OR/680614 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ମନ୍ତ୍ରେଆଲ ରେ କହୁଛନ୍ତି: Difference between revisions
(Created page with "Category:OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ Category:OR/ଅମୃତ ବାଣୀ - ୧୯୬୮ Category:OR/ଅ...") |
(Vanibot #0025: NectarDropsConnector - add new navigation bars (prev/next)) |
||
Line 2: | Line 2: | ||
[[Category:OR/ଅମୃତ ବାଣୀ - ୧୯୬୮]] | [[Category:OR/ଅମୃତ ବାଣୀ - ୧୯୬୮]] | ||
[[Category:OR/ଅମୃତ ବାଣୀ - ମନ୍ତ୍ରେଆଲ]] | [[Category:OR/ଅମୃତ ବାଣୀ - ମନ୍ତ୍ରେଆଲ]] | ||
<!-- BEGIN NAVIGATION BAR -- DO NOT EDIT OR REMOVE --> | |||
{{Nectar Drops navigation - All Languages|Oriya|OR/680613 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ମନ୍ତ୍ରେଆଲ ରେ କହୁଛନ୍ତି|680613|OR/680615 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ମନ୍ତ୍ରେଆଲ ରେ କହୁଛନ୍ତି|680615}} | |||
<!-- END NAVIGATION BAR --> | |||
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/680614BG-MONTREAL_ND_01.mp3</mp3player>|"ପ୍ରକୃତିର ନିୟମ ତୁମେ ଅବମାନନା କରିପାରିବ ନାହିଁ। ଏହା ତୁମ ଉପରେ ଲାଗୁ ହେବ। ପ୍ରକୃତିର ନିୟମ ପରି, ଶୀତ ୠତୁ । ଆପଣ ଏହାକୁ ପରିବର୍ତ୍ତନ କରିପାରିବେ ନାହିଁ । ଏହା ତୁମ ଉପରେ ଲାଗୁ ହେବ । ପ୍ରକୃତିର ନିୟମ, ଗ୍ରୀଷ୍ମ ୠତୁ, ଆପଣ ଏହାକୁ ପରିବର୍ତ୍ତନ କରିପାରିବେ ନାହିଁ । ପ୍ରକୃତିର ନିୟମ ଭଗବାନଙ୍କ ନିୟମ, ସୂର୍ଯ୍ୟ ପୂର୍ବ ଦିଗରୁ ଉଦୟ ହୋଇ ପଶ୍ଚିମ ଦିଗରେ ଅସ୍ତ ହୁଅନ୍ତି । ଆପଣ ଏହାକୁ ପରିବର୍ତ୍ତନ କରିପାରିବେ ନାହିଁ । ତୁମକୁ ବୁଝିବାକୁ ପଡିବ, ପ୍ରକୃତିର ନିୟମ କିପରି ଚାଲିଛି । ପ୍ରକୃତିର ନିୟମ ବୁଝିବା, ତାହା ହେଉଛି କୃଷ୍ଣ ଚେତନା । ଏବଂ ପ୍ରକୃତିର ନିୟମ ବିଷୟରେ କହିବା ମାତ୍ରେ ଆମକୁ ସ୍ୱୀକାର କରିବାକୁ ହେବ ଯେ ଜଣେ ନିୟମ ନିର୍ମାତା ଅଛନ୍ତି । ପ୍ରକୃତିର ନିୟମଗୁଡ଼ିକ ସ୍ୱୟଂଚାଳିତ ଭାବରେ ବିକାଶ ହୋଇପାରିବ ନାହିଁ । ପୃଷ୍ଠଭୂମିରେ ନିଶ୍ଚୟ କୌଣସି କର୍ତ୍ତୃପକ୍ଷ ଅଛନ୍ତି । ଭଗବଦ୍-ଗୀତା ଦଶମ ଅଧ୍ୟାୟରେ କୁହନ୍ତି ଯେ ମୟାଧ୍ୟକ୍ଷେଣ ପ୍ରକୃତିଃ ସୂୟତେ ସଚରାଚରମ୍ ([[Vanisource:BG 9.10 (1972) | ଭ.ଗୀ. ୯.୧୦]]): "ଏ ଭୁତପ୍ରକୃତି ମୋ' ନିର୍ଦ୍ଧେଶରେ କାର୍ଯ୍ୟ କରୁଛି।"