍ଧାର କରିବା । | ||
Line 39: | Line 39: | ||
:ମୋ ସମ ପତିତ ପ୍ରଭୁ ନା ପାଇବେ ଆର | :ମୋ ସମ ପତିତ ପ୍ରଭୁ ନା ପାଇବେ ଆର | ||
ନରୋତ୍ତମ ଦାସ ଠାକୁର ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ଚରଣ କମଳରେ ନିଜକୁ ନିଯୁକ୍ତ କରିଛନ୍ତି, ଯେ "ମୋର ପ୍ରିୟ ଭଗବାନ, ତୁମର ଅବତର ଏହି ସମସ୍ତ ପତିତ ଆତ୍ମାମାନଙ୍କର ଉଦ୍ଧାର କରିବା ପାଇଁ ହୋଇଛି । କିନ୍ତୁ ମୁଁ ହେଉଛି ସବୁଠାରୁ ଅଧିକ ପତିତ ଆତ୍ମା । ତେଣୁ ମୋର ଦାବୀ ପ୍ରଥମ ଅଟେ । | ନରୋତ୍ତମ ଦାସ ଠାକୁର ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ଚରଣ କମଳରେ ନିଜକୁ ନିଯୁକ୍ତ କରିଛନ୍ତି, ଯେ "ମୋର ପ୍ରିୟ ଭଗବାନ, ତୁମର ଅବତର ଏହି ସମସ୍ତ ପତିତ ଆତ୍ମାମାନଙ୍କର ଉଦ୍ଧାର କରିବା ପାଇଁ ହୋଇଛି । କିନ୍ତୁ ମୁଁ ହେଉଛି ସବୁଠାରୁ ଅଧିକ ପତିତ ଆତ୍ମା । ତେଣୁ ମୋର ଦାବୀ ପ୍ରଥମ ଅଟେ । ଦୟା କରି ମୋତେ ଉଦ୍ଧାର କରନ୍ତୁ । ମୋ ସମ ପତିତ ପ୍ରଭୁ ନା ପାଇବେ ଆର । "ଆପଣ ହେଉଛନ୍ତି, ଆପଣଙ୍କର ଅଭିପ୍ରାୟ ହେଉଛି ପତିତ ମାନଙ୍କର ଉଦ୍ଧାର କରିବା । ତେଣୁ ମୁଁ ହେଉଛି ପ୍ରଥମ ଶ୍ରେଣୀର ପତିତ ବ୍ୟକ୍ତି । ଦୟାକରି ମୋତେ ସ୍ଵୀକାର କରନ୍ତୁ ।" | ||
ତେଣୁ କଳି ଯୁଗ, ଲୋକମାନେ ପୀଡ଼ିତ ଅଟନ୍ତି । ସେମାନେ ସମସ୍ତେ ପତିତ, ସମସ୍ତେ ମାଂସ ଭକ୍ଷଣ କରନ୍ତି, ସମସ୍ତେ ମଦୁଆ, ସମସ୍ତେ ପଞ୍ଚମ ଶ୍ରେଣୀର, ଷଷ୍ଠ ଶ୍ରେଣୀର ବ୍ୟକ୍ତି ଅଟନ୍ତି । ସେମାନେ ହେଉଛନ୍ତି ଅଭିମାନୀ, କିନ୍ତୁ ବାସ୍ତବରେ ସେମାନେ ପଞ୍ଚମ, ଷଷ୍ଠ, ଏବଂ ଦଶମ ଶ୍ରେଣୀର ବ୍ୟକ୍ତି, ଏପରିକି ଭଦ୍ର ବ୍ୟକ୍ତି ମଧ୍ୟ ନୁହଁନ୍ତି । ସେଥିପାଇଁ ମୋ ଗୁରୁ ମାହାରାଜ କହୁଥିଲେ ଯେ "କୌଣସି ଭଦ୍ର ବ୍ୟକ୍ତି ଏଠାରେ ରହିପାରିବେ ନାହିଁ । ସମାଜ ଅତ୍ୟନ୍ତ ପ୍ରଦୂଷିତ ଅଟେ । ଏବଂ...