OR/710915 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମୋମବାସା ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(No difference)

Revision as of 12:07, 8 November 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
: ନିଶମ୍ୟ କର୍ମାଣି ଗୁଣାନ ଅତୁଲ୍ୟାନ
ବୀର୍ଯ୍ୟନି ଲୀଳା-ତନୁଭିଃ କୃତାନି
ୟଦାତିହର୍ଷୋତ୍ପଲକାଶ୍ରୁ-ଗଦଗଦଂ ।
ପ୍ରୋତକଣ୍ଠା ଉଦଗାୟତି ରୌତି ନୃତ୍ୟତି
( ଭା. ୭.୭.୩୪)

"ଏହିପରି ଭାବରେ, ସେ ଆଧ୍ୟାତ୍ମିକ ଜୀବନରେ ଆଗକୁ ବଢନ୍ତି, ତାପରେ ନିଶମ୍ୟ କର୍ମାଣି ଗୁଣାନ ଅତୁଲ୍ୟାନ, କେବଳ କୃଷ୍ଣଙ୍କ ଲୀଳା ବିଷୟରେ ଶୁଣିବା ମାତ୍ରେ, ସେ ତୁରନ୍ତ ଆନନ୍ଦରେ ପରିପୂର୍ଣ୍ଣ ହେବେ ଏବଂ ସେ କାନ୍ଦିବେ। ଏଗୁଡ଼ିକ ହେଉଛି ଲକ୍ଷଣ। ନିଶମ୍ୟ କର୍ମାଣି ଗୁଣାନ ଅତୁଲ୍ୟାନ, ବୀର୍ଯ୍ୟନି ଲୀଳା-ତନୁଭିଃ କୃତାନି । ବୀର୍ଯ୍ୟନି ଲୀଳା: 'ଓଃ, କୃଷ୍ଣ ଏତେ ସଂଖ୍ୟକ ରାକ୍ଷସଙ୍କୁ ହତ୍ୟା କରୁଛନ୍ତି, କୃଷ୍ଣ ଗୋପୀଙ୍କ ସହ ନାଚୁଛନ୍ତି, କୃଷ୍ଣ ତାଙ୍କ ଗୋପାଳ ବାଳକମାନଙ୍କ ସହ ଖେଳୁଛନ୍ତି, କୃଷ୍ଣ ସେଠାକୁ ଯାଉଛନ୍ତି,' ଏହା ହେଉଛି ଲୀଳା ସ୍ମରଣ । କୃଷ୍ଣ ପୁସ୍ତକ ପଢିବାର ଅର୍ଥ ହେଉଛି କୃଷ୍ଣଙ୍କର ଏହି ସମସ୍ତ କାର୍ଯ୍ୟକଳାପକୁ ମନେ ପକାଇବା । ବାରମ୍ବାର କୃଷ୍ଣ ପୁସ୍ତକ ପଢ଼ନ୍ତୁ, ଆପଣ ଦିବ୍ୟ ସ୍ଥିତିର ଉପଯୁକ୍ତ ପର୍ଯ୍ୟାୟରେ ଅଛନ୍ତି। "

710915 - ପ୍ରବଚନ SB 07 Canto - ମୋମବାସା