OR/Prabhupada 0070 - ଭଲଭାବରେ ସଂଚାଳନ କର: Difference between revisions
(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0070 - in all Languages Category:OR-Quotes - 1977 Category:OR-Quotes - Con...") |
(Vanibot #0023: VideoLocalizer - changed YouTube player to show hard-coded subtitles version) |
||
Line 7: | Line 7: | ||
[[Category:OR-Quotes - in USA, New York]] | [[Category:OR-Quotes - in USA, New York]] | ||
<!-- END CATEGORY LIST --> | <!-- END CATEGORY LIST --> | ||
<!-- BEGIN NAVIGATION BAR -- | <!-- BEGIN NAVIGATION BAR -- DO NOT EDIT OR REMOVE --> | ||
{{1080 videos navigation - All Languages|Oriya|OR/Prabhupada 0069 - ମୁଁ ମରିବି ନାହିଁ| | {{1080 videos navigation - All Languages|Oriya|OR/Prabhupada 0069 - ମୁଁ ମରିବି ନାହିଁ|0069|OR/Prabhupada 0071 - ଆମେମାନେ ସମସ୍ତେ ଭଗବାନଙ୍କର ବେଖାତିର୍ ଅପବ୍ୟୟୀ ପୁତ୍ର ଅଟୁ|0071}} | ||
<!-- END NAVIGATION BAR --> | <!-- END NAVIGATION BAR --> | ||
<!-- BEGIN ORIGINAL VANIQUOTES PAGE LINK--> | <!-- BEGIN ORIGINAL VANIQUOTES PAGE LINK--> | ||
Line 18: | Line 18: | ||
<!-- BEGIN VIDEO LINK --> | <!-- BEGIN VIDEO LINK --> | ||
{{youtube_right| | {{youtube_right|yMWIrp5JKqs|ଭଲଭାବରେ ସଂଚାଳନ କର<br />- Prabhupāda 0070}} | ||
<!-- END VIDEO LINK --> | <!-- END VIDEO LINK --> | ||
Latest revision as of 15:38, 16 October 2018
Room Conversation -- April 22, 1977, Bombay
ଆମ ସିଦ୍ଧାନ୍ତରେ ଲାଗିରୁହ ଏବଂ ଦେଖିବ ଯେ ଆମ ଜୀବୀସୀ ସତର୍କ ରହୁ । ତେବେ ସବୁକିଛି ଚାଲି ଥିବ, ମୁଁ ଉପସ୍ଥିତ ନ ଥିଲେ ମଧ୍ୟ । ତାହା କର । ତାହା ମୋର ଅନୁରୋଧ ଅଟେ । ଯାହା ଅଳ୍ପ କିଛି ମୁଁ ତୁମକୁ ଶିଖେଇଛି, ତାକୁ ଅନୁସରଣ କର, ଏବଂ କେହି ପୀଡ଼ିତ ହେବେ ନାହିଁ । କୌଣସି ପ୍ରକାରର ମାୟା ତୁମକୁ ଛୁଇଁ ପାରିବ ନାହିଁ । ବର୍ତ୍ତମାନ କୃଷ୍ଣ ଆମକୁ ଦେଇଛନ୍ତି, ଏବଂ ଟଙ୍କାର କୌଣସି ଅଭାବ ହେବ ନାହିଁ । ତୁମେ ପୁସ୍ତକ ପ୍ରକାଶିତ କର ଏବଂ ବିକ୍ରୟ କର । ତେଣୁ ସବୁକିଛି ଅଛି । ସାରା ଦୁନିଆରେ ଆମର ଭଲ ଆଶ୍ରୟ ସ୍ଥଳି ଅଛି । ଆମର ଆୟ ଅଛି । ତୁମେ ଆମ ସିଦ୍ଧାନ୍ତରେ ଲାଗିରୁହ, ଅନୁସରଣ କର... ଏପରିକି ଯଦି ମୁଁ ଆକସ୍ମିକ ମୃତ୍ୟୁ ବରଣ କରିଲେ ମଧ୍ୟ, ତୁମେ ସମ୍ଭାଳି ନେବ । ବାସ୍ । ତାହା ମୁଁ ଚାହେଁ । ଭଲଭାବରେ ସଂଚାଳନ କର ଏବଂ ଆନ୍ଦୋଳନକୁ ଆଗକୁ ନିଅ । ବର୍ତ୍ତମାନ ବ୍ୟବସ୍ଥା କର । ପଛକୁ ଯାଅ ନାହିଁ । ସତର୍କ ରୁହ । ଆପନୀ ଆଚାରି ପ୍ରଭୁ ଜୀବେରି ଶିକ୍ଷାୟ ।