OR/Prabhupada 0357 - ମୁଁ ଭଗବାନ ବିହୀନ ସଭ୍ୟତା ବିରୋଧରେ ଏକ କ୍ରାନ୍ତି ସୃଷ୍ଟି କରିବା ପାଇଁ ଚାହୁଁଛି: Difference between revisions
(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0357 - in all Languages Category:OR-Quotes - 1973 Category:OR-Quotes - Mor...") |
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->") |
||
Line 7: | Line 7: | ||
[[Category:OR-Quotes - in USA, Los Angeles]] | [[Category:OR-Quotes - in USA, Los Angeles]] | ||
<!-- END CATEGORY LIST --> | <!-- END CATEGORY LIST --> | ||
<!-- BEGIN NAVIGATION BAR -- | <!-- BEGIN NAVIGATION BAR -- DO NOT EDIT OR REMOVE --> | ||
{{1080 videos navigation - All Languages|Oriya|OR/Prabhupada 0356 - ଆମେମାନେ ମନଇଛା କାମ କରୁ ନାହୁଁ । ଆମେ ଶାସ୍ତ୍ରରୁ ଅଧିକାର ପୂର୍ଣ୍ଣ ସଂସ୍କରଣ ନେଉଛୁ|0356|OR/Prabhupada | {{1080 videos navigation - All Languages|Oriya|OR/Prabhupada 0356 - ଆମେମାନେ ମନଇଛା କାମ କରୁ ନାହୁଁ । ଆମେ ଶାସ୍ତ୍ରରୁ ଅଧିକାର ପୂର୍ଣ୍ଣ ସଂସ୍କରଣ ନେଉଛୁ|0356|OR/Prabhupada 0358 - ଏହି ଜୀବନରେ ଆମେ ଏକ ସମାଧାନ କରିବୁ । ଆଉ ଅଧିକ ନୁହେଁ । ଆଉ ଆସିବୁ ନାହିଁ|0358}} | ||
<!-- END NAVIGATION BAR --> | <!-- END NAVIGATION BAR --> | ||
<!-- BEGIN ORIGINAL VANIQUOTES PAGE LINK--> | <!-- BEGIN ORIGINAL VANIQUOTES PAGE LINK--> | ||
Line 18: | Line 18: | ||
<!-- BEGIN VIDEO LINK --> | <!-- BEGIN VIDEO LINK --> | ||
{{youtube_right| | {{youtube_right|qWzetibpKAE|ମୁଁ ଭଗବାନ ବିହୀନ ସଭ୍ୟତା ବିରୋଧରେ ଏକ କ୍ରାନ୍ତି ସୃଷ୍ଟି କରିବା ପାଇଁ ଚାହୁଁଛି<br />- Prabhupāda 0357}} | ||
<!-- END VIDEO LINK --> | <!-- END VIDEO LINK --> | ||
Latest revision as of 22:50, 1 October 2020
Morning Walk -- December 11, 1973, Los Angeles
ପ୍ରଭୁପାଦ: ମୋର ସ୍ଵାସ୍ଥ୍ୟ ସର୍ବଦା ଭଲ ରହୁ ନାହିଁ । ତଥାପି କାହିଁକି ମୁଁ ଚେଷ୍ଟା କରୁଛି? ତାହା ହେଉଛି ମୋର ଅଭିଳାଷା । ମୁଁ ଏକ କ୍ରାନ୍ତି ସୃଷ୍ଟି କରିବା ପାଇଁ ଚାହୁଁଛି । ସେମାନଙ୍କର ଭଗବାନ ବିହୀନ ସଭ୍ୟତା, ଭଗବାନ ବିହୀନ ସଭ୍ୟତା ବିରୋଧରେ । ତାହା ମୋର ଅଭିଳାଷା । ଏବଂ ଆମେରିକୀୟ ହେଉଛନ୍ତି ଏହି ପଥରେ ଶିକ୍ଷିତ ହେବା ପାଇଁ ଉତ୍ତମ ଲୋକେ ଏବଂ ନେତୃତ୍ଵ ନେବେ, ଅଧିନାୟକ ହେବା ପାଇଁ । ସେମାନେ ଆଗରୁ ଅଧିନାୟକ, କିନ୍ତୁ ବର୍ତ୍ତମାନ ସେମାନେ ପ୍ରକୃତ ଅଧିନାୟକ ହେବା ଦରକାର । ଯାହା ଦ୍ଵାରା ସମଗ୍ର ବିଶ୍ଵ ଖୁସୀ ହୋଇପାରିବ । ସେଥିପାଇଁ ମୁଁ ପଥ ପ୍ରଦର୍ଶନ କରିପାରିବି । ଯଦି ଏକ ସର୍ବୋଚ୍ଚ ଆମେରୀକିୟ ଭଦ୍ର ବ୍ୟକ୍ତି ମୋ ପାଖକୁ ଆସନ୍ତି, ମୁଁ ତାଙ୍କୁ ପଥ ପ୍ରଦର୍ଶନ କରିପାରିବି ଯେ ସେ କିପରି ବିଶ୍ଵର ଅଧିନାୟକ ହୋଇପାରିବେ । ପ୍ରକୃତ ଅଧିନାୟକ, ନକଲି ଅଧିନାୟକ ନୁହେଁ । କାରଣ ଭଗବାନ ତାଙ୍କୁ ଅନୁଗ୍ରହ କରିଛନ୍ତି, ବହୁ ଜିନିଷରେ । ଏବଂ ଏହି ଆନ୍ଦୋଳନ ଆମେରିକାରୁ ଆରମ୍ଭ ହୋଇଛି । ମୁଁ ଏହି ଆନ୍ଦୋଳନ ନ୍ୟୁୟର୍କରୁ ଆରମ୍ଭ କରିଥିଲି । ତେଣୁ ଏହି ଆନ୍ଦୋଳନକୁ ସରକାର ବହୁ ଗମ୍ଭୀରତାର ସହ ନେବା ଉଚିତ୍ । (ବିରାମ)
ହୃଦୟାନନ୍ଦ: ଆପଣ କହୁଛନ୍ତି ଯେ ଆମେରିକା ଅତ୍ୟନ୍ତ ମହତ୍ଵପୂର୍ଣ୍ଣ?
