OR/Prabhupada 0634 - କୃଷ୍ଣ କଦାପି ମାୟାଶକ୍ତି ଦ୍ଵାରା ପ୍ରଭାବିତ ହୁଅନ୍ତି ନାହିଁ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0634 - in all Languages Category:OR-Quotes - 1973 Category:OR-Quotes - Lec...")
 
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
 
Line 6: Line 6:
[[Category:OR-Quotes - in United Kingdom]]
[[Category:OR-Quotes - in United Kingdom]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0609 - ତୁମେ ଅନେକ ଅଛ ହରେ କୃଷ୍ଣ ମନ୍ତ୍ର ଜପ କରୁଛ । ତାହା ହେଉଛି ମୋର ସଫଳତା|0609|OR/Prabhupada 0640 - ତୁମେ ପାଇବ ଯେ ଦୁର୍ଜନମାନେ ନିଜକୁ ଭଗବାନ ଘୋଷିତ କରୁଛନ୍ତି, ତାଙ୍କ ମୁହଁରେ ଲାତ ମାର|0640}}
{{1080 videos navigation - All Languages|Oriya|OR/Prabhupada 0630 - ଶୋକ କରିବାର କୌଣସି କାରଣ ନାହିଁ, କାରଣ ଆତ୍ମା ରୁହେ|0630|OR/Prabhupada 0640 - ତୁମେ ପାଇବ ଯେ ଦୁର୍ଜନମାନେ ନିଜକୁ ଭଗବାନ ଘୋଷିତ କରୁଛନ୍ତି, ତାଙ୍କ ମୁହଁରେ ଲାତ ମାର|0640}}
<!-- END NAVIGATION BAR -->
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->
Line 17: Line 17:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|P16Gj41Gy5M|କୃଷ୍ଣ କଦାପି ମାୟାଶକ୍ତି ଦ୍ଵାରା ପ୍ରଭାବିତ ହୁଅନ୍ତି ନାହିଁ<br />- Prabhupāda 0634}}
{{youtube_right|aIzfoSkF0gs|କୃଷ୍ଣ କଦାପି ମାୟାଶକ୍ତି ଦ୍ଵାରା ପ୍ରଭାବିତ ହୁଅନ୍ତି ନାହିଁ<br />- Prabhupāda 0634}}
<!-- END VIDEO LINK -->
<!-- END VIDEO LINK -->


Line 29: Line 29:


<!-- BEGIN TRANSLATED TEXT (from DotSub) -->
<!-- BEGIN TRANSLATED TEXT (from DotSub) -->
ସେଥିପାଇଁ, ବ୍ୟାସଦେବ ଦେଖିଲେ, ଅପଶ୍ୟତ ପୁରୁଷମ ପୂର୍ଣ୍ଣମ ([[Vanisource:SB 1.7.4|SB 1.7.4]])। ସେ ଦେଖିଲେ...ଯେପରି ଉଡାଜାହାଜରେ, ତୁମେ ମେଘ ଉପରକୁ ଯାଇ ପାରିବ । ସୂର୍ଯ୍ୟ ମେଘ ଦ୍ଵାରା ଆଦୌ ପ୍ରଭାବିତ ହୁଏ ନାହିଁ । ଯଦିଓ ତୁମେ ଉଡାଜାହାଜ ତଳେ  ଚାରି ଆଡେ ମେଘ ଦେଖିବ । ସେହିପରି, ମାୟା ମଧ୍ୟ କୃଷ୍ଣଙ୍କୁ ପ୍ରଭାବ ପକାଏ ନାହିଁ । ସେଥିପାଇଁ ଭଗବଦ୍ ଗୀତା କୁହଁନ୍ତି ଦୈବୀ ହ୍ୟେଷା ଗୁଣମୟୀ ମମ ମାୟା । ମମ ମାୟା ([[Vanisource:BG 7.14|BG 7.14]]), କୃଷ୍ଣ କୁହଁନ୍ତି, "ମୋର ମାୟାଶକ୍ତି ।" କୃଷ୍ଣ କଦାପି ମାୟାଶକ୍ତି ଦ୍ଵାରା ପ୍ରଭାବିତ ହୁଅନ୍ତି ନାହିଁ । ଠିକ୍ ଯେପରି ମେଘ । କିନ୍ତୁ ମାୟାବାଦୀ ଦାର୍ଶନିକମାନେ, ସେମାନେ କୁହଁନ୍ତି ଯେ ଯେତେବେଳେ ଅବ୍ୟକ୍ତିକ ପରମ ସତ୍ୟ ଆସେ, ଅବତରଣ କରେ, ସେମାନେ ମଧ୍ୟ ଅବତାରକୁ ଗ୍ରହଣ କରନ୍ତି, କିନ୍ତୁ ସେମାନଙ୍କର ତତ୍ତ୍ଵଜ୍ଞାନ ହେଉଛି ଯେ ଅନ୍ତିମ ରୂପରେ ପରମ ସତ୍ୟ ହେଉଛି ଅବ୍ୟକ୍ତିକ । ଯେତେବେଳେ ସେ ଏକ ବ୍ୟକ୍ତି ରୂପରେ ଆସନ୍ତି, ସେ ଏକ ମାୟାର ଶରୀର ଗ୍ରହଣ କରନ୍ତି । ଏହା ହେଉଛି ମାୟା ବାଦ । କୃଷ୍ଣଙ୍କୁ ହୁଏତ ପରମ ପୁରୁଷ ଭଗବାନଙ୍କ ରୂପରେ ଗ୍ରହଣ କରାଯାଇ ପାରେ, କିନ୍ତୁ ସେ ଏକ ଭୌତିକ ଶରୀର ଗ୍ରହଣ କରିଛନ୍ତି । ତାହା ମାନେ ସେମାନେ କୃଷ୍ଣଙ୍କୁ ଏକ ସାଧାରଣ ଜୀବ ସହିତ ତୁଳନା କରୁଛନ୍ତି, ଏବଂ ତାହାକୁ ଭଗବଦ୍ ଗୀତା ଖଣ୍ଡନ କରୁଛି । ଏହା କୁହାଯାଇଛି ଯେ ଅବଜାନନ୍ତି ମାଂ ମୂଢ଼ା ମାନୁଷାଂ ତନୁମାଶ୍ରିତମ୍ ([[Vanisource:BG 9.11|BG 9.11]]) । କାରଣ କୃଷ୍ଣ ତାଙ୍କର ପ୍ରକୃତ ରୂପରେ ଆସନ୍ତି...ମୂଳ ରୂପ ହେଉଛି ଦୁଇଟି ଭୁଜାଧାରୀ । ଏହା ବାଇବେଲରେ ମଧ୍ୟ ସ୍ଵୀକାର କରାଯାଇଛି: "ମନୁଷ୍ୟ ଭଗବାନଙ୍କର ଛବି ହିସାବରେ ତିଆରି ହୋଇଛି ।" ତେଣୁ ଭଗବାନ ହେଉଛନ୍ତି ଦୁଇ ଭୁଜା ଧାରୀ । ଏପରିକି ଚାରିଭୁଜା ଧାରୀ ବିଷ୍ଣୁଙ୍କର ରୂପ ମଧ୍ୟ ମୂଳ ରୂପ ନୁହେଁ । ବିଷ୍ଣୁଙ୍କର ରୂପ ହେଉଛି ସଂକର୍ଷଣର ଦ୍ଵିତୀୟ ଆବିର୍ଭାବ । ତେବେ କୃଷ୍ଣ କଦାପି ମାୟା ଦ୍ଵାରା ପ୍ରଭାବିତ ହୁଅନ୍ତି ନାହିଁ । ଏହା ହେଉଛି ପ୍ରସଙ୍ଗ ।  
