OR/700510 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions
(Created page with "Category:OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ Category:OR/ଅମୃତ ବାଣୀ - ୧୯୭௦ Category:OR/ଅ...") |
(Vanibot #0025: NectarDropsConnector - add new navigation bars (prev/next)) |
||
Line 2: | Line 2: | ||
[[Category:OR/ଅମୃତ ବାଣୀ - ୧୯୭௦]] | [[Category:OR/ଅମୃତ ବାଣୀ - ୧୯୭௦]] | ||
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]] | [[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]] | ||
<!-- BEGIN NAVIGATION BAR -- DO NOT EDIT OR REMOVE --> | |||
{{Nectar Drops navigation - All Languages|Oriya|OR/700509 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|700509|OR/700510b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|700510b}} | |||
<!-- END NAVIGATION BAR --> | |||
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/700510IP-LOS_ANGELES_ND_01.mp3</mp3player>|"ଆମେ ଏହି ବ୍ରହ୍ମାଣ୍ଡ ଭିତରେ ଯାହା ଦେଖୁ, ଭୌତିକ ଜଗତ ଏବଂ ଆଧ୍ୟାତ୍ମିକ ଜଗତ ମଧ୍ୟରେ, ଆଧ୍ୟାତ୍ମିକ ଜଗତ ହେଉଛି କୃଷ୍ଣଙ୍କ ଅନ୍ତରଙ୍ଗା ଶକ୍ତିର ବିସ୍ତାର, ଏବଂ ଏହି ଭୌତିକ ଜଗତ ହେଉଛି କୃଷ୍ଣଙ୍କର ବହିରଙ୍ଗା ଶକ୍ତିର ବିସ୍ତାର, ଏବଂ ଆମେ ଜୀବଜଗତ, ଆମେ ତଟସ୍ଥ ଶକ୍ତିର ବିସ୍ତାର। ତେଣୁ ତିନୋଟି ଶକ୍ତି । ସେ ବହୁ-ଶକ୍ତି ପାଇଛନ୍ତି। ସମସ୍ତ ବହୁ-ଶକ୍ତିଗୁଡିକ ତିନୋଟି ନାମରେ ନାମିତ ହୋଇଛି ହୋଇଛି: ଅନ୍ତରଙ୍ଗା ଶକ୍ତି, ବହିରଙ୍ଗା ଶକ୍ତି, ତଟସ୍ଥ ଶକ୍ତି। ଅନ୍ତରଙ୍ଗା ଶକ୍ତି ଅର୍ଥାତ୍ ଆଭ୍ୟନ୍ତରୀଣ ଶକ୍ତି; ବହିରଙ୍ଗା ଶକ୍ତି ଅର୍ଥ ବାହ୍ୟ ଶକ୍ତି; ତଟସ୍ଥ ଶକ୍ତି ଅର୍ଥ ଏହି ଜୀବତ୍ମା । ଆମେ ମାନେ ଶକ୍ତି। ଆମେ ମାନେ ଉର୍ଜା ।"