OR/Prabhupada 0148 - ଆମେମାନେ ଭଗବାନଙ୍କର ଅଂଶ ବିଶେଷ ଅଟୁ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0148 - in all Languages Category:OR-Quotes - 1976 Category:OR-Quotes - Lec...")
 
(Vanibot #0023: VideoLocalizer - changed YouTube player to show hard-coded subtitles version)
 
Line 7: Line 7:
[[Category:OR-Quotes - in India]]
[[Category:OR-Quotes - in India]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0147 - ସାଧାରଣ ଚାଉଳକୁ ସର୍ବୋଚ୍ଚ ଚାଉଳ କୁହାଯାଏ ନାହିଁ|0147|OR/Prabhupada 0149 - କୃଷ୍ଣ ଚେତନା ଆନ୍ଦୋଳନ ଅର୍ଥାତ୍ ପରମ ପିତାଙ୍କୁ ଖୋଜିବା|0149}}
{{1080 videos navigation - All Languages|Oriya|OR/Prabhupada 0147 - ସାଧାରଣ ଚାଉଳକୁ ସର୍ବୋଚ୍ଚ ଚାଉଳ କୁହାଯାଏ ନାହିଁ|0147|OR/Prabhupada 0149 - କୃଷ୍ଣ ଚେତନା ଆନ୍ଦୋଳନ ଅର୍ଥାତ୍ ପରମ ପିତାଙ୍କୁ ଖୋଜିବା|0149}}
<!-- END NAVIGATION BAR -->
<!-- END NAVIGATION BAR -->
Line 18: Line 18:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|w4mwOt_MvRI|ଆମେମାନେ ଭଗବାନଙ୍କର ଅଂଶ ବିଶେଷ ଅଟୁ<br />- Prabhupāda 0148}}
{{youtube_right|ocVWUw0a7i0|ଆମେମାନେ ଭଗବାନଙ୍କର ଅଂଶ ବିଶେଷ ଅଟୁ<br />- Prabhupāda 0148}}
<!-- END VIDEO LINK -->
<!-- END VIDEO LINK -->


Line 30: Line 30:


<!-- BEGIN TRANSLATED TEXT -->     
<!-- BEGIN TRANSLATED TEXT -->     
ଏହା ହେଉଛି ଧର୍ମ । ସମ୍ଵନ୍ଧ, ଅଭୀଦେୟ, ପ୍ରୟୋଜନ ଏହି ତିନୋଟି କଥା । ସମ୍ପୂର୍ଣ୍ଣ ବେଦ ତିନୋଟି ଭାଗରେ ବିଭକ୍ତ । ସମ୍ଵନ୍ଧ, ଅମର ଭଗବାନଙ୍କ ସହିତ ସମ୍ପର୍କ କ'ଣ । ତାହାକୁ ସମ୍ଵନ୍ଧ କୁହାଯାଏ । ଏବଂ ତାପରେ ଅଭୀଦେୟ । ସେହି ସମ୍ପର୍କ ଅନୁସାରେ ଆମକୁ କାମ କରିବାକୁ ହେବ । ଏହାକୁ ଅଭୀଦେୟ କୁହାଯାଏ । ଏବଂ ଆମେ କାହିଁକି କାମ କରୁ? କାରଣ ଆମ ଜୀବନର ଏକ ଲକ୍ଷ୍ୟ ଅଛି, ସେହି ଲକ୍ଷ୍ୟକୁ ପ୍ରାପ୍ତ କରିବା ପାଇଁ । ତେବେ ଜୀବନର ଲକ୍ଷ୍ୟ କ'ଣ? ଜୀବନର ଲକ୍ଷ୍ୟ ହେଉଛି ଯେ, ଘରକୁ ଫେରିବା, ଭଗବତ ଧାମକୁ ଫେରିବା । ତାହା ହେଉଛି ଜୀବନର ଲକ୍ଷ୍ୟ । ଆମେମାନେ ଭଗବାନଙ୍କର ଅଂଶ ବିଶେଷ ଅଟୁ । ଭଗବାନ ହେଉଛନ୍ତି ସନାତନ ଏବଂ ତାଙ୍କର