OR/Prabhupada 0064 - ସିଦ୍ଧି ଅର୍ଥାତ୍ ଜୀବନର ପୂର୍ଣ୍ଣତା: Difference between revisions
(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0064 - in all Languages Category:OR-Quotes - 1975 Category:OR-Quotes - Lec...") |
(Vanibot #0023: VideoLocalizer - changed YouTube player to show hard-coded subtitles version) |
||
Line 4: | Line 4: | ||
[[Category:OR-Quotes - 1975]] | [[Category:OR-Quotes - 1975]] | ||
[[Category:OR-Quotes - Lectures, Srimad-Bhagavatam]] | [[Category:OR-Quotes - Lectures, Srimad-Bhagavatam]] | ||
[[Category: | [[Category:OR-Quotes - in USA, Denver]] | ||
[[Category:OR-Quotes - in USA]] | [[Category:OR-Quotes - in USA]] | ||
<!-- END CATEGORY LIST --> | <!-- END CATEGORY LIST --> | ||
<!-- BEGIN NAVIGATION BAR -- | <!-- BEGIN NAVIGATION BAR -- DO NOT EDIT OR REMOVE --> | ||
{{1080 videos navigation - All Languages|Oriya|OR/Prabhupada 0063 - ମୁଁ ଏକ ମାହାନ୍ ମୃଦଙ୍ଗ ବାଦକ ହେବା ଉଚିତ୍| | {{1080 videos navigation - All Languages|Oriya|OR/Prabhupada 0063 - ମୁଁ ଏକ ମାହାନ୍ ମୃଦଙ୍ଗ ବାଦକ ହେବା ଉଚିତ୍|0063|OR/Prabhupada 0065 - ସମସ୍ତେ ସୁଖୀ ହୋଇଯିବେ|0065}} | ||
<!-- END NAVIGATION BAR --> | <!-- END NAVIGATION BAR --> | ||
<!-- BEGIN ORIGINAL VANIQUOTES PAGE LINK--> | <!-- BEGIN ORIGINAL VANIQUOTES PAGE LINK--> | ||
Line 18: | Line 18: | ||
<!-- BEGIN VIDEO LINK --> | <!-- BEGIN VIDEO LINK --> | ||
{{youtube_right| | {{youtube_right|Z_GgRPCWhSc|ସିଦ୍ଧି ଅର୍ଥାତ୍ ଜୀବନର ପୂର୍ଣ୍ଣତା<br />- Prabhupāda 0064}} | ||
<!-- END VIDEO LINK --> | <!-- END VIDEO LINK --> | ||
Line 30: | Line 30: | ||
<!-- BEGIN TRANSLATED TEXT --> | <!-- BEGIN TRANSLATED TEXT --> | ||
କେଚିତ ଅର୍ଥାତ୍ "କେହିଜଣେ ।" "ବହୁତ ଦୁର୍ଲଭ ।" "କେହିଜଣେ" ଅର୍ଥାତ୍ "ବହୁତ ଦୁର୍ଲଭ ।" ବାସୁଦେବ-ପରାୟନାଃ ହେବା ଏତେ ସହଜ ନୁହେଁ । ଗତକାଲି ମୁଁ ବର୍ଣ୍ଣନା କରୁଥିଲି ଯେ ଭଗବାନ, କୃଷ୍ଣ, କୁହନ୍ତି ଯେ ଯତତାମପି ସିଦ୍ଧାନାଂ କଶ୍ଚିନ୍ଣାଂ ବେତ୍ତି ତତ୍ତ୍ଵତଃ, ମନୁଷ୍ୟାଣାଂ ସହସ୍ରେଷୁ କଶ୍ଚିଦ୍ ଯତତି ସିଦ୍ଧୟେ ([[Vanisource:BG 7.3|BG 7.3]]) । ସିଦ୍ଧି ଅର୍ଥାତ୍ ଜୀବନର ପୂର୍ଣ୍ଣତା । ସାଧାରଣତଃ ସେମାନେ ଏହାକୁ ଯୋଗ ଅଭ୍ୟାସର ଅଷ୍ଟ-ସିଦ୍ଧି ଭାବନ୍ତି - ଅନିମା, ଲଘିମା, ମହିମା, ପ୍ରାପ୍ତି, ସିଦ୍ଧି, ଈଶୀତ୍ଵ, ବଶୀତ୍ଵ, ପ୍ରକାମୟ । ତେଣୁ ଏଗୁଡିକୁ ସିଦ୍ଧି କୁହାଯାଏ, ଯୋଗ ସିଦ୍ଧି । ଯୋଗ ସିଦ୍ଧି ଅର୍ଥାତ୍ ତୁମେ କ୍ଷୁଦ୍ରରୁୁ କ୍ଷୁଦ୍ରତମ ହେଇପାରିବ । ଆମର ବାସ୍ତବରେ ପରୀସିମା ଅତି, ଅତି ଛୋଟ । ତେଣୁ ଯୋଗ ସଦ୍ଧି ଦ୍ଵାରା, ଯଦିଓ ଆମେ ଏହି ଭୌତିକ ଶରୀର ଧାରଣ କରିଛୁ, ଜଣେ ଯୋଗୀ କ୍ଷୁଦ୍ରତମ ଆକାର ଧାରଣ କରିପାରିବ । ଏବଂ କୌଣସି ପ୍ରକାରରେ ତାଙ୍କୁ ବନ୍ଧିତ କର, ସେ ବାହାରକୁ ଆସିଯିବେ । ତାହାକୁ ଅନିମା ସିଦ୍ଧି କୁହାଯାଏ । ସେହିପରି ମହିମା ସିଦ୍ଧି, ଲଘିମା ସିଦ୍ଧି ମଧ୍ୟ ଅଛି । ସେ ତୁଳା ପଟି ଠାରୁ ମଧ୍ୟ ହାଲୁକା ହେଇପାରିବ । ଯୋଗୀ ମାନେ, ସେମାନେ ବହୁତ ହାଲୁକା ହେଇପାରିବେ, ଏବେ ମଧ୍ୟ ଭାରତରେ ଯୋଗୀ ମାନେ ଅଛନ୍ତି । ଅବଶ୍ୟ ହିଁ, ଆମ ପିଲାଦିନେ ଆମେ ଜଣେ ଯୋଗୀଙ୍କୁ ଦେଖିଥିଲୁ, ସେ ମୋ ବାପାଙ୍କୁ ଦେଖା କରିବାକୁ ଆସନ୍ତି । ସେ କହୁଥିଲେ ଯେ ସେ ଅଳ୍ପ ମୁହୂର୍ତ୍ତରେ ଯେକୌଣସି ସ୍ଥାନକୁ ଯାଇପାରନ୍ତି । ଏବଂ ବେଳେବେଳେ ସେ ପ୍ରାତଃ କାଳରେ ଜଗନ୍ନାଥ ପୁରୀ, ରାମେଶ୍ଵର, ହରିଦ୍ଵାରକୁ ଯାଉଥିଲେ, ଏବଂ ସ୍ନାନ କରୁଥିଲେ ଗଙ୍ଗା ଏବଂ ଅନ୍ୟ ବିଭିନ୍ନ ନଦୀ ମାନଙ୍କରେ । ତାହାକୁ ଲଘିମା ସିଦ୍ଧି କୁହାଯାଏ । ସେ କହୁଥିଲେ ଯେ "ଆମେ ଆମ ଗୁରୁଙ୍କ ସହିତ ବସିଛୁ ଏବଂ ଖାଲି ଛୁଉଁଛୁ । ଆମେ ଏଠାରେ ବସିଛୁ, ଏବଂ କିଛି କ୍ଷଣ ପରେ ଆମେ ଏକ ଭିନ୍ନ ସ୍ଥାନରେ ବସିଥିବୁ ।" ଏହାକୁ ଲଘିମା ସିଦ୍ଧି କୁହାଯାଏ । | କେଚିତ ଅର୍ଥାତ୍ "କେହିଜଣେ ।" "ବହୁତ ଦୁର୍ଲଭ ।" "କେହିଜଣେ" ଅର୍ଥାତ୍ "ବହୁତ ଦୁର୍ଲଭ ।" ବାସୁଦେବ-ପରାୟନାଃ ହେବା ଏତେ ସହଜ ନୁହେଁ । ଗତକାଲି ମୁଁ ବର୍ଣ୍ଣନା କରୁଥିଲି ଯେ ଭଗବାନ, କୃଷ୍ଣ, କୁହନ୍ତି ଯେ ଯତତାମପି ସିଦ୍ଧାନାଂ କଶ୍ଚିନ୍ଣାଂ ବେତ୍ତି ତତ୍ତ୍ଵତଃ, ମନୁଷ୍ୟାଣାଂ ସହସ୍ରେଷୁ କଶ୍ଚିଦ୍ ଯତତି ସିଦ୍ଧୟେ ([[Vanisource:BG 7.3 (1972)|BG 7.3]]) । ସିଦ୍ଧି ଅର୍ଥାତ୍ ଜୀବନର ପୂର୍ଣ୍ଣତା । ସାଧାରଣତଃ ସେମାନେ ଏହାକୁ ଯୋଗ ଅଭ୍ୟାସର ଅଷ୍ଟ-ସିଦ୍ଧି ଭାବନ୍ତି - ଅନିମା, ଲଘିମା, ମହିମା, ପ୍ରାପ୍ତି, ସିଦ୍ଧି, ଈଶୀତ୍ଵ, ବଶୀତ୍ଵ, ପ୍ରକାମୟ । ତେଣୁ ଏଗୁଡିକୁ ସିଦ୍ଧି କୁହାଯାଏ, ଯୋଗ ସିଦ୍ଧି । ଯୋଗ ସିଦ୍ଧି ଅର୍ଥାତ୍ ତୁମେ କ୍ଷୁଦ୍ରରୁୁ କ୍ଷୁଦ୍ରତମ ହେଇପାରିବ । ଆମର ବାସ୍ତବରେ ପରୀସିମା ଅତି, ଅତି ଛୋଟ । ତେଣୁ ଯୋଗ ସଦ୍ଧି ଦ୍ଵାରା, ଯଦିଓ ଆମେ ଏହି ଭୌତିକ ଶରୀର ଧାରଣ କରିଛୁ, ଜଣେ ଯୋଗୀ କ୍ଷୁଦ୍ରତମ ଆକାର ଧାରଣ କରିପାରିବ । ଏବଂ କୌଣସି ପ୍ରକାରରେ ତାଙ୍କୁ ବନ୍ଧିତ କର, ସେ ବାହାରକୁ ଆସିଯିବେ । ତାହାକୁ ଅନିମା ସିଦ୍ଧି କୁହାଯାଏ । ସେହିପରି ମହିମା ସିଦ୍ଧି, ଲଘିମା ସିଦ୍ଧି ମଧ୍ୟ ଅଛି । ସେ ତୁଳା ପଟି ଠାରୁ ମଧ୍ୟ ହାଲୁକା ହେଇପାରିବ । ଯୋଗୀ ମାନେ, ସେମାନେ ବହୁତ ହାଲୁକା ହେଇପାରିବେ, ଏବେ ମଧ୍ୟ ଭାରତରେ ଯୋଗୀ ମାନେ ଅଛନ୍ତି । ଅବଶ୍ୟ ହିଁ, ଆମ ପିଲାଦିନେ ଆମେ ଜଣେ ଯୋଗୀଙ୍କୁ ଦେଖିଥିଲୁ, ସେ ମୋ ବାପାଙ୍କୁ ଦେଖା କରିବାକୁ ଆସନ୍ତି । ସେ କହୁଥିଲେ ଯେ ସେ ଅଳ୍ପ ମୁହୂର୍ତ୍ତରେ ଯେକୌଣସି ସ୍ଥାନକୁ ଯାଇପାରନ୍ତି । ଏବଂ ବେଳେବେଳେ ସେ ପ୍ରାତଃ କାଳରେ ଜଗନ୍ନାଥ ପୁରୀ, ରାମେଶ୍ଵର, ହରିଦ୍ଵାରକୁ ଯାଉଥିଲେ, ଏବଂ ସ୍ନାନ କରୁଥିଲେ ଗଙ୍ଗା ଏବଂ ଅନ୍ୟ ବିଭିନ୍ନ ନଦୀ ମାନଙ୍କରେ । ତାହାକୁ ଲଘିମା ସିଦ୍ଧି କୁହାଯାଏ । ସେ କହୁଥିଲେ ଯେ "ଆମେ ଆମ ଗୁରୁଙ୍କ ସହିତ ବସିଛୁ ଏବଂ ଖାଲି ଛୁଉଁଛୁ । ଆମେ ଏଠାରେ ବସିଛୁ, ଏବଂ କିଛି କ୍ଷଣ ପରେ ଆମେ ଏକ ଭିନ୍ନ ସ୍ଥାନରେ ବସିଥିବୁ ।" ଏହାକୁ ଲଘିମା ସିଦ୍ଧି କୁହାଯାଏ । | ||
ତେଣୁ ଅନେକ ଯୋଗ ସିଦ୍ଧି ଅଛି । ଲୋକମାନେ ଏହି ଯୋଗ ସିଦ୍ଧି ଦେଖି ବହୁତ ଦ୍ଵନ୍ଦରେ ପଡ଼ିଯାଆନ୍ତି । କିନ୍ତୁ କୃଷ୍ଣ କୁହନ୍ତି, ଯତତାମପି ସିଦ୍ଧାନାଂ: ([[Vanisource:BG 7.3|BG 7.3]]) "ଏହିପରି ଅନେକ ସିଦ୍ଧମାନଙ୍କ ମଧ୍ୟରୁ, ଯିଏ ଯୋଗ-ସିଦ୍ଧି ପ୍ରାପ୍ତ କରିଛନ୍ତି," ଯତତାମପି ସିଦ୍ଧାନାଂ କଶ୍ଚିନ୍ଣାଂ ବେତ୍ତି ତତ୍ତ୍ଵତଃ ([[Vanisource:BG 7.3|BG 7.3]]), "କେହିଜଣେ ମୋତେ ବୁଝିପାରେ ।" ତେଣୁ ଜଣେ କିଛି ଯୋଗ ସିଦ୍ଧି ପ୍ରାପ୍ତ କରିପାରେ; ତଥାପି କୃଷ୍ଣଙ୍କୁ ବୁଝିବା ସମ୍ଭବ ନୁହେଁ । ତାହା ସମ୍ଭବ ନୁହେଁ । କୃଷ୍ଣଙ୍କୁ କେବଳ ସେହି ବ୍ୟକ୍ତି ବୁଝିପାରିବ ଯିଏ ତାର ସର୍ବସ୍ଵ କୃଷ୍ଣଙ୍କୁ ସମର୍ପିତ କରିଦେଇଛି । ସେଥିପାଇଁ କୃଷ୍ଣ ତାହା ଚାହାନ୍ତି, ଦାବି କରନ୍ତି ଯେ, ସର୍ବଦର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ([[Vanisource:BG 18.66|BG 18.66]]) । କୃଷ୍ଣଙ୍କୁ କେବଳ ତାଙ୍କ ସୁଧ ଭକ୍ତ ଦ୍ଵାରା ବୁଝାଯାଇପାରିବ, ଅନ୍ୟ କାହାଠାରୁ ନୁହେଁ । | ତେଣୁ ଅନେକ ଯୋଗ ସିଦ୍ଧି ଅଛି । ଲୋକମାନେ ଏହି ଯୋଗ ସିଦ୍ଧି ଦେଖି ବହୁତ ଦ୍ଵନ୍ଦରେ ପଡ଼ିଯାଆନ୍ତି । କିନ୍ତୁ କୃଷ୍ଣ କୁହନ୍ତି, ଯତତାମପି ସିଦ୍ଧାନାଂ: ([[Vanisource:BG 7.3 (1972)|BG 7.3]]) "ଏହିପରି ଅନେକ ସିଦ୍ଧମାନଙ୍କ ମଧ୍ୟରୁ, ଯିଏ ଯୋଗ-ସିଦ୍ଧି ପ୍ରାପ୍ତ କରିଛନ୍ତି," ଯତତାମପି ସିଦ୍ଧାନାଂ କଶ୍ଚିନ୍ଣାଂ ବେତ୍ତି ତତ୍ତ୍ଵତଃ ([[Vanisource:BG 7.3 (1972)|BG 7.3]]), "କେହିଜଣେ ମୋତେ ବୁଝିପାରେ ।" ତେଣୁ ଜଣେ କିଛି ଯୋଗ ସିଦ୍ଧି ପ୍ରାପ୍ତ କରିପାରେ; ତଥାପି କୃଷ୍ଣଙ୍କୁ ବୁଝିବା ସମ୍ଭବ ନୁହେଁ । ତାହା ସମ୍ଭବ ନୁହେଁ । କୃଷ୍ଣଙ୍କୁ କେବଳ ସେହି ବ୍ୟକ୍ତି ବୁଝିପାରିବ ଯିଏ ତାର ସର୍ବସ୍ଵ କୃଷ୍ଣଙ୍କୁ ସମର୍ପିତ କରିଦେଇଛି । ସେଥିପାଇଁ କୃଷ୍ଣ ତାହା ଚାହାନ୍ତି, ଦାବି କରନ୍ତି ଯେ, ସର୍ବଦର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ([[Vanisource:BG 18.66 (1972)|BG 18.66]]) । କୃଷ୍ଣଙ୍କୁ କେବଳ ତାଙ୍କ ସୁଧ ଭକ୍ତ ଦ୍ଵାରା ବୁଝାଯାଇପାରିବ, ଅନ୍ୟ କାହାଠାରୁ ନୁହେଁ । | ||
<!-- END TRANSLATED TEXT --> | <!-- END TRANSLATED TEXT --> |
Latest revision as of 15:35, 16 October 2018
Lecture on SB 6.1.15 -- Denver, June 28, 1975
କେଚିତ ଅର୍ଥାତ୍ "କେହିଜଣେ ।" "ବହୁତ ଦୁର୍ଲଭ ।" "କେହିଜଣେ" ଅର୍ଥାତ୍ "ବହୁତ ଦୁର୍ଲଭ ।" ବାସୁଦେବ-ପରାୟନାଃ ହେବା ଏତେ ସହଜ ନୁହେଁ । ଗତକାଲି ମୁଁ ବର୍ଣ୍ଣନା କରୁଥିଲି ଯେ ଭଗବାନ, କୃଷ୍ଣ, କୁହନ୍ତି ଯେ ଯତତାମପି ସିଦ୍ଧାନାଂ କଶ୍ଚିନ୍ଣାଂ ବେତ୍ତି ତତ୍ତ୍ଵତଃ, ମନୁଷ୍ୟାଣାଂ ସହସ୍ରେଷୁ କଶ୍ଚିଦ୍ ଯତତି ସିଦ୍ଧୟେ (BG 7.3) । ସିଦ୍ଧି ଅର୍ଥାତ୍ ଜୀବନର ପୂର୍ଣ୍ଣତା । ସାଧାରଣତଃ ସେମାନେ ଏହାକୁ ଯୋଗ ଅଭ୍ୟାସର ଅଷ୍ଟ-ସିଦ୍ଧି ଭାବନ୍ତି - ଅନିମା, ଲଘିମା, ମହିମା, ପ୍ରାପ୍ତି, ସିଦ୍ଧି, ଈଶୀତ୍ଵ, ବଶୀତ୍ଵ, ପ୍ରକାମୟ । ତେଣୁ ଏଗୁଡିକୁ ସିଦ୍ଧି କୁହାଯାଏ, ଯୋଗ ସିଦ୍ଧି । ଯୋଗ ସିଦ୍ଧି ଅର୍ଥାତ୍ ତୁମେ କ୍ଷୁଦ୍ରରୁୁ କ୍ଷୁଦ୍ରତମ ହେଇପାରିବ । ଆମର ବାସ୍ତବରେ ପରୀସିମା ଅତି, ଅତି ଛୋଟ । ତେଣୁ ଯୋଗ ସଦ୍ଧି ଦ୍ଵାରା, ଯଦିଓ ଆମେ ଏହି ଭୌତିକ ଶରୀର ଧାରଣ କରିଛୁ, ଜଣେ ଯୋଗୀ କ୍ଷୁଦ୍ରତମ ଆକାର ଧାରଣ କରିପାରିବ । ଏବଂ କୌଣସି ପ୍ରକାରରେ ତାଙ୍କୁ ବନ୍ଧିତ କର, ସେ ବାହାରକୁ ଆସିଯିବେ । ତାହାକୁ ଅନିମା ସିଦ୍ଧି କୁହାଯାଏ । ସେହିପରି ମହିମା ସିଦ୍ଧି, ଲଘିମା ସିଦ୍ଧି ମଧ୍ୟ ଅଛି । ସେ ତୁଳା ପଟି ଠାରୁ ମଧ୍ୟ ହାଲୁକା ହେଇପାରିବ । ଯୋଗୀ ମାନେ, ସେମାନେ ବହୁତ ହାଲୁକା ହେଇପାରିବେ, ଏବେ ମଧ୍ୟ ଭାରତରେ ଯୋଗୀ ମାନେ ଅଛନ୍ତି । ଅବଶ୍ୟ ହିଁ, ଆମ ପିଲାଦିନେ ଆମେ ଜଣେ ଯୋଗୀଙ୍କୁ ଦେଖିଥିଲୁ, ସେ ମୋ ବାପାଙ୍କୁ ଦେଖା କରିବାକୁ ଆସନ୍ତି । ସେ କହୁଥିଲେ ଯେ ସେ ଅଳ୍ପ ମୁହୂର୍ତ୍ତରେ ଯେକୌଣସି ସ୍ଥାନକୁ ଯାଇପାରନ୍ତି । ଏବଂ ବେଳେବେଳେ ସେ ପ୍ରାତଃ କାଳରେ ଜଗନ୍ନାଥ ପୁରୀ, ରାମେଶ୍ଵର, ହରିଦ୍ଵାରକୁ ଯାଉଥିଲେ, ଏବଂ ସ୍ନାନ କରୁଥିଲେ ଗଙ୍ଗା ଏବଂ ଅନ୍ୟ ବିଭିନ୍ନ ନଦୀ ମାନଙ୍କରେ । ତାହାକୁ ଲଘିମା ସିଦ୍ଧି କୁହାଯାଏ । ସେ କହୁଥିଲେ ଯେ "ଆମେ ଆମ ଗୁରୁଙ୍କ ସହିତ ବସିଛୁ ଏବଂ ଖାଲି ଛୁଉଁଛୁ । ଆମେ ଏଠାରେ ବସିଛୁ, ଏବଂ କିଛି କ୍ଷଣ ପରେ ଆମେ ଏକ ଭିନ୍ନ ସ୍ଥାନରେ ବସିଥିବୁ ।" ଏହାକୁ ଲଘିମା ସିଦ୍ଧି କୁହାଯାଏ ।
ତେଣୁ ଅନେକ ଯୋଗ ସିଦ୍ଧି ଅଛି । ଲୋକମାନେ ଏହି ଯୋଗ ସିଦ୍ଧି ଦେଖି ବହୁତ ଦ୍ଵନ୍ଦରେ ପଡ଼ିଯାଆନ୍ତି । କିନ୍ତୁ କୃଷ୍ଣ କୁହନ୍ତି, ଯତତାମପି ସିଦ୍ଧାନାଂ: (BG 7.3) "ଏହିପରି ଅନେକ ସିଦ୍ଧମାନଙ୍କ ମଧ୍ୟରୁ, ଯିଏ ଯୋଗ-ସିଦ୍ଧି ପ୍ରାପ୍ତ କରିଛନ୍ତି," ଯତତାମପି ସିଦ୍ଧାନାଂ କଶ୍ଚିନ୍ଣାଂ ବେତ୍ତି ତତ୍ତ୍ଵତଃ (BG 7.3), "କେହିଜଣେ ମୋତେ ବୁଝିପାରେ ।" ତେଣୁ ଜଣେ କିଛି ଯୋଗ ସିଦ୍ଧି ପ୍ରାପ୍ତ କରିପାରେ; ତଥାପି କୃଷ୍ଣଙ୍କୁ ବୁଝିବା ସମ୍ଭବ ନୁହେଁ । ତାହା ସମ୍ଭବ ନୁହେଁ । କୃଷ୍ଣଙ୍କୁ କେବଳ ସେହି ବ୍ୟକ୍ତି ବୁଝିପାରିବ ଯିଏ ତାର ସର୍ବସ୍ଵ କୃଷ୍ଣଙ୍କୁ ସମର୍ପିତ କରିଦେଇଛି । ସେଥିପାଇଁ କୃଷ୍ଣ ତାହା ଚାହାନ୍ତି, ଦାବି କରନ୍ତି ଯେ, ସର୍ବଦର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ (BG 18.66) । କୃଷ୍ଣଙ୍କୁ କେବଳ ତାଙ୍କ ସୁଧ ଭକ୍ତ ଦ୍ଵାରା ବୁଝାଯାଇପାରିବ, ଅନ୍ୟ କାହାଠାରୁ ନୁହେଁ ।