OR/Prabhupada 0073 - ବୈକୁଣ୍ଠ ଅର୍ଥାତ୍ ବିନା ଉତ୍କଣ୍ଠାରେ: Difference between revisions
(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0073 - in all Languages Category:OR-Quotes - 1967 Category:OR-Quotes - Lec...") |
(Vanibot #0023: VideoLocalizer - changed YouTube player to show hard-coded subtitles version) |
||
Line 7: | Line 7: | ||
[[Category:OR-Quotes - in USA]] | [[Category:OR-Quotes - in USA]] | ||
<!-- END CATEGORY LIST --> | <!-- END CATEGORY LIST --> | ||
<!-- BEGIN NAVIGATION BAR -- | <!-- BEGIN NAVIGATION BAR -- DO NOT EDIT OR REMOVE --> | ||
{{1080 videos navigation - All Languages|Oriya|OR/Prabhupada 0072 - ସେବକର କାମ ହେଉଛି ଆତ୍ମସମର୍ପଣ କରିବା| | {{1080 videos navigation - All Languages|Oriya|OR/Prabhupada 0072 - ସେବକର କାମ ହେଉଛି ଆତ୍ମସମର୍ପଣ କରିବା|0072|OR/Prabhupada 0074 - ତୁମେ ପଶୁମାନଙ୍କୁ କାହିଁକି ଖାଇବ?|0074}} | ||
<!-- END NAVIGATION BAR --> | <!-- END NAVIGATION BAR --> | ||
<!-- BEGIN ORIGINAL VANIQUOTES PAGE LINK--> | <!-- BEGIN ORIGINAL VANIQUOTES PAGE LINK--> | ||
Line 18: | Line 18: | ||
<!-- BEGIN VIDEO LINK --> | <!-- BEGIN VIDEO LINK --> | ||
{{youtube_right| | {{youtube_right|l1Fmbp9Kw_Q|ବୈକୁଣ୍ଠ ଅର୍ଥାତ୍ ବିନା ଉତ୍କଣ୍ଠାରେ<br />- Prabhupāda 0073}} | ||
