OR/701221 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସୁରତ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions
(Created page with "Category:OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ Category:OR/ଅମୃତ ବାଣୀ - ୧୯୭௦ Category:OR/ଅ...") |
(Vanibot #0025: NectarDropsConnector - add new navigation bars (prev/next)) |
||
Line 2: | Line 2: | ||
[[Category:OR/ଅମୃତ ବାଣୀ - ୧୯୭௦]] | [[Category:OR/ଅମୃତ ବାଣୀ - ୧୯୭௦]] | ||
[[Category:OR/ଅମୃତ ବାଣୀ - ସୁରତ]] | [[Category:OR/ଅମୃତ ବାଣୀ - ସୁରତ]] | ||
<!-- BEGIN NAVIGATION BAR -- DO NOT EDIT OR REMOVE --> | |||
{{Nectar Drops navigation - All Languages|Oriya|OR/701220 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସୁରତ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|701220|OR/701221b ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ସୁରତ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|701221b}} | |||
<!-- END NAVIGATION BAR --> | |||
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/701221SB-SURAT_ND_01.mp3</mp3player>|"ଗୁରୁ ଅର୍ଥ ଆପଣଙ୍କୁ କିଛି ବ୍ୟକ୍ତିତ୍ୱଙ୍କୁ ଖୋଜିବାକୁ ପଡିବ ଯିଏ ବୈଦିକ ଜ୍ଞାନରେ ପାରଙ୍ଗମ। ଶବ୍ଦେ ପରେ ଚ ନିଷଣାତଂ ବ୍ରହ୍ମଣି ଉପଶମାଶ୍ରୟଂ । ଏଗୁଡିକ ଗୁରୁଙ୍କର ଲକ୍ଷଣ: ଯେ ସେ ବେଦାନ୍ତ ସହ ଭଲ ପରିଚିତ, ଜ୍ଞାନବାନ ଅଟନ୍ତି। କେବଳ ଯେ ସେ ଭଲଭାବେ ପାରଦର୍ଶୀ ତାହା ନୁହଁ, କିନ୍ତୁ ସେ ପ୍ରକୃତରେ ନିଜ ଜୀବନରେ ସେହି ପଥରେ ଚାଲୁଛନ୍ତି, ଉପଶମାଶ୍ରୟଂ, ଅନ୍ୟ କୌଣସି ପ୍ରକାରରେ ବିଚ୍ୟୁତ ହୋଇନାହାଁନ୍ତି । ଉପଶମ, ଉପଶମ। ସେ ସମସ୍ତ ଭୌତିକ ଲାଳସା ସମାପ୍ତ କରିଛନ୍ତି। ସେ କେବଳ ଆଧ୍ୟାତ୍ମିକ ଜୀବନକୁ ଗ୍ରହଣ କରିଛନ୍ତି ଏବଂ ପରମପୁରୁଷ ଭଗବାନଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ଏବଂ ତା ସହିତ ସେ ସମସ୍ତ ବୈଦିକ ସିଦ୍ଧାନ୍ତ ଜାଣିଛନ୍ତି । ଏହା ହେଉଛି ଗୁରୁଙ୍କ ବର୍ଣ୍ଣନା। "|Vanisource:701221 - Lecture SB 06.01.39-40 - Surat|701221 - ପ୍ରବଚନ SB 06.01.39-40 - ସୁରତ}} | {{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/701221SB-SURAT_ND_01.mp3</mp3player>|"ଗୁରୁ ଅର୍ଥ ଆପଣଙ୍କୁ କିଛି ବ୍ୟକ୍ତିତ୍ୱଙ୍କୁ ଖୋଜିବାକୁ ପଡିବ ଯିଏ ବୈଦିକ ଜ୍ଞାନରେ ପାରଙ୍ଗମ। ଶବ୍ଦେ ପରେ ଚ ନିଷଣାତଂ ବ୍ରହ୍ମଣି ଉପଶମାଶ୍ରୟଂ । ଏଗୁଡିକ ଗୁରୁଙ୍କର ଲକ୍ଷଣ: ଯେ ସେ ବେଦାନ୍ତ ସହ ଭଲ ପରିଚିତ, ଜ୍ଞାନବାନ ଅଟନ୍ତି। କେବଳ ଯେ ସେ ଭଲଭାବେ ପାରଦର୍ଶୀ ତାହା ନୁହଁ, କିନ୍ତୁ ସେ ପ୍ରକୃତରେ ନିଜ ଜୀବନରେ ସେହି ପଥରେ ଚାଲୁଛନ୍ତି, ଉପଶମାଶ୍ରୟଂ, ଅନ୍ୟ କୌଣସି ପ୍ରକାରରେ ବିଚ୍ୟୁତ ହୋଇନାହାଁନ୍ତି । ଉପଶମ, ଉପଶମ। ସେ ସମସ୍ତ ଭୌତିକ ଲାଳସା ସମାପ୍ତ କରିଛନ୍ତି। ସେ କେବଳ ଆଧ୍ୟାତ୍ମିକ ଜୀବନକୁ ଗ୍ରହଣ କରିଛନ୍ତି ଏବଂ ପରମପୁରୁଷ ଭଗବାନଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ଏବଂ ତା ସହିତ ସେ ସମସ୍ତ ବୈଦିକ ସିଦ୍ଧାନ୍ତ ଜାଣିଛନ୍ତି । ଏହା ହେଉଛି ଗୁରୁଙ୍କ ବର୍ଣ୍ଣନା। "|Vanisource:701221 - Lecture SB 06.01.39-40 - Surat|701221 - ପ୍ରବଚନ SB 06.01.39-40 - ସୁରତ}} |
Latest revision as of 05:32, 21 May 2021
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ |
"ଗୁରୁ ଅର୍ଥ ଆପଣଙ୍କୁ କିଛି ବ୍ୟକ୍ତିତ୍ୱଙ୍କୁ ଖୋଜିବାକୁ ପଡିବ ଯିଏ ବୈଦିକ ଜ୍ଞାନରେ ପାରଙ୍ଗମ। ଶବ୍ଦେ ପରେ ଚ ନିଷଣାତଂ ବ୍ରହ୍ମଣି ଉପଶମାଶ୍ରୟଂ । ଏଗୁଡିକ ଗୁରୁଙ୍କର ଲକ୍ଷଣ: ଯେ ସେ ବେଦାନ୍ତ ସହ ଭଲ ପରିଚିତ, ଜ୍ଞାନବାନ ଅଟନ୍ତି। କେବଳ ଯେ ସେ ଭଲଭାବେ ପାରଦର୍ଶୀ ତାହା ନୁହଁ, କିନ୍ତୁ ସେ ପ୍ରକୃତରେ ନିଜ ଜୀବନରେ ସେହି ପଥରେ ଚାଲୁଛନ୍ତି, ଉପଶମାଶ୍ରୟଂ, ଅନ୍ୟ କୌଣସି ପ୍ରକାରରେ ବିଚ୍ୟୁତ ହୋଇନାହାଁନ୍ତି । ଉପଶମ, ଉପଶମ। ସେ ସମସ୍ତ ଭୌତିକ ଲାଳସା ସମାପ୍ତ କରିଛନ୍ତି। ସେ କେବଳ ଆଧ୍ୟାତ୍ମିକ ଜୀବନକୁ ଗ୍ରହଣ କରିଛନ୍ତି ଏବଂ ପରମପୁରୁଷ ଭଗବାନଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ଏବଂ ତା ସହିତ ସେ ସମସ୍ତ ବୈଦିକ ସିଦ୍ଧାନ୍ତ ଜାଣିଛନ୍ତି । ଏହା ହେଉଛି ଗୁରୁଙ୍କ ବର୍ଣ୍ଣନା। " |
701221 - ପ୍ରବଚନ SB 06.01.39-40 - ସୁରତ |