ନିଜର ଧାମ ଅଛି, ସନାତନ । ପରସ୍ତସ୍ମାତ୍ତୁ ଭାବୋ ଅନ୍ୟୋ ଅବ୍ୟୋକ୍ତ ଅବ୍ୟକ୍ତାତ୍ ସନାତନଃ ([[Vanisource:BG 8.20|BG 8.20]]) । ଏକ ସ୍ଥାନ ଅଛି ଯାହା ସର୍ବଦା ସ୍ଥିତ । ଏହି ଭୌତିକ ଜଗତ, ଏହା ଚିର ଦିନ ପାଇଁ ରହିବ ନାହିଁ । ଏହା ହେଉଛି ଭୂତ୍ଵା ଭୂତ୍ଵା ପ୍ରଲାୟତେ ([[Vanisource:BG 8.19|BG 8.19]]) । ଏହା ଏକ ନିର୍ଦ୍ଧିଷ୍ଟ ଦିନରେ ପ୍ରକଟ ହୁଏ । ଯେପରିକି ତୁମ ଶରୀର ଏବଂ ମୋ ଶରୀର, ଏହା ଏକ ନିର୍ଦ୍ଧିଷ୍ଟ ଦିନରେ ପ୍ରକଟ ହୋଇଥିଲା । ଏହା କିଛି ସମୟ ପାଇଁ ରହିବ । ଏହା ବଡ଼ ହେବ । ଏହା କିଛି ଉତ୍ପାଦନ କରିବ । ତାପରେ ଆମେ ବୁଢ଼ା ହୋଇଯାଉ, ଦୁର୍ବଳ, ଏବଂ ତାପରେ ସମାପ୍ତ । ଏହାକୁ ସଦ୍-ବିକାର କୁହାଯାଏ । ଯାହାର କିଛି ଭୌତିକ ଅଛି । କିନ୍ତୁ ଅନ୍ୟ ଏକ ପ୍ରକୃତି ଅଛି ଯେଉଁଠାରେ କୌଣସି ସଦ୍-ବିକାର ନାହିଁ । ତହା ହେଉଛି ସନାତନ । ତେଣୁ ତାହାକୁ ସନାତନ ଧାମ କୁହାଯାଏ । ଏବଂ ଜୀବ, ଆମେ ଜୀବମାନେ, ଆମମାନଙ୍କୁ ମଧ୍ୟ ସନାତନ ରୂପରେ ବର୍ଣ୍ଣନା କରାଯାଇଛି । ନ ହନ୍ୟତେ ହନ୍ୟମାନେ ଶରୀରେ ([[Vanisource:BG 2.20|BG 2.20]]) । ଏବଂ ଭଗବାନଙ୍କୁ ମଧ୍ୟ ସନାତନ ରୂପରେ ସମ୍ଵୋଧନ କରାଯାଇଛି । ତେଣୁ ଆମର ବାସ୍ତବ ସ୍ଥିତି ହେଉଛି ଯେ ଆମେମାନେ ସନାତନ, କୃଷ୍ଣ ସନାତନ, ଏବଂ କୃଷ୍ଣଙ୍କର ଧାମ, ସନାତନ ଅଟେ । ଯେତେବେଳେ ଆମେ ସେହି ସନାତନ ଧାମକୁ ଫେରିବା ଏବଂ ସର୍ବୋଚ୍ଚ ସନାତନ କୃଷ୍ଣଙ୍କ ସହିତ ରହିବା... ଏବଂ ଆମେ ମଧ୍ୟ ସନାତନ ଅଟୁ । ଯେଉଁ ପ୍ରକ୍ରିୟା ଦ୍ଵାରା ଆମେ ଜୀବନର ଏହି ସର୍ବୋଚ୍ଚ ଲକ୍ଷ୍ୟ ପ୍ରାପ୍ତ କରିପାରିବା, ତାହାକୁ ସନାତନ ଧର୍ମ କୁହାଯାଏ । ଆମେ ଏଠାରେ ସନାତନ ଧର୍ମ ସମ୍ପାଦନ କରୁଛୁ ।  
ଏହା ହେଉଛି ଧର୍ମ । ସମ୍ଵନ୍ଧ, ଅଭୀଦେୟ, ପ୍ରୟୋଜନ ଏହି ତିନୋଟି କଥା । ସମ୍ପୂର୍ଣ୍ଣ ବେଦ ତିନୋଟି ଭାଗରେ ବିଭକ୍ତ । ସମ୍ଵନ୍ଧ, ଅମର ଭଗବାନଙ୍କ ସହିତ ସମ୍ପର୍କ କ'ଣ । ତାହାକୁ ସମ୍ଵନ୍ଧ କୁହାଯାଏ । ଏବଂ ତାପରେ ଅଭୀଦେୟ । ସେହି ସମ୍ପର୍କ ଅନୁସାରେ ଆମକୁ କାମ କରିବାକୁ ହେବ । ଏହାକୁ ଅଭୀଦେୟ କୁହାଯାଏ । ଏବଂ ଆମେ କାହିଁକି କାମ କରୁ? କାରଣ ଆମ ଜୀବନର ଏକ ଲକ୍ଷ୍ୟ ଅଛି, ସେହି ଲକ୍ଷ୍ୟକୁ ପ୍ରାପ୍ତ କରିବା ପାଇଁ । ତେବେ ଜୀବନର ଲକ୍ଷ୍ୟ କ'ଣ? ଜୀବନର ଲକ୍ଷ୍ୟ ହେଉଛି ଯେ, ଘରକୁ ଫେରିବା, ଭଗବତ ଧାମକୁ ଫେରିବା । ତାହା ହେଉଛି ଜୀବନର ଲକ୍ଷ୍ୟ । ଆମେମାନେ ଭଗବାନଙ୍କର ଅଂଶ ବିଶେଷ ଅଟୁ । ଭଗବାନ ହେଉଛନ୍ତି ସନାତନ ଏବଂ ତାଙ୍କର ନିଜର ଧାମ ଅଛି, ସନାତନ । ପରସ୍ତସ୍ମାତ୍ତୁ ଭାବୋ ଅନ୍ୟୋ ଅବ୍ୟୋକ୍ତ ଅବ୍ୟକ୍ତାତ୍ ସନାତନଃ ([[Vanisource:BG 8.20 (1972)|BG 8.20]]) । ଏକ ସ୍ଥାନ ଅଛି ଯାହା ସର୍ବଦା ସ୍ଥିତ । ଏହି ଭୌତିକ ଜଗତ, ଏହା ଚିର ଦିନ ପାଇଁ ରହିବ ନାହିଁ । ଏହା ହେଉଛି ଭୂତ୍ଵା ଭୂତ୍ଵା ପ୍ରଲାୟତେ ([[Vanisource:BG 8.19 (1972)|BG 8.19]]) । ଏହା ଏକ ନିର୍ଦ୍ଧିଷ୍ଟ ଦିନରେ ପ୍ରକଟ ହୁଏ । ଯେପରିକି ତୁମ ଶରୀର ଏବଂ ମୋ ଶରୀର, ଏହା ଏକ ନିର୍ଦ୍ଧିଷ୍ଟ ଦିନରେ ପ୍ରକଟ ହୋଇଥିଲା । ଏହା କିଛି ସମୟ ପାଇଁ ରହିବ । ଏହା ବଡ଼ ହେବ । ଏହା କିଛି ଉତ୍ପାଦନ କରିବ । ତାପରେ ଆମେ ବୁଢ଼ା ହୋଇଯାଉ, ଦୁର୍ବଳ, ଏବଂ ତାପରେ ସମାପ୍ତ । ଏହାକୁ ସଦ୍-ବିକାର କୁହାଯାଏ । ଯାହାର କିଛି ଭୌତିକ ଅଛି । କିନ୍ତୁ ଅନ୍ୟ ଏକ ପ୍ରକୃତି ଅଛି ଯେଉଁଠାରେ କୌଣସି ସଦ୍-ବିକାର ନାହିଁ । ତହା ହେଉଛି ସନାତନ । ତେଣୁ ତାହାକୁ ସନାତନ ଧାମ କୁହାଯାଏ । ଏବଂ ଜୀବ, ଆମେ ଜୀବମାନେ, ଆମମାନଙ୍କୁ ମଧ୍ୟ ସନାତନ ରୂପରେ ବର୍ଣ୍ଣନା କରାଯାଇଛି । ନ ହନ୍ୟତେ ହନ୍ୟମାନେ ଶରୀରେ ([[Vanisource:BG 2.20 (1972)|BG 2.20]]) । ଏବଂ ଭଗବାନଙ୍କୁ ମଧ୍ୟ ସନାତନ ରୂପରେ ସମ୍ଵୋଧନ କରାଯାଇଛି । ତେଣୁ ଆମର ବାସ୍ତବ ସ୍ଥିତି ହେଉଛି ଯେ ଆମେମାନେ ସନାତନ, କୃଷ୍ଣ ସନାତନ, ଏବଂ କୃଷ୍ଣଙ୍କର ଧାମ, ସନାତନ ଅଟେ । ଯେତେବେଳେ ଆମେ ସେହି ସନାତନ ଧାମକୁ ଫେରିବା ଏବଂ ସର୍ବୋଚ୍ଚ ସନାତନ କୃଷ୍ଣଙ୍କ ସହିତ ରହିବା... ଏବଂ ଆମେ ମଧ୍ୟ ସନାତନ ଅଟୁ । ଯେଉଁ ପ୍ରକ୍ରିୟା ଦ୍ଵାରା ଆମେ ଜୀବନର ଏହି ସର୍ବୋଚ୍ଚ ଲକ୍ଷ୍ୟ ପ୍ରାପ୍ତ କରିପାରିବା, ତାହାକୁ ସନାତନ ଧର୍ମ କୁହାଯାଏ । ଆମେ ଏଠାରେ ସନାତନ ଧର୍ମ ସମ୍ପାଦନ କରୁଛୁ ।  


ତେବେ ଏହି ସନାତନ ଧର୍ମ ଏବଂ ଭାଗବତ ଧର୍ମ, ଏକା କଥା । ଭାଗବତ, ଭଗବାନ । ଭଗବାନ ଶଦ୍ଦରୁ, ଭାଗବତ ଆସିଛି । ତେବେ ଏହି ଭାଗବତ ଧର୍ମ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଦ୍ଵାରା ବର୍ଣ୍ଣନା କରାଯାଇଛି । ସେ କୁହଁନ୍ତି, ଜୀବେର ସ୍ଵରୂପ ହୟ ନିତ୍ୟ କୃଷ୍ଣ ଦାସ ([[Vanisource:CC Madhya 20.108-109|Cc. Madhya 20.108-109]]) । ଆମେମାନେ କୃଷ୍ଣଙ୍କର ଶାଶ୍ଵତ ସେବକ ଅଟୁ । ଏହା ହେଉଛି । କିନ୍ତୁ ବର୍ତ୍ତମାନ ମୂହୁର୍ତରେ, ଆମର ଭୌତିକ ସମ୍ପର୍କ ସହିତ, ଭଗବାନ କିମ୍ଵା କୃଷ୍ଣଙ୍କର ସେବକ ହେବା ପରିବର୍ତ୍ତେ, ଆମେ ଏତେ ସାରା ଜିନିଷର ସେବକ ହୋଇଯାଇଛୁ, ମାୟା, ଏବଂ ସେଥିପାଇଁ ଆମେ ପୀଡ଼ିତ । ଆମେ ସନ୍ତୁଷ୍ଟ ନୁହଁ । ଏହା ହୋଇପାରିବ ନାହିଁ । ଏହା ଉପଯୁକ୍ତ ନୁହଁ । ଯେପରିକି ତୁମେ ଯନ୍ତ୍ରରୁ ଏକ ପେଚ କାଢ଼ି ଦିଅ । ଯଦି ପେଚ କୌଣସି ପ୍ରକାରରେ ତଳେ ପଡ଼ିଯାଏ ତେବେ ତାହର କୌଣସି ମୂଲ୍ୟ ରହିବ ନାହିଁ । କିନ୍ତୁ ସେହି ପେଚ, ଯେତେବେଳେ ତୁମେ ଯନ୍ତ୍ରରେ କଷିବ କିମ୍ଵା ଯଦି ପେଚର ଆବଶ୍ୟକତା ଯୋଗୁଁ ଯନ୍ତ୍ର କାମ କରୁନାହିଁ, ଏହା ଅଶାନ୍ତ ସ୍ଥିତିରେ ଅଛି, ତେବେ ତୁମେ ସେହି ପେଚ ନେଇ କଷି ଦିଅ, ଏବଂ ଯନ୍ତ୍ର କାମ କରିବ ଏବଂ ପେଚ ଭାରୀ ମୂଲ୍ୟବାନ ହୋଇଯିବ । ତେଣୁ ଆମେ ଭଗବାନ, କୃଷ୍ଣଙ୍କର ଅଂଶ ବିଶେଷ ଅଟୁ । ମମୈବାଂଶୋ ଜୀବଭୂତଃ ([[Vanisource:BG 15.7|BG 15.7]]), ସେ କୁହଁନ୍ତି, କୃଷ୍ଣ, ତେବେ ବର୍ତ୍ତମାନ ଆମେ ଅଲଗା ହୋଇଯାଇଛୁ । ଆମେ ତଳେ ପଡ଼ି ଯାଇଛୁ । ଅନ୍ୟ ଏକ ଉଦାହରଣ ହେଉଛି ଯେପରି ଏକ ବଡ଼ ଅଗ୍ନି ଏବଂ ଛୋଟ ଚିଙ୍ଗାରି । ଛୋଟ ଚିଙ୍ଗାରି ଯେତେ ପର୍ଯ୍ୟନ୍ତ ଅଗ୍ନି ସହିତ ଅଛି ସେପର୍ଯ୍ୟନ୍ତ ଏହା ମଧ୍ୟ ଅଗ୍ନି ଅଟେ । ଏବଂ ଯଦି କୌଣସି ପ୍ରକାରରେ ଏହି ଚିଙ୍ଗାରି ବାହାରେ ପଡ଼ିଯାଏ, ଏହା ଲିଭିଯିବ । ସେଥିରେ ଅଗ୍ନିର କୌଣସି ଗୁଣ ରହେ ନାହିଁ । କିନ୍ତୁ ତୁମେ ଯଦି ଏହାକୁ ପୁଣି ନେଇ ଅଗ୍ନିରେ ପକେଇବ, ଏହା ପୁଣି ଥରେ ଚିଙ୍ଗାରି ହୋଇଯିବ ।  
ତେବେ ଏହି ସନାତନ ଧର୍ମ ଏବଂ ଭାଗବତ ଧର୍ମ, ଏକା କଥା । ଭାଗବତ, ଭଗବାନ । ଭଗବାନ ଶଦ୍ଦରୁ, ଭାଗବତ ଆସିଛି । ତେବେ ଏହି ଭାଗବତ ଧର୍ମ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଦ୍ଵାରା ବର୍ଣ୍ଣନା କରାଯାଇଛି । ସେ କୁହଁନ୍ତି, ଜୀବେର ସ୍ଵରୂପ ହୟ ନିତ୍ୟ କୃଷ୍ଣ ଦାସ ([[Vanisource:CC Madhya 20.108-109|Cc. Madhya 20.108-109]]) । ଆମେମାନେ କୃଷ୍ଣଙ୍କର ଶାଶ୍ଵତ ସେବକ ଅଟୁ । ଏହା ହେଉଛି । କିନ୍ତୁ ବର୍ତ୍ତମାନ ମୂହୁର୍ତରେ, ଆମର ଭୌତିକ ସମ୍ପର୍କ ସହିତ, ଭଗବାନ କିମ୍ଵା କୃଷ୍ଣଙ୍କର ସେବକ ହେବା ପରିବର୍ତ୍ତେ, ଆମେ ଏତେ ସାରା ଜିନିଷର ସେବକ ହୋଇଯାଇଛୁ, ମାୟା, ଏବଂ ସେଥିପାଇଁ ଆମେ ପୀଡ଼ିତ । ଆମେ ସନ୍ତୁଷ୍ଟ ନୁହଁ । ଏହା ହୋଇପାରିବ ନାହିଁ । ଏହା ଉପଯୁକ୍ତ ନୁହଁ । ଯେପରିକି ତୁମେ ଯନ୍ତ୍ରରୁ ଏକ ପେଚ କାଢ଼ି ଦିଅ । ଯଦି ପେଚ କୌଣସି ପ୍ରକାରରେ ତଳେ ପଡ଼ିଯାଏ ତେବେ ତାହର କୌଣସି ମୂଲ୍ୟ ରହିବ ନାହିଁ । କିନ୍ତୁ ସେହି ପେଚ, ଯେତେବେଳେ ତୁମେ ଯନ୍ତ୍ରରେ କଷିବ କିମ୍ଵା ଯଦି ପେଚର ଆବଶ୍ୟକତା ଯୋଗୁଁ ଯନ୍ତ୍ର କାମ କରୁନାହିଁ, ଏହା ଅଶାନ୍ତ ସ୍ଥିତିରେ ଅଛି, ତେବେ ତୁମେ ସେହି ପେଚ ନେଇ କଷି ଦିଅ, ଏବଂ ଯନ୍ତ୍ର କାମ କରିବ ଏବଂ ପେଚ ଭାରୀ ମୂଲ୍ୟବାନ ହୋଇଯିବ । ତେଣୁ ଆମେ ଭଗବାନ, କୃଷ୍ଣଙ୍କର ଅଂଶ ବିଶେଷ ଅଟୁ । ମମୈବାଂଶୋ ଜୀବଭୂତଃ ([[Vanisource:BG 15.7 (1972)|BG 15.7]]), ସେ କୁହଁନ୍ତି, କୃଷ୍ଣ, ତେବେ ବର୍ତ୍ତମାନ ଆମେ ଅଲଗା ହୋଇଯାଇଛୁ । ଆମେ ତଳେ ପଡ଼ି ଯାଇଛୁ । ଅନ୍ୟ ଏକ ଉଦାହରଣ ହେଉଛି ଯେପରି ଏକ ବଡ଼ ଅଗ୍ନି ଏବଂ ଛୋଟ ଚିଙ୍ଗାରି । ଛୋଟ ଚିଙ୍ଗାରି ଯେତେ ପର୍ଯ୍ୟନ୍ତ ଅଗ୍ନି ସହିତ ଅଛି ସେପର୍ଯ୍ୟନ୍ତ ଏହା ମଧ୍ୟ ଅଗ୍ନି ଅଟେ । ଏବଂ ଯଦି କୌଣସି ପ୍ରକାରରେ ଏହି ଚିଙ୍ଗାରି ବାହାରେ ପଡ଼ିଯାଏ, ଏହା ଲିଭିଯିବ । ସେଥିରେ ଅଗ୍ନିର କୌଣସି ଗୁଣ ରହେ ନାହିଁ । କିନ୍ତୁ ତୁମେ ଯଦି ଏହାକୁ ପୁଣି ନେଇ ଅଗ୍ନିରେ ପକେଇବ, ଏହା ପୁଣି ଥରେ ଚିଙ୍ଗାରି ହୋଇଯିବ ।  


ତେବେ ଆମର ସ୍ଥିତି ସେହିପରି ଅଟେ । ଯେ କୌଣସି ପ୍ରକାରରେ ଆମେ ଏହି ଭୌତିକ ଜଗତକୁ ଆସିଛୁ । ଯଦିଓ ଆମେ ଏକ ଛୋଟ କଣିକା ଅଟୁ, ପରମ ଭଗବାନଙ୍କର ଆଂଶିକ ଭାଗ, କିନ୍ତୁ କାରଣ ଆମେ ଏହି ଭୌତିକ ଜଗତରେ ଅଛୁ ଆମେ ଭଗବାନଙ୍କ ସହିତ ଥିବା ଆମର ସମ୍ପର୍କ ଭୁଲିଯାଇଛୁ,  ଏବଂ ଆମର... ମନଃ ଷଷ୍ଠାନୀନ୍ଦ୍ରିୟାଣି ପ୍ରକୃତିସ୍ଥାନି କର୍ଷତି ([[Vanisource:BG 15.7|BG 15.7]]) ଆମେ ଭୌତିକ ପ୍ରକୃତି ବିରୋଧରେ ସଂଘର୍ଷ କରୁଛୁ, ଏତେ ସାରା ଅନ୍ୟ କଥା ଅଛି । ଏଠାରେ ମଧ୍ୟ ଆମେ ସେବା କରୁଛୁ କାରଣ ଆମେ ଶାଶ୍ଵତ ଭାବରେ ସେବକ ଅଟୁ । କିନ୍ତୁ କାରଣ ଆମେ ପରମ ଭଗବାନଙ୍କର ସେବା କରିବା ଛାଡ଼ି ଦେଇଛୁ, ଆମେମାନେ ଏତେ ସାରା ଅନ୍ୟ ଜିନିଷଗୁଡ଼ିକର ସେବା କରିବାରେ ବ୍ୟସ୍ତ ଅଛୁ । କିନ୍ତୁ କେହି ସନ୍ତୁଷ୍ଟ ନୁହଁନ୍ତି, ଯେପରି ସମ୍ମାନୀୟ ବିଚାରପତି କହିଲେ, ଯେ କେହି ସନ୍ତୁଷ୍ଟ ନୁହଁନ୍ତି । ତାହା ଏକ ତଥ୍ୟ ଅଟେ । ଏହାକୁ ସନ୍ତୁଷ୍ଟ କରାଯାଇ ପାରିବ ନାହିଁ । ଏହାକୁ ସନ୍ତୁଷ୍ଟ କରାଯାଇ ପାରିବ ନାହିଁ କାରଣ ଆମେମାନେ ହେଉଛୁ ଭଗବାନଙ୍କର ସ୍ଵାଭାବିକ ସେବକ, କିନ୍ତୁ ଏତେ ସାରା ଅନ୍ୟ ଜିନିଷଗୁଡ଼ିକର ସେବା କରିବା ପାଇଁ ଆମକୁ ଏହି ଭୌତିକ ଦୁନିଆରେ ରଖାଯାଇଛି ଯାହା ଉଚିତ୍ ନୁହେଁ । ସେଥିପାଇଁ ଆମେ ସେବାର ଯୋଯନା କରୁଛୁ । ଏହାକୁ ମନଗଢ଼ଣ କାହାଣୀ କୁହାଯାଏ । ମନଃ ଷଷ୍ଠାନୀନ୍ଦ୍ରିୟାଣି ପ୍ରକୃତିସ୍ଥାନି କର୍ଷତି ([[Vanisource:BG 15.7|BG 15.7]]) । ଏକ ସଂଘର୍ଷ, ଏହା ହେଉଛି ଏକ ସଂଘର୍ଷ ।  
