OR/Prabhupada 1076 - ମୃତ୍ୟୁ ସମୟରେ ଆମେ ଏହି ଜଗତରେ ରହିପାରିବା, କିମ୍ଵା ଚିଦ୍ ଜଗତକୁ ସ୍ଥାନାନ୍ତରିତ ହୋଇପାରିବା: Difference between revisions
(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 1076 - in all Languages Category:OR-Quotes - 1966 Category:OR-Quotes - Lec...") |
(Vanibot #0023: VideoLocalizer - changed YouTube player to show hard-coded subtitles version) |
||
Line 10: | Line 10: | ||
[[Category:Oriya Language]] | [[Category:Oriya Language]] | ||
<!-- END CATEGORY LIST --> | <!-- END CATEGORY LIST --> | ||
<!-- BEGIN NAVIGATION BAR -- | <!-- BEGIN NAVIGATION BAR -- DO NOT EDIT OR REMOVE --> | ||
{{1080 videos navigation - All Languages|Oriya|OR/Prabhupada 1075 - ଏହି ଜୀବନର କର୍ମାନୁଯାୟୀ ଆମେମାନେ ଆମର ପରବର୍ତ୍ତୀ ଜୀବନ ପ୍ରସ୍ତୁତ କରୁଛୁ|1075|OR/Prabhupada 1077 - ଭଗବାନ୍ ପୂର୍ଣ୍ଣ ଅଟନ୍ତି, ତାଙ୍କର ନାମ ଓ ତାଙ୍କ ଭିତରେ କିଛି ଅନ୍ତର ନାହିଁ|1077}} | {{1080 videos navigation - All Languages|Oriya|OR/Prabhupada 1075 - ଏହି ଜୀବନର କର୍ମାନୁଯାୟୀ ଆମେମାନେ ଆମର ପରବର୍ତ୍ତୀ ଜୀବନ ପ୍ରସ୍ତୁତ କରୁଛୁ|1075|OR/Prabhupada 1077 - ଭଗବାନ୍ ପୂର୍ଣ୍ଣ ଅଟନ୍ତି, ତାଙ୍କର ନାମ ଓ ତାଙ୍କ ଭିତରେ କିଛି ଅନ୍ତର ନାହିଁ|1077}} | ||
<!-- END NAVIGATION BAR --> | <!-- END NAVIGATION BAR --> | ||
Line 21: | Line 21: | ||
<!-- BEGIN VIDEO LINK --> | <!-- BEGIN VIDEO LINK --> | ||
