OR/720218 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ବିଶାଖାପାଟନମ୍ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(No difference)

Revision as of 09:51, 13 December 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"କୃଷ୍ଣଙ୍କ ସହ ଆମର ଚିର ସମ୍ପର୍କ ଅଛି କାରଣ ଆମେ ସମସ୍ତେ କୃଷ୍ଣଙ୍କର ଅଂଶବିଶେଷ ଅଟୁ। ଠିକ୍ ଯେପରି ପିତା ଏବଂ ପୁତ୍ର ଚିର ସମ୍ପର୍କିତ। ଗୋଟିଏ ପୁଅ ପିତାଙ୍କ ବିଦ୍ରୋହ ହୋଇପାରେ, କିନ୍ତୁ ପିତା ଏବଂ ପୁଅର ସମ୍ପର୍କ ଭାଙ୍ଗିପାରିବ ନାହିଁ। ସେହିଭଳି, ଆମେ ମଧ୍ୟ କୃଷ୍ଣଙ୍କ ସହିତ ଜଡିତ । କୌଣସି ପ୍ରକାର, ଯାହାକୁ ଆମେ ଭୁଲି ଯାଇଛୁ । ତାହା ହେଉଛି ଆମର ବର୍ତ୍ତମାନର ସ୍ଥିତି। ଏହାକୁ ମାୟା କୁହାଯାଏ । ମାୟା ଅର୍ଥ ଯେତେବେଳେ ଆମେ କୃଷ୍ଣଙ୍କ ସହ ଆମର ସମ୍ପର୍କ ଭୁଲିଯାଉ ଏବଂ ଆମେ ଅନେକ ମିଥ୍ୟା ସମ୍ପର୍କ ସ୍ଥାପନ କରୁ । ବର୍ତ୍ତମାନ, ବର୍ତ୍ତମାନର ମୁହୂର୍ତ୍ତରେ ମୁଁ ଭାବୁଛି, "ମୁଁ ଭାରତୀୟ", କେହି କେହି ଭାବୁଛନ୍ତି, "ମୁଁ ଆମେରିକୀୟ", କେହି କେହି ଭାବୁଛନ୍ତି, "ମୁଁ ହିନ୍ଦୁ", କେହି କେହି ଭାବୁଛନ୍ତି, "ମୁଁ ମୁସଲମାନ।" ଏହି ସମ୍ପର୍କ ସବୁ ମିଥ୍ୟା, ମାୟା । "
720218 - ପ୍ରବଚନ - ବିଶାଖାପାଟନମ୍