ତେବେ ଆମର ସ୍ଥିତି ସେହିପରି ଅଟେ । ଯେ କୌଣସି ପ୍ରକାରରେ ଆମେ ଏହି ଭୌତିକ ଜଗତକୁ ଆସିଛୁ । ଯଦିଓ ଆମେ ଏକ ଛୋଟ କଣିକା ଅଟୁ, ପରମ ଭଗବାନଙ୍କର ଆଂଶିକ ଭାଗ, କିନ୍ତୁ କାରଣ ଆମେ ଏହି ଭୌତିକ ଜଗତରେ ଅଛୁ ଆମେ ଭଗବାନଙ୍କ ସହିତ ଥିବା ଆମର ସମ୍ପର୍କ ଭୁଲିଯାଇଛୁ,  ଏବଂ ଆମର... ମନଃ ଷଷ୍ଠାନୀନ୍ଦ୍ରିୟାଣି ପ୍ରକୃତିସ୍ଥାନି କର୍ଷତି ([[Vanisource:BG 15.7 (1972)|BG 15.7]]) ଆମେ ଭୌତିକ ପ୍ରକୃତି ବିରୋଧରେ ସଂଘର୍ଷ କରୁଛୁ, ଏତେ ସାରା ଅନ୍ୟ କଥା ଅଛି । ଏଠାରେ ମଧ୍ୟ ଆମେ ସେବା କରୁଛୁ କାରଣ ଆମେ ଶାଶ୍ଵତ ଭାବରେ ସେବକ ଅଟୁ । କିନ୍ତୁ କାରଣ ଆମେ ପରମ ଭଗବାନଙ୍କର ସେବା କରିବା ଛାଡ଼ି ଦେଇଛୁ, ଆମେମାନେ ଏତେ ସାରା ଅନ୍ୟ ଜିନିଷଗୁଡ଼ିକର ସେବା କରିବାରେ ବ୍ୟସ୍ତ ଅଛୁ । କିନ୍ତୁ କେହି ସନ୍ତୁଷ୍ଟ ନୁହଁନ୍ତି, ଯେପରି ସମ୍ମାନୀୟ ବିଚାରପତି କହିଲେ, ଯେ କେହି ସନ୍ତୁଷ୍ଟ ନୁହଁନ୍ତି । ତାହା ଏକ ତଥ୍ୟ ଅଟେ । ଏହାକୁ ସନ୍ତୁଷ୍ଟ କରାଯାଇ ପାରିବ ନାହିଁ । ଏହାକୁ ସନ୍ତୁଷ୍ଟ କରାଯାଇ ପାରିବ ନାହିଁ କାରଣ ଆମେମାନେ ହେଉଛୁ ଭଗବାନଙ୍କର ସ୍ଵାଭାବିକ ସେବକ, କିନ୍ତୁ ଏତେ ସାରା ଅନ୍ୟ ଜିନିଷଗୁଡ଼ିକର ସେବା କରିବା ପାଇଁ ଆମକୁ ଏହି ଭୌତିକ ଦୁନିଆରେ ରଖାଯାଇଛି ଯାହା ଉଚିତ୍ ନୁହେଁ । ସେଥିପାଇଁ ଆମେ ସେବାର ଯୋଯନା କରୁଛୁ । ଏହାକୁ ମନଗଢ଼ଣ କାହାଣୀ କୁହାଯାଏ । ମନଃ ଷଷ୍ଠାନୀନ୍ଦ୍ରିୟାଣି ପ୍ରକୃତିସ୍ଥାନି କର୍ଷତି ([[Vanisource:BG 15.7 (1972)|BG 15.7]]) । ଏକ ସଂଘର୍ଷ, ଏହା ହେଉଛି ଏକ ସଂଘର୍ଷ ।  
<!-- END TRANSLATED TEXT -->
<!-- END TRANSLATED TEXT -->

Latest revision as of 13:39, 17 October 2018



Lecture on SB 7.6.1 -- Madras, January 2, 1976

ଏହା ହେଉଛି ଧର୍ମ । ସମ୍ଵନ୍ଧ, ଅଭୀଦେୟ, ପ୍ରୟୋଜନ ଏହି ତିନୋଟି କଥା । ସମ୍ପୂର୍ଣ୍ଣ ବେଦ ତିନୋଟି ଭାଗରେ ବିଭକ୍ତ । ସମ୍ଵନ୍ଧ, ଅମର ଭଗବାନଙ୍କ ସହିତ ସମ୍ପର୍କ କ'ଣ । ତାହାକୁ ସମ୍ଵନ୍ଧ କୁହାଯାଏ । ଏବଂ ତାପରେ ଅଭୀଦେୟ । ସେହି ସମ୍ପର୍କ ଅନୁସାରେ ଆମକୁ କାମ କରିବାକୁ ହେବ । ଏହାକୁ ଅଭୀଦେୟ କୁହାଯାଏ । ଏବଂ ଆମେ କାହିଁକି କାମ କରୁ? କାରଣ ଆମ ଜୀବନର ଏକ ଲକ୍ଷ୍ୟ ଅଛି, ସେହି ଲକ୍ଷ୍ୟକୁ ପ୍ରାପ୍ତ କରିବା ପାଇଁ । ତେବେ ଜୀବନର ଲକ୍ଷ୍ୟ କ'ଣ? ଜୀବନର ଲକ୍ଷ୍ୟ ହେଉଛି ଯେ, ଘରକୁ ଫେରିବା, ଭଗବତ ଧାମକୁ ଫେରିବା । ତାହା ହେଉଛି ଜୀବନର ଲକ୍ଷ୍ୟ । ଆମେମାନେ ଭଗବାନଙ୍କର ଅଂଶ ବିଶେଷ ଅଟୁ । ଭଗବାନ ହେଉଛନ୍ତି ସନାତନ ଏବଂ ତାଙ୍କର ନିଜର ଧାମ ଅଛି, ସନାତନ । ପରସ୍ତସ୍ମାତ୍ତୁ ଭାବୋ ଅନ୍ୟୋ ଅବ୍ୟୋକ୍ତ ଅବ୍ୟକ୍ତାତ୍ ସନାତନଃ (BG 8.20) । ଏକ ସ୍ଥାନ ଅଛି ଯାହା ସର୍ବଦା ସ୍ଥିତ । ଏହି ଭୌତିକ ଜଗତ, ଏହା ଚିର ଦିନ ପାଇଁ ରହିବ ନାହିଁ । ଏହା ହେଉଛି ଭୂତ୍ଵା ଭୂତ୍ଵା ପ୍ରଲାୟତେ (BG 8.19) । ଏହା ଏକ ନିର୍ଦ୍ଧିଷ୍ଟ ଦିନରେ ପ୍ରକଟ ହୁଏ । ଯେପରିକି ତୁମ ଶରୀର ଏବଂ ମୋ ଶରୀର, ଏହା ଏକ ନିର୍ଦ୍ଧିଷ୍ଟ ଦିନରେ ପ୍ରକଟ ହୋଇଥିଲା । ଏହା କିଛି ସମୟ ପାଇଁ ରହିବ । ଏହା ବଡ଼ ହେବ । ଏହା କିଛି ଉତ୍ପାଦନ କରିବ । ତାପରେ ଆମେ ବୁଢ଼ା ହୋଇଯାଉ, ଦୁର୍ବଳ, ଏବଂ ତାପରେ ସମାପ୍ତ । ଏହାକୁ ସଦ୍-ବିକାର କୁହାଯାଏ । ଯାହାର କିଛି ଭୌତିକ ଅଛି । କିନ୍ତୁ ଅନ୍ୟ ଏକ ପ୍ରକୃତି ଅଛି ଯେଉଁଠାରେ କୌଣସି ସଦ୍-ବିକାର ନାହିଁ । ତହା ହେଉଛି ସନାତନ । ତେଣୁ ତାହାକୁ ସନାତନ ଧାମ କୁହାଯାଏ । ଏବଂ ଜୀବ, ଆମେ ଜୀବମାନେ, ଆମମାନଙ୍କୁ ମଧ୍ୟ ସନାତନ ରୂପରେ ବର୍ଣ୍ଣନା କରାଯାଇଛି । ନ ହନ୍ୟତେ ହନ୍ୟମାନେ ଶରୀରେ (BG 2.20) । ଏବଂ ଭଗବାନଙ୍କୁ ମଧ୍ୟ ସନାତନ ରୂପରେ ସମ୍ଵୋଧନ କରାଯାଇଛି । ତେଣୁ ଆମର ବାସ୍ତବ ସ୍ଥିତି ହେଉଛି ଯେ ଆମେମାନେ ସନାତନ, କୃଷ୍ଣ ସନାତନ, ଏବଂ କୃଷ୍ଣଙ୍କର ଧାମ, ସନାତନ ଅଟେ । ଯେତେବେଳେ ଆମେ ସେହି ସନାତନ ଧାମକୁ ଫେରିବା ଏବଂ ସର୍ବୋଚ୍ଚ ସନାତନ କୃଷ୍ଣଙ୍କ ସହିତ ରହିବା... ଏବଂ ଆମେ ମଧ୍ୟ ସନାତନ ଅଟୁ । ଯେଉଁ ପ୍ରକ୍ରିୟା ଦ୍ଵାରା ଆମେ ଜୀବନର ଏହି ସର୍ବୋଚ୍ଚ ଲକ୍ଷ୍ୟ ପ୍ରାପ୍ତ କରିପାରିବା, ତାହାକୁ ସନାତନ ଧର୍ମ କୁହାଯାଏ । ଆମେ ଏଠାରେ ସନାତନ ଧର୍ମ ସମ୍ପାଦନ କରୁଛୁ ।

ତେବେ ଏହି ସନାତନ ଧର୍ମ ଏବଂ ଭାଗବତ ଧର୍ମ, ଏକା କଥା । ଭାଗବତ, ଭଗବାନ । ଭଗବାନ ଶଦ୍ଦରୁ, ଭାଗବତ ଆସିଛି । ତେବେ ଏହି ଭାଗବତ ଧର୍ମ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଦ୍ଵାରା ବର୍ଣ୍ଣନା କରାଯାଇଛି । ସେ କୁହଁନ୍ତି, ଜୀବେର ସ୍ଵରୂପ ହୟ ନିତ୍ୟ କୃଷ୍ଣ ଦାସ (Cc. Madhya 20.108-109) । ଆମେମାନେ କୃଷ୍ଣଙ୍କର ଶାଶ୍ଵତ ସେବକ ଅଟୁ । ଏହା ହେଉଛି । କିନ୍ତୁ ବର୍ତ୍ତମାନ ମୂହୁର୍ତରେ, ଆମର ଭୌତିକ ସମ୍ପର୍କ ସହିତ, ଭଗବାନ କିମ୍ଵା କୃଷ୍ଣଙ୍କର ସେବକ ହେବା ପରିବର୍ତ୍ତେ, ଆମେ ଏତେ ସାରା ଜିନିଷର ସେବକ ହୋଇଯାଇଛୁ, ମାୟା, ଏବଂ ସେଥିପାଇଁ ଆମେ ପୀଡ଼ିତ । ଆମେ ସନ୍ତୁଷ୍ଟ ନୁହଁ । ଏହା ହୋଇପାରିବ ନାହିଁ । ଏହା ଉପଯୁକ୍ତ ନୁହଁ । ଯେପରିକି ତୁମେ ଯନ୍ତ୍ରରୁ ଏକ ପେଚ କାଢ଼ି ଦିଅ । ଯଦି ପେଚ କୌଣସି ପ୍ରକାରରେ ତଳେ ପଡ଼ିଯାଏ ତେବେ ତାହର କୌଣସି