{{youtube_right| | {{youtube_right|UqEEQQG1a3Q|ମୃତ୍ୟୁ ସମୟରେ ଆମେ ଏହି ଜଗତରେ ରହିପାରିବା, କିମ୍ଵା ଚିଦ୍ ଜଗତକୁ ସ୍ଥାନାନ୍ତରିତ ହୋଇପାରିବା<br/>- Prabhupāda 1076}} | ||
<!-- END VIDEO LINK --> | <!-- END VIDEO LINK --> | ||
Line 50: | Line 50: | ||
:ତଂ ତମେବୈତି କୌନ୍ତେୟ | :ତଂ ତମେବୈତି କୌନ୍ତେୟ | ||
:ସଦା ତଦ୍ ଭାବ ଭାବିତଃ | :ସଦା ତଦ୍ ଭାବ ଭାବିତଃ | ||
:([[Vanisource:BG 8.6|BG 8.6]]) | :([[Vanisource:BG 8.6 (1972)|BG 8.6]]) | ||
</div> | </div> | ||
ବର୍ତ୍ତମାନ, ଆମେମାନେ ଚିନ୍ତା କରିବାରେ ଅଭ୍ୟସ୍ତ, ଭୌତିକ ଶକ୍ତି କିମ୍ଵା ଦିବ୍ୟଶକ୍ତି ବିଷୟରେ, ବର୍ତ୍ତମାନ, ଚିନ୍ତାକୁ କିପରି ସ୍ଥାନାନ୍ତର କରିବା ? କିପରି ଭୌତିକ ଶକ୍ତିର ଚିନ୍ତାକୁ ଦିବ୍ୟଶକ୍ତି ଚିନ୍ତାରେ ସ୍ଥାନାନ୍ତର କରିବା ? ତେଣୁ ଦିବ୍ୟଶକ୍ତି ଚିନ୍ତା ପାଇଁ ବୈଦିକ ସାହିତ୍ୟମାନ ଅଛି । ଯେପରି ଭୌତିକ ଶକ୍ତି ଚିନ୍ତା ପାଇଁ ଅନେକ ସାହିତ୍ୟ ଅଛି- ସମ୍ଵାଦପତ୍ର, ପତ୍ରିକା, ଉପନ୍ୟାସ ଇତ୍ୟାଦି । ସାହିତ୍ୟରେ ପୂର୍ଣ୍ଣ । ତେଣୁ ଆମର ଚିନ୍ତାଶକ୍ତି ଏହିସବୁ ସାହିତ୍ୟରେ ଲିପ୍ତ ରହିଛି । ସେହିପରି, ଆମେ ଯଦି ଆମର ଚିନ୍ତାଶକ୍ତିକୁ ଚିଦ୍ ବାତାବରଣକୁ ସ୍ଥାନାନ୍ତର କରିବାକୁ ଚେଷ୍ଟାକରିବା, ତେବେ ଆମେ ଆମର ପଢ଼ିବା ଶକ୍ତିକୁ ବୈଦିକ ସାହିତ୍ୟକୁ ସ୍ଥାନାନ୍ତର କରିବାକୁ ହବ । ତେଣୁ ବିଶିଷ୍ଟ ମୁନିଋଷିଗଣ ଅନେକ ବୈଦିକ ସାହିତ୍ୟ, ପୁରାଣାଦି ରଚନା କରିଦେଇଯାଇଛନ୍ତି । ପୁରାଣଗୁଡ଼ିକ କାଳ୍ପନିକ ନୁହଁନ୍ତି । ସେଗୁଡ଼ିକ ଐତିହାସିକ ତଥ୍ୟଗ୍ରନ୍ଥ । ଶ୍ରୀ ଚୈତନ୍ୟ ଚରିତାମୃତରେ ନିମ୍ନ ପଦ ଦେଖିବାକୁ ମିଳେ । ଅନାଦି ବହିର୍ମୁଖ ଜିବ କୃଷ୍ଣ ଭୁଲି ଗେଲ ଅତୈବ କୃଷ୍ଣ ବେଦ ପୁରାଣ କୈଲା ([[Vanisource:CC Madhya 20.117|CC Madhya 20.117]]) । ଯେ ଏହି ବିସ୍ମରଣଶୀଳ ଜୀବଗଣ, ବଦ୍ଧଜୀବଗଣ, ଭଗବାନଙ୍କ ସହିତ ଥିବା ସେମାନଙ୍କ ସମ୍ଵନ୍ଧକୁ ଭୁଲିଯାଇଛନ୍ତି, ଏବଂ ସେମାନେ ଭୌତିକ କର୍ମ ସମ୍ଵନ୍ଧରେ ଚିନ୍ତା କରିବାରେ ଲୀନ । ଏବଂ ସେମାନଙ୍କର ଚିନ୍ତାଶକ୍ତିକୁ ପରବ୍ୟୋମ ଆଡ଼କୁ ସ୍ଥାନାନ୍ତର କରିବା ନିମିତ୍ତ, କୃଷ୍ଣ-ଦ୍ଵୈପାୟନ ବ୍ୟାସଦେବ, ଅନେକ ବୈଦିକ ସାହିତ୍ୟ ଦେଇଯାଇଛନ୍ତି । ବୈଦିକ ସାହିତ୍ୟ ଅର୍ଥାତ୍ ପ୍ରଥମେ ସେ ବେଦକୁ ଚାରିଭାଗରେ ବିଭକ୍ତ କଲେ । ତାପରେ ସେ ତାହା ପୂରାଣମାନଙ୍କରେ ବର୍ଣ୍ଣନା କଲେ । ତାପରେ ଅଳ୍ପବୁଦ୍ଧିସମ୍ପନ୍ନ ବ୍ୟକ୍ତ, ଯଥା ସ୍ତ୍ରୀ, ଶୁଦ୍ର, ବେଶ୍ୟମାନଙ୍କ ପାଇଁ ସେ ମାହାଭାରତ ରଚନା କଲେ । ଏବଂ ମହାଭାରତରେ ଭଗବଦ୍ ଗୀତାକୁ ବର୍ଣ୍ଣନା କରିଥିଲେ । ତାପରେ ସମସ୍ତ ବୈଦିକ ସାହିତ୍ୟର ସାରାଂଶ ବେଦାନ୍ତ ସୂତ୍ରରେ ବର୍ଣ୍ଣନା କରିଥିଲେ । ଏବଂ ବେଦାନ୍ତ ସୂତ୍ର ଭବିଷ୍ୟତରେ ଦିଗ୍ ଦର୍ଶନ ନିମିତ୍ତ, ସେ ଏକ ସ୍ଵାଭାବିକ ଭାଷ୍ୟ ଦେଇଗଲେ ଯାହାକୁ ଶ୍ରୀମଦ୍ ଭାଗବତ କୁହାଯାଏ । | ବର୍ତ୍ତମାନ, ଆମେମାନେ ଚିନ୍ତା କରିବାରେ ଅଭ୍ୟସ୍ତ, ଭୌତିକ ଶକ୍ତି କିମ୍ଵା ଦିବ୍ୟଶକ୍ତି ବିଷୟରେ, ବର୍ତ୍ତମାନ, ଚିନ୍ତାକୁ କିପରି ସ୍ଥାନାନ୍ତର କରିବା ? କିପରି ଭୌତିକ ଶକ୍ତିର ଚିନ୍ତାକୁ ଦିବ୍ୟଶକ୍ତି ଚିନ୍ତାରେ ସ୍ଥାନାନ୍ତର କରିବା ? ତେଣୁ ଦିବ୍ୟଶକ୍ତି ଚିନ୍ତା ପାଇଁ ବୈଦିକ ସାହିତ୍ୟମାନ ଅଛି । ଯେପରି ଭୌତିକ ଶକ୍ତି ଚିନ୍ତା ପାଇଁ ଅନେକ ସାହିତ୍ୟ ଅଛି- ସମ୍ଵାଦପତ୍ର, ପତ୍ରିକା, ଉପନ୍ୟାସ ଇତ୍ୟାଦି । ସାହିତ୍ୟରେ ପୂର୍ଣ୍ଣ । ତେଣୁ ଆମର ଚିନ୍ତାଶକ୍ତି ଏହିସବୁ ସାହିତ୍ୟରେ ଲିପ୍ତ ରହିଛି । ସେହିପରି, ଆମେ ଯଦି ଆମର ଚିନ୍ତାଶକ୍ତିକୁ ଚିଦ୍ ବାତାବରଣକୁ ସ୍ଥାନାନ୍ତର କରିବାକୁ ଚେଷ୍ଟାକରିବା, ତେବେ ଆମେ ଆମର ପଢ଼ିବା ଶକ୍ତିକୁ ବୈଦିକ ସାହିତ୍ୟକୁ ସ୍ଥାନାନ୍ତର କରିବାକୁ ହବ । ତେଣୁ ବିଶିଷ୍ଟ ମୁନିଋଷିଗଣ ଅନେକ ବୈଦିକ ସାହିତ୍ୟ, ପୁରାଣାଦି ରଚନା କରିଦେଇଯାଇଛନ୍ତି । ପୁରାଣଗୁଡ଼ିକ କାଳ୍ପନିକ ନୁହଁନ୍ତି । ସେଗୁଡ଼ିକ ଐତିହାସିକ ତଥ୍ୟଗ୍ରନ୍ଥ । ଶ୍ରୀ ଚୈତନ୍ୟ ଚରିତାମୃତରେ ନିମ୍ନ ପଦ ଦେଖିବାକୁ ମିଳେ । ଅନାଦି ବହିର୍ମୁଖ ଜିବ କୃଷ୍ଣ ଭୁଲି ଗେଲ ଅତୈବ କୃଷ୍ଣ ବେଦ ପୁରାଣ କୈଲା ([[Vanisource:CC Madhya 20.117|CC Madhya 20.117]]) । ଯେ ଏହି ବିସ୍ମରଣଶୀଳ ଜୀବଗଣ, ବଦ୍ଧଜୀବଗଣ, ଭଗବାନଙ୍କ ସହିତ ଥିବା ସେମାନଙ୍କ ସମ୍ଵନ୍ଧକୁ ଭୁଲିଯାଇଛନ୍ତି, ଏବଂ ସେମାନେ ଭୌତିକ କର୍ମ ସମ୍ଵନ୍ଧରେ ଚିନ୍ତା କରିବାରେ ଲୀନ । ଏବଂ ସେମାନଙ୍କର ଚିନ୍ତାଶକ୍ତିକୁ ପରବ୍ୟୋମ ଆଡ଼କୁ ସ୍ଥାନାନ୍ତର କରିବା ନିମିତ୍ତ, କୃଷ୍ଣ-ଦ୍ଵୈପାୟନ ବ୍ୟାସଦେବ, ଅନେକ ବୈଦିକ ସାହିତ୍ୟ ଦେଇଯାଇଛନ୍ତି । ବୈଦିକ ସାହିତ୍ୟ ଅର୍ଥାତ୍ ପ୍ରଥମେ ସେ ବେଦକୁ ଚାରିଭାଗରେ ବିଭକ୍ତ କଲେ । ତାପରେ ସେ ତାହା ପୂରାଣମାନଙ୍କରେ ବର୍ଣ୍ଣନା କଲେ । ତାପରେ ଅଳ୍ପବୁଦ୍ଧିସମ୍ପନ୍ନ ବ୍ୟକ୍ତ, ଯଥା ସ୍ତ୍ରୀ, ଶୁଦ୍ର, ବେଶ୍ୟମାନଙ୍କ ପାଇଁ ସେ ମାହାଭାରତ ରଚନା କଲେ । ଏବଂ ମହାଭାରତରେ ଭଗବଦ୍ ଗୀତାକୁ ବର୍ଣ୍ଣନା କରିଥିଲେ । ତାପରେ ସମସ୍ତ ବୈଦିକ ସାହିତ୍ୟର ସାରାଂଶ ବେଦାନ୍ତ ସୂତ୍ରରେ ବର୍ଣ୍ଣନା କରିଥିଲେ । ଏବଂ ବେଦାନ୍ତ ସୂତ୍ର ଭବିଷ୍ୟତରେ ଦିଗ୍ ଦର୍ଶନ ନିମିତ୍ତ, ସେ ଏକ ସ୍ଵାଭାବିକ ଭାଷ୍ୟ ଦେଇଗଲେ ଯାହାକୁ ଶ୍ରୀମଦ୍ ଭାଗବତ କୁହାଯାଏ । | ||
<!-- END TRANSLATED TEXT --> | <!-- END TRANSLATED TEXT --> |
Latest revision as of 16:15, 17 October 2018
660219-20 - Lecture BG Introduction - New York
ବିଭିନ୍ନ ପ୍ରକାରର ଭାବ ଅଛି । ବର୍ତ୍ତମାନ, ଏହି ଭୂତପ୍ରକୃତି ମଧ୍ୟ ଏକ ପ୍ରକାରର ଭାବ, ଯାହା ଆମେ ପୂର୍ବରୁ ବର୍ଣ୍ଣନା କରିଛୁ, ଯେ ଏହି ଭୂତ ପ୍ରକୃତି ମଧ୍ୟ ପରମେଶ୍ଵରଙ୍କର ଏକ ଶକ୍ତିର ପ୍ରକାଶ ଅଟେ । ବିଷ୍ଣୁପୁରାଣରେ ପରମେଶ୍ଵରଙ୍କର ସମସ୍ତ ଶକ୍ତିର ବର୍ଣ୍ଣନା କରାଯାଇଅଛି ।
- ବିଷ୍ଣୁଶକ୍ତିଃ ପରାପ୍ରୋକ୍ତା
- କ୍ଷେତ୍ରଜ୍ଞାଖ୍ୟା ତଥା ପରା
