OR/720502 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଟୋକିଓ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions
(Created page with "Category:OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ Category:OR/ଅମୃତ ବାଣୀ - ୧୯୭୨ Category:OR/ଅ...") |
(No difference)
|
Revision as of 19:32, 30 December 2021
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ |
"ଖାଇବା ଏବଂ ଶୋଇବାର ସୁଯୋଗ ନିଅ ନାହିଁ। ଏହି ପୁସ୍ତକଗୁଡ଼ିକର ଫାଇଦା ନିଅ! ତା’ହେଲେ ତୁମର ଜୀବନ ସଫଳ ହେବ। ମୋର କର୍ତ୍ତବ୍ୟ - ମୁଁ ତୁମକୁ ଏତେ ମୂଲ୍ୟବାନ ଜିନିଷ ଦେଇଛି, ଦିନରାତି ତୁମକୁ ମନାଇବା ପାଇଁ ଚେଷ୍ଟା କରୁଛି, ପ୍ରତ୍ୟେକ ଶବ୍ଦକୁ। ଏବଂ ଯଦି ତୁମେ ଏହାର ଫାଇଦା ଉଠାଉ ନାହଁ, ତା’ହେଲେ ମୁଁ ତୁମ ପାଇଁ କ’ଣ କରିପାରିବି?" |
720502 - ପ୍ରବଚନ SB 02.09.06-14 - ଟୋକିଓ |