OR/Prabhupada 1044 - ମୋର ବାଲ୍ୟ ସମୟରେ ମୁଁ ଔଷଧ ଖାଉ ନ ଥିଲି: Difference between revisions

 
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
 
Line 1: Line 1:
<!-- BEGIN CATEGORY LIST -->
<!-- BEGIN CATEGORY LIST -->
[[Category:1080 Oriya Pages with Videos]]
[[Category:1080 Oriya Pages with Videos]]
[[Category:French Pages - 207 Live Videos]]
[[Category:Oriya Pages - 207 Live Videos]]
[[Category:Prabhupada 1044 - in all Languages]]
[[Category:Prabhupada 1044 - in all Languages]]
[[Category:OR-Quotes - 1975]]
[[Category:OR-Quotes - 1975]]
[[Category:OR-Quotes - Morning Walks]]
[[Category:OR-Quotes - Morning Walks]]
[[Category:OR-Quotes - in Mauritius]]
[[Category:OR-Quotes - in Mauritius]]
[[Category:French Language]]
[[Category:Oriya Language]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 1042 - ମୁଁ ତୁମକୁ ଏହି ମରିଷ୍ୟଷରେ ଦେଖିଛି, ତୁମ ପାଖରେ ପ୍ରଚୁର ଜମି ଅଛି ଖାଦ୍ୟ ଶସ୍ୟ ଉତ୍ପାଦନ କରିବା ପାଇଁ|1042|OR/Prabhupada 1045 - ମୁଁ କ'ଣ କହିବି? ସବୁ ନିରର୍ଥକ ବ୍ୟକ୍ତି କିଛି ନିରର୍ଥକ କଥା କହୁଛନ୍ତି । କିପରି ମୁଁ ଏହାକୁ ବନ୍ଦ କରିବି?|1045}}
{{1080 videos navigation - All Languages|Oriya|OR/Prabhupada 1043 - ଆମେ କୋକା-କୋଲା ପିଉନାହୁଁ, ଆମେ ପେପ୍ସି-କୋଲା ପିଉନାହୁଁ, ଆମେ ଧୁମ୍ରପାନ କରୁନାହୁଁ|1043|OR/Prabhupada 1045 - ମୁଁ କ'ଣ କହିବି? ସବୁ ନିରର୍ଥକ ବ୍ୟକ୍ତି କିଛି ନିରର୍ଥକ କଥା କହୁଛନ୍ତି । କିପରି ମୁଁ ଏହାକୁ ବନ୍ଦ କରିବି?|1045}}
<!-- END NAVIGATION BAR -->
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->
Line 19: Line 19:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|R1WIPXcjbpA|ମୋର ବାଲ୍ୟ ସମୟରେ ମୁଁ ଔଷଧ ଖାଉ ନ ଥିଲି <br/>- Prabhupāda 1044}}
{{youtube_right|aUKgwU_AslM|ମୋର ବାଲ୍ୟ ସମୟରେ ମୁଁ ଔଷଧ ଖାଉ ନ ଥିଲି <br/>- Prabhupāda 1044}}
<!-- END VIDEO LINK -->
<!-- END VIDEO LINK -->



Latest revision as of 22:40, 1 October 2020



751003 - Morning Walk - Mauritius

ପ୍ରଭୁପାଦ: ଅନୁଭୁତିମୂଳକ ନିତି ବହୁତ ଭଲ ହୋଇଥାନ୍ତା, ଯଦି ତାହା କୃଷ୍ଣଙ୍କ ପାଇଁ କରାଯାଇଥାନ୍ତା । ତେବେ ସେମାନେ ସମଗ୍ର ବିଶ୍ଵକୁ ଏକଜୁଟ କରିପାରିଥାନ୍ତେ ।

ବ୍ରହ୍ମାନନ୍ଦ: ତାଙ୍କ ପ୍ରବନ୍ଧ କରିବା ଶୈଳି ଅତି ଉନ୍ନତ ।

ପ୍ରଭୁପାଦ: ଓଃ, ହଁ । କିନ୍ତୁ ଏହି ସବୁ ଜିନିଷ ତାଙ୍କ ନିଜର ଇନ୍ଦ୍ରିୟ ତୃପ୍ତି ପାଇଁ ଆୟୋଜିତ କରାଯାଇଥିଲା ।

ବ୍ରହ୍ମାନନ୍ଦ: ଶୋଷଣ ।

ପୁଷ୍ଟକୃଷ୍ଣ: ଯଦି ଆମେ କେବେ ସେପରି ଅଧିକାରୀ ହୋଇଥାନ୍ତୁ ଏବଂ ତାଙ୍କଭଳି ଚେଷ୍ଟା କରିଥାନ୍ତୁ, ତେବେ ସେମାନେ ଏହାକୁ ଧର୍ମ ଯୁଦ୍ଧ ବୋଲି ନିନ୍ଦା କରିଥାନ୍ତେ ।

ପ୍ରଭୁପାଦ: ବର୍ତ୍ତମାନ, ଧର୍ମ ଯୁଦ୍ଧ, ଏପରିକି... ଯଦି ସେମାନେ ଖ୍ରୀଷ୍ଟିୟାନ ମାନଙ୍କର ଧାରଣାକୁ ବୃଦ୍ଧି କରିବାକୁ ଚାହିଁଥାନ୍ତେ, ଭଗବଦ୍ ଧାମପ୍ରତି ପ୍ରେମର, ତାହା ଭଲ ହୋଇଥାନ୍ତା । କିନ୍ତୁ ତାହା ଉଦ୍ଦେଶ୍ୟ ନ ଥିଲା । ଏହା ଶୋଷଣ ଥିଲା ।

ପୁଷ୍ଟକୃଷ୍ଣ: ଏପରିକି ବଳ ପ୍ରୟୋଗ କରି?

ପ୍ରଭୁପାଦ:ହଁ । ଯଦି ବଳ ପ୍ରୟୋଗ କରି, ଯଦି ତୁମେ କିଛି ଭଲ ଔଷଧ ଦିଅ, ତାହା ତା ପାଇଁ ଭଲ । ମୋର ବାଲ୍ୟ ସମୟରେ ମୁଁ ଔଷଧ ଖାଉ ନ ଥିଲି । ଠିକ୍ ଏହିପରି ବର୍ତ୍ତମାନ ମଧ୍ୟ । (ହସ) ତେଣୁ ମୋତେ ବଳ ପୂର୍ବକ ଚାମଚରେ ଔଷଧ ଦିଆଯାଉଥିଲା । ଦୁଇଜଣ ବ୍ୟକ୍ତି ମୋତେ ଧରୁଥିଲେ, ଏବଂ ମୋ ମା ମୋତେ କୋଳରେ ବସାଇ ବଳପୂର୍ବକ, ଏବଂ ମୁଁ ତାହା ଖାଉଥିଲି । ମୁଁ କେବେ ମଧ୍ୟ ଔଷଧ ଖାଇବା ପାଇଁ ଆଗ୍ରହି ନ ଥିଲି ।

ହରିକେଷ: ଆମେ ବର୍ତ୍ତମାନ କରିପାରୁକି, ଶ୍ରୀଲା ପ୍ରଭୁପାଦ?

ପ୍ରଭୁପାଦ: ତେବେ ତୁମେ ମୋତେ ମାରିଦେବ ।