- ଅବିଦ୍ୟାକର୍ମସଂଜ୍ଞାନ୍ୟା
- ତୃତୀୟା ଶକ୍ତିରିଷ୍ୟତେ
- (CC Madhya 6.154)
ସମସ୍ତ ଶକ୍ତ, ପରାସ୍ୟ ଶକ୍ତିର୍ ବିବିଧେବ ଶୃୟତେ(CC Madhya 13.65) । ପରମେଶ୍ଵରଙ୍କର ବିଭିନ୍ନ ପ୍ରକାରର ଶକ୍ତି ଅଛି, ଅନନ୍ତ ଶକ୍ତି, ଯାହା ଆମର ଚିନ୍ତାଶକ୍ତି ବାହାରେ । କିନ୍ତୁ ଖୁବ୍ ପ୍ରସିଦ୍ଧ ବିଦ୍ଵାନ୍ ମୁନିଋଷିଗଣ, ମୁକ୍ତ ମାହାଜନଗଣ, ଅଧ୍ୟୟନ କରିଛନ୍ତି ଏବଂ ସେମାନେ ସମସ୍ତ ଶକ୍ତିକୁ ତିନିଭାଗରେ ବିଭକ୍ତ କରିଛନ୍ତି । ପ୍ରଥମେ...ସମସ୍ତ ଶକ୍ତି ହେଉଛି ବିଷ୍ଣୁଶକ୍ତି । ସମସ୍ତ ଶକ୍ତି, ଭଗବାନ୍ ବିଷ୍ଣୁଙ୍କର ବିଭିନ୍ନ ଶକ୍ତି ଅଟନ୍ତି । ବର୍ତ୍ତମାନ, ସେ ଶକ୍ତି ହେଉଛି ପରା, ଦିବ୍ୟଶକ୍ତି । ଏବଂ କ୍ଷେତ୍ରଜ୍ଞାଖ୍ୟା ତଥା ପରା, ଏବଂ ଜୀବ, କ୍ଷେତ୍ରଜ୍ଞା, ସେମାନେ ମଧ୍ୟ ଦିବ୍ୟଶକ୍ତିରେ ଅନ୍ତର୍ଗତ । ଏହା ଭଗବଦ୍ ଗୀତାରେ ମଧ୍ୟ ସ୍ଵୀକାର କରାଯାଇଅଛି । ଆମେ ପୂର୍ବରୁ ବର୍ଣ୍ଣନା କରିଛୁ । ଏବଂ ଅନ୍ୟ ଶକ୍ତିଗୁଡିକ,ଭୌତିକ ଶକ୍ତି ହେଉଛି ତୃତୀୟା କର୍ମସଂଜ୍ଞାନ୍ୟା (CC Madhya 6.154) ଅନ୍ୟ ଶକ୍ତି ତମୋଗୁଣ ପ୍ରଧାନ ଅଟେ । ତେଣୁ ତାହା ଭୌତିକ ଶକ୍ତି । ତେଣୁ ଭୌତିକ ଶକ୍ତି ମଧ୍ୟ ଭଗବତ୍(ଅସ୍ପଷ୍ଟ) ଅଟେ । ତେଣୁ ମୃତ୍ୟୁ ସମୟରେ ଆମେମାନେ ଭୌତିକ ଶକ୍ତିରେ ରହିପାରିବା, କିମ୍ଵା ଭୌତିକ ଜଗତରେ, କିମ୍ଵା ଚିଦ୍ ଜଗତକୁ ସ୍ଥାନାନ୍ତରିତ ହୋଇପାରିବା । ତାହା ହେଉଛି ନିତୀ । ତେଣୁ ଭାଗବଦ୍ ଗୀତାରେ କୁହାଯାଇଛି,
- ଯଂ ଯଂ ବାପି ସ୍ମରନ୍ ଭାବଂ
- ତ୍ୟଜତ୍ୟନ୍ତେ କଳେବରମ୍
- ତଂ ତମେବୈତି କୌନ୍ତେୟ
- ସଦା ତଦ୍ ଭାବ ଭାବିତଃ
- (BG 8.6)
ବର୍ତ୍ତମାନ, ଆମେମାନେ ଚିନ୍ତା କରିବାରେ ଅଭ୍ୟସ୍ତ, ଭୌତିକ ଶକ୍ତି କିମ୍ଵା ଦିବ୍ୟଶକ୍ତି ବିଷୟରେ, ବର୍ତ୍ତମାନ, ଚିନ୍ତାକୁ କିପରି ସ୍ଥାନାନ୍ତର କରିବା ? କିପରି ଭୌତିକ ଶକ୍ତିର ଚିନ୍ତାକୁ ଦିବ୍ୟଶକ୍ତି ଚିନ୍ତାରେ ସ୍ଥାନାନ୍ତର କରିବା ? ତେଣୁ ଦିବ୍ୟଶକ୍ତି ଚିନ୍ତା