OR/Prabhupada 0955 - ଅଧିକାଶଂ ଜୀବ, ସେମାନେ ଅଧ୍ୟାତ୍ମିକ ଦୁନିଆରେ ଅଛନ୍ତି । କେବଳ କିଛି ପତିତ ହୁଅନ୍ତି: Difference between revisions
(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:French Pages - 207 Live Videos Category:Prabhupada 0955 - in all Languages Category:O...") |
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->") |
||
Line 1: | Line 1: | ||
<!-- BEGIN CATEGORY LIST --> | <!-- BEGIN CATEGORY LIST --> | ||
[[Category:1080 Oriya Pages with Videos]] | [[Category:1080 Oriya Pages with Videos]] | ||
[[Category: | [[Category:Oriya Pages - 207 Live Videos]] | ||
[[Category:Prabhupada 0955 - in all Languages]] | [[Category:Prabhupada 0955 - in all Languages]] | ||
[[Category:OR-Quotes - 1975]] | [[Category:OR-Quotes - 1975]] | ||
Line 7: | Line 7: | ||
[[Category:OR-Quotes - in USA]] | [[Category:OR-Quotes - in USA]] | ||
[[Category:OR-Quotes - in USA, Los Angeles]] | [[Category:OR-Quotes - in USA, Los Angeles]] | ||
[[Category: | [[Category:Oriya Language]] | ||
<!-- END CATEGORY LIST --> | <!-- END CATEGORY LIST --> | ||
<!-- BEGIN NAVIGATION BAR -- | <!-- BEGIN NAVIGATION BAR -- DO NOT EDIT OR REMOVE --> | ||
{{1080 videos navigation - All Languages|Oriya|OR/Prabhupada 0944 - ଏକମାତ୍ର ଆବଶ୍ୟକତା ହେଉଛି ଯେ ଆମେ କୃଷ୍ଣଙ୍କର ବ୍ୟବସ୍ଥାର ଲାଭ ନେବା|0944|OR/Prabhupada 0961 - ଆମର ସ୍ଥିତି ହେଉଛି ପ୍ରଭୁତ୍ଵର ଅଧିନରେ ରହିବା ଏବଂ ଭଗବାନ ହେଉଛନ୍ତି ପ୍ରଭୁ|0961}} | {{1080 videos navigation - All Languages|Oriya|OR/Prabhupada 0944 - ଏକମାତ୍ର ଆବଶ୍ୟକତା ହେଉଛି ଯେ ଆମେ କୃଷ୍ଣଙ୍କର ବ୍ୟବସ୍ଥାର ଲାଭ ନେବା|0944|OR/Prabhupada 0961 - ଆମର ସ୍ଥିତି ହେଉଛି ପ୍ରଭୁତ୍ଵର ଅଧିନରେ ରହିବା ଏବଂ ଭଗବାନ ହେଉଛନ୍ତି ପ୍ରଭୁ|0961}} | ||
<!-- END NAVIGATION BAR --> | <!-- END NAVIGATION BAR --> | ||
Line 20: | Line 20: | ||
<!-- BEGIN VIDEO LINK --> | <!-- BEGIN VIDEO LINK --> | ||
{{youtube_right| | {{youtube_right|SWONgJzMs44|ଅଧିକାଶଂ ଜୀବ, ସେମାନେ ଅଧ୍ୟାତ୍ମିକ ଦୁନିଆରେ ଅଛନ୍ତି । କେବଳ କିଛି ପତିତ ହୁଅନ୍ତି <br/>- Prabhupāda 0955}} | ||
<!-- END VIDEO LINK --> | <!-- END VIDEO LINK --> | ||
Line 54: | Line 54: | ||
ଡ଼ା.ମିଜେ: କେଉଁ ଠାରୁ ସେ ପ୍ରବୃତ୍ତି ଅସୁଛି? | ଡ଼ା.ମିଜେ: କେଉଁ ଠାରୁ ସେ ପ୍ରବୃତ୍ତି ଅସୁଛି? | ||
ପ୍ରଭୁପାଦ: ପ୍ରବୃତ୍ତି ଅର୍ଥାତ୍ ସ୍ଵତନ୍ତ୍ରତା । ତେଣୁ ସମସ୍ତେ ଜାଣି ପାରିବେ ଯେ ସ୍ଵତନ୍ତ୍ରତା ଅର୍ଥାତ୍ ଜଣେ ଏହାର ସଦୁପଯୋଗ କରିପାରେ, ଜଣେ ଦୁରୁପଯୋଗ କରିପାରେ । ତାହା ହେଉଛି ସ୍ଵତନ୍ତ୍ରତା । ଯଦି ତୁମେ ଏକ ତରଫା କର, ତେବେ ତୁମେ ପତିତ ହେବ ନାହିଁ, ତାହା ସ୍ଵତନ୍ତ୍ରତା ନୁହେଁ । ତାହା ହେଉଛି ବାଧ୍ୟ କରିବା । ସେଥିପାଇଁ କୃଷ୍ଣ କୁହଁନ୍ତି, ଯଥେଚ୍ଛସି ତଥା କୁରୁ ([[Vanisource:BG 18.63|BG 18.63]]): "ବର୍ତ୍ତମାନ ତୁମ ଇଛା ଯାହା କରୁଛ କର ।" | ପ୍ରଭୁପାଦ: ପ୍ରବୃତ୍ତି ଅର୍ଥାତ୍ ସ୍ଵତନ୍ତ୍ରତା । ତେଣୁ ସମସ୍ତେ ଜାଣି ପାରିବେ ଯେ ସ୍ଵତନ୍ତ୍ରତା ଅର୍ଥାତ୍ ଜଣେ ଏହାର ସଦୁପଯୋଗ କରିପାରେ, ଜଣେ ଦୁରୁପଯୋଗ କରିପାରେ । ତାହା ହେଉଛି ସ୍ଵତନ୍ତ୍ରତା । ଯଦି ତୁମେ ଏକ ତରଫା କର, ତେବେ ତୁମେ ପତିତ ହେବ ନାହିଁ, ତାହା ସ୍ଵତନ୍ତ୍ରତା ନୁହେଁ । ତାହା ହେଉଛି ବାଧ୍ୟ କରିବା । ସେଥିପାଇଁ କୃଷ୍ଣ କୁହଁନ୍ତି, ଯଥେଚ୍ଛସି ତଥା କୁରୁ ([[Vanisource:BG 18.63 (1972)|BG 18.63]]): "ବର୍ତ୍ତମାନ ତୁମ ଇଛା ଯାହା କରୁଛ କର ।" | ||
<!-- END TRANSLATED TEXT --> | <!-- END TRANSLATED TEXT --> |
Latest revision as of 22:40, 1 October 2020
750623 - Conversation - Los Angeles
ଡ଼ା.ମିଜେ: କ'ଣ ସବୁ ଆତ୍ମାଗୁଡ଼ିକ ଯେଉଁମାନେ ପରବ୍ୟୋମରେ ଥିଲେ ଏକାସାଙ୍ଗରେ ପରବ୍ୟୋମରୁ ତଳକୁ ଖସିଗଲେ, କିମ୍ଵା ଭିନ୍ନ ଭିନ୍ନ ସମୟରେ, କିମ୍ଵା ଏପରି ଆତ୍ମା ଯେଉଁମାନେ ସର୍ବଦା ଭଲ, ସେମାନେ ମୂର୍ଖ ନୁହଁନ୍ତି, ସେମାନେ ପତିତ ହୁଅଁନ୍ତି ନାହିଁ ।
ପ୍ରଭୁପାଦ: ନା, ଅଛନ୍ତି...ଅଧିକାଂଶ, ନବେ ପ୍ରତିଶତ, ସେମାନେ ସର୍ବଦା ଭଲ । ସେମାନେ କେବେ ପତିତ ହୁଅଁନ୍ତି ନାହିଁ ।
ଡ଼ା.ମିଜେ: ତେବେ ଆମେ ଦଶ ପ୍ରତିଶତ ମଧ୍ୟରେ?
ପ୍ରଭୁପାଦ: ହଁ । କିମ୍ଵା ତାହାଠାରୁ କମ । ଭୌତିକ, ପୁରା ଭୌତିକ ଦୁନିଆରେ, ସମସ୍ତ ଜୀବ ସେମାନେ... ଯେପରି କାରାଗାରରେ କିଛି ଜନସଂଖ୍ୟା ଥାନ୍ତି, କିନ୍ତୁ ସେମାନେ ବହୁତ ନୁହଁନ୍ତି । ଅଧିକାଂଶ ଜନସଂଖ୍ୟା, ସେମାନେ କାରାଗାର ବାହାରେ ଅଛନ୍ତି । ସେହିପାରି, ଅଧିକାଂଶ ଜୀବ, ଭଗବାନଙ୍କର ଅଂଶ ବିଶେଷ, ସେମାନେ ଆଧ୍ୟାତ୍ମିକ ଜଗତରେ ଅଛନ୍ତି । କେବଳ କିଛି ପତିତ ହୁଅଁନ୍ତି ।
ଡ଼ା.ମିଜେ: କୃଷ୍ଣ ଆଗରୁ ଜାଣିଛନ୍ତି କି ଏହି ଆତ୍ମା ମୂର୍ଖ ହେବାକୁ ଯାଉଛି ଏବଂ ପତିତ ହେବାକୁ ଯାଉଛି?
