OR/Prabhupada 0355 - ମୁଁ କିଛି କ୍ରାନ୍ତି ବିଷୟରେ କହୁଛି: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0355 - in all Languages Category:OR-Quotes - 1973 Category:OR-Quotes - Lec...")
 
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
 
Line 6: Line 6:
[[Category:OR-Quotes - in Sweden]]
[[Category:OR-Quotes - in Sweden]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0341 - ଯିଏ ବୁଦ୍ଧିମାନ, ସେ ଏହି ପ୍ରଣାଳୀ ଗ୍ରହଣ କରିବ|0341|OR/Prabhupada 0356 - ଆମେମାନେ ମନଇଛା କାମ କରୁ ନାହୁଁ । ଆମେ ଶାସ୍ତ୍ରରୁ ଅଧିକାର ପୂର୍ଣ୍ଣ ସଂସ୍କରଣ ନେଉଛୁ|0356}}
{{1080 videos navigation - All Languages|Oriya|OR/Prabhupada 0354 - ଏକ ଅନ୍ଧ ଅନ୍ୟ ଅନ୍ଧମାନଙ୍କୁ ପଥ ପ୍ରଦର୍ଶନ କରୁଛି|0354|OR/Prabhupada 0356 - ଆମେମାନେ ମନଇଛା କାମ କରୁ ନାହୁଁ । ଆମେ ଶାସ୍ତ୍ରରୁ ଅଧିକାର ପୂର୍ଣ୍ଣ ସଂସ୍କରଣ ନେଉଛୁ|0356}}
<!-- END NAVIGATION BAR -->
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->
Line 17: Line 17:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|xaJ6zoL0zPU|ମୁଁ କିଛି କ୍ରାନ୍ତି ବିଷୟରେ କହୁଛି<br />- Prabhupāda 0355}}
{{youtube_right|rsm-PKx2puM|ମୁଁ କିଛି କ୍ରାନ୍ତି ବିଷୟରେ କହୁଛି<br />- Prabhupāda 0355}}
<!-- END VIDEO LINK -->
<!-- END VIDEO LINK -->



Latest revision as of 22:41, 1 October 2020



Lecture on SB 5.5.1-8 -- Stockholm, September 8, 1973

କାମନା ଅର୍ଥାତ୍ ଜୀବନର ଆବଶ୍ୟକତା । ତୁମେ ତୁମ ଜୀବନର ଆବଶ୍ୟକତାଗୁଡ଼ିକୁ ଅତି ସରଳରେ ପାଇ ପାରିବ । ଚାଷ କରି, ତୁମେ ଶସ୍ୟ ପାଇ ପାରିବ । ଏବଂ ଯଦି ଗାଈ ଅଛି, ତୁମେ କ୍ଷୀର ପାଇ ପାରିବ । ବାସ୍ । ତାହା ଯଥେଷ୍ଟ । କିନ୍ତୁ ନେତାମାନେ ଯୋଯନା କରୁଛନ୍ତି, ଯେ ଯଦି ସେମାନେ ତାଙ୍କର କୃଷି କାର୍ଯ୍ୟରେ ସନ୍ତୁଷ୍ଟ ହେବେ, ସ୍ଵଳ୍ପ ଶସ୍ୟ ଏବଂ କ୍ଷୀର, ତେବେ କାରାଖାନାରେ କିଏ କାମ କରିବ? ସେଥିପାଇଁ ସେମାନେ ଶୁଳ୍କ ନେଉଛନ୍ତି ଯେପରିକି ତୁମେ ସାଧାରଣ ଜୀବନ ଯାପନ ମଧ୍ୟ କରି ପାରିବ ନାହିଁ - ଏହା ହେଉଛି ସ୍ଥିତି । ଏପରିକି ତୁମେ ଇଛା କରିଲେ ମଧ୍ୟ, ଆଧୁନିକ ନେତାମାନେ ତୁମକୁ ଅନୁମତି ଦେବେ ନାହିଁ । ସେମାନେ ତୁମକୁ କୁକୁର ଏବଂ ଘୁଷୁରି ଏବଂ ଗଧ ପରି କାମ କରିବାକୁ ବାଧ୍ୟ କରିବେ । ଏହା ହେଉଛି ସ୍ଥିତି ।

କିନ୍ତୁ ତଥାପି, ଆମକୁ ଏପରି ଅନାବଶ୍ୟକ କଠିନ ପରିଶ୍ରମରୁ ବଞ୍ଚିବାକୁ ହେବ । ଏହା ହୋଇପାରେ ଯେ ସରକାର ମୋ ବିପକ୍ଷରେ ମକଦମା କରି ପାରନ୍ତି, କାରଣ ମୁଁ କିଛି କ୍ରାନ୍ତି ବିଷୟରେ କହୁଛି । ହଁ । ତାହା ହେଉଛି ତଥ୍ୟ । ତୁମେ କାହିଁକି କାମ କରିବ? ଭଗବାନ ପକ୍ଷୀ, ପଶୁ, ପିମ୍ପୁଡିମାନଙ୍କ ପାଇଁ ଖାଦ୍ୟର ପ୍ରବନ୍ଧ କରିଛନ୍ତି, ଏବଂ ମୁଁ ହେଉଛି ଭଗବାନଙ୍କର ଭକ୍ତ, ସେ ମୋତେ ଖାଦ୍ୟ ଦେବେ ନାହିଁ? ମୁଁ କ'ଣ ଭୁଲ କରିଲି? ତେବେ ସେହି ପ୍ରସଙ୍ଗରେ ତୁମେ ଉତ୍ତେଜିତ ହୁଅ ନାହିଁ । ତୁମର ଜୀବନର ଆବଶ୍ୟକତା ଅଛି, କିନ୍ତୁ ତୁମେ କୃଷ୍ଣ ଚେତନାରେ ନିଜର ଦୃଢ଼ ସଂକଳ୍ପ ବଜାୟ ରଖ । ଏହି ନିରର୍ଥକ ବିଶ୍ଵାସ ଦ୍ଵାରା ଉତ୍ତେଜିତ ହୁଅ ନାହିଁ ।

ବହୁତ ବହୁତ ଧନ୍ୟବାଦ ।