OR/661007 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି

Revision as of 23:33, 20 July 2020 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଏହି ଶରୀରର ଆବଶ୍ୟକତା ଚାରୋଟି: ଆମକୁ କିଛି ଖାଇବାକୁ ପଡିବ; ଆମକୁ ବିଶ୍ରାମ କରିବାକୁ ପଡିବ, କିଛି ସମୟ ଶୋଇବାକୁ ପଡିବ; ଆମକୁ ଶତ୍ରୁ ଆକ୍ରମଣରୁ ରକ୍ଷା କରିବାକୁ ପଡିବ; ଏବଂ ଯୌନ ଜୀବନ ପାଇଁ ମଧ୍ୟ ସୁବିଧା ରହିବା ଆବଶ୍ୟକ। ଏହି ଶରୀରକୁ ରଖିବା ପାଇଁ ଏହି ଜିନିଷଗୁଡ଼ିକ ଆବଶ୍ୟକ । କିନ୍ତୁ ଯିଏ ନିଜକୁ ଏହି ଭୌତିକ ସମସ୍ୟାରୁ ମୁକ୍ତ କରିବାକୁ ଯାଉଛି, ସେ ଏହାକୁ ଅତ୍ୟଧିକ ବ୍ୟବହାର କରିପାରିବ ନାହିଁ । ନିୟମ ରହିବା ଜରୁରୀ । "
661007 - ପ୍ରବଚନ BG 07.11-16 - ନିୟୁର୍କ