ପ୍ରଭୁପାଦ: କୃଷ୍ଣ? ହଁ, କୃଷ୍ଣ ଜାଣିଥାଇ ପାରନ୍ତି କାରଣ ସେ ହେଉଛନ୍ତି ସର୍ବଜ୍ଞ ।
ଡ଼ା.ମିଜେ: କ'ଣ ସବୁ ସମୟରେ ଅଧିକ ଆତ୍ମା ପତିତ ହୁଅନ୍ତି?
ପ୍ରଭୁପାଦ: ସବୁ ସମୟରେ ନୁହେଁ । କିନ୍ତୁ ପତିତ ହେବାର ପ୍ରବୃତ୍ତି ଅଛି, ସମସ୍ତଙ୍କ ପାଇଁ ନୁହେଁ, କିନ୍ତୁ କାରଣ ସ୍ଵତନ୍ତ୍ରତା ଅଛି... ସମସ୍ତେ ସ୍ଵତନ୍ତ୍ରତାର ଅପପ୍ରୟୋଗ କରିବାକୁ ପସନ୍ଦ କରନ୍ତି ନାହିଁ । ସେହି ଉଦାହରଣ । ଯେପରି ଏକ ସରକାର ଏକ ସହର ନିର୍ମାଣ କରୁଛି, ଏବଂ କାରାଗାର ମଧ୍ୟ ନିର୍ମାଣ କରୁଛି, କାରଣ ସରକାର ଜାଣିଛନ୍ତି ଯେ କେହି ଅପରାଧି ହେବେ, ତେଣୁ ସେମାନଙ୍କର ଆଶ୍ରୟ ସ୍ଥଳି ମଧ୍ୟ ନିର୍ମାଣ କରାଯିବା ଉଚିତ୍ । ଏହା ବୁଝିବା ଭାରୀ ସରଳ । ଏହା ନୁହେଁ ଯେ ଶତ ପ୍ରତିଶତ ଜନତା ଅପରାଧି ହେବେ, କିନ୍ତୁ ସରକାର ଜାଣିଛନ୍ତି ସେମାନଙ୍କ ମଧ୍ୟରୁ କିଛି ହେବେ । ଅନ୍ୟଥା କାହିଁକି ସେମାନେ କାରାଗାର ମଧ୍ୟ ନିର୍ମାଣ କରୁଛନ୍ତି? ଜଣେ କହିପାରେ, "ଅପରାଧି କେଉଁଠାରେ ଅଛି? ତୁମେ ନିର୍ମାଣ କରୁଛ..."ସରକାର ଜାଣିଛନ୍ତି ଅପରାଧି ହେବେ । ତେବେ ଯଦି ସାଧାରଣ ସରକାର ଜାଣି ପାରିବେ, କାହିଁକି ଭଗବାନ ଜାଣି ପାରିବେ ନାହିଁ? କାରଣ ପ୍ରବୃତ୍ତି ଅଛି ।
ଡ଼ା.ମିଜେ: ସେହି ପ୍ରବୃତ୍ତିର ମୂଳ ହେଉଛି...?
ପ୍ରଭୁପାଦ: ହଁ ।
ଡ଼ା.ମିଜେ: କେଉଁ ଠାରୁ ସେ ପ୍ରବୃତ୍ତି ଅସୁଛି?
ପ୍ରଭୁପାଦ: ପ୍ରବୃତ୍ତି ଅର୍ଥାତ୍ ସ୍ଵତନ୍ତ୍ରତା । ତେଣୁ ସମସ୍ତେ ଜାଣି ପାରିବେ ଯେ ସ୍ଵତନ୍ତ୍ରତା ଅର୍ଥାତ୍ ଜଣେ ଏହାର ସଦୁପଯୋଗ କରିପାରେ, ଜଣେ ଦୁରୁପଯୋଗ କରିପାରେ । ତାହା ହେଉଛି ସ୍ଵତନ୍ତ୍ରତା । ଯଦି ତୁମେ ଏକ ତରଫା କର, ତେବେ ତୁମେ ପତିତ ହେବ ନାହିଁ, ତାହା ସ୍ଵତନ୍ତ୍ରତା ନୁହେଁ । ତାହା ହେଉଛି ବାଧ୍ୟ କରିବା । ସେଥିପାଇଁ କୃଷ୍ଣ କୁହଁନ୍ତି, ଯଥେଚ୍ଛସି ତଥା କୁରୁ (BG 18.63): "ବର୍ତ୍ତମାନ ତୁମ ଇଛା ଯାହା କରୁଛ କର ।"