କିନ୍ତୁ, ଚୈତନ୍ୟ ମହାପ୍ରଭୁଙ୍କର ସେବା କରିବା ପାଇଁ ସୁଯୋଗ ଅଛି । କାରଣ ସମାଜ ଏତେ ପତିତ, ସେଥିପାଇଁ ଚୈତନ୍ୟ ମହାପ୍ରଭୁଙ୍କର ସେବା କରିବା ପାଇଁ ଭଲ ସୁଯୋଗ ଅଛି । କାରଣ ଚୈତନ୍ୟ ମହାପ୍ରଭୁଙ୍କର ଅବତାର ହେଉଛି ପତିତମାନଙ୍କର ଉଦ୍ଧାର କରିବା । ତେଣୁ ତୁମମାନଙ୍କୁ ସୁଯୋଗ ମିଳିଛି ସେବା କରିବା ପାଇଁ ଶ୍ରୀ ଚୈ...., ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କୁ ପ୍ରସନ୍ନ କରିବା ପାଇଁ କାରଣ ସେ ପତିତ ଆତ୍ମାମାନଙ୍କର ଉଦ୍ଧାର କରିବା ପାଇଁ ଚାହାଁନ୍ତି । କୃଷ୍ଣ ମଧ୍ୟ ଚାହୁଁଥିଲେ । ଯଦା ଯଦା ହି ଗ୍ଲାନିର୍ ଭବତି ଭାରତ, ଧର୍ମସ୍ୟ ଗ୍ଲାନିର୍ ଭବତି ଭାରତ । କୃଷ୍ଣ ଆସନ୍ତି...ଏହା ହେଉଛି...ଭଗବାନଙ୍କର କାମ ଏହିପରି ଚାଲିଥାଏ । ସେ ଭାରୀ ଉତ୍ସୁକ ଏହି ଭୌତିକ ସଂସାରରେ ସଢ଼ୁଥିବା, ଏହି ସମସ୍ତ ଦୁର୍ଜନମାନଙ୍କର ଉଦ୍ଧାର କରିବା ପାଇଁ । କୃଷ୍ଣ ସର୍ବଦା ଉତ୍ସୁକ ଅଟନ୍ତି । ସେ ନିଜେ ଆସନ୍ତି । ସେ ଭକ୍ତ ରୂପରେ ଆସନ୍ତି । ସେ ଆସନ୍ତି, ନିଜର ଯର୍ଥାତ ସେବକ, ଯର୍ଥାତ ପୁତ୍ରକୁ ପଠାନ୍ତି । | ତେଣୁ କଳି ଯୁଗ, ଲୋକମାନେ ପୀଡ଼ିତ ଅଟନ୍ତି । ସେମାନେ ସମସ୍ତେ ପତିତ, ସମସ୍ତେ ମାଂସ ଭକ୍ଷଣ କରନ୍ତି, ସମସ୍ତେ ମଦୁଆ, ସମସ୍ତେ ପଞ୍ଚମ ଶ୍ରେଣୀର, ଷଷ୍ଠ ଶ୍ରେଣୀର ବ୍ୟକ୍ତି ଅଟନ୍ତି । ସେମାନେ ହେଉଛନ୍ତି ଅଭିମାନୀ, କିନ୍ତୁ ବାସ୍ତବରେ ସେମାନେ ପଞ୍ଚମ, ଷଷ୍ଠ, ଏବଂ ଦଶମ ଶ୍ରେଣୀର ବ୍ୟକ୍ତି, ଏପରିକି ଭଦ୍ର ବ୍ୟକ୍ତି ମଧ୍ୟ ନୁହଁନ୍ତି । ସେଥିପାଇଁ ମୋ ଗୁରୁ ମାହାରାଜ କହୁଥିଲେ ଯେ "କୌଣସି ଭଦ୍ର ବ୍ୟକ୍ତି ଏଠାରେ ରହିପାରିବେ ନାହିଁ । ସମାଜ ଅତ୍ୟନ୍ତ ପ୍ରଦୂଷିତ ଅଟେ । ଏବଂ...କିନ୍ତୁ, ଚୈତନ୍ୟ ମହାପ୍ରଭୁଙ୍କର ସେବା କରିବା ପାଇଁ ସୁଯୋଗ ଅଛି । କାରଣ ସମାଜ ଏତେ ପତିତ, ସେଥିପାଇଁ ଚୈତନ୍ୟ ମହାପ୍ରଭୁଙ୍କର ସେବା କରିବା ପାଇଁ ଭଲ ସୁଯୋଗ ଅଛି । କାରଣ ଚୈତନ୍ୟ ମହାପ୍ରଭୁଙ୍କର ଅବତାର ହେଉଛି ପତିତମାନଙ୍କର ଉଦ୍ଧାର କରିବା । ତେଣୁ ତୁମମାନଙ୍କୁ ସୁଯୋଗ ମିଳିଛି ସେବା କରିବା ପାଇଁ ଶ୍ରୀ ଚୈ...., ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କୁ ପ୍ରସନ୍ନ କରିବା ପାଇଁ କାରଣ ସେ ପତିତ ଆତ୍ମାମାନଙ୍କର ଉଦ୍ଧାର କରିବା ପାଇଁ ଚାହାଁନ୍ତି । କୃଷ୍ଣ ମଧ୍ୟ ଚାହୁଁଥିଲେ । ଯଦା ଯଦା ହି ଗ୍ଲାନିର୍ ଭବତି ଭାରତ, ଧର୍ମସ୍ୟ ଗ୍ଲାନିର୍ ଭବତି ଭାରତ । କୃଷ୍ଣ ଆସନ୍ତି...ଏହା ହେଉଛି...ଭଗବାନଙ୍କର କାମ ଏହିପରି ଚାଲିଥାଏ । ସେ ଭାରୀ ଉତ୍ସୁକ ଏହି ଭୌତିକ ସଂସାରରେ ସଢ଼ୁଥିବା, ଏହି ସମସ୍ତ ଦୁର୍ଜନମାନଙ୍କର ଉଦ୍ଧାର କରିବା ପାଇଁ । କୃଷ୍ଣ ସର୍ବଦା ଉତ୍ସୁକ ଅଟନ୍ତି । ସେ ନିଜେ ଆସନ୍ତି । ସେ ଭକ୍ତ ରୂପରେ ଆସନ୍ତି । ସେ ଆସନ୍ତି, ନିଜର ଯର୍ଥାତ ସେବକ, ଯର୍ଥାତ ପୁତ୍ରକୁ ପଠାନ୍ତି । |
Latest revision as of 13:25, 17 October 2018
Lecture on SB 1.5.23 -- Vrndavana, August 4, 1974
