OR/720604b ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ମେକ୍ସିକୋ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

Revision as of 06:17, 21 January 2022 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
ବ୍ୟକ୍ତି: କୃଷ୍ଣ କାହିଁକି ବ୍ରହ୍ମାଣ୍ଡ ସୃଷ୍ଟି କଲେ?

ପ୍ରଭୁପାଦ: କାରଣ ସେ ସୃଷ୍ଟିକର୍ତ୍ତା । ଭଗବାନ, ସେ ସୃଷ୍ଟିକର୍ତ୍ତା ଭାବରେ ଜଣାଶୁଣା । ସେ ବହୁତ ସୃଷ୍ଟି କରୁଛନ୍ତି, ସେ ତୁମକୁ ମଧ୍ୟ ସୃଷ୍ଟି କରିଛନ୍ତି । ଆପଣ ମଧ୍ୟ ସୃଷ୍ଟି କରୁଛନ୍ତି । ଆପଣ ବୈଜ୍ଞାନିକମାନେ, ଆପଣ ଅନେକ ଜିନିଷ ସୃଷ୍ଟି କରୁଛନ୍ତି । ଆପଣମାନେ ସୃଜନଶୀଳ ଶକ୍ତି ପାଇଛନ୍ତି । ଇଲେକ୍ଟ୍ରିସିଆନ ଇଲେକ୍ଟ୍ରିକ୍ ଫ୍ୟାନ୍, ଇଲେକ୍ଟ୍ରିକ୍ ଲାଇଟ୍, ହିଟର, ଇଲେକ୍ଟ୍ରିକ୍, ଅନେକ ଜିନିଷ ସୃଷ୍ଟି କରୁଛି । ଇଲେକ୍ଟ୍ରିସିଆନ, ତାହା ହେଉଛି ପ୍ରକୃତି । ଏବଂ ଭଗବାନ ହେଉଛନ୍ତି ସର୍ବୋପରି । ତାଙ୍କର ସୃଷ୍ଟି, ସୃଷ୍ଟି, ସୃଷ୍ଟି କରିବାର ଶକ୍ତି ଅଛି । ସେ ସୃଷ୍ଟି ଦ୍ୱାରା ଅନେକ ହୋଇଯାଆନ୍ତି । ଅନେକ, ଯେତେବେଳେ ବିଭିନ୍ନତା ଥାଏ, ଅନେକ, ଏହାର ଅର୍ଥ ହେଉଛି ସୃଷ୍ଟି । ତେଣୁ ଏହା ମଧ୍ୟ ତାଙ୍କର ସୃଷ୍ଟି ମଧ୍ୟରୁ ଗୋଟିଏ । ଯେତେବେଳେ ସୃଷ୍ଟିର ଆବଶ୍ୟକତା ଥିଲା, ତେଣୁ ସେ ସୃଷ୍ଟି କରିଛନ୍ତି । ଆବଶ୍ୟକତା ଏହା ଥିଲା, କିଛି ଜୀବ, ସେମାନେ ଉପଭୋଗ କରିବାକୁ ଚାହୁଁଥିଲେ । ସେମାନେ କୃଷ୍ଣଙ୍କର ସେବା କରିବାକୁ ଚାହୁଁନଥିଲେ। ତେଣୁ ସେମାନଙ୍କ ପାଇଁ, ଏହି ଭୌତିକ ଜଗତରେ ଉପଭୋଗ କର ।

720604 - ବାର୍ତ୍ତାଳାପ C - ମେକ୍ସିକୋ