OR/670102c ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି

Revision as of 23:25, 24 July 2020 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ବାସ୍ତବରେ ଆପଣ ଏହା ଦେଖିପାରିବେ ଯେ, ବୃନ୍ଦାବନ-ଧାମ, ସେହି ସ୍ଥାନଟି ଏକ ଛୋଟ ସ୍ଥାନ, ପ୍ରାୟ ଚୌରାଶି ମାଇଲ୍ ଅଞ୍ଚଳ କୁହନ୍ତୁ, କିନ୍ତୁ ଯେକୌଣସି ବ୍ୟକ୍ତି, ଏବଂ ଯଦିଓ ସେ ନାସ୍ତିକ ହୋଇପାରନ୍ତି, ଏବଂ ଯଦି ସେ ନିର୍ବୋଧ ହୋଇପାରନ୍ତି, ଯଦି ସେ ସେ ସ୍ଥାନକୁ ଯାଆନ୍ତି, ସେ କୃଷ୍ଣଙ୍କ ଉପସ୍ଥିତି ଅନୁଭବ କରିବେ । ତଥାପି, କେବଳ ସେଠାକୁ ଯାଇ ସେ ସଙ୍ଗେ ସଙ୍ଗେ ନିଜର ମତ ପରିବର୍ତ୍ତନ କରିବେ ଯେ "ଏଠାରେ ଭଗବାନ ଅଛନ୍ତି।" ସେ ଏହାକୁ ଗ୍ରହଣ କରିବେ । ତଥାପି। ଯଦି ଆପଣ ପସନ୍ଦ କରନ୍ତି, ଆପଣ କରିପାରିବେ । ଭାରତ ଯାଆନ୍ତୁ ଏବଂ ଆପଣ ଦେଖିପାରିବେ, ଏକ ପରୀକ୍ଷଣ କରନ୍ତୁ । ତେଣୁ, ଯଦିଓ ବୃନ୍ଦାବନ ଏକ ..., ବ୍ୟକ୍ତିଗତ ବ୍ୟକ୍ତିଙ୍କ ପାଇଁ ଏକ ସ୍ଥାନ, ବର୍ତ୍ତମାନ ଭାରତର ସମସ୍ତ ଅବ୍ୟକ୍ତିବାଦୀ, ସେମାନେ ବୃନ୍ଦାବନ ଠାରେ ସେମାନଙ୍କର ଆଶ୍ରମ ତିଆରି କରୁଛନ୍ତି । କାରଣ ସେମାନେ ବିଫଳ ହୋଇଛନ୍ତି ଅନ୍ୟସ୍ଥାନ ମାନଙ୍କରେ ଭଗବାନଙ୍କ ଭାବନା ହାସଲ କରିବାକୁ । ସେମାନେ ବୃନ୍ଦାବନ ଆସୁଛନ୍ତି । ଏହା ଏକ ସୁନ୍ଦର ସ୍ଥାନ । "
670102 - ପ୍ରବଚନ CC Madhya 20.391-405 - ନିୟୁର୍କ