ଯେଉଁ ଲୋକମାନେ ଶୁଦ୍ରଠାରୁ ନ୍ୟୁନ ଅଟନ୍ତି । ସେମାନଙ୍କୁ ପଞ୍ଚମସ୍ କୁହାଯାଏ, ପଞ୍ଚମ ଶ୍ରେଣୀ । ପ୍ରଥମ ଶ୍ରେଣୀ, ବ୍ରାହ୍ମଣ, ଦ୍ଵିତୀୟ ଶ୍ରେଣୀ, କ୍ଷେତ୍ରିୟ, ତୃତୀୟ ଶ୍ରେଣୀ, ବୈଶ୍ୟ, ଚତୁର୍ଥ ଶ୍ରେଣୀ, ଶୁଦ୍ର, ଏବଂ ଅନ୍ୟ ସମସ୍ତେ - ପଞ୍ଚମ ଶ୍ରେଣୀ । ସେମାନଙ୍କୁ ଚାଣ୍ଡାଳ କୁହାଯାଏ । ଚାଣ୍ଡାଳ... ଝାଡୁବାଲା, ମୋଚି, ଏବଂ...ନୀଚ ଶ୍ରେଣୀ । ତଥାପି, ଭାରତରେ, ଭାରତରେ କେବଳ ଏହି ପଞ୍ଚମ ଶ୍ରେଣୀ, ସେମାନେ ମାଂସ, ଘୁଷୁରି, ଏବଂ ବେଳେ ବେଳେ ଗାଈ ଖାଆନ୍ତି । ପଞ୍ଚମ ଶ୍ରେଣୀ । ବର୍ତ୍ତମାନ ଏହା ଏକ ପ୍ରଥା ହୋଇଗଲାଣି । ଏବଂ ସେ ଏକ ପ୍ରଥମ ଶ୍ରେଣୀ ବ୍ୟକ୍ତି ଅଟେ । ତେଣୁ ଟିକିଏ ଦେଖ । ପଞ୍ଚମ ଶ୍ରେଣୀ ବ୍ୟକ୍ତିର ବ୍ୟବସାୟ ଯାହା ଥିଲା, ତାହା ତଥା କଥିତ ନେତାମାନଙ୍କର ବ୍ୟବସାୟ ହୋଇଯାଇଛି । ତୁମେ ଦେଖିଛ । ତେଣୁ ତୁମେ ଯଦି ପଞ୍ଚମ ଶ୍ରେଣୀ ବ୍ୟକ୍ତିମାନଙ୍କ ଦ୍ଵାରା ଶାସିତ ହେବ, ତେବେ ତୁମେ କିପରି ଖୁସୀ ହୋଇପାରିବ? ତାହା ସମ୍ଭବ ନୁହେଁ । କିପରି ସେଠାରେ କିଛି ସାମାଜିକ ପ୍ରଶାନ୍ତି ରହିବ? ତାହା ସମ୍ଭବ ନୁହେଁ । କିନ୍ତୁ ପଞ୍ଚମ ଶ୍ରେଣୀ ବ୍ୟକ୍ତି ମଧ୍ୟ, କୃଷ୍ଣ ଚେତନା ଆନ୍ଦୋଳନ ଦ୍ଵାରା ଶୁଦ୍ଧ ହୋଇପାରିବ । ସେଥିପାଇଁ ଏହି ଆନ୍ଦୋଳନର ଅତ୍ୟନ୍ତ ଆବଶ୍ୟକତା ଅଛି । କାରଣ ବର୍ତ୍ତମାନ ମୂହୁର୍ତ୍ତରେ କୌଣସି ପ୍ରଥମ ଶ୍ରେଣୀ ବ୍ୟକ୍ତି ନାହାଁନ୍ତି, ନା ପ୍ରଥମ ଶ୍ରେଣୀ ବ୍ୟକ୍ତି, ନା ଦ୍ଵିତୀୟ ଶ୍ରେଣୀ ବ୍ୟକ୍ତି ଅଛନ୍ତି । ତୃତୀୟ ଶ୍ରେଣୀ, ଚତୁର୍ଥ ଶ୍ରେଣୀ, ପଞ୍ଚମ ଶ୍ରେଣୀ, ଷଷ୍ଠ ଶ୍ରେଣୀ, ଏହିପରି ହୋଇପାରେ । କିନ୍ତୁ ସେମାନେ ଶୁଦ୍ଧ ହୋଇପାରିବେ । ତାହା...