|Vanisource:700510 - Lecture ISO 07 - Los Angeles|700510 - ପ୍ରବଚନ ISO 07 - ଲସ ଆ଼ଞ୍ଜେଲ୍ସ}} | {{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/700510IP-LOS_ANGELES_ND_01.mp3</mp3player>|"ଆମେ ଏହି ବ୍ରହ୍ମାଣ୍ଡ ଭିତରେ ଯାହା ଦେଖୁ, ଭୌତିକ ଜଗତ ଏବଂ ଆଧ୍ୟାତ୍ମିକ ଜଗତ ମଧ୍ୟରେ, ଆଧ୍ୟାତ୍ମିକ ଜଗତ ହେଉଛି କୃଷ୍ଣଙ୍କ ଅନ୍ତରଙ୍ଗା ଶକ୍ତିର ବିସ୍ତାର, ଏବଂ ଏହି ଭୌତିକ ଜଗତ ହେଉଛି କୃଷ୍ଣଙ୍କର ବହିରଙ୍ଗା ଶକ୍ତିର ବିସ୍ତାର, ଏବଂ ଆମେ ଜୀବଜଗତ, ଆମେ ତଟସ୍ଥ ଶକ୍ତିର ବିସ୍ତାର। ତେଣୁ ତିନୋଟି ଶକ୍ତି । ସେ ବହୁ-ଶକ୍ତି ପାଇଛନ୍ତି। ସମସ୍ତ ବହୁ-ଶକ୍ତିଗୁଡିକ ତିନୋଟି ନାମରେ ନାମିତ ହୋଇଛି ହୋଇଛି: ଅନ୍ତରଙ୍ଗା ଶକ୍ତି, ବହିରଙ୍ଗା ଶକ୍ତି, ତଟସ୍ଥ ଶକ୍ତି। ଅନ୍ତରଙ୍ଗା ଶକ୍ତି ଅର୍ଥାତ୍ ଆଭ୍ୟନ୍ତରୀଣ ଶକ୍ତି; ବହିରଙ୍ଗା ଶକ୍ତି ଅର୍ଥ ବାହ୍ୟ ଶକ୍ତି; ତଟସ୍ଥ ଶକ୍ତି ଅର୍ଥ ଏହି ଜୀବତ୍ମା । ଆମେ ମାନେ ଶକ୍ତି। ଆମେ ମାନେ ଉର୍ଜା ।"|Vanisource:700510 - Lecture ISO 07 - Los Angeles|700510 - ପ୍ରବଚନ ISO 07 - ଲସ ଆ଼ଞ୍ଜେଲ୍ସ}} |
Latest revision as of 05:18, 17 May 2021
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ |
"ଆମେ ଏହି ବ୍ରହ୍ମାଣ୍ଡ ଭିତରେ ଯାହା ଦେଖୁ, ଭୌତିକ ଜଗତ ଏବଂ ଆଧ୍ୟାତ୍ମିକ ଜଗତ ମଧ୍ୟରେ, ଆଧ୍ୟାତ୍ମିକ ଜଗତ ହେଉଛି କୃଷ୍ଣଙ୍କ ଅନ୍ତରଙ୍ଗା ଶକ୍ତିର ବିସ୍ତାର, ଏବଂ ଏହି ଭୌତିକ ଜଗତ ହେଉଛି କୃଷ୍ଣଙ୍କର ବହିରଙ୍ଗା ଶକ୍ତିର ବିସ୍ତାର, ଏବଂ ଆମେ ଜୀବଜଗତ, ଆମେ ତଟସ୍ଥ ଶକ୍ତିର ବିସ୍ତାର। ତେଣୁ ତିନୋଟି ଶକ୍ତି । ସେ ବହୁ-ଶକ୍ତି ପାଇଛନ୍ତି। ସମସ୍ତ ବହୁ-ଶକ୍ତିଗୁଡିକ ତିନୋଟି ନାମରେ ନାମିତ ହୋଇଛି ହୋଇଛି: ଅନ୍ତରଙ୍ଗା ଶକ୍ତି, ବହିରଙ୍ଗା ଶକ୍ତି, ତଟସ୍ଥ ଶକ୍ତି। ଅନ୍ତରଙ୍ଗା ଶକ୍ତି ଅର୍ଥାତ୍ ଆଭ୍ୟନ୍ତରୀଣ ଶକ୍ତି; ବହିରଙ୍ଗା ଶକ୍ତି ଅର୍ଥ ବାହ୍ୟ ଶକ୍ତି; ତଟସ୍ଥ ଶକ୍ତି ଅର୍ଥ ଏହି ଜୀବତ୍ମା । ଆମେ ମାନେ ଶକ୍ତି। ଆମେ ମାନେ ଉର୍ଜା ।" |
700510 - ପ୍ରବଚନ ISO 07 - ଲସ ଆ଼ଞ୍ଜେଲ୍ସ |