OR/661130 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି

Revision as of 23:36, 20 July 2020 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଭକ୍ତି ସେବା ଦ୍ଵାରା ଜଣେ ଆଶା କରିବା ଉଚିତ୍ ନୁହେଁ ଯେ, 'ମୋର ଦୁଖଦଃ ଭୌତିକ ଅବସ୍ଥା ଉନ୍ନତ ହୋଇପାରେ' କିମ୍ବା 'ମୁଁ ଏହି ଭୌତିକତାରୁ ମୁକ୍ତି ପାଇପାରେ'। ତେଣୁ ଏହା ମଧ୍ୟ ଏକ ପ୍ରକାର ଇନ୍ଦ୍ରିଅ ସୁଖ ଅଟେ। ଯଦି ମୁଁ ଚାହେଁ ଯେ 'ମୋତେ ମୁକ୍ତ ହେବାକୁ ଦିଅ। ଏହି ଯୋଗରୁ ... 'ଯୋଗୀ ଏବଂ ଜ୍ଞାନୀଙ୍କ ପରି, ସେମାନେ ମଧ୍ୟ ଚେଷ୍ଟା କରନ୍ତି। ସେମାନେ ଏହି ଭୌତିକ ସମ୍ପର୍କରୁ ମୁକ୍ତ ହେବାକୁ ଚେଷ୍ଟା କରନ୍ତି। କିନ୍ତୁ ଭକ୍ତି ସେବାରେ ସେପରି ଇଚ୍ଛା ନାହିଁ, କାରଣ ଏହା ଶୁଦ୍ଧ ପ୍ରେମ ଅଟେ। 'ମୁଁ ଏହି ଉପାୟରେ ଲାଭବାନ ହେବି'। ନା। ଏହା ଏକ ଲାଭଜନକ ବାଣିଜ୍ୟିକ ବ୍ୟବସାୟ ନୁହେଁ, ଯେ 'ଯଦି ମୁଁ କିଛି ବଦଳରେ ନ କିଛି ନ ପାଏ, ଓଃ, ମୁଁ କୃଷ୍ଣ ଚେତନାରେ ଭକ୍ତି ସେବା ଅଭ୍ୟାସ କରିବି ନାହିଁ।' ଲାଭର ପ୍ରଶ୍ନ ହିଁ ନାହିଁ। "
661130 - ପ୍ରବଚନ CC Madhya 20.142 - ନିୟୁର୍କ