OR/Prabhupada 0007 - କୃଷ୍ଣଙ୍କ ସରଙ୍ଖ୍ୟନ ଆସିବ: Difference between revisions
(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0007 - in all Languages Category:OR-Quotes - 1974 Category:OR-Quotes - Lec...") |
(Vanibot #0023: VideoLocalizer - changed YouTube player to show hard-coded subtitles version) |
||
Line 9: | Line 9: | ||
[[Category:Oriya Language]] | [[Category:Oriya Language]] | ||
<!-- END CATEGORY LIST --> | <!-- END CATEGORY LIST --> | ||
<!-- BEGIN NAVIGATION BAR -- DO NOT EDIT OR REMOVE --> | |||
{{1080 videos navigation - All Languages|Oriya|OR/Prabhupada 0006 - ସମସ୍ତେ ଭଗବାନ - ମୂର୍ଖଙ୍କ ସ୍ୱର୍ଗ|0006|OR/Prabhupada 0008 - କୃଷ୍ଣ କହୁଛନ୍ତି 'ମୁଁ ସମସ୍ତଙ୍କ ବାପା'|0008}} | |||
<!-- END NAVIGATION BAR --> | |||
<!-- BEGIN ORIGINAL VANIQUOTES PAGE LINK--> | <!-- BEGIN ORIGINAL VANIQUOTES PAGE LINK--> | ||
<div class="center"> | <div class="center"> | ||
Line 17: | Line 20: | ||
<!-- BEGIN VIDEO LINK --> | <!-- BEGIN VIDEO LINK --> | ||
{{youtube_right| | {{youtube_right|OFmUb-hYoto|କୃଷ୍ଣଙ୍କ ସରଙ୍ଖ୍ୟନ ଆସିବ<br />- Prabhupāda 0007}} | ||
<!-- END VIDEO LINK --> | <!-- END VIDEO LINK --> | ||
<!-- BEGIN AUDIO LINK --> | <!-- BEGIN AUDIO LINK --> | ||
<mp3player> | <mp3player>https://s3.amazonaws.com/vanipedia/clip/740803SB.VRN_clip.mp3</mp3player> | ||