ମୂଲ୍ୟ ରହିବ ନାହିଁ । କିନ୍ତୁ ସେହି ପେଚ, ଯେତେବେଳେ ତୁମେ ଯନ୍ତ୍ରରେ କଷିବ କିମ୍ଵା ଯଦି ପେଚର ଆବଶ୍ୟକତା ଯୋଗୁଁ ଯନ୍ତ୍ର କାମ କରୁନାହିଁ, ଏହା ଅଶାନ୍ତ ସ୍ଥିତିରେ ଅଛି, ତେବେ ତୁମେ ସେହି ପେଚ ନେଇ କଷି ଦିଅ, ଏବଂ ଯନ୍ତ୍ର କାମ କରିବ ଏବଂ ପେଚ ଭାରୀ ମୂଲ୍ୟବାନ ହୋଇଯିବ । ତେଣୁ ଆମେ ଭଗବାନ, କୃଷ୍ଣଙ୍କର ଅଂଶ ବିଶେଷ ଅଟୁ । ମମୈବାଂଶୋ ଜୀବଭୂତଃ (BG 15.7), ସେ କୁହଁନ୍ତି, କୃଷ୍ଣ, ତେବେ ବର୍ତ୍ତମାନ ଆମେ ଅଲଗା ହୋଇଯାଇଛୁ । ଆମେ ତଳେ ପଡ଼ି ଯାଇଛୁ । ଅନ୍ୟ ଏକ ଉଦାହରଣ ହେଉଛି ଯେପରି ଏକ ବଡ଼ ଅଗ୍ନି ଏବଂ ଛୋଟ ଚିଙ୍ଗାରି । ଛୋଟ ଚିଙ୍ଗାରି ଯେତେ ପର୍ଯ୍ୟନ୍ତ ଅଗ୍ନି ସହିତ ଅଛି ସେପର୍ଯ୍ୟନ୍ତ ଏହା ମଧ୍ୟ ଅଗ୍ନି ଅଟେ । ଏବଂ ଯଦି କୌଣସି ପ୍ରକାରରେ ଏହି ଚିଙ୍ଗାରି ବାହାରେ ପଡ଼ିଯାଏ, ଏହା ଲିଭିଯିବ । ସେଥିରେ ଅଗ୍ନିର କୌଣସି ଗୁଣ ରହେ ନାହିଁ । କିନ୍ତୁ ତୁମେ ଯଦି ଏହାକୁ ପୁଣି ନେଇ ଅଗ୍ନିରେ ପକେଇବ, ଏହା ପୁଣି ଥରେ ଚିଙ୍ଗାରି ହୋଇଯିବ ।

ତେବେ ଆମର ସ୍ଥିତି ସେହିପରି ଅଟେ । ଯେ କୌଣସି ପ୍ରକାରରେ ଆମେ ଏହି ଭୌତିକ ଜଗତକୁ ଆସିଛୁ । ଯଦିଓ ଆମେ ଏକ ଛୋଟ କଣିକା ଅଟୁ, ପରମ ଭଗବାନଙ୍କର ଆଂଶିକ ଭାଗ, କିନ୍ତୁ କାରଣ ଆମେ ଏହି ଭୌତିକ ଜଗତରେ ଅଛୁ ଆମେ ଭଗବାନଙ୍କ ସହିତ ଥିବା ଆମର ସମ୍ପର୍କ ଭୁଲିଯାଇଛୁ, ଏବଂ ଆମର... ମନଃ ଷଷ୍ଠାନୀନ୍ଦ୍ରିୟାଣି ପ୍ରକୃତିସ୍ଥାନି କର୍ଷତି (BG 15.7) ଆମେ ଭୌତିକ ପ୍ରକୃତି ବିରୋଧରେ ସଂଘର୍ଷ କରୁଛୁ, ଏତେ ସାରା ଅନ୍ୟ କଥା ଅଛି । ଏଠାରେ ମଧ୍ୟ ଆମେ ସେବା କରୁଛୁ କାରଣ ଆମେ ଶାଶ୍ଵତ ଭାବରେ ସେବକ ଅଟୁ । କିନ୍ତୁ କାରଣ ଆମେ ପରମ ଭଗବାନଙ୍କର ସେବା କରିବା ଛାଡ଼ି ଦେଇଛୁ, ଆମେମାନେ ଏତେ ସାରା ଅନ୍ୟ ଜିନିଷଗୁଡ଼ିକର ସେବା କରିବାରେ ବ୍ୟସ୍ତ ଅଛୁ । କିନ୍ତୁ କେହି ସନ୍ତୁଷ୍ଟ ନୁହଁନ୍ତି, ଯେପରି ସମ୍ମାନୀୟ ବିଚାରପତି କହିଲେ, ଯେ କେହି ସନ୍ତୁଷ୍ଟ ନୁହଁନ୍ତି । ତାହା ଏକ ତଥ୍ୟ ଅଟେ । ଏହାକୁ ସନ୍ତୁଷ୍ଟ କରାଯାଇ ପାରିବ ନାହିଁ । ଏହାକୁ ସନ୍ତୁଷ୍ଟ କରାଯାଇ ପାରିବ ନାହିଁ କାରଣ ଆମେମାନେ ହେଉଛୁ ଭଗବାନଙ୍କର ସ୍ଵାଭାବିକ ସେବକ, କିନ୍ତୁ ଏତେ ସାରା ଅନ୍ୟ ଜିନିଷଗୁଡ଼ିକର ସେବା କରିବା ପାଇଁ ଆମକୁ ଏହି ଭୌତିକ ଦୁନିଆରେ ରଖାଯାଇଛି ଯାହା ଉଚିତ୍ ନୁହେଁ । ସେଥିପାଇଁ ଆମେ ସେବାର ଯୋଯନା କରୁଛୁ । ଏହାକୁ ମନଗଢ଼ଣ କାହାଣୀ କୁହାଯାଏ । ମନଃ ଷଷ୍ଠାନୀନ୍ଦ୍ରିୟାଣି ପ୍ରକୃତିସ୍ଥାନି କର୍ଷତି (BG 15.7) । ଏକ ସଂଘର୍ଷ, ଏହା ହେଉଛି ଏକ ସଂଘର୍ଷ ।