OR/681204 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]

<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/681202c ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|681202c|OR/681206 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|681206}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/681204LE-LOS_ANGELES_ND_01.mp3</mp3player>|"ସାଧାରଣତଃ ଲୋକମାନେ, ସେମାନେ ଇନ୍ଦ୍ରିୟମାନଙ୍କର ସେବକ ଅଟନ୍ତି। ଯେତେବେଳେ ଲୋକମାନେ, ଯେତେବେଳେ ଜଣେ ବ୍ୟକ୍ତି ଇନ୍ଦ୍ରିୟମାନଙ୍କର ସେବକ ହେବା ପରିବର୍ତ୍ତେ, ଯେତେବେଳେ ସେ ଇନ୍ଦ୍ରିୟମାନଙ୍କର ମାଲିକ ହୁଅନ୍ତି, ସେତେବେଳେ ତାଙ୍କୁ ସ୍ୱାମୀ କୁହାଯାଏ । ସ୍ୱାମୀ ଏହି ପୋଷାକ ନୁହେଁ । ଏହି ପୋଷାକ ବାହ୍ୟ ଦୃଶ୍ୟ ଅଟେ, କେବଳ ... ସବୁ ସ୍ଥାନରେ ଯେପରି କିଛି ସମାନ ପୋଷାକ ଅଛି କିଛି ବୁଝିବା ପାଇଁ ଯେ "ସେ ହେଉଛନ୍ତି ସେ" । ପ୍ରକୃତରେ, ସ୍ୱାମୀର ଅର୍ଥ ହେଉଛି ଇନ୍ଦ୍ରିୟଗୁଡିକ ଉପରେ ଯାହାର ନିୟନ୍ତ୍ରଣ ଅଛି । ଏବଂ ତାହା ହେଉଛି ବ୍ରାହ୍ମଣ ସଂସ୍କୃତି । ଶମୋ ଦମସ୍ତପଃ ଶୌଚଂ କ୍ଷାନ୍ତିରାର୍ଜବମେବ ଚ ଜ୍ଞାନଂ ବିଜ୍ଞାନମାସ୍ତିକ୍ୟଂ ବ୍ରହ୍ମକର୍ମ ସ୍ୱଭାବଜମ୍ ([[Vanisource: BG 18.42 (1972) | ଭ.ଗୀ. ୧୮.୪୨]]) ବ୍ରହ୍ମ । ବ୍ରହ୍ମ ଅର୍ଥ ବ୍ରାହ୍ମଣ, ବ୍ରାହ୍ମଣୀୟ ସଂସ୍କୃତି । ସତ୍ୟତା, ପରିଷ୍କାରତା ଏବଂ ଇନ୍ଦ୍ରିୟଗୁଡ଼ିକୁ ନିୟନ୍ତ୍ରଣ କରିବା, ମନକୁ ନିୟନ୍ତ୍ରଣ କରିବା, ଏବଂ ସରଳତା ଏବଂ ସହନଶୀଳତା, ଜ୍ଞାନରେ ପରିପୂର୍ଣ୍ଣ, ଜୀବନରେ ବ୍ୟବହାରିକ ପ୍ରୟୋଗ, ଭଗବାନଙ୍କ ଉପରେ ବିଶ୍ୱାସ - ଏହିସବୁ ଯୋଗ୍ୟତା ବ୍ରାହ୍ମଣୀୟ ସଂସ୍କୃତି ଅଟେ। ଆମେ ଯେଉଁଠାରେ ବି ଏହି ଯୋଗ୍ୟତା ଅଭ୍ୟାସ କରୁ, ସେ ବ୍ରାହ୍ମଣ ସଂସ୍କୃତିକୁ ପୁନର୍ଜୀବିତ କରିବେ ।"|Vanisource:681204 - Lecture - Los Angeles|681204 - ପ୍ରବଚନ - ଲସ ଆ଼ଞ୍ଜେଲ୍ସ}}

Latest revision as of 06:17, 5 January 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ସାଧାରଣତଃ ଲୋକମାନେ, ସେମାନେ ଇନ୍ଦ୍ରିୟମାନଙ୍କର ସେବକ ଅଟନ୍ତି। ଯେତେବେଳେ ଲୋକମାନେ, ଯେତେବେଳେ ଜଣେ ବ୍ୟକ୍ତି ଇନ୍ଦ୍ରିୟମାନଙ୍କର ସେବକ ହେବା ପରିବର୍ତ୍ତେ, ଯେତେବେଳେ ସେ ଇନ୍ଦ୍ରିୟମାନଙ୍କର ମାଲିକ ହୁଅନ୍ତି, ସେତେବେଳେ ତାଙ୍କୁ ସ୍ୱାମୀ କୁହାଯାଏ । ସ୍ୱାମୀ ଏହି ପୋଷାକ ନୁହେଁ । ଏହି ପୋଷାକ ବାହ୍ୟ ଦୃଶ୍ୟ ଅଟେ, କେବଳ ... ସବୁ ସ୍ଥାନରେ ଯେପରି କିଛି ସମାନ ପୋଷାକ ଅଛି କିଛି ବୁଝିବା ପାଇଁ ଯେ "ସେ ହେଉଛନ୍ତି ସେ" । ପ୍ରକୃତରେ, ସ୍ୱାମୀର ଅର୍ଥ ହେଉଛି ଇନ୍ଦ୍ରିୟଗୁଡିକ ଉପରେ ଯାହାର ନିୟନ୍ତ୍ରଣ ଅଛି । ଏବଂ ତାହା ହେଉଛି ବ୍ରାହ୍ମଣ ସଂସ୍କୃତି । ଶମୋ ଦମସ୍ତପଃ ଶୌଚଂ କ୍ଷାନ୍ତିରାର୍ଜବମେବ ଚ ଜ୍ଞାନଂ ବିଜ୍ଞାନମାସ୍ତିକ୍ୟଂ ବ୍ରହ୍ମକର୍ମ ସ୍ୱଭାବଜମ୍ ( ଭ.ଗୀ. ୧୮.୪୨) ବ୍ରହ୍ମ । ବ୍ରହ୍ମ ଅର୍ଥ ବ୍ରାହ୍ମଣ, ବ୍ରାହ୍ମଣୀୟ ସଂସ୍କୃତି । ସତ୍ୟତା, ପରିଷ୍କାରତା ଏବଂ ଇନ୍ଦ୍ରିୟଗୁଡ଼ିକୁ ନିୟନ୍ତ୍ରଣ କରିବା, ମନକୁ ନିୟନ୍ତ୍ରଣ କରିବା, ଏବଂ ସରଳତା ଏବଂ ସହନଶୀଳତା, ଜ୍ଞାନରେ ପରିପୂର୍ଣ୍ଣ, ଜୀବନରେ ବ୍ୟବହାରିକ ପ୍ରୟୋଗ, ଭଗବାନଙ୍କ ଉପରେ ବିଶ୍ୱାସ - ଏହିସବୁ ଯୋଗ୍ୟତା ବ୍ରାହ୍ମଣୀୟ ସଂସ୍କୃତି ଅଟେ। ଆମେ ଯେଉଁଠାରେ ବି ଏହି ଯୋଗ୍ୟତା ଅଭ୍ୟାସ କରୁ, ସେ ବ୍ରାହ୍ମଣ ସଂସ୍କୃତିକୁ ପୁନର୍ଜୀବିତ କରିବେ ।"
681204 - ପ୍ରବଚନ - ଲସ ଆ଼ଞ୍ଜେଲ୍ସ