OR/670111 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୭]]
[[Category:OR/ଅମୃତ ବାଣୀ - ୧୯୬୭]]
[[Category:OR/ଅମୃତ ବାଣୀ - ନିୟୁର୍କ]]
[[Category:OR/ଅମୃତ ବାଣୀ - ନିୟୁର୍କ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/670110 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି|670110|OR/670111b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି|670111b}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/670111CC-NEW_YORK_ND_01.mp3</mp3player>|"ଯେଉଁମାନେ ପ୍ରକୃତରେ ଭକ୍ତି ସେବାରେ, କୃଷ୍ଣ ଚେତନାରେ ଅଛନ୍ତି, ସେମାନଙ୍କର ଜ୍ଞାନର ଅଭାବ ରହିବ ନାହିଁ କାରଣ ଆପଣ ଭଗବଦ୍-ଗୀତାରେ ପାଇବେ ଯାହା ଭଗବାନ କହିଛନ୍ତି,

: ତେସାଂ  ସତତ-ଯୁକ୍ତାନାଂ
: ତେସାଂ  ସତତ-ଯୁକ୍ତାନାଂ

Latest revision as of 23:27, 24 July 2020

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଯେଉଁମାନେ ପ୍ରକୃତରେ ଭକ୍ତି ସେବାରେ, କୃଷ୍ଣ ଚେତନାରେ ଅଛନ୍ତି, ସେମାନଙ୍କର ଜ୍ଞାନର ଅଭାବ ରହିବ ନାହିଁ କାରଣ ଆପଣ ଭଗବଦ୍-ଗୀତାରେ ପାଇବେ ଯାହା ଭଗବାନ କହିଛନ୍ତି,
ତେସାଂ ସତତ-ଯୁକ୍ତାନାଂ
ଭଜତାଂ ପ୍ରୀତି-ପୂର୍ବକଂ ।
ଦାଦାମି ବୁଦ୍ଧି-ଯୋଗ ତଂ
ୟେନ ମାଂ ଉପୟାନ୍ତି ତେ
(BG 10.10)

ଯେଉଁମାନେ କୃଷ୍ଣଙ୍କର ଦିବ୍ୟ ପ୍ରେମ ସେବାରେ ନିୟୋଜିତ ଅଛନ୍ତି, ସେମାନଙ୍କ ପାଇଁ ଜ୍ଞାନ ସ୍ୱୟଂଚାଳିତ ଭାବରେ ଭିତରୁ ଆସିଥାଏ କାରଣ କୃଷ୍ଣ ଆମ ଭିତରେ ଅଛନ୍ତି

Vanisource:670111 - Lecture CC Madhya 22.21-28 - New York