OR/680306 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି: Difference between revisions
(Created page with "Category:OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ Category:OR/ଅମୃତ ବାଣୀ - ୧୯୬୮ Category:OR/ଅ...") |
(Vanibot #0025: NectarDropsConnector - add new navigation bars (prev/next)) |
||
Line 2: | Line 2: | ||
[[Category:OR/ଅମୃତ ବାଣୀ - ୧୯୬୮]] | [[Category:OR/ଅମୃତ ବାଣୀ - ୧୯୬୮]] | ||
[[Category:OR/ଅମୃତ ବାଣୀ - San_Francisco]] | [[Category:OR/ଅମୃତ ବାଣୀ - San_Francisco]] | ||
<!-- BEGIN NAVIGATION BAR -- DO NOT EDIT OR REMOVE --> | |||
{{Nectar Drops navigation - All Languages|Oriya|OR/680202 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ଲସ ଆ଼ଞ୍ଜେଲ୍ସ ରେ କହୁଛନ୍ତି|680202|OR/680306b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି|680306b}} | |||
<!-- END NAVIGATION BAR --> | |||
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/680306SB-SAN-FRANCISCO_ND_01.mp3</mp3player>|"ଭଗବଦ୍-ଗୀତାରେ ଆପଣ ପାଇବେ, ସର୍ବସ୍ୟ ଚାହଂ ହୃଦି ସନ୍ନିବିଷ୍ଟୋ ([[Vanisource:BG 15.15 (1972) | ଭ.ଗୀ. ୧୫.୧୫]]) । କୃଷ୍ଣ କହିଛନ୍ତି ଯେ ମୁଁ ସମସ୍ତଙ୍କ ହୃଦୟରେ ବାସ କରୁଛି। ସର୍ବସ୍ୟ ଚାହଂ ହୃଦି ସନ୍ନିବିଷ୍ଟୋ ମତ୍ତଃ ସ୍ମୃତିର୍ଜ୍ଞାନମପୋହନଞ୍ଚ: "ଏବଂ ମୋ ମାଧ୍ୟମରେ ଜଣେ ଭୁଲିଯାଉଛି ଏବଂ ଜଣେ ସ୍ମରଣ କରୁଛି ।" ତେବେ କୃଷ୍ଣ କାହିଁକି ଏପରି କରୁଛନ୍ତି? ସେ କାହାକୁ ଭୁଲିଯିବାକୁ ସାହାଯ୍ୟ କରୁଛନ୍ତି, ଏବଂ ସେ କାହାକୁ ମନେ ରଖିବାରେ ସାହାଯ୍ୟ କରୁଛନ୍ତି । କାହିଁକି? ସମାନ ଉତ୍ତର: ୟେ ୟଥା ମାଂ ପ୍ରପଦ୍ୟନ୍ତେ ([[Vanisource:BG 4.11 (1972) | ଭ.ଗୀ. ୪.