OR/680620 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ମନ୍ତ୍ରେଆଲ]]
[[Category:OR/ଅମୃତ ବାଣୀ - ମନ୍ତ୍ରେଆଲ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/680619b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|680619b|OR/680620b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|680620b}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/680620SB-MONTREAL_ND_01.mp3</mp3player>|"କୃଷ୍ଣ ସମସ୍ତଙ୍କ ହୃଦୟରେ ଅବସ୍ଥିତ। ଏହା ନୁହେଁ ଯେହେତୁ ମୁଁ ଜଣେ ସନ୍ୟାସୀ, କୃଷ୍ଣ ମୋ ହୃଦୟରେ ବସିଛନ୍ତି। ନା। କୃଷ୍ଣ ସମସ୍ତଙ୍କ ହୃଦୟରେ ବସିଛନ୍ତି। ଈଶ୍ୱରଃ ସର୍ବ-ଭୂତାନାଂ ହୃଦ୍ଦେଶେ ଽର୍ଜୁନ ତିଷ୍ଠତି  ([[Vanisource: BG) 18.61 (1972) | ଭ.ଗୀ. ୧୮.୬୧]])। ତେଣୁ ... ଏବଂ ସେ ଭାବପ୍ରବଣ ଅଟନ୍ତି। ସେ ଜ୍ଞାନରେ ପ୍ରବୀଣ ଅଟନ୍ତି। ତେଣୁ ଏହି କାର୍ଯ୍ୟ, କୃଷ୍ଣଙ୍କୁ ବୁଝିବାକୁ ଚେଷ୍ଟା କରୁଛନ୍ତି, ଯାହା କୃଷ୍ଣଙ୍କୁ ବହୁତ ଖୁସି କରେ। କାରଣ ତୁମେ ଦୟାକରି ଏଠାକୁ ଆସିଛ, କୃଷ୍ଣ ତୁମ ଭିତରେ ଅଛନ୍ତି, ଏବଂ ଯେହେତୁ ତୁମେ ଧର୍ଯ୍ୟସହ ଶୁଣୁଛ, ସେ ଖୁସି ହୋଇସାରିଛନ୍ତି । ସେ ତୁମ ଉପରେ ସନ୍ତୁଷ୍ଟ ହୋଇସାରିଛନ୍ତି । ଏବଂ ଏହାର ପ୍ରଭାବ ହେବ ଯେ ଶୃଣୁବତାଂ ସ୍ଵ-କଥାଃ କୃଷ୍ଣଃ ପୁଣ୍ୟ-ଶ୍ରବଣ-କୀର୍ତନଃ, ହୃଦ୍ୟ ଅନ୍ତଃ-ସ୍ଥୋ ହି ଅଭଦ୍ରାଣି । ଅଭଦ୍ର ଅର୍ଥ ହେଉଛି ସେହି ଅଶୁଭ ଜିନିଷ ଯାହାକୁ ଆମେ ଅନେକ କାଳରୁ ଆମ ହୃଦୟରେ ଜମା କରିଛୁ ।|Vanisource:680620 - Lecture SB 01.04.25 - Montreal|680620 - ପ୍ରବଚନ SB 01.04.25 - ମନ୍ତ୍ରେଆଲ}}

Latest revision as of 00:21, 25 December 2020

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"କୃଷ୍ଣ ସମସ୍ତଙ୍କ ହୃଦୟରେ ଅବସ୍ଥିତ। ଏହା ନୁହେଁ ଯେହେତୁ ମୁଁ ଜଣେ ସନ୍ୟାସୀ, କୃଷ୍ଣ ମୋ ହୃଦୟରେ ବସିଛନ୍ତି। ନା। କୃଷ୍ଣ ସମସ୍ତଙ୍କ ହୃଦୟରେ ବସିଛନ୍ତି। ଈଶ୍ୱରଃ ସର୍ବ-ଭୂତାନାଂ ହୃଦ୍ଦେଶେ ଽର୍ଜୁନ ତିଷ୍ଠତି ( ଭ.ଗୀ. ୧୮.୬୧)। ତେଣୁ ... ଏବଂ ସେ ଭାବପ୍ରବଣ ଅଟନ୍ତି। ସେ ଜ୍ଞାନରେ ପ୍ରବୀଣ ଅଟନ୍ତି। ତେଣୁ ଏହି କାର୍ଯ୍ୟ, କୃଷ୍ଣଙ୍କୁ ବୁଝିବାକୁ ଚେଷ୍ଟା କରୁଛନ୍ତି, ଯାହା କୃଷ୍ଣଙ୍କୁ ବହୁତ ଖୁସି କରେ। କାରଣ ତୁମେ ଦୟାକରି ଏଠାକୁ ଆସିଛ, କୃଷ୍ଣ ତୁମ ଭିତରେ ଅଛନ୍ତି, ଏବଂ ଯେହେତୁ ତୁମେ ଧର୍ଯ୍ୟସହ ଶୁଣୁଛ, ସେ ଖୁସି ହୋଇସାରିଛନ୍ତି । ସେ ତୁମ ଉପରେ ସନ୍ତୁଷ୍ଟ ହୋଇସାରିଛନ୍ତି । ଏବଂ ଏହାର ପ୍ରଭାବ ହେବ ଯେ ଶୃଣୁବତାଂ ସ୍ଵ-କଥାଃ କୃଷ୍ଣଃ ପୁଣ୍ୟ-ଶ୍ରବଣ-କୀର୍ତନଃ, ହୃଦ୍ୟ ଅନ୍ତଃ-ସ୍ଥୋ ହି ଅଭଦ୍ରାଣି । ଅଭଦ୍ର ଅର୍ଥ ହେଉଛି ସେହି ଅଶୁଭ ଜିନିଷ ଯାହାକୁ ଆମେ ଅନେକ କାଳରୁ ଆମ ହୃଦୟରେ ଜମା କରିଛୁ ।
680620 - ପ୍ରବଚନ SB 01.04.25 - ମନ୍ତ୍ରେଆଲ