OR/Prabhupada 0032 - ଯାହା ମୋତେ କହିବାର ଥିଲା, ତାହା ମୁଁ ମୋ ପୁସ୍ତକମାନଙ୍କରେ କହିଦେଇଛି: Difference between revisions
(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0032 - in all Languages Category:OR-Quotes - 1977 Category:OR-Quotes - Arr...") |
(Vanibot #0023: VideoLocalizer - changed YouTube player to show hard-coded subtitles version) |
||
Line 8: | Line 8: | ||
[[Category:Oriya Language]] | [[Category:Oriya Language]] | ||
<!-- END CATEGORY LIST --> | <!-- END CATEGORY LIST --> | ||
<!-- BEGIN NAVIGATION BAR -- | <!-- BEGIN NAVIGATION BAR -- DO NOT EDIT OR REMOVE --> | ||
{{1080 videos navigation - All Languages|Oriya|OR/Prabhupada 0031 - ତୁମେ ମୋର ଉପଦେଶ, ମୋର ପ୍ରଶିକ୍ଷଣ ଅନୁସାରେ ଜୀବନ ଅତିବାହିତ କର| | {{1080 videos navigation - All Languages|Oriya|OR/Prabhupada 0031 - ତୁମେ ମୋର ଉପଦେଶ, ମୋର ପ୍ରଶିକ୍ଷଣ ଅନୁସାରେ ଜୀବନ ଅତିବାହିତ କର|0031|OR/Prabhupada 0033 - ମହାପ୍ରଭୁଙ୍କର ନାମ ପତିତ-ପାବନ|0033}} | ||
<!-- END NAVIGATION BAR --> | <!-- END NAVIGATION BAR --> | ||
<!-- BEGIN ORIGINAL VANIQUOTES PAGE LINK--> | <!-- BEGIN ORIGINAL VANIQUOTES PAGE LINK--> | ||
Line 19: | Line 19: | ||
<!-- BEGIN VIDEO LINK --> | <!-- BEGIN VIDEO LINK --> | ||
{{youtube_right| | {{youtube_right|uEOSn9SMSY8|ଯାହା ମୋତେ କହିବାର ଥିଲା, ତାହା ମୁଁ ମୋ ପୁସ୍ତକମାନଙ୍କରେ କହିଦେଇଛି<br />- Prabhupāda 0032}} | ||
<!-- END VIDEO LINK --> | <!-- END VIDEO LINK --> | ||
Line 31: | Line 31: | ||
<!-- BEGIN TRANSLATED TEXT --> | <!-- BEGIN TRANSLATED TEXT --> | ||
ପ୍ରଭୁପାଦ:ତେଣୁ ମୁଁ କହିପାରିବି ନାହିଁ । ମୁଁ ଭାରୀ ଦୁର୍ବଳତା ଅନୁଭବ କରୁଛି । ମୋର ଅନ୍ୟ ସ୍ଥାନମାନଙ୍କୁ ଯିବାର ଥିଲା ଯେପରିକି ଚଣ୍ତୀଗଡ଼ କାର୍ଯ୍ୟକ୍ରମ, କିନ୍ତୁ ମୁଁ ସେହି କାର୍ଯ୍ୟକ୍ରମ ଋଦ୍ଦ କରିଦେଲି କାରଣ ମୋର ସ୍ଵାସ୍ଥ୍ୟ ଅବସ୍ଥା ଭାରୀ ଖରାପ ହୋଇଚାଲିଛି । ତେଣୁ ମୁଁ ବୃନ୍ଦାବନ ଆସିବାକୁ ପସନ୍ଦ କରିଲି । ଯଦି ମୃତ୍ୟୁ ଆସିବାର ଅଛି, ତାହା ଏଠାରେ ଆସୁ । ତେଣୁ ନୂଆ କହିବାକୁ ଅାଉ କିଛି ନାହିଁ । ଯାହା ମୋତେ କହିବାର ଥିଲା, ତାହା ମୁଁ ମୋ ପୁସ୍ତକମାନଙ୍କରେ କହିଦେଇଛି । ବର୍ତ୍ତମାନ ତୁମେ ଏହାକୁ ବୁଝିବାକୁ ଚେଷ୍ଟା କର ଏବଂ ତୁମର ପ୍ରୟାସ ଜାରି ରଖ । ମୁଁ ଉପସ୍ଥିତ ଥାଏ କିମ୍ଵା ନଥାଏ, ଏହା କିଛି ଫରକ ପକାଏ ନାହିଁ । ଯେପରି କୃଷ୍ଣ ସନାତନ ଅଟନ୍ତି, ସେହିପରି, ଜୀବମାନେ ମଧ୍ୟ ସନାତନ ଅଟନ୍ତି । କିନ୍ତୁ କିର୍ତିର୍ ୟସ୍ୟ ସ ଜୀବତି: "ଯେ କେହି ଭଗବାନଙ୍କର ସେବା କରେ ସେ ଚିରଦିନ ପାଇଁ ଜୀବିତ ରହେ ।" ତେଣୁ ତୁମ ମାନଙ୍କୁ କୃଷ୍ଣଙ୍କର ସେବା କରିବା ଶିକ୍ଷା ଯାଇଛି, ଏବଂ କୃଷ୍ଣଙ୍କ ସହିତ ଆମେମାନେ ସନାତନ ଭାବରେ ରହିବା । ଆମର ଜୀବନ ସନାତନ ଅଟେ । ନ ହନ୍ୟତେ ହନ୍ୟମାନେ ଶରୀରେ ([[Vanisource:BG 2.20|BG 2.20]]) । ଏହି ଶରୀରର ଅଳ୍ପକାଳୀନ ଅନ୍ତର୍ଧାନ ହେବା, କିଛି କଥା ନୁହେଁ । ଶରୀର ଅନ୍ତର୍ଧାନ ହେବା ପାଇଁ ହିଁ ହୋଇଛି । ତଥା ଦେହାନ୍ତର-ପ୍ରାପ୍ତିଃ ([[Vanisource:BG 2.13|BG 2.13]]) । ତେଣୁ କୃଷ୍ଣଙ୍କର ସେବା କରି ଚିରଦିନ ପାଇଁ ବଞ୍ଚିବା । ବହୁତ ଧନ୍ୟବାଦ । | ପ୍ରଭୁପାଦ:ତେଣୁ ମୁଁ କହିପାରିବି ନାହିଁ । ମୁଁ ଭାରୀ ଦୁର୍ବଳତା ଅନୁଭବ କରୁଛି । ମୋର ଅନ୍ୟ ସ୍ଥାନମାନଙ୍କୁ ଯିବାର ଥିଲା ଯେପରିକି ଚଣ୍ତୀଗଡ଼ କାର୍ଯ୍ୟକ୍ରମ, କିନ୍ତୁ ମୁଁ ସେହି କାର୍ଯ୍ୟକ୍ରମ ଋଦ୍ଦ କରିଦେଲି କାରଣ ମୋର ସ୍ଵାସ୍ଥ୍ୟ ଅବସ୍ଥା ଭାରୀ ଖରାପ ହୋଇଚାଲିଛି । ତେଣୁ ମୁଁ ବୃନ୍ଦାବନ ଆସିବାକୁ ପସନ୍ଦ କରିଲି । ଯଦି ମୃତ୍ୟୁ ଆସିବାର ଅଛି, ତାହା ଏଠାରେ ଆସୁ । ତେଣୁ ନୂଆ କହିବାକୁ ଅାଉ କିଛି ନାହିଁ । ଯାହା ମୋତେ କହିବାର ଥିଲା, ତାହା ମୁଁ ମୋ ପୁସ୍ତକମାନଙ୍କରେ କହିଦେଇଛି । ବର୍ତ୍ତମାନ ତୁମେ ଏହାକୁ ବୁଝିବାକୁ ଚେଷ୍ଟା କର ଏବଂ ତୁମର ପ୍ରୟାସ ଜାରି ରଖ । ମୁଁ ଉପସ୍ଥିତ ଥାଏ କିମ୍ଵା ନଥାଏ, ଏହା କିଛି ଫରକ ପକାଏ ନାହିଁ । ଯେପରି କୃଷ୍ଣ ସନାତନ ଅଟନ୍ତି, ସେହିପରି, ଜୀବମାନେ ମଧ୍ୟ ସନାତନ ଅଟନ୍ତି । କିନ୍ତୁ କିର୍ତିର୍ ୟସ୍ୟ ସ ଜୀବତି: "ଯେ କେହି ଭଗବାନଙ୍କର ସେବା କରେ ସେ ଚିରଦିନ ପାଇଁ ଜୀବିତ ରହେ ।" ତେଣୁ ତୁମ ମାନଙ୍କୁ କୃଷ୍ଣଙ୍କର ସେବା କରିବା ଶିକ୍ଷା ଯାଇଛି, ଏବଂ କୃଷ୍ଣଙ୍କ ସହିତ ଆମେମାନେ ସନାତନ ଭାବରେ ରହିବା । ଆମର ଜୀବନ ସନାତନ ଅଟେ । ନ ହନ୍ୟତେ ହନ୍ୟମାନେ ଶରୀରେ ([[Vanisource:BG 2.20 (1972)|BG 2.20]]) । ଏହି ଶରୀରର ଅଳ୍ପକାଳୀନ ଅନ୍ତର୍ଧାନ ହେବା, କିଛି କଥା ନୁହେଁ । ଶରୀର ଅନ୍ତର୍ଧାନ ହେବା ପାଇଁ ହିଁ ହୋଇଛି । ତଥା ଦେହାନ୍ତର-ପ୍ରାପ୍ତିଃ ([[Vanisource:BG 2.13 (1972)|BG 2.13]]) । ତେଣୁ କୃଷ୍ଣଙ୍କର ସେବା କରି ଚିରଦିନ ପାଇଁ ବଞ୍ଚିବା । ବହୁତ ଧନ୍ୟବାଦ । | ||
ଭକ୍ତ:ଜୟ ! | ଭକ୍ତ:ଜୟ ! | ||
<!-- END TRANSLATED TEXT --> | <!-- END TRANSLATED TEXT --> |
Latest revision as of 15:19, 16 October 2018
Arrival Speech -- May 17, 1977, Vrndavana
ପ୍ରଭୁପାଦ:ତେଣୁ ମୁଁ କହିପାରିବି ନାହିଁ । ମୁଁ ଭାରୀ ଦୁର୍ବଳତା ଅନୁଭବ କରୁଛି । ମୋର ଅନ୍ୟ ସ୍ଥାନମାନଙ୍କୁ ଯିବାର ଥିଲା ଯେପରିକି ଚଣ୍ତୀଗଡ଼ କାର୍ଯ୍ୟକ୍ରମ, କିନ୍ତୁ ମୁଁ ସେହି କାର୍ଯ୍ୟକ୍ରମ ଋଦ୍ଦ କରିଦେଲି କାରଣ ମୋର ସ୍ଵାସ୍ଥ୍ୟ ଅବସ୍ଥା ଭାରୀ ଖରାପ ହୋଇଚାଲିଛି । ତେଣୁ ମୁଁ ବୃନ୍ଦାବନ ଆସିବାକୁ ପସନ୍ଦ କରିଲି । ଯଦି ମୃତ୍ୟୁ ଆସିବାର ଅଛି, ତାହା ଏଠାରେ ଆସୁ । ତେଣୁ ନୂଆ କହିବାକୁ ଅାଉ କିଛି ନାହିଁ । ଯାହା ମୋତେ କହିବାର ଥିଲା, ତାହା ମୁଁ ମୋ ପୁସ୍ତକମାନଙ୍କରେ କହିଦେଇଛି । ବର୍ତ୍ତମାନ ତୁମେ ଏହାକୁ ବୁଝିବାକୁ ଚେଷ୍ଟା କର ଏବଂ ତୁମର ପ୍ରୟାସ ଜାରି ରଖ । ମୁଁ ଉପସ୍ଥିତ ଥାଏ କିମ୍ଵା ନଥାଏ, ଏହା କିଛି ଫରକ ପକାଏ ନାହିଁ । ଯେପରି କୃଷ୍ଣ ସନାତନ ଅଟନ୍ତି, ସେହିପରି, ଜୀବମାନେ ମଧ୍ୟ ସନାତନ ଅଟନ୍ତି । କିନ୍ତୁ କିର୍ତିର୍ ୟସ୍ୟ ସ ଜୀବତି: "ଯେ କେହି ଭଗବାନଙ୍କର ସେବା କରେ ସେ ଚିରଦିନ ପାଇଁ ଜୀବିତ ରହେ ।" ତେଣୁ ତୁମ ମାନଙ୍କୁ କୃଷ୍ଣଙ୍କର ସେବା କରିବା ଶିକ୍ଷା ଯାଇଛି, ଏବଂ କୃଷ୍ଣଙ୍କ ସହିତ ଆମେମାନେ ସନାତନ ଭାବରେ ରହିବା । ଆମର ଜୀବନ ସନାତନ ଅଟେ । ନ ହନ୍ୟତେ ହନ୍ୟମାନେ ଶରୀରେ (BG 2.20) । ଏହି ଶରୀରର ଅଳ୍ପକାଳୀନ ଅନ୍ତର୍ଧାନ ହେବା, କିଛି କଥା ନୁହେଁ । ଶରୀର ଅନ୍ତର୍ଧାନ ହେବା ପାଇଁ ହିଁ ହୋଇଛି । ତଥା ଦେହାନ୍ତର-ପ୍ରାପ୍ତିଃ (BG 2.13) । ତେଣୁ କୃଷ୍ଣଙ୍କର ସେବା କରି ଚିରଦିନ ପାଇଁ ବଞ୍ଚିବା । ବହୁତ ଧନ୍ୟବାଦ ।
ଭକ୍ତ:ଜୟ !