ସେଥିପାଇଁ, ବ୍ୟାସଦେବ ଦେଖିଲେ, ଅପଶ୍ୟତ ପୁରୁଷମ ପୂର୍ଣ୍ଣମ ([[Vanisource:SB 1.7.4|SB 1.7.4]])। ସେ ଦେଖିଲେ...ଯେପରି ଉଡାଜାହାଜରେ, ତୁମେ ମେଘ ଉପରକୁ ଯାଇ ପାରିବ । ସୂର୍ଯ୍ୟ ମେଘ ଦ୍ଵାରା ଆଦୌ ପ୍ରଭାବିତ ହୁଏ ନାହିଁ । ଯଦିଓ ତୁମେ ଉଡାଜାହାଜ ତଳେ  ଚାରି ଆଡେ ମେଘ ଦେଖିବ । ସେହିପରି, ମାୟା ମଧ୍ୟ କୃଷ୍ଣଙ୍କୁ ପ୍ରଭାବ ପକାଏ ନାହିଁ । ସେଥିପାଇଁ ଭଗବଦ୍ ଗୀତା କୁହଁନ୍ତି ଦୈବୀ ହ୍ୟେଷା ଗୁଣମୟୀ ମମ ମାୟା । ମମ ମାୟା ([[Vanisource:BG 7.14 (1972)|BG 7.14]]), କୃଷ୍ଣ କୁହଁନ୍ତି, "ମୋର ମାୟାଶକ୍ତି ।" କୃଷ୍ଣ କଦାପି ମାୟାଶକ୍ତି ଦ୍ଵାରା ପ୍ରଭାବିତ ହୁଅନ୍ତି ନାହିଁ । ଠିକ୍ ଯେପରି ମେଘ । କିନ୍ତୁ ମାୟାବାଦୀ ଦାର୍ଶନିକମାନେ, ସେମାନେ କୁହଁନ୍ତି ଯେ ଯେତେବେଳେ ଅବ୍ୟକ୍ତିକ ପରମ ସତ୍ୟ ଆସେ, ଅବତରଣ କରେ, ସେମାନେ ମଧ୍ୟ ଅବତାରକୁ ଗ୍ରହଣ କରନ୍ତି, କିନ୍ତୁ ସେମାନଙ୍କର ତତ୍ତ୍ଵଜ୍ଞାନ ହେଉଛି ଯେ ଅନ୍ତିମ ରୂପରେ ପରମ ସତ୍ୟ ହେଉଛି ଅବ୍ୟକ୍ତିକ । ଯେତେବେଳେ ସେ ଏକ ବ୍ୟକ୍ତି ରୂପରେ ଆସନ୍ତି, ସେ ଏକ ମାୟାର ଶରୀର ଗ୍ରହଣ କରନ୍ତି । ଏହା ହେଉଛି ମାୟା ବାଦ । କୃଷ୍ଣଙ୍କୁ ହୁଏତ ପରମ ପୁରୁଷ ଭଗବାନଙ୍କ ରୂପରେ ଗ୍ରହଣ କରାଯାଇ ପାରେ, କିନ୍ତୁ ସେ ଏକ ଭୌତିକ ଶରୀର ଗ୍ରହଣ କରିଛନ୍ତି । ତାହା ମାନେ ସେମାନେ କୃଷ୍ଣଙ୍କୁ ଏକ ସାଧାରଣ ଜୀବ ସହିତ ତୁଳନା କରୁଛନ୍ତି, ଏବଂ ତାହାକୁ ଭଗବଦ୍ ଗୀତା ଖଣ୍ଡନ କରୁଛି । ଏହା କୁହାଯାଇଛି ଯେ ଅବଜାନନ୍ତି ମାଂ ମୂଢ଼ା ମାନୁଷାଂ ତନୁମାଶ୍ରିତମ୍ ([[Vanisource:BG 9.11 (1972)|BG 9.11]]) । କାରଣ କୃଷ୍ଣ ତାଙ୍କର ପ୍ରକୃତ ରୂପରେ ଆସନ୍ତି...ମୂଳ ରୂପ ହେଉଛି ଦୁଇଟି ଭୁଜାଧାରୀ । ଏହା ବାଇବେଲରେ ମଧ୍ୟ ସ୍ଵୀକାର କରାଯାଇଛି: "ମନୁଷ୍ୟ ଭଗବାନଙ୍କର ଛବି ହିସାବରେ ତିଆରି ହୋଇଛି ।" ତେଣୁ ଭଗବାନ ହେଉଛନ୍ତି ଦୁଇ ଭୁଜା ଧାରୀ । ଏପରିକି ଚାରିଭୁଜା ଧାରୀ ବିଷ୍ଣୁଙ୍କର ରୂପ ମଧ୍ୟ ମୂଳ ରୂପ ନୁହେଁ । ବିଷ୍ଣୁଙ୍କର ରୂପ ହେଉଛି ସଂକର୍ଷଣର ଦ୍ଵିତୀୟ ଆବିର୍ଭାବ । ତେବେ କୃଷ୍ଣ କଦାପି ମାୟା ଦ୍ଵାରା ପ୍ରଭାବିତ ହୁଅନ୍ତି ନାହିଁ । ଏହା ହେଉଛି ପ୍ରସଙ୍ଗ ।  
<!-- END TRANSLATED TEXT -->
<!-- END TRANSLATED TEXT -->