ପ୍ରଭୁପାଦ: ହଁ ।
ହୃଦୟାନନ୍ଦ: ଆପଣ ଭାବୁଛନ୍ତି...
ପ୍ରଭୁପାଦ: ସେଥିପାଇଁ ମୁଁ ତୁମ ଦେଶକୁ ଆସିଛି...
ହୃଦୟାନନ୍ଦ: ତେବେ ସମ୍ଭବତଃ...
ପ୍ରଭୁପାଦ: ତୁମେମାନେ ଅତ୍ୟନ୍ତ ମହତ୍ଵପୂର୍ଣ୍ଣ । ବର୍ତ୍ତମାନ ତୁମେ ନିଶ୍ଚିତରେ... ମୋର ନେତୃତ୍ଵରେ ତୁମେମାନେ ବାସ୍ତବରେ ମହତ୍ତ୍ଵପୂର୍ଣ୍ଣ, ନକଲି ମହତ୍ତ୍ଵପୂର୍ଣ୍ଣ ନୁହେଁ ।
ହୃଦୟାନନ୍ଦ: ତେବେ ଯଦି ମୁଁ ଏଠାରେ ରହିକି ପ୍ରଚାର କରିବି? ପ୍ରଭୁପାଦ: ଓଃ?
ହୃଦୟାନନ୍ଦ: ଯଦି ଏହା ଏତେ ଆବଶ୍ୟକ, ମୁଁ ଭାବୁଛି କଦାଚିତ୍ ମୁଁ ଏଠି ରହିକି ରୂପାନୁଗାକୁ ସାହାଯ୍ୟ କରିବି ।
ପ୍ରଭୁପାଦ: ହଁ । ତୁମର ସମଗ୍ର ରାଷ୍ଟ୍ରକୁ ଭଗବତ୍ ଚେତନାରେ ପରିବର୍ତ୍ତନ କରିଦିଅ, କାରଣ ସେମାନେ ସମ୍ଵିଧାନରେ ଘୋଷଣା କରିଛନ୍ତି, "ଭଗବାନଙ୍କ ଉପରେ ଆମର ବିଶ୍ଵାସ ଅଛି ।" ବର୍ତ୍ତମାନ ସେମାନେ ଏହାକୁ ଗମ୍ଭୀରତାର ସହ ନେବା ଉଚିତ୍ । "ଭଗବାନ" ଶବ୍ଦର ଅର୍ଥ କ'ଣ? "ବିଶ୍ଵାସ" ଶବ୍ଦର ଅର୍ଥ କ'ଣ? ତୁମେ ଏହି ପ୍ରଚାରକୁ ଗ୍ରହଣ କର । ବାସ୍ତବରେ, ଆମେ ପ୍ରଚାର କରୁଛୁ । ଆମେ ଭଗବାନଙ୍କ ଉପରେ ବିଶ୍ଵାସ କରୁଛୁ, ସେଥିପାଇଁ ଆମେ ଆମର ସମସ୍ତ ଜୀବନ ଭଗବାନଙ୍କୁ ଉତ୍ସର୍ଗ କରିଦେଇଛୁ । ଏହା ହେଉଛି ଭଗବାନଙ୍କ ଉପରେ ବିଶ୍ଵାସ । ଏହା ନୁହେଁ ଯେ ପର୍ଲରରେ ଧୁମ୍ରପାନ କରୁଛ, ଏବଂ ତୁମେ ଭଗବାନଙ୍କ ଉପରେ ବିଶ୍ଵାସ କରୁଛ । ସେହି ଭଳିଆ ବିଶ୍ଵାସ ନୁହେଁ । ପ୍ରକୃତ ବିଶ୍ଵାସ ।