OR/661126 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୬]]
[[Category:OR/ଅମୃତ ବାଣୀ - ୧୯୬୬]]
[[Category:OR/ଅମୃତ ବାଣୀ - ନିୟୁର୍କ]]
[[Category:OR/ଅମୃତ ବାଣୀ - ନିୟୁର୍କ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/661125 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି|661125|OR/661127 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି|661127}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/661126CC-NEW_YORK_ND_01.mp3</mp3player>|"ବୈଦିକ ଜ୍ଞାନ ଶୁଣିବା ଦ୍ୱାରା ଆସୁଥିଲା। ବହିର କୌଣସି ଆବଶ୍ୟକତା ନଥିଲା। ମାତ୍ର ଯେତେବେଳେ ଏହି ଯୁଗ ଆରମ୍ଭ ହୋଇଥିଲା, କଳି-ଯୁଗ ଆରମ୍ଭ ହେଲା, ପାଞ୍ଚ ହଜାର ବର୍ଷ ପୂର୍ବେ ସେତେବେଳେ ଲିଖିତ ହୋଇଥିଲେ ଏବଂ ବ୍ୟବସ୍ଥିତ ଭାବରେ ... ବେଦ, ପ୍ରଥମେ ସେଠାରେ କେବଳ ଗୋଟିଏ ବେଦ ଥିଲା, ଅଥର୍ବ ବେଦ। ତା’ପରେ ବ୍ୟାସଦେବ, ଏହାକୁ ସ୍ପଷ୍ଟ କରିବା ପାଇଁ, ଚାରି ଭାଗରେ ବିଭକ୍ତ କରି  ତାଙ୍କର ବିଭିନ୍ନ ଶିଷ୍ୟମାନଙ୍କୁ ବେଦର ଗୋଟିଏ ଶାଖାର ଦାୟିତ୍ୱ ଦେଲେ।  ତା’ପରେ ସେ ପୁଣିଥରେ ମହାଭାରତ, ପୁରାଣ ଲେଖିଲେ, କେବଳ ସାଧାରଣ ଲୋକମାନଙ୍କ ଦ୍ୱାରା ବୈଦିକ ଜ୍ଞାନକୁ ବିଭିନ୍ନ ଉପାୟରେ ବୁଝିବା ପାଇଁ । "|Vanisource:661126 - Lecture CC Madhya 20.124-125 - New York|661126 - ପ୍ରବଚନ CC Madhya 20.124-125 - ନିୟୁର୍କ}}

Latest revision as of 23:36, 20 July 2020

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ବୈଦିକ ଜ୍ଞାନ ଶୁଣିବା ଦ୍ୱାରା ଆସୁଥିଲା। ବହିର କୌଣସି ଆବଶ୍ୟକତା ନଥିଲା। ମାତ୍ର ଯେତେବେଳେ ଏହି ଯୁଗ ଆରମ୍ଭ ହୋଇଥିଲା, କଳି-ଯୁଗ ଆରମ୍ଭ ହେଲା, ପାଞ୍ଚ ହଜାର ବର୍ଷ ପୂର୍ବେ ସେତେବେଳେ ଲିଖିତ ହୋଇଥିଲେ ଏବଂ ବ୍ୟବସ୍ଥିତ ଭାବରେ ... ବେଦ, ପ୍ରଥମେ ସେଠାରେ କେବଳ ଗୋଟିଏ ବେଦ ଥିଲା, ଅଥର୍ବ ବେଦ। ତା’ପରେ ବ୍ୟାସଦେବ, ଏହାକୁ ସ୍ପଷ୍ଟ କରିବା ପାଇଁ, ଚାରି ଭାଗରେ ବିଭକ୍ତ କରି ତାଙ୍କର ବିଭିନ୍ନ ଶିଷ୍ୟମାନଙ୍କୁ ବେଦର ଗୋଟିଏ ଶାଖାର ଦାୟିତ୍ୱ ଦେଲେ। ତା’ପରେ ସେ ପୁଣିଥରେ ମହାଭାରତ, ପୁରାଣ ଲେଖିଲେ, କେବଳ ସାଧାରଣ ଲୋକମାନଙ୍କ ଦ୍ୱାରା ବୈଦିକ ଜ୍ଞାନକୁ ବିଭିନ୍ନ ଉପାୟରେ ବୁଝିବା ପାଇଁ । "
661126 - ପ୍ରବଚନ CC Madhya 20.124-125 - ନିୟୁର୍କ