|Vanisource:680614 - Lecture BG 04.08 - Montreal|680614 - ପ୍ରବଚନ BG 04.08 - ମନ୍ତ୍ରେଆଲ}} | {{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/680614BG-MONTREAL_ND_01.mp3</mp3player>|"ପ୍ରକୃତିର ନିୟମ ତୁମେ ଅବମାନନା କରିପାରିବ ନାହିଁ। ଏହା ତୁମ ଉପରେ ଲାଗୁ ହେବ। ପ୍ରକୃତିର ନିୟମ ପରି, ଶୀତ ୠତୁ । ଆପଣ ଏହାକୁ ପରିବର୍ତ୍ତନ କରିପାରିବେ ନାହିଁ । ଏହା ତୁମ ଉପରେ ଲାଗୁ ହେବ । ପ୍ରକୃତିର ନିୟମ, ଗ୍ରୀଷ୍ମ ୠତୁ, ଆପଣ ଏହାକୁ ପରିବର୍ତ୍ତନ କରିପାରିବେ ନାହିଁ । ପ୍ରକୃତିର ନିୟମ ଭଗବାନଙ୍କ ନିୟମ, ସୂର୍ଯ୍ୟ ପୂର୍ବ ଦିଗରୁ ଉଦୟ ହୋଇ ପଶ୍ଚିମ ଦିଗରେ ଅସ୍ତ ହୁଅନ୍ତି । ଆପଣ ଏହାକୁ ପରିବର୍ତ୍ତନ କରିପାରିବେ ନାହିଁ । ତୁମକୁ ବୁଝିବାକୁ ପଡିବ, ପ୍ରକୃତିର ନିୟମ କିପରି ଚାଲିଛି । ପ୍ରକୃତିର ନିୟମ ବୁଝିବା, ତାହା ହେଉଛି କୃଷ୍ଣ ଚେତନା । ଏବଂ ପ୍ରକୃତିର ନିୟମ ବିଷୟରେ କହିବା ମାତ୍ରେ ଆମକୁ ସ୍ୱୀକାର କରିବାକୁ ହେବ ଯେ ଜଣେ ନିୟମ ନିର୍ମାତା ଅଛନ୍ତି । ପ୍ରକୃତିର ନିୟମଗୁଡ଼ିକ ସ୍ୱୟଂଚାଳିତ ଭାବରେ ବିକାଶ ହୋଇପାରିବ ନାହିଁ । ପୃଷ୍ଠଭୂମିରେ ନିଶ୍ଚୟ କୌଣସି କର୍ତ୍ତୃପକ୍ଷ ଅଛନ୍ତି । ଭଗବଦ୍-ଗୀତା ଦଶମ ଅଧ୍ୟାୟରେ କୁହନ୍ତି ଯେ ମୟାଧ୍ୟକ୍ଷେଣ ପ୍ରକୃତିଃ ସୂୟତେ ସଚରାଚରମ୍ ([[Vanisource:BG 9.10 (1972) | ଭ.ଗୀ. ୯.୧୦]]): "ଏ ଭୁତପ୍ରକୃତି ମୋ' ନିର୍ଦ୍ଧେଶରେ କାର୍ଯ୍ୟ କରୁଛି।"|Vanisource:680614 - Lecture BG 04.08 - Montreal|680614 - ପ୍ରବଚନ BG 04.08 - ମନ୍ତ୍ରେଆଲ}} |
Latest revision as of 00:18, 21 December 2020
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ |
"ପ୍ରକୃତିର ନିୟମ ତୁମେ ଅବମାନନା କରିପାରିବ ନାହିଁ। ଏହା ତୁମ ଉପରେ ଲାଗୁ ହେବ। ପ୍ରକୃତିର ନିୟମ ପରି, ଶୀତ ୠତୁ । ଆପଣ ଏହାକୁ ପରିବର୍ତ୍ତନ କରିପାରିବେ ନାହିଁ । ଏହା ତୁମ ଉପରେ ଲାଗୁ ହେବ । ପ୍ରକୃତିର ନିୟମ, ଗ୍ରୀଷ୍ମ ୠତୁ, ଆପଣ ଏହାକୁ ପରିବର୍ତ୍ତନ କରିପାରିବେ ନାହିଁ । ପ୍ରକୃତିର ନିୟମ ଭଗବାନଙ୍କ ନିୟମ, ସୂର୍ଯ୍ୟ ପୂର୍ବ ଦିଗରୁ ଉଦୟ ହୋଇ ପଶ୍ଚିମ ଦିଗରେ ଅସ୍ତ ହୁଅନ୍ତି । ଆପଣ ଏହାକୁ ପରିବର୍ତ୍ତନ କରିପାରିବେ ନାହିଁ । ତୁମକୁ ବୁଝିବାକୁ ପଡିବ, ପ୍ରକୃତିର ନିୟମ କିପରି ଚାଲିଛି । ପ୍ରକୃତିର ନିୟମ ବୁଝିବା, ତାହା ହେଉଛି କୃଷ୍ଣ ଚେତନା । ଏବଂ ପ୍ରକୃତିର ନିୟମ ବିଷୟରେ କହିବା ମାତ୍ରେ ଆମକୁ ସ୍ୱୀକାର କରିବାକୁ ହେବ ଯେ ଜଣେ ନିୟମ ନିର୍ମାତା ଅଛନ୍ତି । ପ୍ରକୃତିର ନିୟମଗୁଡ଼ିକ ସ୍ୱୟଂଚାଳିତ ଭାବରେ ବିକାଶ ହୋଇପାରିବ ନାହିଁ । ପୃଷ୍ଠଭୂମିରେ ନିଶ୍ଚୟ କୌଣସି କର୍ତ୍ତୃପକ୍ଷ ଅଛନ୍ତି । ଭଗବଦ୍-ଗୀତା ଦଶମ ଅଧ୍ୟାୟରେ କୁହନ୍ତି ଯେ ମୟାଧ୍ୟକ୍ଷେଣ ପ୍ରକୃତିଃ ସୂୟତେ ସଚରାଚରମ୍ ( ଭ.ଗୀ. ୯.୧୦): "ଏ ଭୁତପ୍ରକୃତି ମୋ' ନିର୍ଦ୍ଧେଶରେ କାର୍ଯ୍ୟ କରୁଛି।" |
680614 - ପ୍ରବଚନ BG 04.08 - ମନ୍ତ୍ରେଆଲ |