OR/Prabhupada 0524 - ଅର୍ଜୁନ ହେଉଛନ୍ତି କୃଷ୍ଣଙ୍କର ଶାଶ୍ଵତ ସଖା । ସେ କଦାପି ଭ୍ରମରେ ରହିବେ ନାହିଁ: Difference between revisions
(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0524 - in all Languages Category:OR-Quotes - 1968 Category:OR-Quotes - Lec...") |
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->") |
||
Line 7: | Line 7: | ||
[[Category:OR-Quotes - in USA, Los Angeles]] | [[Category:OR-Quotes - in USA, Los Angeles]] | ||
<!-- END CATEGORY LIST --> | <!-- END CATEGORY LIST --> | ||
<!-- BEGIN NAVIGATION BAR -- | <!-- BEGIN NAVIGATION BAR -- DO NOT EDIT OR REMOVE --> | ||
{{1080 videos navigation - All Languages|Oriya|OR/Prabhupada 0523 - ଅବତାର ଅର୍ଥାତ୍ ଯିଏ ଉଚ୍ଚସ୍ତରରୁ, ଉଚ୍ଚ ଗ୍ରହରୁ ଆସନ୍ତି|0523|OR/Prabhupada 0525 - ମାୟା ଅତ୍ୟନ୍ତ ପ୍ରଭାବଶାଳୀ, ଯଥାଶିଘ୍ର ତୁମେ ଟିକିଏ ଆତ୍ମବିଶ୍ଵାସୀ ହେବ, ତୂରନ୍ତ ଆକ୍ରମଣ ହେବ|0525}} | {{1080 videos navigation - All Languages|Oriya|OR/Prabhupada 0523 - ଅବତାର ଅର୍ଥାତ୍ ଯିଏ ଉଚ୍ଚସ୍ତରରୁ, ଉଚ୍ଚ ଗ୍ରହରୁ ଆସନ୍ତି|0523|OR/Prabhupada 0525 - ମାୟା ଅତ୍ୟନ୍ତ ପ୍ରଭାବଶାଳୀ, ଯଥାଶିଘ୍ର ତୁମେ ଟିକିଏ ଆତ୍ମବିଶ୍ଵାସୀ ହେବ, ତୂରନ୍ତ ଆକ୍ରମଣ ହେବ|0525}} | ||
<!-- END NAVIGATION BAR --> | <!-- END NAVIGATION BAR --> | ||
Line 18: | Line 18: | ||
<!-- BEGIN VIDEO LINK --> | <!-- BEGIN VIDEO LINK --> | ||
{{youtube_right| | {{youtube_right|bWMa4bXp1iE|ଅର୍ଜୁନ ହେଉଛନ୍ତି କୃଷ୍ଣଙ୍କର ଶାଶ୍ଵତ ସଖା । ସେ କଦାପି ଭ୍ରମରେ ରହିବେ ନାହିଁ<br />- Prabhupāda 0524}} | ||
<!-- END VIDEO LINK --> | <!-- END VIDEO LINK --> | ||
Latest revision as of 22:40, 1 October 2020
Lecture on BG 7.1 -- Los Angeles, December 2, 1968
ପ୍ରଭୁପାଦ: ହଁ ।
ଜୟ ଗୋପାଳ: ଭଗବଦ୍ ଗୀତା ମୌଳିକ ରୂପରେ ର ଚତୁର୍ଥ ଅଧ୍ୟାୟରେ, ଏହା କୁହାଯାଇଛି ଯେ ବହୁ ବର୍ଷ ପୂର୍ବେ ସୂର୍ଯ୍ୟ ଭଗବାନଙ୍କୁ ଭଗବଦ୍ ଗୀତା କୁହାଯାଉଥିବା ସମୟରେ ଅର୍ଜୁନ ମଧ୍ୟ ଉପସ୍ଥିତ ଥିଲେ । ସେଠାରେ ତାଙ୍କର କେଉଁ ସ୍ଥିତି ଥିଲା?
ପ୍ରଭୁପାଦ: ସେ ମଧ୍ୟ ଉପସ୍ଥିତ ଥିଲେ, କିନ୍ତୁ ସେ ଭୁଲି ଯାଇଛନ୍ତି ।
ଜୟ ଗୋପାଳ: ତାଙ୍କର ସ୍ଥିତି କ'ଣ ଥିଲା, ଯଦି ଏହା କୁରୁକ୍ଷେତ୍ରର ଯୁଦ୍ଧଭୂମିରେ କୁହାଯାଇ ନ ଥାନ୍ତା? କେଉଁ ସ୍ଥିତି?
ପ୍ରଭୁପାଦ: ଅର୍ଜୁନଙ୍କୁ ସେହି ସ୍ଥିତିରେ ରଖା ଯାଇଥିଲା ଭଗବାନଙ୍କର ପରମ ଇଛା ଯୋଗୁଁ । ଅନ୍ୟଥା... ଯେପରି ଏକ ନାଟକ ମଞ୍ଚରେ, ଉଦ୍ଭୟ ପିତା ଏବଂ ପୁତ୍ର, ସେମାନେ କିଛି ଭୂମିକା ପ୍ରଦର୍ଶନ କରୁଛନ୍ତି । ପିତା ରାଜାର ଭୁମିକାକୁ ପ୍ରଦର୍ଶନ କରୁଛି, ଏବଂ ପୁତ୍ର ଅନ୍ୟ ଏକ ରାଜାର ଭୁମିକାକୁ ପ୍ରଦର୍ଶନ କରୁଛି । ଉଦ୍ଭୟ ଶତୃ । କିନ୍ତୁ ବାସ୍ତବରେ ସେମାନେ ସେପରି ଅଭିନୟ କରୁଛନ୍ତି । ସେହିପରି, ଅର୍ଜୁନ ହେଉଛନ୍ତି କୃଷ୍ଣଙ୍କର ଶାଶ୍ଵତ ସଖା । ସେ କଦାପି ଭ୍ରମରେ ରହିବେ ନାହିଁ । ସେ କିପରି ଭ୍ରମରେ ରହିବେ ଯଦି କୃଷ୍ଣ ହେଉଛନ୍ତି ତାଙ୍କର ଚିରନ୍ତନ ସଖା? କିନ୍ତୁ ତାଙ୍କୁ ଭ୍ରମରେ ରହିବାକୁ ଥିଲା, କାରଣ ସେ ଏକ ବଦ୍ଧଜୀବି ଆତ୍ମାର ଭୁମିକା ପ୍ରଦର୍ଶନ କରୁଥିଲେ, ଏବଂ କୃଷ୍ଣ ସମ୍ପୂର୍ଣ୍ଣ କଥା ବର୍ଣ୍ଣନା କରିଲେ । ସେ ସେହି ସାଧାରଣ ବ୍ୟକ୍ତିର ଅଭିନୟ କରିଥିଲେ; ସେଥିପାଇଁ ତାଙ୍କର ସମସ୍ତ ପ୍ରଶ୍ନ ସାଧାରଣ ବ୍ୟକ୍ତି ପରି ଥିଲା । ଯେ ପର୍ଯ୍ୟନ୍ତ...କାରଣ ଭଗବଦ୍ ଗୀତାର ଶିକ୍ଷାଗୁଡ଼ିକ ହଜିଯାଇଥିଲା । ତାହା ବର୍ଣ୍ଣନା କରାଗଲା । ତେବେ କୃଷ୍ଣ ପୁନର୍ବାର ଭଗବଦ୍ ଗୀତାର ଯୋଗ ପ୍ରଣାଳୀକୁ ପ୍ରଦାନ କରିବାକୁ ଚାହୁଁଥିଲେ । ତେବେ କେହି ପଚାରିବା ଉଚିତ୍ । ଯେପରି ତୁମେ ପଚାରୁଛ, ମୁଁ ଉତ୍ତର ଦେଉଛି । ସେହିପରି ଅର୍ଜୁନ, ଯଦିଓ ସେ ଭ୍ରମରେ ରହିବା କଥା ନୁହେଁ, ସେ ନିଜକୁ ଏକ ବଦ୍ଧଜୀବିର ପ୍ରତିନିଧି ରୂପରେ ରଖିଲେ, ଏବଂ ସେ ବହୁତ ସାରା କଥା ପଚାରିଥିଲେ, ତାର ଉତ୍ତର ଭଗବାନଙ୍କ ଦ୍ଵାରା ଦିଆଯାଇଥିଲା ।