OR/Prabhupada 1032 - ପ୍ରକ୍ରିୟା ହେଉଛି ନିଜକୁ ଭୌତିକ ଶକ୍ତିରୁ ଆଧ୍ୟାତ୍ମିକ ଶକ୍ତିକୁ ସ୍ଥାନାନ୍ତରିତ କରିବା: Difference between revisions

 
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
 
Line 1: Line 1:
<!-- BEGIN CATEGORY LIST -->
<!-- BEGIN CATEGORY LIST -->
[[Category:1080 Oriya Pages with Videos]]
[[Category:1080 Oriya Pages with Videos]]
[[Category:French Pages - 207 Live Videos]]
[[Category:Oriya Pages - 207 Live Videos]]
[[Category:Prabhupada 1032 - in all Languages]]
[[Category:Prabhupada 1032 - in all Languages]]
[[Category:OR-Quotes - 1974]]
[[Category:OR-Quotes - 1974]]
[[Category:OR-Quotes - Lectures, General]]
[[Category:OR-Quotes - Lectures, General]]
[[Category:OR-Quotes - in Australia]]
[[Category:OR-Quotes - in Australia]]
[[Category:French Language]]
[[Category:Oriya Language]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 1030 - ମନୁଷ୍ୟ ଜୀବନ ଭଗବାନଙ୍କୁ ବୁଝିବାକୁ ଅଛି । ତାହା ହେଉଛି ମନୁଷ୍ୟ ଜୀବନର ଏକ ମାତ୍ର କାମ|1030|OR/Prabhupada 1034 - ମୃତ୍ୟୁ ଅର୍ଥାତ୍ ସାତ ମାସ ପାଇଁ ଶୋଇବା । ବାସ୍ । ତାହା ହେଉଛି ମୃତ୍ୟୁ|1034}}
{{1080 videos navigation - All Languages|Oriya|OR/Prabhupada 1031 - ସମସ୍ତ ଜୀବ, ସେମାନେ ଭୌତିକ ପୋଷାକ ଦ୍ଵାରା ଅଛାଦିତ|1031|OR/Prabhupada 1033 - ଜୀଶୁ ଖ୍ରୀଷ୍ଟ ଭଗବାନଙ୍କର ପୁତ୍ର, ସବୁଠାରୁ ଭଲ ପୁତ୍ର, ତେଣୁ ତାଙ୍କ ପ୍ରତି ଆମର ସମସ୍ତ ସମ୍ମାନ ଅଛି|1033}}
<!-- END NAVIGATION BAR -->
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->
Line 19: Line 19:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|Z1iG_aOoI98|ପ୍ରକ୍ରିୟା ହେଉଛି ନିଜକୁ ଭୌତିକ ଶକ୍ତିରୁ ଆଧ୍ୟାତ୍ମିକ ଶକ୍ତିକୁ ସ୍ଥାନାନ୍ତରିତ କରିବା <br/>- Prabhupāda 1032}}
{{youtube_right|MiOxUyWWLNM|ପ୍ରକ୍ରିୟା ହେଉଛି ନିଜକୁ ଭୌତିକ ଶକ୍ତିରୁ ଆଧ୍ୟାତ୍ମିକ ଶକ୍ତିକୁ ସ୍ଥାନାନ୍ତରିତ କରିବା <br/>- Prabhupāda 1032}}
<!-- END VIDEO LINK -->
<!-- END VIDEO LINK -->



Latest revision as of 22:50, 1 October 2020



740628 - Lecture at St. Pascal's Franciscan Seminary - Melbourne

ମଧୁଦ୍ଵିଶ: ମୁଁ ଜାଣିଛି ତୁମେ ଶ୍ରୀମାନଙ୍କୁ ପ୍ରଶ୍ନ ପଚାରିବା ପାଇଁ ଉତ୍ସୁକ ହୋଇପାର । ତେଣୁ ଯଦି କୌଣସି ପ୍ରଶ୍ନ ଅଛି, ତୁମେ ତୁମର ହାତ ଟେକି ପାର ଏବଂ ତାପରେ ଆମେ ପ୍ରଶ୍ନ ପଚାରି ପାରିବୁ, ଯଦି ତୁମେ ଚାହଁ । କୌଣସି ପ୍ରଶ୍ନ ନାହିଁ? ଏହାର ମାନେ ହେଉଛି ଯେ ସମସ୍ତେ ସହମତ ଅଛନ୍ତି ।(ହସ)