<!-- END AUDIO LINK --> | <!-- END AUDIO LINK --> | ||
Line 31: | Line 34: | ||
ବ୍ରହ୍ମାନନ୍ଦ : ବ୍ରାହ୍ମଣ କୌଣସି ନିଯୁକ୍ତି ଗ୍ରହଣ କରିବ ନାହିଁ । | ବ୍ରହ୍ମାନନ୍ଦ : ବ୍ରାହ୍ମଣ କୌଣସି ନିଯୁକ୍ତି ଗ୍ରହଣ କରିବ ନାହିଁ । | ||
ପ୍ରଭୁପାଦ : ନାଁ । ସେ ଅନାହାର ରେ ମରିଯିବ । ସେ କୌଣସି ନିଯୁକ୍ତି ଗ୍ରହଣ କରିବ ନାହିଁ । ତାହା ହେଉଛି ବ୍ରାହ୍ମଣ । କ୍ଷତ୍ରିୟ ମଧ୍ୟ ତାହା ଏବଂ ବୈଶ୍ୟ ମଧ୍ୟ । କେବଳ ଶୂଦ୍ର । ଜଣେ ବୈଶ୍ୟ କିଛି ବ୍ୟବସାୟ ଖୋଜିବ । ସେ କିଛି ବ୍ୟବସାୟ ଖୋଜିବ । ତେଣୁ ଗୋଟେ ବାସ୍ତବିକ ଘଟଣା ଅଛି । ଜଣେ ଶ୍ରୀମାନ ନନ୍ଦୀ, ବହୁତ ବହୁତ ଆଗରୁ, କଲିକତା ରେ, ସିଏ ଜଣେସାଙ୍ଗ ପାଖକୁ ଗଲେ, “ତୁମେ ଯଦି ମତେ କିଛି ଧନ ଦେଇ ପାରନ୍ତ, ମୁଁ କିଛି ବ୍ୟବସାୟ ଆରମ୍ଭ କରି ପାରନ୍ତି । ତେଣୁ ସେ କହିଲା “ ତୁମେ ବୈଶ୍ୟ ? ବ୍ୟବସାୟୀ ?” “ହଁ” । “ଆଛା, ତୁମେ ମୋ ପାଖରୁ ଟଙ୍କା ମାଗୁଛ ?” ଟଙ୍କା ରାସ୍ତା ଉପରେ ଅଛି। ତୁମେ ଖୋଜି ପାରିବ । ତେଣୁ ସେ କହିଲା, “ମତେ ମିଳୁ ନାହିଁ” । "ତୁମକୁ ମିଳୁ ନାହିଁ ? ସେଟା କଣ ? " “ସେଟା, ସେଟା ଗୋଟିଏ ମଲା ମୂଷା” । “ସେଇଟା ତୁମ ଧନ” । ଖାଲି ଦେଖ । ତେଣୁ ସେହି ସମୟ ରେ କଲିକତା ରେ ମହାମାରୀ ପ୍ଲେଗ୍ ଚାଲିଥିଲା । ତେଣୁ ନଗରପାଳ ଘୋଷୋଣା ଥିଲା ଯଦି କିଏ ମଲା ମୂଷା ନଗରପାଳ କେନ୍ଦ୍ରକୁ ନେଇ ଯାଏ, ତାକୁ ଦୁଇ ଆନ୍ନା ମିଳିବ । ତେଣୁ ସିଏ ସେଇ ମଲା ମୂଷା ର ଶରୀର କୁ ନଗରପାଳ କେନ୍ଦ୍ର ନେଇଗଲା । ତାକୁ ଦୁଇ ଆନ୍ନା ମିଳିଲା । ତେଣୁ ଦୁଇ ଆନ୍ନା ରେ ସେ କିଛି ପଚା ପାନ ଗୁଆ କିଣିଲା, ଏବଂ ତାକୁ ସଫା କଳା ଏବଂ ତାକୁ ୪ କିମ୍ବା ୫ ଆନ୍ନା ରେ ବିକ୍ରି କଳା । ଏହି ପରି, ଆଉଥରେ, ଆଉଥରେ, ଆଉଥରେ, ସେଇ ବ୍ୟକ୍ତି ଧନୀ ବ୍ୟକ୍ତି ହୋଇଗଲା । ତାଙ୍କ ପରିବାର ରୁ ଜଣେ ଆମର ଭଗବାନଭ୍ରାତା ଥିଲେ । ନନ୍ଦୀ ପରିବାର । । ସେଇ ନନ୍ଦୀ ପରିବାର ଏବେ ବି, ତାଙ୍କ ପାଖରେ ଚାରି ସହ, ପାଞ୍ଚ ସହ ବ୍ୟକ୍ତିଙ୍କ ପାଇଁ ପ୍ରତିଦିନ ଖାଇବାକୁ ଅଛି । ଏକ ବଡ ପ୍ରସିଦ୍ଧ ପରିବାର । ଏବଂ ତାଙ୍କ ପରିବାର ର ନିୟମ ଯେ ଯଥା ଶୀଘ୍ର ଗୋଟିଏ ପୁଅ କିମ୍ବା ଝିଅ ଜନ୍ମ ହୁଏ, ପାଞ୍ଚ ହଜାର ଟଙ୍କା ବ୍ୟାଙ୍କ ରେ ଜମା ହୁଏ, ଏବଂ ତାର ବିବାହ ବେଳେ, ସେଇ ପାଞ୍ଚ ହଜାର ଟଙ୍କା ସୁଧ ସହିତ , ସିଏ ନେଇ ପାରିବ । ନହେଲେ ସମ୍ପତ୍ତି ରେ ଆଉ ଅଧିକ ଭାଗ ନାହିଁ । ଏବଂ ସମସ୍ତେ ଯେଉଁମାନେ ସେ ପରିବାର ରେ ରହୁଛନ୍ତି, ତାକୁ ଖାଇବାକୁ ଏବଂ ଆଶ୍ରୟ ମିଳେ । ଏହା ତାଙ୍କର...କିନ୍ତୁ ମୂଳରୂପ, ମୁଁ କହିବାକୁ ଚାହୁଁଛି, ପରିବାର ର ପ୍ରତିଷ୍ଠାତା, ନନ୍ଦୀ, ସେ ତାର ବ୍ୟବସାୟ ଏକ ମଲା ମୂଷା ରୁ ଆରମ୍ଭ କଲା । ତାହା ପ୍ରକୃତ ରେ ସତ୍ୟ, ପ୍ରକୃତ ସତ୍ୟ, ଯଦି ଜଣେ ସ୍ଵାଧୀନ ରହିବାକୁ ଚାହୁଁଛି କଲିକତା ରେ ମୁଁ ଦେଖିଛି । ଗରିବ ଶ୍ରେଣୀର ବୈଶ୍ୟ ମନେ ମଧ୍ୟ , ଏବଂ ସକାଳେ ସେମାନେ କିଛି ଡାଲି ନେବେ, ଗୋଟେ ଡାଲି ବସ୍ତା ଏବଂ ଘର କୁ ଘର ଯିବେ । ଡାଲି ସବୁଆଡେ ଦରକାର । ତେଣୁ ସକାଳେ ସେ ଡାଲି ବ୍ୟବସାୟ କରେ । ଏବଂ ସଞ୍ଜ ବେଳେ ସେ ଗୋଟିଏ ଡବା ରେ କେରୋସିନ୍ ତେଲ ନିଏ । ତେଣୁ ସନ୍ଧ୍ୟା ବେଳେ ସମସ୍ତଙ୍କୁ ଦରକାର ହେବ । ଏବେ ବି, ତୁମେ ଭାରତ ରେ ପାଇବ, ସେମାନେ... କେହି ବି ନିଯୁକ୍ତି ଖୋଜୁ ନାହାନ୍ତି । କିଛି ଅଳ୍ପ । ଯାହା କିଛି ତା ପାଖରେ ଅଛି, ବାଦାମ ବା ଚିନାବାଦାମ ବିକୁଥିବ । ସିଏ କିଛି କରୁଥିବ । ଯାହା ବି ହେଉ, କୃଷ୍ଣ ସମସ୍ତଙ୍କୁ ଭରଣପୋଷଣ ପ୍ରଦାନ କରୁଛନ୍ତି । ଏହା ଭାବିବା ଏକ ଭୁଲ ଯେ “ ମଣିଷ ମତେ ଭରଣପୋଷଣ ପ୍ରଦାନ କରୁଛି” ନାଁ । ଶାସ୍ତ୍ର କହୁଛି ଏକୋ ୟୋ ବାହୁନାମ ବିଦଧାତି କାମାନ । ଏହା କୃଷ୍ଣଙ୍କ ପ୍ରତି ଦୃଢ ବିଶ୍ବାସ, ଯେ “କୃଷ୍ଣ ମତେ ଜୀବନ ଦେଇଛନ୍ତି, କୃଷ୍ଣ ମତେ ଏଇଠି ପଠେଇଛନ୍ତି । ତେଣୁ, ସେ ମୋର ଭରଣପୋଷଣ ପ୍ରଦାନ କରିବେ । ତେଣୁ ମୋର ସାମର୍ଥ୍ୟ ଅନୁସାରେ, ମତେ କିଛି କରିବାକୁ ଦିଅ, ଏବଂ ସେଇ କାର୍ଯ୍ୟ ଦ୍ଵାରା, କୃଷ୍ଣଙ୍କ ଭରଣପୋଷଣ ଆସିବ” | ପ୍ରଭୁପାଦ : ନାଁ । ସେ ଅନାହାର ରେ ମରିଯିବ । ସେ କୌଣସି ନିଯୁକ୍ତି ଗ୍ରହଣ କରିବ ନାହିଁ । ତାହା ହେଉଛି ବ୍ରାହ୍ମଣ । କ୍ଷତ୍ରିୟ ମଧ୍ୟ ତାହା ଏବଂ ବୈଶ୍ୟ ମଧ୍ୟ । କେବଳ ଶୂଦ୍ର । ଜଣେ ବୈଶ୍ୟ କିଛି ବ୍ୟବସାୟ ଖୋଜିବ । ସେ କିଛି ବ୍ୟବସାୟ ଖୋଜିବ । ତେଣୁ ଗୋଟେ ବାସ୍ତବିକ ଘଟଣା ଅଛି । ଜଣେ ଶ୍ରୀମାନ ନନ୍ଦୀ, ବହୁତ ବହୁତ ଆଗରୁ, କଲିକତା ରେ, ସିଏ ଜଣେସାଙ୍ଗ ପାଖକୁ ଗଲେ, “ତୁମେ ଯଦି ମତେ କିଛି ଧନ ଦେଇ ପାରନ୍ତ, ମୁଁ କିଛି ବ୍ୟବସାୟ ଆରମ୍ଭ କରି ପାରନ୍ତି । ତେଣୁ ସେ କହିଲା “ ତୁମେ ବୈଶ୍ୟ ? ବ୍ୟବସାୟୀ?” “ହଁ” । “ଆଛା, ତୁମେ ମୋ ପାଖରୁ ଟଙ୍କା ମାଗୁଛ ?” ଟଙ୍କା ରାସ୍ତା ଉପରେ ଅଛି। ତୁମେ ଖୋଜି ପାରିବ । ତେଣୁ ସେ କହିଲା, “ମତେ ମିଳୁ ନାହିଁ” । "ତୁମକୁ ମିଳୁ ନାହିଁ? ସେଟା କଣ? " “ସେଟା, ସେଟା ଗୋଟିଏ ମଲା ମୂଷା” । “ସେଇଟା ତୁମ ଧନ” । ଖାଲି ଦେଖ । | ||
ତେଣୁ ସେହି ସମୟ ରେ କଲିକତା ରେ ମହାମାରୀ ପ୍ଲେଗ୍ ଚାଲିଥିଲା । ତେଣୁ ନଗରପାଳ ଘୋଷୋଣା ଥିଲା ଯଦି କିଏ ମଲା ମୂଷା ନଗରପାଳ କେନ୍ଦ୍ରକୁ ନେଇ ଯାଏ, ତାକୁ ଦୁଇ ଆନ୍ନା ମିଳିବ । ତେଣୁ ସିଏ ସେଇ ମଲା ମୂଷା ର ଶରୀର କୁ ନଗରପାଳ କେନ୍ଦ୍ର ନେଇଗଲା । ତାକୁ ଦୁଇ ଆନ୍ନା ମିଳିଲା । ତେଣୁ ଦୁଇ ଆନ୍ନା ରେ ସେ କିଛି ପଚା ପାନ ଗୁଆ କିଣିଲା, ଏବଂ ତାକୁ ସଫା କଳା ଏବଂ ତାକୁ ୪ କିମ୍ବା ୫ ଆନ୍ନା ରେ ବିକ୍ରି କଳା । ଏହି ପରି, ଆଉଥରେ, ଆଉଥରେ, ଆଉଥରେ, ସେଇ ବ୍ୟକ୍ତି ଧନୀ ବ୍ୟକ୍ତି ହୋଇଗଲା । ତାଙ୍କ ପରିବାର ରୁ ଜଣେ ଆମର ଭଗବାନଭ୍ରାତା ଥିଲେ । ନନ୍ଦୀ ପରିବାର । । ସେଇ ନନ୍ଦୀ ପରିବାର ଏବେ ବି, ତାଙ୍କ ପାଖରେ ଚାରି ସହ, ପାଞ୍ଚ ସହ ବ୍ୟକ୍ତିଙ୍କ ପାଇଁ ପ୍ରତିଦିନ ଖାଇବାକୁ ଅଛି । ଏକ ବଡ ପ୍ରସିଦ୍ଧ ପରିବାର । ଏବଂ ତାଙ୍କ ପରିବାର ର ନିୟମ ଯେ ଯଥା ଶୀଘ୍ର ଗୋଟିଏ ପୁଅ କିମ୍ବା ଝିଅ ଜନ୍ମ ହୁଏ, ପାଞ୍ଚ ହଜାର ଟଙ୍କା ବ୍ୟାଙ୍କ ରେ ଜମା ହୁଏ, ଏବଂ ତାର ବିବାହ ବେଳେ, ସେଇ ପାଞ୍ଚ ହଜାର ଟଙ୍କା ସୁଧ ସହିତ , ସିଏ ନେଇ ପାରିବ । ନହେଲେ ସମ୍ପତ୍ତି ରେ ଆଉ ଅଧିକ ଭାଗ ନାହିଁ । ଏବଂ ସମସ୍ତେ ଯେଉଁମାନେ ସେ ପରିବାର ରେ ରହୁଛନ୍ତି, ତାକୁ ଖାଇବାକୁ ଏବଂ ଆଶ୍ରୟ ମିଳେ । ଏହା ତାଙ୍କର...କିନ୍ତୁ ମୂଳରୂପ, ମୁଁ କହିବାକୁ ଚାହୁଁଛି, ପରିବାର ର ପ୍ରତିଷ୍ଠାତା, ନନ୍ଦୀ, ସେ ତାର ବ୍ୟବସାୟ ଏକ ମଲା ମୂଷା ରୁ ଆରମ୍ଭ କଲା । | |||
ତାହା ପ୍ରକୃତ ରେ ସତ୍ୟ, ପ୍ରକୃତ ସତ୍ୟ, ଯଦି ଜଣେ ସ୍ଵାଧୀନ ରହିବାକୁ ଚାହୁଁଛି କଲିକତା ରେ ମୁଁ ଦେଖିଛି । ଗରିବ ଶ୍ରେଣୀର ବୈଶ୍ୟ ମନେ ମଧ୍ୟ , ଏବଂ ସକାଳେ ସେମାନେ କିଛି ଡାଲି ନେବେ, ଗୋଟେ ଡାଲି ବସ୍ତା ଏବଂ ଘର କୁ ଘର ଯିବେ । ଡାଲି ସବୁଆଡେ ଦରକାର । ତେଣୁ ସକାଳେ ସେ ଡାଲି ବ୍ୟବସାୟ କରେ । ଏବଂ ସଞ୍ଜ ବେଳେ ସେ ଗୋଟିଏ ଡବା ରେ କେରୋସିନ୍ ତେଲ ନିଏ । ତେଣୁ ସନ୍ଧ୍ୟା ବେଳେ ସମସ୍ତଙ୍କୁ ଦରକାର ହେବ । ଏବେ ବି, ତୁମେ ଭାରତ ରେ ପାଇବ, ସେମାନେ... କେହି ବି ନିଯୁକ୍ତି ଖୋଜୁ ନାହାନ୍ତି । କିଛି ଅଳ୍ପ । ଯାହା କିଛି ତା ପାଖରେ ଅଛି, ବାଦାମ ବା ଚିନାବାଦାମ ବିକୁଥିବ । ସିଏ କିଛି କରୁଥିବ । ଯାହା ବି ହେଉ, କୃଷ୍ଣ ସମସ୍ତଙ୍କୁ ଭରଣପୋଷଣ ପ୍ରଦାନ କରୁଛନ୍ତି । ଏହା ଭାବିବା ଏକ ଭୁଲ ଯେ “ ମଣିଷ ମତେ ଭରଣପୋଷଣ ପ୍ରଦାନ କରୁଛି” ନାଁ । ଶାସ୍ତ୍ର କହୁଛି ଏକୋ ୟୋ ବାହୁନାମ ବିଦଧାତି କାମାନ । ଏହା କୃଷ୍ଣଙ୍କ ପ୍ରତି ଦୃଢ ବିଶ୍ବାସ, ଯେ “କୃଷ୍ଣ ମତେ ଜୀବନ ଦେଇଛନ୍ତି, କୃଷ୍ଣ ମତେ ଏଇଠି ପଠେଇଛନ୍ତି । ତେଣୁ, ସେ ମୋର ଭରଣପୋଷଣ ପ୍ରଦାନ କରିବେ । ତେଣୁ ମୋର ସାମର୍ଥ୍ୟ ଅନୁସାରେ, ମତେ କିଛି କରିବାକୁ ଦିଅ, ଏବଂ ସେଇ କାର୍ଯ୍ୟ ଦ୍ଵାରା, କୃଷ୍ଣଙ୍କ ଭରଣପୋଷଣ ଆସିବ” | |||
<!-- END TRANSLATED TEXT --> | <!-- END TRANSLATED TEXT --> |