<!-- END VIDEO LINK --> | <!-- END VIDEO LINK --> | ||
Line 44: | Line 44: | ||
ଏବଂ ଏକ ଶୁଦ୍ଧ ଜୀବନ ଯାପନ କରିପାରିବ । ତାପରେ ପରିଣାମ ଦେଖ । ଯଦି ପ୍ରତ୍ୟେକ ଘର, ପ୍ରତ୍ୟେକ ବ୍ୟକ୍ତି, କୃଷ୍ଣଙ୍କୁ ବୁଝିବାକୁ ଏହି ସିଦ୍ଧାନ୍ତ ଗ୍ରହଣ କରେ, ତେବେ ଏହା ହୋଇଯିବ... ସମଗ୍ର ଦୁନିଆ ବୈକୁଣ୍ଠ ହୋଇଯିବ । ବୈକୁଣ୍ଠ ଅର୍ଥାତ୍ ଯେଉଁଠାରେ ଉତ୍କଣ୍ଠା ନ ଥାଏ । ଵୈକୁଣ୍ଠ । ବୈ ଅର୍ଥାତ୍ ବିନା, ଏବଂ କୁଣ୍ଠ ଅର୍ଥାତ୍ ଉତ୍କଣ୍ଠା । ଏହି ଦୁନିଆ ଉତ୍କଣ୍ଠାରେ ପୂର୍ଣ୍ଣ । ସଦା ସମୁଦ୍ ବିଗ୍ନଧିୟାଁ ଅସଦ୍-ଗ୍ରହାତ ([[Vanisource:SB 7.5.5|SB 7.5.5]]) । କାରଣ ଆମେ ଏହି ଭୌତିକ ଜୀବନର କ୍ଷଣସ୍ଥାୟୀ ଅସ୍ଥୀତ୍ଵକୁ ସ୍ଵୀକାର କରିଛୁ, ସେଥିପାଇଁ ଆମେ ସର୍ବଦା ଉତ୍କଣ୍ଠାରେ ଭାରାକ୍ରାନ୍ତ ଅଟୁ । ଆଧ୍ୟାତ୍ମିକ ଦୁନିଆ ଏହାର ଠିକ୍ ବିପରୀତ, ଯେଉଁଠାରେ ଗ୍ରହମାନଙ୍କୁ(ଲୋକ) ବୈକୁଣ୍ଠ କୁହାଯାଏ । ବୈକୁଣ୍ଠ ଅର୍ଥାତ୍ ବିନା ଉତ୍କଣ୍ଠାରେ । | ଏବଂ ଏକ ଶୁଦ୍ଧ ଜୀବନ ଯାପନ କରିପାରିବ । ତାପରେ ପରିଣାମ ଦେଖ । ଯଦି ପ୍ରତ୍ୟେକ ଘର, ପ୍ରତ୍ୟେକ ବ୍ୟକ୍ତି, କୃଷ୍ଣଙ୍କୁ ବୁଝିବାକୁ ଏହି ସିଦ୍ଧାନ୍ତ ଗ୍ରହଣ କରେ, ତେବେ ଏହା ହୋଇଯିବ... ସମଗ୍ର ଦୁନିଆ ବୈକୁଣ୍ଠ ହୋଇଯିବ । ବୈକୁଣ୍ଠ ଅର୍ଥାତ୍ ଯେଉଁଠାରେ ଉତ୍କଣ୍ଠା ନ ଥାଏ । ଵୈକୁଣ୍ଠ । ବୈ ଅର୍ଥାତ୍ ବିନା, ଏବଂ କୁଣ୍ଠ ଅର୍ଥାତ୍ ଉତ୍କଣ୍ଠା । ଏହି ଦୁନିଆ ଉତ୍କଣ୍ଠାରେ ପୂର୍ଣ୍ଣ । ସଦା ସମୁଦ୍ ବିଗ୍ନଧିୟାଁ ଅସଦ୍-ଗ୍ରହାତ ([[Vanisource:SB 7.5.5|SB 7.5.5]]) । କାରଣ ଆମେ ଏହି ଭୌତିକ ଜୀବନର କ୍ଷଣସ୍ଥାୟୀ ଅସ୍ଥୀତ୍ଵକୁ ସ୍ଵୀକାର କରିଛୁ, ସେଥିପାଇଁ ଆମେ ସର୍ବଦା ଉତ୍କଣ୍ଠାରେ ଭାରାକ୍ରାନ୍ତ ଅଟୁ । ଆଧ୍ୟାତ୍ମିକ ଦୁନିଆ ଏହାର ଠିକ୍ ବିପରୀତ, ଯେଉଁଠାରେ ଗ୍ରହମାନଙ୍କୁ(ଲୋକ) ବୈକୁଣ୍ଠ କୁହାଯାଏ । ବୈକୁଣ୍ଠ ଅର୍ଥାତ୍ ବିନା ଉତ୍କଣ୍ଠାରେ । | ||
