OR/Prabhupada 1044 - ମୋର ବାଲ୍ୟ ସମୟରେ ମୁଁ ଔଷଧ ଖାଉ ନ ଥିଲି: Difference between revisions
(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:French Pages - 207 Live Videos Category:Prabhupada 1044 - in all Languages Category:O...") |
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->") |
||
Line 1: | Line 1: | ||
<!-- BEGIN CATEGORY LIST --> | <!-- BEGIN CATEGORY LIST --> | ||
[[Category:1080 Oriya Pages with Videos]] | [[Category:1080 Oriya Pages with Videos]] | ||
[[Category: | [[Category:Oriya Pages - 207 Live Videos]] | ||
[[Category:Prabhupada 1044 - in all Languages]] | [[Category:Prabhupada 1044 - in all Languages]] | ||
[[Category:OR-Quotes - 1975]] | [[Category:OR-Quotes - 1975]] | ||
[[Category:OR-Quotes - Morning Walks]] | [[Category:OR-Quotes - Morning Walks]] | ||
[[Category:OR-Quotes - in Mauritius]] | [[Category:OR-Quotes - in Mauritius]] | ||
[[Category: | [[Category:Oriya Language]] | ||
<!-- END CATEGORY LIST --> | <!-- END CATEGORY LIST --> | ||
<!-- BEGIN NAVIGATION BAR -- | <!-- BEGIN NAVIGATION BAR -- DO NOT EDIT OR REMOVE --> | ||
{{1080 videos navigation - All Languages|Oriya|OR/Prabhupada | {{1080 videos navigation - All Languages|Oriya|OR/Prabhupada 1043 - ଆମେ କୋକା-କୋଲା ପିଉନାହୁଁ, ଆମେ ପେପ୍ସି-କୋଲା ପିଉନାହୁଁ, ଆମେ ଧୁମ୍ରପାନ କରୁନାହୁଁ|1043|OR/Prabhupada 1045 - ମୁଁ କ'ଣ କହିବି? ସବୁ ନିରର୍ଥକ ବ୍ୟକ୍ତି କିଛି ନିରର୍ଥକ କଥା କହୁଛନ୍ତି । କିପରି ମୁଁ ଏହାକୁ ବନ୍ଦ କରିବି?|1045}} | ||
<!-- END NAVIGATION BAR --> | <!-- END NAVIGATION BAR --> | ||
<!-- BEGIN ORIGINAL VANIQUOTES PAGE LINK--> | <!-- BEGIN ORIGINAL VANIQUOTES PAGE LINK--> | ||
Line 19: | Line 19: | ||
<!-- BEGIN VIDEO LINK --> | <!-- BEGIN VIDEO LINK --> | ||
{{youtube_right| | {{youtube_right|aUKgwU_AslM|ମୋର ବାଲ୍ୟ ସମୟରେ ମୁଁ ଔଷଧ ଖାଉ ନ ଥିଲି <br/>- Prabhupāda 1044}} | ||
<!-- END VIDEO LINK --> | <!-- END VIDEO LINK --> | ||
Latest revision as of 22:40, 1 October 2020
751003 - Morning Walk - Mauritius
ପ୍ରଭୁପାଦ: ଅନୁଭୁତିମୂଳକ ନିତି ବହୁତ ଭଲ ହୋଇଥାନ୍ତା, ଯଦି ତାହା କୃଷ୍ଣଙ୍କ ପାଇଁ କରାଯାଇଥାନ୍ତା । ତେବେ ସେମାନେ ସମଗ୍ର ବିଶ୍ଵକୁ ଏକଜୁଟ କରିପାରିଥାନ୍ତେ ।
ବ୍ରହ୍ମାନନ୍ଦ: ତାଙ୍କ ପ୍ରବନ୍ଧ କରିବା ଶୈଳି ଅତି ଉନ୍ନତ ।
ପ୍ରଭୁପାଦ: ଓଃ, ହଁ । କିନ୍ତୁ ଏହି ସବୁ ଜିନିଷ ତାଙ୍କ ନିଜର ଇନ୍ଦ୍ରିୟ ତୃପ୍ତି ପାଇଁ ଆୟୋଜିତ କରାଯାଇଥିଲା ।
ବ୍ରହ୍ମାନନ୍ଦ: ଶୋଷଣ ।
ପୁଷ୍ଟକୃଷ୍ଣ: ଯଦି ଆମେ କେବେ ସେପରି ଅଧିକାରୀ ହୋଇଥାନ୍ତୁ ଏବଂ ତାଙ୍କଭଳି ଚେଷ୍ଟା କରିଥାନ୍ତୁ, ତେବେ ସେମାନେ ଏହାକୁ ଧର୍ମ ଯୁଦ୍ଧ ବୋଲି ନିନ୍ଦା କରିଥାନ୍ତେ ।
ପ୍ରଭୁପାଦ: ବର୍ତ୍ତମାନ, ଧର୍ମ ଯୁଦ୍ଧ, ଏପରିକି... ଯଦି ସେମାନେ ଖ୍ରୀଷ୍ଟିୟାନ ମାନଙ୍କର ଧାରଣାକୁ ବୃଦ୍ଧି କରିବାକୁ ଚାହିଁଥାନ୍ତେ, ଭଗବଦ୍ ଧାମପ୍ରତି ପ୍ରେମର, ତାହା ଭଲ ହୋଇଥାନ୍ତା । କିନ୍ତୁ ତାହା ଉଦ୍ଦେଶ୍ୟ ନ ଥିଲା । ଏହା ଶୋଷଣ ଥିଲା ।
ପୁଷ୍ଟକୃଷ୍ଣ: ଏପରିକି ବଳ ପ୍ରୟୋଗ କରି?
ପ୍ରଭୁପାଦ:ହଁ । ଯଦି ବଳ ପ୍ରୟୋଗ କରି, ଯଦି ତୁମେ କିଛି ଭଲ ଔଷଧ ଦିଅ, ତାହା ତା ପାଇଁ ଭଲ । ମୋର ବାଲ୍ୟ ସମୟରେ ମୁଁ ଔଷଧ ଖାଉ ନ ଥିଲି । ଠିକ୍ ଏହିପରି ବର୍ତ୍ତମାନ ମଧ୍ୟ । (ହସ) ତେଣୁ ମୋତେ ବଳ ପୂର୍ବକ ଚାମଚରେ ଔଷଧ ଦିଆଯାଉଥିଲା । ଦୁଇଜଣ ବ୍ୟକ୍ତି ମୋତେ ଧରୁଥିଲେ, ଏବଂ ମୋ ମା ମୋତେ କୋଳରେ ବସାଇ ବଳପୂର୍ବକ, ଏବଂ ମୁଁ ତାହା ଖାଉଥିଲି । ମୁଁ କେବେ ମଧ୍ୟ ଔଷଧ ଖାଇବା ପାଇଁ ଆଗ୍ରହି ନ ଥିଲି ।
ହରିକେଷ: ଆମେ ବର୍ତ୍ତମାନ କରିପାରୁକି, ଶ୍ରୀଲା ପ୍ରଭୁପାଦ?
ପ୍ରଭୁପାଦ: ତେବେ ତୁମେ ମୋତେ ମାରିଦେବ ।