OR/720604 ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ମେକ୍ସିକୋ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions
(Created page with "Category:OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ Category:OR/ଅମୃତ ବାଣୀ - ୧୯୭୨ Category:OR/...") |
(No difference)
|
Revision as of 18:41, 14 January 2022
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ |
"ପଶୁମାନଙ୍କଠାରୁ ମନୁଷ୍ୟର ରୂପ ଆସେ - ମାଙ୍କଡ଼ରୁ କିମ୍ବା ସିଂହରୁ କିମ୍ବା ଗାଈରୁ। ଏହି ତିନୋଟି ମଧ୍ୟରୁ ... ସତ୍ଵ-ଗୁଣ, ରଜୋ-ଗୁଣ, ତମୋ-ଗୁଣ । ଯେଉଁମାନେ ରଜୋ-ଗୁଣ ଦେଇ ଆସୁଛନ୍ତି, ସେମାନଙ୍କର ଶେଷ ଜନ୍ମ ମନୁଷ୍ୟର ଜନ୍ମ ପୂର୍ବରୁ ସିଂହ ଅଟେ ଏବଂ ଯେଉଁମାନେ ତମୋ-ଗୁଣରେ ଆସୁଛନ୍ତି, ଡାରୱିନ୍ ଙ୍କ ଶ୍ୱଶୁର, (ହସ) ମାଙ୍କଡ଼, ଏବଂ ତମୋ-ଗୁଣ । ଏବଂ ଯେଉଁମାନେ ସତ୍ଵ-ଗୁଣରେ ଆସୁଛନ୍ତି, ସେମାନଙ୍କର ଶେଷ ଜନ୍ମ ହେଉଛି ଗାଈ । ଏହା ହେଉଛି ବେଦରୁ ଆମର ବୈଜ୍ଞାନିକ ସୂଚନା। " |
720604 - ବାର୍ତ୍ତାଳାପ A - ମେକ୍ସିକୋ |