ପ୍ରଭୁପାଦ: ପୂର୍ଣ୍ଣ ଭାବରେ ସହମତ । ବହୁତ ଭଲ ।

ଅତିଥି(୧): ଆପଣଙ୍କର ଭକ୍ତମାନେ କହୁଛନ୍ତି ଯେ ଆପଣଙ୍କର ଉଦ୍ଦେଶ୍ୟ ହେଲା ଭୌତିକ ଅସ୍ଥିତ୍ଵର ରୋଗରୁ ଉପରକୁ ଯିବା । ମୁଁ ଆପଣଙ୍କର କରିବାର ପଦ୍ଧତି ବୁଝିପାରିଲି ନାହିଁ, କିନ୍ତୁ ଆପଣ ମୋତେ କହି ପାରିବେ କି ଏହି ରୋଗରୁ ଉପରକୁ ଯିବା ପରେ ଅନ୍ତିମ ପରିଣାମ କ'ଣ ।

ପ୍ରଭୁପାଦ: ତାହା କ'ଣ?

ମଧୁଦ୍ଵିଶ: କୃଷ୍ଣ ଚେତନାରେ, ପ୍ରକ୍ରିୟା ହେଉଛି ଭୌତିକ ଅସ୍ଥିତ୍ଵର ରୋଗରୁ ଉାପରକୁ ଯିବା । ତାଙ୍କ ପ୍ରଶ୍ନର ପ୍ରଥମ ଭାଗ ହେଉଛି, "ଏହା କିପରି କରାଯିବ?" ତାଙ୍କ ପ୍ରଶ୍ନର ଦ୍ଵିତୀୟ ଭାଗ ହେଉଛି, "ଏହି ପ୍ରକ୍ରିୟା ଗ୍ରହଣ କରିବା ପରେ ଏହାର ଶେଷ ପରିଣାମ କ'ଣ?"

ପ୍ରଭୁପାଦ:ପ୍ରକ୍ରିୟା ହେଉଛି ନିଜକୁ ଭୌତିକ ଶକ୍ତିରୁ ଆଧ୍ୟାତ୍ମିକ ଶକ୍ତିକୁ ସ୍ଥାନାନ୍ତରିତ କରିବା । ଆମେ ଶକ୍ତିର ଅଧିନରେ ଅଛୁ । ଭଗବାନଙ୍କର ଦୁଇଟି ଶକ୍ତି ଅଛି - ଭୌତିକ ଶକ୍ତି ଏବଂ ଆଧ୍ୟାତ୍ମିକ ଶକ୍ତି । ଆମେ ମଧ୍ୟ ଶକ୍ତି ଅଟୁ । ଆମେମାନେ ଭୌତିକ ଶକ୍ତି । ତେବେ ଭୌତିକ ଶକ୍ତି ଅର୍ଥାତ୍ ଆମେ ଭୌତିକ ଶକ୍ତି ଅଧିନରେ ରହି ପାରିବା କିମ୍ଵା ଆଧ୍ୟାତ୍ମିକ ଶକ୍ତି ଅଧିନରେ, ଯେପରି ଆମର ଇଛା । ତଟସ୍ଥ...ଯେପରି ସମୁଦ୍ର କୂଳରେ ତୁମେ ପାଇବ ବେଳେ ବେଳେ ପାଣିର ସୀମାରେ, ପାଣି ଭୁମିକୁ ଆଛାଦିତ କରୁଛି, ଏବଂ ବେଳେ ବେଳେ ଭୁମି ଖୋଲା ରହୁଛି । ଏହାକୁ ତଟସ୍ଥ ସ୍ଥିତି କୁହାଯାଏ । ସେହିପରି, ଆମେ ମାନେ ଭଗବାନଙ୍କର ତଟସ୍ଥ ଶକ୍ତି ଅଟୁ, ଜୀବ । ତେବେ ଆମେ ପାଣି ଭିତରେ ରହି ପାରିବା, ଅର୍ଥାତ୍ ଭୌତିକ ଶକ୍ତି, କିମ୍ଵା ଆମେ ଖୋଲାରେ ମଧ୍ୟ ରହିପାରିବା, ଆଧ୍ୟାତ୍ମିକ ଶକ୍ତିରେ ।