ଏକମାତ୍ର ପ୍ରକ୍ରିୟା ହେଉଛି ଏହି କୃଷ୍ଣ ଚେତନା ଆନ୍ଦୋଳନ । ଯେ କେହି ଶୁଦ୍ଧ ହୋଇପାରିବେ । ମାଂ ହି ପାର୍ଥ ବ୍ୟପାଶ୍ରିତ୍ୟ ଯେଽପି ସ୍ୟୁଃ ପାପଯୋନୟଃ (BG 9.32) ସେମାନଙ୍କୁ ପାପ-ଯୋନି କୁହାଯାଏ, ନୀଚ ଶ୍ରେଣୀରେ ଜନ୍ମ, ପାପି ପରିବାର । ପାପ-ଯୋନି । କୃଷ୍ଣ କୁହଁନ୍ତି, ଯେଽପି ସ୍ୟୁଃ ପାପଯୋନୟଃ । କିଛି କଥା ନାହିଁ କେଉଁ ପ୍ରକାରର ପାପ-ଯୋନି । ମାଂ ହି ପାର୍ଥ ବ୍ୟାପ..."ଯଦି ସେ ମୋର ଆଶ୍ରୟ ନିଏ, ତେବେ..." ସେହି ଆଶ୍ରୟ ନିଆଯାଇ ପାରିବ କାରଣ କୃଷ୍ଣଙ୍କର ପ୍ରତିନିଧି ପ୍ରଚାର କରୁଛନ୍ତି ।
ତେଣୁ ସେଠାରେ କୌଣସି ଅଭାବ ନାହିଁ । କେବଳ ଜଣକୁ ନିଜ ପାଇଁ ଆଶ୍ରୟ ନେବାର ଅଛି । ବାସ୍ । ଯେପରି ଚୈତନ୍ୟ ମହାପ୍ରଭୁଙ୍କର ଉଦ୍ଦେଶ୍ୟ ଥିଲା ଏହି ପ୍ରଚାରକ ନିର୍ମାଣ କରିବା । "ସବୁ ଜାଗାକୁ ଯାଅ ।" ଆମର ଆଜ୍ଞାୟ ଗୁରୁ ହନା ତାର ଏଇ ଦେଶ (CC Madhya 7.128) । "ଯାଅ ।" ସେ ନିତ୍ୟାନନ୍ଦ ପ୍ରଭୁ, ହରିଦାସ ଠାକୁରଙ୍କୁ ପ୍ରଚାର କରିବା ପାଇଁ ପଠଉଥିଲେ । "ଦୟାକରି ହରେ କୃଷ୍ଣ ଜପ କର । ଦୟାକରି ହରେ କୃଷ୍ଣ ଜପ କର । ଦୟାକରି କୃଷ୍ଣଙ୍କୁ ଆତ୍ମସମର୍ପଣ କର ।" ସଡ଼କରେ ଭିଡ଼ ମଧ୍ୟ ଥିଲା । ନିତ୍ୟାନନ୍ଦ ପ୍ରଭୁ ଏବଂ ହରିଦାସ ଠାକୁର ଦେଖିଲେ, ଏବଂ ସେମାନେ ପଚାରିଲେ, "ଏହି ଭିଡ଼ କ'ଣ?" "ନା, ଦୁଇ ଭାଈ ଅଛନ୍ତି, ଜଗାଈ ଏବଂ ମାଧାଈ, ଭାରୀ ଉପଦ୍ରବୀ । ସେମାନେ ମଦୁଆ, ମହିଳା ଶିକାରୀ ଏବଂ ମାଂସ ଭକ୍ଷଣ କରନ୍ତି, ଏବଂ ସେମାନେ, ସର୍ବଦା ଅସୁବିଧା ସୃଷ୍ଟିକରନ୍ତି ।" ତେଣୁ ନିତ୍ୟାନନ୍ଦ ପ୍ରଭୁ ତୂରନ୍ତ ନିର୍ଣ୍ଣୟ କରିଲେ, "କାହିଁକି ଏହି ବ୍ୟକ୍ତିମାନଙ୍କ ଉଦ୍ଧାର ପ୍ରଥମେ ନ କରିବି? ତେବେ ମୋ ଭଗବାନଙ୍କର ନାମ ଗୌରବାନ୍ଵିତ ହେବ । ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ନାମ ଗୌରବାନ୍ଵିତ ହେବ ।" ଏହା ହେଉଛି ଶିଷ୍ୟର କାମ, କି କିପରି ଆଧ୍ୟାତ୍ମିକ ଗୁରୁଙ୍କୁ ଗୌରାବନ୍ଵତି କରିବ, ପରମ୍ପରା । ମୁଁ ମୋର ଆଧ୍ୟାତ୍ମିକ ଗୁରୁଙ୍କୁ ଗୌରବାନ୍ଵିତ କରେ, ତୁମେ ତୁମ ଆଧ୍ୟାତ୍ମିକ ଗୁରୁଙ୍କୁ ଗୌରବାନ୍ଵିତ କର । ତୁମେ ଯଦି କେବଳ ତାହା କରିବ, ଗୌରବାନ୍ଵିତ, ତେବେ କୃଷ୍ଣ ଗୌରବାନ୍ଵିତ ହେବେ । ତାହା ନିତ୍ୟାନନ୍ଦ ପ୍ରଭୁଙ୍କର ନିର୍ଣ୍ଣୟ ଥିଲା, ଯେ "କାହିଁକି ଏହି ପତିତ ଆତ୍ମାମାନଙ୍କର ପ୍ରଥମେ ଉଦ୍ଧାର ନ କରିବା?" କାରଣ ଚୈତନ୍ୟ ମହାପ୍ରଭୁଙ୍କର ଅବତାର ହେଉଛି ପତିତ ଆତ୍ମାମାନଙ୍କର ଉଦ୍ଧାର କରିବା ।
ଏବଂ ଏହି... ଏବଂ ଏହି ଯୁଗରେ ପତିତ ଆତ୍ମାମାନଙ୍କର ଅଭାବ ନାହିଁ ।
- ପତିତ-ପାବନ-ହେତୁ ତବ ଅବତାର
- ମୋ ସମ ପତିତ ପ୍ରଭୁ ନା ପାଇବେ ଆର
ନରୋତ୍ତମ ଦାସ ଠାକୁର ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ଚରଣ କମଳରେ ନିଜକୁ ନିଯୁକ୍ତ କରିଛନ୍ତି, ଯେ "ମୋର ପ୍ରିୟ ଭଗବାନ, ତୁମର ଅବତର ଏହି ସମସ୍ତ ପତିତ ଆତ୍ମାମାନଙ୍କର ଉଦ୍ଧାର କରିବା ପାଇଁ ହୋଇଛି । କିନ୍ତୁ ମୁଁ ହେଉଛି ସବୁଠାରୁ ଅଧିକ ପତିତ ଆତ୍ମା । ତେଣୁ ମୋର ଦାବୀ ପ୍ରଥମ ଅଟେ । ଦୟା କରି ମୋତେ ଉଦ୍ଧାର କରନ୍ତୁ । ମୋ ସମ ପତିତ ପ୍ରଭୁ ନା ପାଇବେ ଆର । "ଆପଣ ହେଉଛନ୍ତି, ଆପଣଙ୍କର ଅଭିପ୍ରାୟ ହେଉଛି ପତିତ ମାନଙ୍କର ଉଦ୍ଧାର କରିବା । ତେଣୁ ମୁଁ ହେଉଛି ପ୍ରଥମ ଶ୍ରେଣୀର ପତିତ ବ୍ୟକ୍ତି । ଦୟାକରି ମୋତେ ସ୍ଵୀକାର କରନ୍ତୁ ।"
ତେଣୁ କଳି ଯୁଗ, ଲୋକମାନେ ପୀଡ଼ିତ ଅଟନ୍ତି । ସେମାନେ ସମସ୍ତେ ପତିତ, ସମସ୍ତେ ମାଂସ ଭକ୍ଷଣ କରନ୍ତି, ସମସ୍ତେ ମଦୁଆ, ସମସ୍ତେ ପଞ୍ଚମ ଶ୍ରେଣୀର, ଷଷ୍ଠ ଶ୍ରେଣୀର ବ୍ୟକ୍ତି ଅଟନ୍ତି । ସେମାନେ ହେଉଛନ୍ତି ଅଭିମାନୀ, କିନ୍ତୁ ବାସ୍ତବରେ ସେମାନେ ପଞ୍ଚମ, ଷଷ୍ଠ, ଏବଂ ଦଶମ ଶ୍ରେଣୀର ବ୍ୟକ୍ତି, ଏପରିକି ଭଦ୍ର ବ୍ୟକ୍ତି ମଧ୍ୟ ନୁହଁନ୍ତି । ସେଥିପାଇଁ ମୋ ଗୁରୁ ମାହାରାଜ କହୁଥିଲେ ଯେ "କୌଣସି ଭଦ୍ର ବ୍ୟକ୍ତି ଏଠାରେ ରହିପାରିବେ ନାହିଁ । ସମାଜ ଅତ୍ୟନ୍ତ ପ୍ରଦୂଷିତ ଅଟେ । ଏବଂ...କିନ୍ତୁ, ଚୈତନ୍ୟ ମହାପ୍ରଭୁଙ୍କର ସେବା କରିବା ପାଇଁ ସୁଯୋଗ ଅଛି । କାରଣ ସମାଜ ଏତେ ପତିତ, ସେଥିପାଇଁ ଚୈତନ୍ୟ ମହାପ୍ରଭୁଙ୍କର ସେବା କରିବା ପାଇଁ ଭଲ ସୁଯୋଗ ଅଛି । କାରଣ ଚୈତନ୍ୟ ମହାପ୍ରଭୁଙ୍କର ଅବତାର ହେଉଛି ପତିତମାନଙ୍କର ଉଦ୍ଧାର କରିବା । ତେଣୁ ତୁମମାନଙ୍କୁ ସୁଯୋଗ ମିଳିଛି ସେବା କରିବା ପାଇଁ ଶ୍ରୀ ଚୈ...., ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କୁ ପ୍ରସନ୍ନ କରିବା ପାଇଁ କାରଣ ସେ ପତିତ ଆତ୍ମାମାନଙ୍କର ଉଦ୍ଧାର କରିବା ପାଇଁ ଚାହାଁନ୍ତି । କୃଷ୍ଣ ମଧ୍ୟ ଚାହୁଁଥିଲେ । ଯଦା ଯଦା ହି ଗ୍ଲାନିର୍ ଭବତି ଭାରତ, ଧର୍ମସ୍ୟ ଗ୍ଲାନିର୍ ଭବତି ଭାରତ । କୃଷ୍ଣ ଆସନ୍ତି...ଏହା ହେଉଛି...ଭଗବାନଙ୍କର କାମ ଏହିପରି ଚାଲିଥାଏ । ସେ ଭାରୀ ଉତ୍ସୁକ ଏହି ଭୌତିକ ସଂସାରରେ ସଢ଼ୁଥିବା, ଏହି ସମସ୍ତ ଦୁର୍ଜନମାନଙ୍କର ଉଦ୍ଧାର କରିବା ପାଇଁ । କୃଷ୍ଣ ସର୍ବଦା ଉତ୍ସୁକ ଅଟନ୍ତି । ସେ ନିଜେ ଆସନ୍ତି । ସେ ଭକ୍ତ ରୂପରେ ଆସନ୍ତି । ସେ ଆସନ୍ତି, ନିଜର ଯର୍ଥାତ ସେବକ, ଯର୍ଥାତ ପୁତ୍ରକୁ ପଠାନ୍ତି ।
