OR/661122 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୬]]
[[Category:OR/ଅମୃତ ବାଣୀ - ୧୯୬୬]]
[[Category:OR/ଅମୃତ ବାଣୀ - ନିୟୁର୍କ]]
[[Category:OR/ଅମୃତ ବାଣୀ - ନିୟୁର୍କ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/661121 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି|661121|OR/661123 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି|661123}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/661122BG-NEW_YORK_ND_01.mp3</mp3player>|ଆମର ଶିକ୍ଷାର ଅଗ୍ରଗତି ପାଇଁ ଆମେ ଅତ୍ୟଧିକ ଗର୍ବିତ। କିନ୍ତୁ ଯଦି ଆପଣ ବିଭିନ୍ନ ବ୍ୟକ୍ତିଙ୍କଠାରୁ ପଚାରନ୍ତି ଯେ ଆପଣ କ’ଣ? ଖୁବ କମ ସେ କ’ଣ ବୋଲି ଉତ୍ତର ଦେବେ । ସମସ୍ତେ ଏହି ଶରୀରର ଧାରଣାରେ ଅଛନ୍ତି। କିନ୍ତୁ ଆମେ ପ୍ରକୃତରେ ଏହି ଶରୀର ନୁହଁ। ଏହି ପ୍ରଶ୍ନ ଆମେ ବିଭିନ୍ନ ଥର ଆଲୋଚନା କରିଛୁ, ଅନେକ ଥର । ତେଣୁ ଏହି ପରୀକ୍ଷା ଉତ୍ତୀର୍ଣ  କରିବା ପରେ 'ମୁଁ ଏହି ଶରୀର ନୁହେଁ' , ତା’ପରେ ସିଏ ପ୍ରକୃତ ଜ୍ଞାନକୁ ଆସେ । ତାହା ହେଉଛି ପ୍ରକୃତ ଜ୍ଞାନ, 'ମୁଁ କ’ଣ' । ତାହା ହେଉଛି ଆରମ୍ଭ । ତେଣୁ ଭଗବାନ କୃଷ୍ଣ ବର୍ତ୍ତମାନ ଯେଉଁ ଜ୍ଞାନ ପ୍ରଦାନ କରୁଛନ୍ତି, ଅର୍ଜୁନଙ୍କୁ ନିର୍ଦ୍ଦେଶ ଦେଉଛନ୍ତି, ସେ କହୁଛନ୍ତି, 'ଏହା ହେଉଛି ରାଜ-ବିଦ୍ୟା। ରାଜ-ବିଦ୍ୟା ଅର୍ଥାତ୍ ସେ ନିଜକୁ ଜାଣିବା ଏବଂ ସେହି ଅନୁଯାୟୀ କାର୍ଯ୍ୟ କରିବା । ଏହାକୁ ରାଜ-ବିଦ୍ୟା କୁହାଯାଏ ।"|Vanisource:661122 - Lecture BG 09.02 - New York|661122 - ପ୍ରବଚନ BG 09.02 - ନିୟୁର୍କ}}

Latest revision as of 23:35, 20 July 2020

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
ଆମର ଶିକ୍ଷାର ଅଗ୍ରଗତି ପାଇଁ ଆମେ ଅତ୍ୟଧିକ ଗର୍ବିତ। କିନ୍ତୁ ଯଦି ଆପଣ ବିଭିନ୍ନ ବ୍ୟକ୍ତିଙ୍କଠାରୁ ପଚାରନ୍ତି ଯେ ଆପଣ କ’ଣ? ଖୁବ କମ ସେ କ’ଣ ବୋଲି ଉତ୍ତର ଦେବେ । ସମସ୍ତେ ଏହି ଶରୀରର ଧାରଣାରେ ଅଛନ୍ତି। କିନ୍ତୁ ଆମେ ପ୍ରକୃତରେ ଏହି ଶରୀର ନୁହଁ। ଏହି ପ୍ରଶ୍ନ ଆମେ ବିଭିନ୍ନ ଥର ଆଲୋଚନା କରିଛୁ, ଅନେକ ଥର । ତେଣୁ ଏହି ପରୀକ୍ଷା ଉତ୍ତୀର୍ଣ କରିବା ପରେ 'ମୁଁ ଏହି ଶରୀର ନୁହେଁ' , ତା’ପରେ ସିଏ ପ୍ରକୃତ ଜ୍ଞାନକୁ ଆସେ । ତାହା ହେଉଛି ପ୍ରକୃତ ଜ୍ଞାନ, 'ମୁଁ କ’ଣ' । ତାହା ହେଉଛି ଆରମ୍ଭ । ତେଣୁ ଭଗବାନ କୃଷ୍ଣ ବର୍ତ୍ତମାନ ଯେଉଁ ଜ୍ଞାନ ପ୍ରଦାନ କରୁଛନ୍ତି, ଅର୍ଜୁନଙ୍କୁ ନିର୍ଦ୍ଦେଶ ଦେଉଛନ୍ତି, ସେ କହୁଛନ୍ତି, 'ଏହା ହେଉଛି ରାଜ-ବିଦ୍ୟା। ରାଜ-ବିଦ୍ୟା ଅର୍ଥାତ୍ ସେ ନିଜକୁ ଜାଣିବା ଏବଂ ସେହି ଅନୁଯାୟୀ କାର୍ଯ୍ୟ କରିବା । ଏହାକୁ ରାଜ-ବିଦ୍ୟା କୁହାଯାଏ ।"
661122 - ପ୍ରବଚନ BG 09.02 - ନିୟୁର୍କ