OR/661211 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି

Revision as of 23:38, 20 July 2020 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
ଜ୍ଞାନ, ଯୋଗ, ଭକ୍ତି - ତିନ ସାଧନେର ବଶେ
ବ୍ରହ୍ମା, ଆତ୍ମା, ଭଗବନ୍-ତ୍ରିବିଧ ପ୍ରକାଶେ
(CC Madhya 20.157)

"ତେଣୁ ପରମ ସତ୍ୟ ଦର୍ଶକଙ୍କ ଦୃଷ୍ଟି ଅନୁଯାୟୀ ପ୍ରକାଶିତ ହୁଏ। ପରମ ସତ୍ୟ ଏକ, ଦ୍ଵିତୀୟ ନାହିଁ, କିନ୍ତୁ ଦର୍ଶକଙ୍କ ସାମର୍ଥ୍ୟ ଅନୁଯାୟୀ, ପରମ ସତ୍ୟ ବ୍ରହ୍ମ, ନିରାକାର ବ୍ରହ୍ମ, କିମ୍ବା ପରମାତ୍ମା କିମ୍ବା ପରମପୁରୁଷ ଭଗବାନ ଭାବରେ ପ୍ରକାଶିତ ହୁଅନ୍ତି । "

661211 - ପ୍ରବଚନ CC Madhya 20.156-163 - ନିୟୁର୍କ