୧୧]]) । ଯଦି ତୁମେ କୃଷ୍ଣ, କିମ୍ବା ଭଗବାନଙ୍କୁ ଭୁଲିଯିବାକୁ ଚାହୁଁଛ, ସେ ତୁମକୁ ଏପରି ବୁଦ୍ଧି ଦେବେ ଯେପରି ତୁମେ ସବୁଦିନ ପାଇଁ ଭୁଲିଯିବ । ଭଗବାନଙ୍କ ପରିସରକୁ ଆସିବାର କୌଣସି ସୁଯୋଗ ରହିବ ନାହିଁ । କିନ୍ତୁ ଏହା କୃଷ୍ଣଙ୍କର ଭକ୍ତ। ସେମାନେ ବହୁତ ଦୟାଳୁ ଅଟନ୍ତି । କୃଷ୍ଣ ଅତ୍ୟନ୍ତ କଠୋର। ଯଦି କେହି ତାଙ୍କୁ ଭୁଲିଯିବାକୁ ଚାହାଁନ୍ତି, ତେବେ ସେ ତାଙ୍କୁ ଏତେ ସୁଯୋଗ ଦେବେ ଯେ ସେ କୃଷ୍ଣ କ’ଣ ତାହା ବୁଝିପାରିବେ ନାହିଁ । କିନ୍ତୁ କୃଷ୍ଣଙ୍କ ଭକ୍ତ କୃଷ୍ଣଙ୍କ ଅପେକ୍ଷା ଅଧିକ ଦୟାଳୁ ଅଟନ୍ତି। ତେଣୁ ସେମାନେ ଗରିବ ଲୋକଙ୍କୁ କୃଷ୍ଣ ଚେତନା ବା ଭଗବାନ ଚେତନା ପ୍ରଚାର କରନ୍ତି। "|Vanisource:680306 - Lecture SB 07.06.01 - San Francisco|680306 - ପ୍ରବଚନ SB 07.06.01 - ସାନ୍ ଫ୍ରାନ୍ସିସ୍କୋ}} | {{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/680306SB-SAN-FRANCISCO_ND_01.mp3</mp3player>|"ଭଗବଦ୍-ଗୀତାରେ ଆପଣ ପାଇବେ, ସର୍ବସ୍ୟ ଚାହଂ ହୃଦି ସନ୍ନିବିଷ୍ଟୋ ([[Vanisource:BG 15.15 (1972) | ଭ.ଗୀ. ୧୫.୧୫]]) । କୃଷ୍ଣ କହିଛନ୍ତି ଯେ ମୁଁ ସମସ୍ତଙ୍କ ହୃଦୟରେ ବାସ କରୁଛି। ସର୍ବସ୍ୟ ଚାହଂ ହୃଦି ସନ୍ନିବିଷ୍ଟୋ ମତ୍ତଃ ସ୍ମୃତିର୍ଜ୍ଞାନମପୋହନଞ୍ଚ: "ଏବଂ ମୋ ମାଧ୍ୟମରେ ଜଣେ ଭୁଲିଯାଉଛି ଏବଂ ଜଣେ ସ୍ମରଣ କରୁଛି ।" ତେବେ କୃଷ୍ଣ କାହିଁକି ଏପରି କରୁଛନ୍ତି? ସେ କାହାକୁ ଭୁଲିଯିବାକୁ ସାହାଯ୍ୟ କରୁଛନ୍ତି, ଏବଂ ସେ କାହାକୁ ମନେ ରଖିବାରେ ସାହାଯ୍ୟ କରୁଛନ୍ତି । କାହିଁକି? ସମାନ ଉତ୍ତର: ୟେ ୟଥା ମାଂ ପ୍ରପଦ୍ୟନ୍ତେ ([[Vanisource:BG 4.11 (1972) | ଭ.ଗୀ. ୪.୧୧]]) । ଯଦି ତୁମେ କୃଷ୍ଣ, କିମ୍ବା ଭଗବାନଙ୍କୁ ଭୁଲିଯିବାକୁ ଚାହୁଁଛ, ସେ ତୁମକୁ ଏପରି ବୁଦ୍ଧି ଦେବେ ଯେପରି ତୁମେ ସବୁଦିନ ପାଇଁ ଭୁଲିଯିବ । ଭଗବାନଙ୍କ ପରିସରକୁ ଆସିବାର କୌଣସି ସୁଯୋଗ ରହିବ ନାହିଁ । କିନ୍ତୁ ଏହା କୃଷ୍ଣଙ୍କର ଭକ୍ତ। ସେମାନେ ବହୁତ ଦୟାଳୁ ଅଟନ୍ତି । କୃଷ୍ଣ ଅତ୍ୟନ୍ତ କଠୋର। ଯଦି କେହି ତାଙ୍କୁ ଭୁଲିଯିବାକୁ ଚାହାଁନ୍ତି, ତେବେ ସେ ତାଙ୍କୁ ଏତେ ସୁଯୋଗ ଦେବେ ଯେ ସେ କୃଷ୍ଣ କ’ଣ ତାହା ବୁଝିପାରିବେ ନାହିଁ । କିନ୍ତୁ କୃଷ୍ଣଙ୍କ ଭକ୍ତ କୃଷ୍ଣଙ୍କ ଅପେକ୍ଷା ଅଧିକ ଦୟାଳୁ ଅଟନ୍ତି। ତେଣୁ ସେମାନେ ଗରିବ ଲୋକଙ୍କୁ କୃଷ୍ଣ ଚେତନା ବା ଭଗବାନ ଚେତନା ପ୍ରଚାର କରନ୍ତି। "|Vanisource:680306 - Lecture SB 07.06.01 - San Francisco|680306 - ପ୍ରବଚନ SB 07.06.01 - ସାନ୍ ଫ୍ରାନ୍ସିସ୍କୋ}} |
Latest revision as of 00:17, 13 December 2020
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ |
"ଭଗବଦ୍-ଗୀତାରେ ଆପଣ ପାଇବେ, ସର୍ବସ୍ୟ ଚାହଂ ହୃଦି ସନ୍ନିବିଷ୍ଟୋ ( ଭ.ଗୀ. ୧୫.୧୫) । କୃଷ୍ଣ କହିଛନ୍ତି ଯେ ମୁଁ ସମସ୍ତଙ୍କ ହୃଦୟରେ ବାସ କରୁଛି। ସର୍ବସ୍ୟ ଚାହଂ ହୃଦି ସନ୍ନିବିଷ୍ଟୋ ମତ୍ତଃ ସ୍ମୃତିର୍ଜ୍ଞାନମପୋହନଞ୍ଚ: "ଏବଂ ମୋ ମାଧ୍ୟମରେ ଜଣେ ଭୁଲିଯାଉଛି ଏବଂ ଜଣେ ସ୍ମରଣ କରୁଛି ।" ତେବେ କୃଷ୍ଣ କାହିଁକି ଏପରି କରୁଛନ୍ତି? ସେ କାହାକୁ ଭୁଲିଯିବାକୁ ସାହାଯ୍ୟ କରୁଛନ୍ତି, ଏବଂ ସେ କାହାକୁ ମନେ ରଖିବାରେ ସାହାଯ୍ୟ କରୁଛନ୍ତି । କାହିଁକି? ସମାନ ଉତ୍ତର: ୟେ ୟଥା ମାଂ ପ୍ରପଦ୍ୟନ୍ତେ ( ଭ.ଗୀ. ୪.୧୧) । ଯଦି ତୁମେ କୃଷ୍ଣ, କିମ୍ବା ଭଗବାନଙ୍କୁ ଭୁଲିଯିବାକୁ ଚାହୁଁଛ, ସେ ତୁମକୁ ଏପରି ବୁଦ୍ଧି ଦେବେ ଯେପରି ତୁମେ ସବୁଦିନ ପାଇଁ ଭୁଲିଯିବ । ଭଗବାନଙ୍କ ପରିସରକୁ ଆସିବାର କୌଣସି ସୁଯୋଗ ରହିବ ନାହିଁ । କିନ୍ତୁ ଏହା କୃଷ୍ଣଙ୍କର ଭକ୍ତ। ସେମାନେ ବହୁତ ଦୟାଳୁ ଅଟନ୍ତି । କୃଷ୍ଣ ଅତ୍ୟନ୍ତ କଠୋର। ଯଦି କେହି ତାଙ୍କୁ ଭୁଲିଯିବାକୁ ଚାହାଁନ୍ତି, ତେବେ ସେ ତାଙ୍କୁ ଏତେ ସୁଯୋଗ ଦେବେ ଯେ ସେ କୃଷ୍ଣ କ’ଣ ତାହା ବୁଝିପାରିବେ ନାହିଁ । କିନ୍ତୁ କୃଷ୍ଣଙ୍କ ଭକ୍ତ କୃଷ୍ଣଙ୍କ ଅପେକ୍ଷା ଅଧିକ ଦୟାଳୁ ଅଟନ୍ତି। ତେଣୁ ସେମାନେ ଗରିବ ଲୋକଙ୍କୁ କୃଷ୍ଣ ଚେତନା ବା ଭଗବାନ ଚେତନା ପ୍ରଚାର କରନ୍ତି। " |
680306 - ପ୍ରବଚନ SB 07.06.01 - ସାନ୍ ଫ୍ରାନ୍ସିସ୍କୋ |