OR/720224 ପ୍ରବଚନ - ଶ୍ରୀଲ ପ୍ରଭୁପାଦ କଲିକତା ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions
(Created page with "Category:OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ Category:OR/ଅମୃତ ବାଣୀ - ୧୯୭୨ Category:OR/ଅ...") |
(Vanibot #0025: NectarDropsConnector - add new navigation bars (prev/next)) |
||
Line 2: | Line 2: | ||
[[Category:OR/ଅମୃତ ବାଣୀ - ୧୯୭୨]] | [[Category:OR/ଅମୃତ ବାଣୀ - ୧୯୭୨]] | ||
[[Category:OR/ଅମୃତ ବାଣୀ - କଲିକତା]] | [[Category:OR/ଅମୃତ ବାଣୀ - କଲିକତା]] | ||
<!-- BEGIN NAVIGATION BAR -- DO NOT EDIT OR REMOVE --> | |||
{{Nectar Drops navigation - All Languages|Oriya|OR/720222 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ବିଶାଖାପାଟନମ୍ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|720222|OR/720229 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମାୟାପୁର ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|720229}} | |||
<!-- END NAVIGATION BAR --> | |||
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/720224LE-CALCUTTA_ND_01.mp3</mp3player>|"ଆମେ ଭୌତିକ ପ୍ରକୃତିର ନିୟମ ଅଧୀନରେ ଅଛୁ ଏବଂ ଆମର କର୍ମ ଅନୁଯାୟୀ ଆମେ ବିଭିନ୍ନ ପ୍ରକାରର ଶରୀର ପ୍ରାପ୍ତ କରୁଛୁ ଏବଂ ଗୋଟିଏ ଶରୀରରୁ ଅନ୍ୟ ଶରୀରକୁ ସ୍ଥାନାନ୍ତରିତ ହେଉଛୁ। ଏବଂ ତା’ପରେ ଥରେ ଜନ୍ମ ହେବା ପରେ ଆମେ କିଛି ସମୟ ବଞ୍ଚିବା, ଶରୀର ବଢାଇବା , ତା’ପରେ ଆମେ କିଛି ଉପ-ଦ୍ରବ୍ୟ ଉତ୍ପାଦନ କରୁ, ତା’ପରେ ଏହା, ଶରୀର, ହ୍ରାସ ହୁଏ, ଏବଂ ଶେଷରେ ଏହା ଅଦୃଶ୍ୟ ହୁଏ । ଏହା ଅଦୃଶ୍ୟ ହେବା ଅର୍ଥ ତୁମେ ଅନ୍ୟ ଶରୀରକୁ ଗ୍ରହଣ କର । ପୁନର୍ବାର ଶରୀର ବଢୁଛି, ଶରୀର ସ୍ଥିର ଅଛି, ଶରୀର ଉପ-ଦ୍ରବ୍ୟ ଉତ୍ପାଦନ କରୁଛି, ପୁନର୍ବାର ହ୍ରାସ ପାଉଛି ଏବଂ ପୁନର୍ବାର ଅଦୃଶ୍ୟ ହେଉଛି। ଏହା ଜାରି ରହିଛି। "|Vanisource:720224 - Lecture - Calcutta|720224 - ପ୍ରବଚନ - କଲିକତା}} | {{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/720224LE-CALCUTTA_ND_01.mp3</mp3player>|"ଆମେ ଭୌତିକ ପ୍ରକୃତିର ନିୟମ ଅଧୀନରେ ଅଛୁ ଏବଂ ଆମର କର୍ମ ଅନୁଯାୟୀ ଆମେ ବିଭିନ୍ନ ପ୍ରକାରର ଶରୀର ପ୍ରାପ୍ତ କରୁଛୁ ଏବଂ ଗୋଟିଏ ଶରୀରରୁ ଅନ୍ୟ ଶରୀରକୁ ସ୍ଥାନାନ୍ତରିତ ହେଉଛୁ। ଏବଂ ତା’ପରେ ଥରେ ଜନ୍ମ ହେବା ପରେ ଆମେ କିଛି ସମୟ ବଞ୍ଚିବା, ଶରୀର ବଢାଇବା , ତା’ପରେ ଆମେ କିଛି ଉପ-ଦ୍ରବ୍ୟ ଉତ୍ପାଦନ କରୁ, ତା’ପରେ ଏହା, ଶରୀର, ହ୍ରାସ ହୁଏ, ଏବଂ ଶେଷରେ ଏହା ଅଦୃଶ୍ୟ ହୁଏ । ଏହା ଅଦୃଶ୍ୟ ହେବା ଅର୍ଥ ତୁମେ ଅନ୍ୟ ଶରୀରକୁ ଗ୍ରହଣ କର । ପୁନର୍ବାର ଶରୀର ବଢୁଛି, ଶରୀର ସ୍ଥିର ଅଛି, ଶରୀର ଉପ-ଦ୍ରବ୍ୟ ଉତ୍ପାଦନ କରୁଛି, ପୁନର୍ବାର ହ୍ରାସ ପାଉଛି ଏବଂ ପୁନର୍ବାର ଅଦୃଶ୍ୟ ହେଉଛି। ଏହା ଜାରି ରହିଛି। "|Vanisource:720224 - Lecture - Calcutta|720224 - ପ୍ରବଚନ - କଲିକତା}} |
Latest revision as of 06:02, 25 December 2021
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ |
"ଆମେ ଭୌତିକ ପ୍ରକୃତିର ନିୟମ ଅଧୀନରେ ଅଛୁ ଏବଂ ଆମର କର୍ମ ଅନୁଯାୟୀ ଆମେ ବିଭିନ୍ନ ପ୍ରକାରର ଶରୀର ପ୍ରାପ୍ତ କରୁଛୁ ଏବଂ ଗୋଟିଏ ଶରୀରରୁ ଅନ୍ୟ ଶରୀରକୁ ସ୍ଥାନାନ୍ତରିତ ହେଉଛୁ। ଏବଂ ତା’ପରେ ଥରେ ଜନ୍ମ ହେବା ପରେ ଆମେ କିଛି ସମୟ ବଞ୍ଚିବା, ଶରୀର ବଢାଇବା , ତା’ପରେ ଆମେ କିଛି ଉପ-ଦ୍ରବ୍ୟ ଉତ୍ପାଦନ କରୁ, ତା’ପରେ ଏହା, ଶରୀର, ହ୍ରାସ ହୁଏ, ଏବଂ ଶେଷରେ ଏହା ଅଦୃଶ୍ୟ ହୁଏ । ଏହା ଅଦୃଶ୍ୟ ହେବା ଅର୍ଥ ତୁମେ ଅନ୍ୟ ଶରୀରକୁ ଗ୍ରହଣ କର । ପୁନର୍ବାର ଶରୀର ବଢୁଛି, ଶରୀର ସ୍ଥିର ଅଛି, ଶରୀର ଉପ-ଦ୍ରବ୍ୟ ଉତ୍ପାଦନ କରୁଛି, ପୁନର୍ବାର ହ୍ରାସ ପାଉଛି ଏବଂ ପୁନର୍ବାର ଅଦୃଶ୍ୟ ହେଉଛି। ଏହା ଜାରି ରହିଛି। " |
720224 - ପ୍ରବଚନ - କଲିକତା |