ପାଇଁ ବୈଦିକ ସାହିତ୍ୟମାନ ଅଛି । ଯେପରି ଭୌତିକ ଶକ୍ତି ଚିନ୍ତା ପାଇଁ ଅନେକ ସାହିତ୍ୟ ଅଛି- ସମ୍ଵାଦପତ୍ର, ପତ୍ରିକା, ଉପନ୍ୟାସ ଇତ୍ୟାଦି । ସାହିତ୍ୟରେ ପୂର୍ଣ୍ଣ । ତେଣୁ ଆମର ଚିନ୍ତାଶକ୍ତି ଏହିସବୁ ସାହିତ୍ୟରେ ଲିପ୍ତ ରହିଛି । ସେହିପରି, ଆମେ ଯଦି ଆମର ଚିନ୍ତାଶକ୍ତିକୁ ଚିଦ୍ ବାତାବରଣକୁ ସ୍ଥାନାନ୍ତର କରିବାକୁ ଚେଷ୍ଟାକରିବା, ତେବେ ଆମେ ଆମର ପଢ଼ିବା ଶକ୍ତିକୁ ବୈଦିକ ସାହିତ୍ୟକୁ ସ୍ଥାନାନ୍ତର କରିବାକୁ ହବ । ତେଣୁ ବିଶିଷ୍ଟ ମୁନିଋଷିଗଣ ଅନେକ ବୈଦିକ ସାହିତ୍ୟ, ପୁରାଣାଦି ରଚନା କରିଦେଇଯାଇଛନ୍ତି । ପୁରାଣଗୁଡ଼ିକ କାଳ୍ପନିକ ନୁହଁନ୍ତି । ସେଗୁଡ଼ିକ ଐତିହାସିକ ତଥ୍ୟଗ୍ରନ୍ଥ । ଶ୍ରୀ ଚୈତନ୍ୟ ଚରିତାମୃତରେ ନିମ୍ନ ପଦ ଦେଖିବାକୁ ମିଳେ । ଅନାଦି ବହିର୍ମୁଖ ଜିବ କୃଷ୍ଣ ଭୁଲି ଗେଲ ଅତୈବ କୃଷ୍ଣ ବେଦ ପୁରାଣ କୈଲା (CC Madhya 20.117) । ଯେ ଏହି ବିସ୍ମରଣଶୀଳ ଜୀବଗଣ, ବଦ୍ଧଜୀବଗଣ, ଭଗବାନଙ୍କ ସହିତ ଥିବା ସେମାନଙ୍କ ସମ୍ଵନ୍ଧକୁ ଭୁଲିଯାଇଛନ୍ତି, ଏବଂ ସେମାନେ ଭୌତିକ କର୍ମ ସମ୍ଵନ୍ଧରେ ଚିନ୍ତା କରିବାରେ ଲୀନ । ଏବଂ ସେମାନଙ୍କର ଚିନ୍ତାଶକ୍ତିକୁ ପରବ୍ୟୋମ ଆଡ଼କୁ ସ୍ଥାନାନ୍ତର କରିବା ନିମିତ୍ତ, କୃଷ୍ଣ-ଦ୍ଵୈପାୟନ ବ୍ୟାସଦେବ, ଅନେକ ବୈଦିକ ସାହିତ୍ୟ ଦେଇଯାଇଛନ୍ତି । ବୈଦିକ ସାହିତ୍ୟ ଅର୍ଥାତ୍ ପ୍ରଥମେ ସେ ବେଦକୁ ଚାରିଭାଗରେ ବିଭକ୍ତ କଲେ । ତାପରେ ସେ ତାହା ପୂରାଣମାନଙ୍କରେ ବର୍ଣ୍ଣନା କଲେ । ତାପରେ ଅଳ୍ପବୁଦ୍ଧିସମ୍ପନ୍ନ ବ୍ୟକ୍ତ, ଯଥା ସ୍ତ୍ରୀ, ଶୁଦ୍ର, ବେଶ୍ୟମାନଙ୍କ ପାଇଁ ସେ ମାହାଭାରତ ରଚନା କଲେ । ଏବଂ ମହାଭାରତରେ ଭଗବଦ୍ ଗୀତାକୁ ବର୍ଣ୍ଣନା କରିଥିଲେ । ତାପରେ ସମସ୍ତ ବୈଦିକ ସାହିତ୍ୟର ସାରାଂଶ ବେଦାନ୍ତ ସୂତ୍ରରେ ବର୍ଣ୍ଣନା କରିଥିଲେ । ଏବଂ ବେଦାନ୍ତ ସୂତ୍ର ଭବିଷ୍ୟତରେ ଦିଗ୍ ଦର୍ଶନ ନିମିତ୍ତ, ସେ ଏକ ସ୍ଵାଭାବିକ ଭାଷ୍ୟ ଦେଇଗଲେ ଯାହାକୁ ଶ୍ରୀମଦ୍ ଭାଗବତ କୁହାଯାଏ ।