Latest revision as of 22:40, 1 October 2020



Lecture on BG 2.28 -- London, August 30, 1973

ସେଥିପାଇଁ, ବ୍ୟାସଦେବ ଦେଖିଲେ, ଅପଶ୍ୟତ ପୁରୁଷମ ପୂର୍ଣ୍ଣମ (SB 1.7.4)। ସେ ଦେଖିଲେ...ଯେପରି ଉଡାଜାହାଜରେ, ତୁମେ ମେଘ ଉପରକୁ ଯାଇ ପାରିବ । ସୂର୍ଯ୍ୟ ମେଘ ଦ୍ଵାରା ଆଦୌ ପ୍ରଭାବିତ ହୁଏ ନାହିଁ । ଯଦିଓ ତୁମେ ଉଡାଜାହାଜ ତଳେ ଚାରି ଆଡେ ମେଘ ଦେଖିବ । ସେହିପରି, ମାୟା ମଧ୍ୟ କୃଷ୍ଣଙ୍କୁ ପ୍ରଭାବ ପକାଏ ନାହିଁ । ସେଥିପାଇଁ ଭଗବଦ୍ ଗୀତା କୁହଁନ୍ତି ଦୈବୀ ହ୍ୟେଷା ଗୁଣମୟୀ ମମ ମାୟା । ମମ ମାୟା (BG 7.14), କୃଷ୍ଣ କୁହଁନ୍ତି, "ମୋର ମାୟାଶକ୍ତି ।" କୃଷ୍ଣ କଦାପି ମାୟାଶକ୍ତି ଦ୍ଵାରା ପ୍ରଭାବିତ ହୁଅନ୍ତି ନାହିଁ । ଠିକ୍ ଯେପରି ମେଘ । କିନ୍ତୁ ମାୟାବାଦୀ ଦାର୍ଶନିକମାନେ, ସେମାନେ କୁହଁନ୍ତି ଯେ ଯେତେବେଳେ ଅବ୍ୟକ୍ତିକ ପରମ ସତ୍ୟ ଆସେ, ଅବତରଣ କରେ, ସେମାନେ ମଧ୍ୟ ଅବତାରକୁ ଗ୍ରହଣ କରନ୍ତି, କିନ୍ତୁ ସେମାନଙ୍କର ତତ୍ତ୍ଵଜ୍ଞାନ ହେଉଛି ଯେ ଅନ୍ତିମ ରୂପରେ ପରମ ସତ୍ୟ ହେଉଛି ଅବ୍ୟକ୍ତିକ । ଯେତେବେଳେ ସେ ଏକ ବ୍ୟକ୍ତି ରୂପରେ ଆସନ୍ତି, ସେ ଏକ ମାୟାର ଶରୀର ଗ୍ରହଣ କରନ୍ତି । ଏହା ହେଉଛି ମାୟା ବାଦ । କୃଷ୍ଣଙ୍କୁ ହୁଏତ ପରମ ପୁରୁଷ ଭଗବାନଙ୍କ ରୂପରେ ଗ୍ରହଣ କରାଯାଇ ପାରେ, କିନ୍ତୁ ସେ ଏକ ଭୌତିକ ଶରୀର ଗ୍ରହଣ କରିଛନ୍ତି । ତାହା ମାନେ ସେମାନେ କୃଷ୍ଣଙ୍କୁ ଏକ ସାଧାରଣ ଜୀବ ସହିତ ତୁଳନା କରୁଛନ୍ତି, ଏବଂ ତାହାକୁ ଭଗବଦ୍ ଗୀତା ଖଣ୍ଡନ କରୁଛି । ଏହା କୁହାଯାଇଛି ଯେ ଅବଜାନନ୍ତି ମାଂ ମୂଢ଼ା ମାନୁଷାଂ ତନୁମାଶ୍ରିତମ୍ (BG 9.11) । କାରଣ କୃଷ୍ଣ ତାଙ୍କର ପ୍ରକୃତ ରୂପରେ ଆସନ୍ତି...ମୂଳ ରୂପ ହେଉଛି ଦୁଇଟି ଭୁଜାଧାରୀ । ଏହା ବାଇବେଲରେ ମଧ୍ୟ ସ୍ଵୀକାର କରାଯାଇଛି: "ମନୁଷ୍ୟ ଭଗବାନଙ୍କର ଛବି ହିସାବରେ ତିଆରି ହୋଇଛି ।" ତେଣୁ ଭଗବାନ ହେଉଛନ୍ତି ଦୁଇ ଭୁଜା ଧାରୀ । ଏପରିକି ଚାରିଭୁଜା ଧାରୀ ବିଷ୍ଣୁଙ୍କର ରୂପ ମଧ୍ୟ ମୂଳ ରୂପ ନୁହେଁ । ବିଷ୍ଣୁଙ୍କର ରୂପ ହେଉଛି ସଂକର୍ଷଣର ଦ୍ଵିତୀୟ ଆବିର୍ଭାବ । ତେବେ କୃଷ୍ଣ କଦାପି ମାୟା ଦ୍ଵାରା ପ୍ରଭାବିତ ହୁଅନ୍ତି ନାହିଁ । ଏହା ହେଉଛି ପ୍ରସଙ୍ଗ ।