ଆମେ ଉତ୍କଣ୍ଠାରୁ ମୁକ୍ତ ହେବାକୁ ଚାହୁଁଛୁ । ସମସ୍ତେ ଉତ୍କଣ୍ଠାରୁ ମୁକ୍ତ ହେବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ସେ ଜାଣି ନାହିଁ ଉତ୍କଣ୍ଠାରୁ କେମିତି ବାହାରିପାରିବ । ନିଶା କରିବା ଜଣକୁ ଉତ୍କଣ୍ଠାରୁ ମୁକ୍ତ କରିବା କାମରେ ଆସେ ନାହିଁ । ଏହା ନିଶା ଆଟେ । ଏହା ବିସ୍ମରଣ ଅଟେ । ବେଳେ ବେଳେ, କିଛିକ୍ଷଣ ପାଇଁ ଆମେ ସବୁକିଛି ଭୁଲିଯାଉ, କିନ୍ତୁ ଯେତେବେଳେ ଆମେ ଅମ ଚେତନାକୁ ଆସୁ ସେହି ଉତ୍କଣ୍ଠା ଏବଂ ସେହି କଥା ଥାଏ । ତେଣୁ ଏହା ତୁମକୁ ସାହାର୍ଯ୍ୟ କରିବ ନାହିଁ । ଯଦି ତୁମେ ଉତ୍କଣ୍ଠାରୁ ମୁକ୍ତ ହେବାକୁ ଚାହୁଁଛ ଏବଂ ତୁମେ ଯଦି ବାସ୍ତବରେ ଚାହୁଁଛ ଶାଶ୍ଵତ ଜୀବନ ଆନନ୍ଦ ଏବଂ ଜ୍ଞାନ ସହିତ, ତେବେ ଏହା ହେଉଛି ପ୍ରକ୍ରିୟା । ଏହା ହେଉଛି ପ୍ରକ୍ରିୟା । ତୁମକୁ କୃଷ୍ଣଙ୍କୁ ବୁଝିବାକୁ ପଡିବ । ଏଠାରେ ଏହା ସ୍ପଷ୍ଟ ଭାବରେ କୁହାଯାଇଛି ଯେ ନ ମେ ବିଦୁଃ ସୁରଗଣାଃ ([[Vanisource:BG 10.2|BG 10.2]]) । କେହି ବୁଝିପାରିବେ ନାହିଁ । କିନ୍ତୁ ଏକ ଉପାୟ ଅଛି । ସେବୋନ୍ମିଖେ ହି ଜିହୱାଦୋ ସ୍ଵୟଂ ଏବ ସ୍ଫୁରତି ଅଦଃ (Brs. 1.2.234) । ଏହା ଏକ ପ୍ରକ୍ରିୟା ଅଟେ । ଶ୍ରୀମଦ୍ ଭାଗବତମ୍ ର ଅନେକ ସ୍ଥାନରେ ଏହି ପ୍ରକ୍ରିୟା ବିଭିନ୍ନ ପ୍ରକାରରେ ବର୍ଣ୍ଣନା କରାଯାଇଛି । ଯେପରିକି ଏକ ସ୍ଥାନରେ କୁହାଯାଇଛି ଯେ | ଆମେ ଉତ୍କଣ୍ଠାରୁ ମୁକ୍ତ ହେବାକୁ ଚାହୁଁଛୁ । ସମସ୍ତେ ଉତ୍କଣ୍ଠାରୁ ମୁକ୍ତ ହେବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ସେ ଜାଣି ନାହିଁ ଉତ୍କଣ୍ଠାରୁ କେମିତି ବାହାରିପାରିବ । ନିଶା କରିବା ଜଣକୁ ଉତ୍କଣ୍ଠାରୁ ମୁକ୍ତ କରିବା କାମରେ ଆସେ ନାହିଁ । ଏହା ନିଶା ଆଟେ । ଏହା ବିସ୍ମରଣ ଅଟେ । ବେଳେ ବେଳେ, କିଛିକ୍ଷଣ ପାଇଁ ଆମେ ସବୁକିଛି ଭୁଲିଯାଉ, କିନ୍ତୁ ଯେତେବେଳେ ଆମେ ଅମ ଚେତନାକୁ ଆସୁ ସେହି ଉତ୍କଣ୍ଠା ଏବଂ ସେହି କଥା ଥାଏ । ତେଣୁ ଏହା ତୁମକୁ ସାହାର୍ଯ୍ୟ କରିବ ନାହିଁ । ଯଦି ତୁମେ ଉତ୍କଣ୍ଠାରୁ ମୁକ୍ତ ହେବାକୁ ଚାହୁଁଛ ଏବଂ ତୁମେ ଯଦି ବାସ୍ତବରେ ଚାହୁଁଛ ଶାଶ୍ଵତ ଜୀବନ ଆନନ୍ଦ ଏବଂ ଜ୍ଞାନ ସହିତ, ତେବେ ଏହା ହେଉଛି ପ୍ରକ୍ରିୟା । ଏହା ହେଉଛି ପ୍ରକ୍ରିୟା । ତୁମକୁ କୃଷ୍ଣଙ୍କୁ ବୁଝିବାକୁ ପଡିବ । ଏଠାରେ ଏହା ସ୍ପଷ୍ଟ ଭାବରେ କୁହାଯାଇଛି ଯେ ନ ମେ ବିଦୁଃ ସୁରଗଣାଃ ([[Vanisource:BG 10.2 (1972)|BG 10.2]]) । କେହି ବୁଝିପାରିବେ ନାହିଁ । କିନ୍ତୁ ଏକ ଉପାୟ ଅଛି । ସେବୋନ୍ମିଖେ ହି ଜିହୱାଦୋ ସ୍ଵୟଂ ଏବ ସ୍ଫୁରତି ଅଦଃ (Brs. 1.2.234) । ଏହା ଏକ ପ୍ରକ୍ରିୟା ଅଟେ । ଶ୍ରୀମଦ୍ ଭାଗବତମ୍ ର ଅନେକ ସ୍ଥାନରେ ଏହି ପ୍ରକ୍ରିୟା ବିଭିନ୍ନ ପ୍ରକାରରେ ବର୍ଣ୍ଣନା କରାଯାଇଛି । ଯେପରିକି ଏକ ସ୍ଥାନରେ କୁହାଯାଇଛି ଯେ | ||
:ଜ୍ଞାନ ପ୍ରୟାସମ୍ ଉଦପସ୍ୟ ନମନ୍ତ ଏବ | :ଜ୍ଞାନ ପ୍ରୟାସମ୍ ଉଦପସ୍ୟ ନମନ୍ତ ଏବ |
Latest revision as of 15:39, 16 October 2018
Lecture on BG 10.2-3 -- New York, January 1, 1967
ଏହା ନୁହେଁ ଯେ ତୁମକୁ ଏହି ସଂଘରେ ରହି ଏହା କରିବାକୁ ପଡିବ । ତୁମେ ଏହି କଳା ଶିଖିପାରିବ, ଏବଂ ଏହା ନିଜ ଘରେ ମଧ୍ୟ କରିପାରିବ । ତୁମେ ମଧ୍ୟ ନିଜ ଘରେ ଏପରି ଭୋଜନ, ଭଲ ଭୋଜନ, ପ୍ରସ୍ତୁତ କରିପାରିବ, କୃଷ୍ଣଙ୍କୁ ଅର୍ପଣ କର । ତାହା ଏତେ କଷ୍ଟକର ନୁହେଁ । ପ୍ରତ୍ୟେକ ଦିନ ଆମେ କୃଷ୍ଣଙ୍କୁ ଅର୍ପଣ କରୁଛୁ, ଏବଂ ମନ୍ତ୍ର ଉଚ୍ଚାରଣ କରୁଛୁ,
- ନମୋ ବ୍ରାହ୍ମଣ୍ୟ-ଦେବାୟ
- ଗୋ-ବ୍ରାହ୍ମଣ-ହିତାୟ ଚ
- ଜଗଧିତାୟ କୃଷ୍ଣାୟ
- ଗୋବିନ୍ଦାୟ ନମୋ ନମଃ
ବାସ୍ । ଏହା ଏତେ କଷ୍ଟକର ନୁହେଁ । ସମସ୍ତେ ଭୋଜନ ପ୍ରସ୍ତୁତ କରିପାରିବେ ଏଵଂ କୃଷ୍ଣଙ୍କୁ ଅର୍ପଣ କରିପାରିବେ ଏବଂ ତାପରେ ଗ୍ରହଣ କରିପାରିବେ, ଏବଂ ତାପରେ ପରିବାର ସହିତ କିମ୍ଵା ସାଙ୍ଗମାନଙ୍କ ସହିତ ତୁମେ ବସି ପାରିବ ଏବଂ କୃଷ୍ଣଙ୍କର ଛବି ସମ୍ମୁଖରେ ଜପ କରିପାରିବ,
- ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ
- ହରେ ରାମ ହରେ ରାମ ରାମ ରାମ ହରେ ହରେ
ଏବଂ ଏକ ଶୁଦ୍ଧ ଜୀବନ ଯାପନ କରିପାରିବ । ତାପରେ ପରିଣାମ ଦେଖ । ଯଦି ପ୍ରତ୍ୟେକ ଘର, ପ୍ରତ୍ୟେକ ବ୍ୟକ୍ତି, କୃଷ୍ଣଙ୍କୁ ବୁଝିବାକୁ ଏହି ସିଦ୍ଧାନ୍ତ ଗ୍ରହଣ କରେ, ତେବେ ଏହା ହୋଇଯିବ... ସମଗ୍ର ଦୁନିଆ ବୈକୁଣ୍ଠ ହୋଇଯିବ । ବୈକୁଣ୍ଠ ଅର୍ଥାତ୍ ଯେଉଁଠାରେ ଉତ୍କଣ୍ଠା ନ ଥାଏ । ଵୈକୁଣ୍ଠ । ବୈ ଅର୍ଥାତ୍ ବିନା, ଏବଂ କୁଣ୍ଠ ଅର୍ଥାତ୍ ଉତ୍କଣ୍ଠା । ଏହି ଦୁନିଆ ଉତ୍କଣ୍ଠାରେ ପୂର୍ଣ୍ଣ । ସଦା ସମୁଦ୍ ବିଗ୍ନଧିୟାଁ ଅସଦ୍-ଗ୍ରହାତ (SB 7.5.5) । କାରଣ ଆମେ ଏହି ଭୌତିକ ଜୀବନର କ୍ଷଣସ୍ଥାୟୀ ଅସ୍ଥୀତ୍ଵକୁ ସ୍ଵୀକାର କରିଛୁ, ସେଥିପାଇଁ ଆମେ ସର୍ବଦା ଉତ୍କଣ୍ଠାରେ ଭାରାକ୍ରାନ୍ତ ଅଟୁ । ଆଧ୍ୟାତ୍ମିକ ଦୁନିଆ ଏହାର ଠିକ୍ ବିପରୀତ, ଯେଉଁଠାରେ ଗ୍ରହମାନଙ୍କୁ(ଲୋକ) ବୈକୁଣ୍ଠ କୁହାଯାଏ । ବୈକୁଣ୍ଠ ଅର୍ଥାତ୍ ବିନା ଉତ୍କଣ୍ଠାରେ ।
ଆମେ ଉତ୍କଣ୍ଠାରୁ ମୁକ୍ତ ହେବାକୁ ଚାହୁଁଛୁ । ସମସ୍ତେ ଉତ୍କଣ୍ଠାରୁ ମୁକ୍ତ ହେବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ସେ ଜାଣି ନାହିଁ ଉତ୍କଣ୍ଠାରୁ କେମିତି ବାହାରିପାରିବ । ନିଶା କରିବା ଜଣକୁ ଉତ୍କଣ୍ଠାରୁ ମୁକ୍ତ କରିବା କାମରେ ଆସେ ନାହିଁ । ଏହା ନିଶା ଆଟେ । ଏହା ବିସ୍ମରଣ ଅଟେ । ବେଳେ ବେଳେ, କିଛିକ୍ଷଣ ପାଇଁ ଆମେ ସବୁକିଛି ଭୁଲିଯାଉ, କିନ୍ତୁ ଯେତେବେଳେ ଆମେ ଅମ ଚେତନାକୁ ଆସୁ ସେହି ଉତ୍କଣ୍ଠା ଏବଂ ସେହି କଥା ଥାଏ । ତେଣୁ ଏହା ତୁମକୁ ସାହାର୍ଯ୍ୟ କରିବ ନାହିଁ । ଯଦି ତୁମେ ଉତ୍କଣ୍ଠାରୁ ମୁକ୍ତ ହେବାକୁ ଚାହୁଁଛ ଏବଂ ତୁମେ ଯଦି ବାସ୍ତବରେ ଚାହୁଁଛ ଶାଶ୍ଵତ ଜୀବନ ଆନନ୍ଦ ଏବଂ ଜ୍ଞାନ ସହିତ, ତେବେ ଏହା ହେଉଛି ପ୍ରକ୍ରିୟା । ଏହା ହେଉଛି ପ୍ରକ୍ରିୟା । ତୁମକୁ କୃଷ୍ଣଙ୍କୁ ବୁଝିବାକୁ ପଡିବ । ଏଠାରେ ଏହା ସ୍ପଷ୍ଟ ଭାବରେ କୁହାଯାଇଛି ଯେ ନ ମେ ବିଦୁଃ ସୁରଗଣାଃ (BG 10.2) । କେହି ବୁଝିପାରିବେ ନାହିଁ । କିନ୍ତୁ ଏକ ଉପାୟ ଅଛି । ସେବୋନ୍ମିଖେ ହି ଜିହୱାଦୋ ସ୍ଵୟଂ ଏବ ସ୍ଫୁରତି ଅଦଃ (Brs. 1.2.234) । ଏହା ଏକ ପ୍ରକ୍ରିୟା ଅଟେ । ଶ୍ରୀମଦ୍ ଭାଗବତମ୍ ର ଅନେକ ସ୍ଥାନରେ ଏହି ପ୍ରକ୍ରିୟା ବିଭିନ୍ନ ପ୍ରକାରରେ ବର୍ଣ୍ଣନା କରାଯାଇଛି । ଯେପରିକି ଏକ ସ୍ଥାନରେ କୁହାଯାଇଛି ଯେ
- ଜ୍ଞାନ ପ୍ରୟାସମ୍ ଉଦପସ୍ୟ ନମନ୍ତ ଏବ
- ଜୀବଂନ୍ତୀ ସନ୍ମୁଖରିତଂ ଭବଦୀୟ-ବାର୍ତମ
- ସ୍ଥାନେ ସ୍ଥିତାଥଃ ଶ୍ରୁତି-ଗତାଂ ତନୁ-ବାଣ-ମନୋଭିର୍
- ୟେ ପ୍ରାୟଶୋ ଅଜିତ ଜିତୋପ୍ୟସି ତୈସ୍ ତ୍ରି-ଲୋକ୍ୟଁ
- (SB 10.14.3)
ଏହା ଏକ ଭଲ ଶ୍ଳୋକ । ଏହା କୁହାଯାଇଛି ଯେ ଅଜିତ, କେହି ଜାଣିପାରିବେ ନାହିଁ । ଭଗବାନଙ୍କର ଅନ୍ୟ ନାମ ହେଉଛି ଅଜିତ । ଅଜିତ ଅର୍ଥାତ୍ କେହି ତାଙ୍କୁ ପରାଜୟ କରିପାରିବେ ନାହିଁ । କେହି ତାଙ୍କ ପାଖରେ ପହଞ୍ଚି ପାରିବେ ନାହିଁ । ସେଥିପାଇଁ ତାଙ୍କ ନାମ ହେଉଛି ଅଜୀତ । ତେଣୁ ଅଜୀତ ପରାଜୟ ହୋଇଯାଆନ୍ତି । ଅଜୀତ ଜିତୋପ୍ୟସି । ଯଦିଓ ଭଗବାନ ଅଜ୍ଞାତ ଅଟନ୍ତି, ଭଗବାନ ଅଜେୟ ଅଟନ୍ତ, ତଥାପି, ତାଙ୍କୁ ପରାଜୟ କରିହେବ । କିପରି? ସ୍ଥାନେ ସ୍ଥିଥାଃ ।