ତେଣୁ ଏହି ସମସ୍ତ ପତିତ ଆତ୍ମାମାନଙ୍କର ଉଦ୍ଧାର କରିବା, କୃଷ୍ଣଙ୍କ ପାଇଁ ଚିନ୍ତାର ବିଷୟ । ସେଥିପାଇଁ ଏହିସବୁ ହେଉଛି ସୁଯୋଗ । ଯୋଗିନୀ, ଯୋଗୀ ମାନେ ଦୁନିଆ ସାରା ଭ୍ରମଣ କରୁଛନ୍ତି । କେବଳ ବର୍ଷା ଋତୁରେ ସେମାନେ ବିଶ୍ରାମ ନିଅନ୍ତି । ନା କି ଅନ୍ୟ ଋତୁମାନଙ୍କରେ କେବଳ ଖାଇବା ଏବଂ ଶୋଇବା । ନା । କାରଣ ବର୍ଷାଋତୁରେ ଭ୍ରମଣ କରିବା ଅସୁବିଧାଜନକ, ସେଥିପାଇଁ କେବଳ ଚାରି ମାସ । ତେଣୁ ସେହି ଚାରିମାସରେ, ଯେଉଁଠାରେ ସେମାନେ ରୁହନ୍ତି, କେବଳ କାହା ଦ୍ଵାରା ସେବା ପାଆନ୍ତି, ଯେପରି ଏକ ଚାକର, ସେମାନେ ଉଦ୍ଧାର ପାଆନ୍ତି । ପ୍ରଚାରର କୌଣସି ପ୍ରଶ୍ନ ନାହିଁ । କେବଳ ସେବା କରିବା ପାଇଁ ସୁଯୋଗ ଦେବା, ପତିତ ମାନଙ୍କ ଆତ୍ମା ଉଦ୍ଧାର ହୋଇଯାଏ । କିନ୍ତୁ ତୁମେ ସକ୍ଷମ ହେବା ଉଚିତ୍, କିଛି ନ କରି ସେବା ନେବା ପାଇଁ । ତେବେ ତୁମେ ନର୍କକୁ ଯିବ । ଯଦି ତୁମେ ବାସ୍ତବରେ ଆଧ୍ୟାତ୍ମିକ ସ୍ତରରେ ଅଛ, ତେବେ ଅନ୍ୟ ମାନଙ୍କୁ ତୁମର ସେବା କରିବା ପାଇଁ କିଛି ଅବସର ଦେବ, ତେବେ ସେମାନେ ଉଦ୍ଧାର ପାଇବେ । ତତ୍ଵଜ୍ଞାନ ବୁଝିବାର କୌଣସି ପ୍ରଶ୍ନ ନାହିଁ । ଜଣେ ଭକ୍ତ ଅତି ନିପୁଣ ହେବା ଉଚିତ୍ । ସେଥିପାଇଁ, ଏହି ପ୍ରଣାଳୀ ହେଉଛି, ଯଥା ଶୀଘ୍ର ଜଣେ ଭକ୍ତକୁ ଦେଖିବ ସେ ତଳକୁ ନଇଁବ ଏବଂ ନେବ ..., ଚରଣ ସ୍ପର୍ଶ କରିବ । ଏହା ହେଉଛି ପ୍ରଣାଳୀ । କାରଣ ଚରଣ ସ୍ପର୍ଶ କରିବା ଦ୍ଵାରା... ମହତ୍ ପାଦ ରଜୋ ଅଭିଶେକମ୍ । ଯଦି ଜଣେ ବାସ୍ତବରେ ଆଧ୍ୟାତ୍ମିକ ଜୀବନକୁ ଉନ୍ନତ ହୁଏ ଏବଂ ସେ, ନିଏ, ଲୋକେ ତଙ୍କର ଚରଣ କମଳ ସ୍ପର୍ଶ କରିବାର ସୁଯୋଗ ନିଅନ୍ତି, ତେବେ ସେ ଭକ୍ତ ହୋଇଯାଏ । ଏହା ହେଉଛି ପ୍ରଣାଳୀ ।