Latest revision as of 15:06, 16 October 2018
Lecture on SB 1.5.22 -- Vrndavana, August 3, 1974
ବ୍ରହ୍ମାନନ୍ଦ : ବ୍ରାହ୍ମଣ କୌଣସି ନିଯୁକ୍ତି ଗ୍ରହଣ କରିବ ନାହିଁ ।
ପ୍ରଭୁପାଦ : ନାଁ । ସେ ଅନାହାର ରେ ମରିଯିବ । ସେ କୌଣସି ନିଯୁକ୍ତି ଗ୍ରହଣ କରିବ ନାହିଁ । ତାହା ହେଉଛି ବ୍ରାହ୍ମଣ । କ୍ଷତ୍ରିୟ ମଧ୍ୟ ତାହା ଏବଂ ବୈଶ୍ୟ ମଧ୍ୟ । କେବଳ ଶୂଦ୍ର । ଜଣେ ବୈଶ୍ୟ କିଛି ବ୍ୟବସାୟ ଖୋଜିବ । ସେ କିଛି ବ୍ୟବସାୟ ଖୋଜିବ । ତେଣୁ ଗୋଟେ ବାସ୍ତବିକ ଘଟଣା ଅଛି । ଜଣେ ଶ୍ରୀମାନ ନନ୍ଦୀ, ବହୁତ ବହୁତ ଆଗରୁ, କଲିକତା ରେ, ସିଏ ଜଣେସାଙ୍ଗ ପାଖକୁ ଗଲେ, “ତୁମେ ଯଦି ମତେ କିଛି ଧନ ଦେଇ ପାରନ୍ତ, ମୁଁ କିଛି ବ୍ୟବସାୟ ଆରମ୍ଭ କରି ପାରନ୍ତି । ତେଣୁ ସେ କହିଲା “ ତୁମେ ବୈଶ୍ୟ ? ବ୍ୟବସାୟୀ?” “ହଁ” । “ଆଛା, ତୁମେ ମୋ ପାଖରୁ ଟଙ୍କା ମାଗୁଛ ?” ଟଙ୍କା ରାସ୍ତା ଉପରେ ଅଛି। ତୁମେ ଖୋଜି ପାରିବ । ତେଣୁ ସେ କହିଲା, “ମତେ ମିଳୁ ନାହିଁ” । "ତୁମକୁ ମିଳୁ ନାହିଁ? ସେଟା କଣ? " “ସେଟା, ସେଟା ଗୋଟିଏ ମଲା ମୂଷା” । “ସେଇଟା ତୁମ ଧନ” । ଖାଲି ଦେଖ ।
ତେଣୁ ସେହି ସମୟ ରେ କଲିକତା ରେ ମହାମାରୀ ପ୍ଲେଗ୍ ଚାଲିଥିଲା । ତେଣୁ ନଗରପାଳ ଘୋଷୋଣା ଥିଲା ଯଦି କିଏ ମଲା ମୂଷା ନଗରପାଳ କେନ୍ଦ୍ରକୁ ନେଇ ଯାଏ, ତାକୁ ଦୁଇ ଆନ୍ନା ମିଳିବ । ତେଣୁ ସିଏ ସେଇ ମଲା ମୂଷା ର ଶରୀର କୁ ନଗରପାଳ କେନ୍ଦ୍ର ନେଇଗଲା । ତାକୁ ଦୁଇ ଆନ୍ନା ମିଳିଲା । ତେଣୁ ଦୁଇ ଆନ୍ନା ରେ ସେ କିଛି ପଚା ପାନ ଗୁଆ କିଣିଲା, ଏବଂ ତାକୁ ସଫା କଳା ଏବଂ ତାକୁ ୪ କିମ୍ବା ୫ ଆନ୍ନା ରେ ବିକ୍ରି କଳା । ଏହି ପରି, ଆଉଥରେ, ଆଉଥରେ, ଆଉଥରେ, ସେଇ ବ୍ୟକ୍ତି ଧନୀ ବ୍ୟକ୍ତି ହୋଇଗଲା । ତାଙ୍କ ପରିବାର ରୁ ଜଣେ ଆମର ଭଗବାନଭ୍ରାତା ଥିଲେ । ନନ୍ଦୀ ପରିବାର । । ସେଇ ନନ୍ଦୀ ପରିବାର ଏବେ ବି, ତାଙ୍କ ପାଖରେ ଚାରି ସହ, ପାଞ୍ଚ ସହ ବ୍ୟକ୍ତିଙ୍କ ପାଇଁ ପ୍ରତିଦିନ ଖାଇବାକୁ ଅଛି । ଏକ ବଡ ପ୍ରସିଦ୍ଧ ପରିବାର । ଏବଂ ତାଙ୍କ ପରିବାର ର ନିୟମ ଯେ ଯଥା ଶୀଘ୍ର ଗୋଟିଏ ପୁଅ କିମ୍ବା ଝିଅ ଜନ୍ମ ହୁଏ, ପାଞ୍ଚ ହଜାର ଟଙ୍କା ବ୍ୟାଙ୍କ ରେ ଜମା ହୁଏ, ଏବଂ ତାର ବିବାହ ବେଳେ, ସେଇ ପାଞ୍ଚ ହଜାର ଟଙ୍କା ସୁଧ ସହିତ , ସିଏ ନେଇ ପାରିବ । ନହେଲେ ସମ୍ପତ୍ତି ରେ ଆଉ ଅଧିକ ଭାଗ ନାହିଁ । ଏବଂ ସମସ୍ତେ ଯେଉଁମାନେ ସେ ପରିବାର ରେ ରହୁଛନ୍ତି, ତାକୁ ଖାଇବାକୁ ଏବଂ ଆଶ୍ରୟ ମିଳେ । ଏହା ତାଙ୍କର...କିନ୍ତୁ ମୂଳରୂପ, ମୁଁ କହିବାକୁ ଚାହୁଁଛି, ପରିବାର ର ପ୍ରତିଷ୍ଠାତା, ନନ୍ଦୀ, ସେ ତାର ବ୍ୟବସାୟ ଏକ ମଲା ମୂଷା ରୁ ଆରମ୍ଭ କଲା ।
ତାହା ପ୍ରକୃତ ରେ ସତ୍ୟ, ପ୍ରକୃତ ସତ୍ୟ, ଯଦି ଜଣେ ସ୍ଵାଧୀନ ରହିବାକୁ ଚାହୁଁଛି କଲିକତା ରେ ମୁଁ ଦେଖିଛି । ଗରିବ ଶ୍ରେଣୀର ବୈଶ୍ୟ ମନେ ମଧ୍ୟ , ଏବଂ ସକାଳେ ସେମାନେ କିଛି ଡାଲି ନେବେ, ଗୋଟେ ଡାଲି ବସ୍ତା ଏବଂ ଘର କୁ ଘର ଯିବେ । ଡାଲି ସବୁଆଡେ ଦରକାର । ତେଣୁ ସକାଳେ ସେ ଡାଲି ବ୍ୟବସାୟ କରେ । ଏବଂ ସଞ୍ଜ ବେଳେ ସେ ଗୋଟିଏ ଡବା ରେ କେରୋସିନ୍ ତେଲ ନିଏ । ତେଣୁ ସନ୍ଧ୍ୟା ବେଳେ ସମସ୍ତଙ୍କୁ ଦରକାର ହେବ । ଏବେ ବି, ତୁମେ ଭାରତ ରେ ପାଇବ, ସେମାନେ... କେହି ବି ନିଯୁକ୍ତି ଖୋଜୁ ନାହାନ୍ତି । କିଛି ଅଳ୍ପ । ଯାହା କିଛି ତା ପାଖରେ ଅଛି, ବାଦାମ ବା ଚିନାବାଦାମ ବିକୁଥିବ । ସିଏ କିଛି କରୁଥିବ । ଯାହା ବି ହେଉ, କୃଷ୍ଣ ସମସ୍ତଙ୍କୁ ଭରଣପୋଷଣ ପ୍ରଦାନ କରୁଛନ୍ତି । ଏହା ଭାବିବା ଏକ ଭୁଲ ଯେ “ ମଣିଷ ମତେ ଭରଣପୋଷଣ ପ୍ରଦାନ କରୁଛି” ନାଁ । ଶାସ୍ତ୍ର କହୁଛି ଏକୋ ୟୋ ବାହୁନାମ ବିଦଧାତି କାମାନ । ଏହା କୃଷ୍ଣଙ୍କ ପ୍ରତି ଦୃଢ ବିଶ୍ବାସ, ଯେ “କୃଷ୍ଣ ମତେ ଜୀବନ ଦେଇଛନ୍ତି, କୃଷ୍ଣ ମତେ ଏଇଠି ପଠେଇଛନ୍ତି । ତେଣୁ, ସେ ମୋର ଭରଣପୋଷଣ ପ୍ରଦାନ କରିବେ । ତେଣୁ ମୋର ସାମର୍ଥ୍ୟ ଅନୁସାରେ, ମତେ କିଛି କରିବାକୁ ଦିଅ, ଏବଂ ସେଇ କାର୍ଯ୍ୟ ଦ୍ଵାରା, କୃଷ୍ଣଙ୍କ ଭରଣପୋଷଣ ଆସିବ”