OR/680823 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ମନ୍ତ୍ରେଆଲ]]
[[Category:OR/ଅମୃତ ବାଣୀ - ମନ୍ତ୍ରେଆଲ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/680821 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|680821|OR/680824 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|680824}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/680823LE-MONTREAL_ND_01.mp3</mp3player>|"ଆମେ କୃଷ୍ଣଙ୍କ ପାଇଁ ବଳିଦାନ ଦେବା ଶିଖିବା ଉଚିତ୍। ଏହା ହେଉଛି ପ୍ରେମର ସଙ୍କେତ। ୟତ୍କରୋଷି ୟଦଶ୍ନାସି ୟଜ୍ଜୁହୋଷି ([[Vanisource: BG 9.27 (1972) | ଭ.ଗୀ. ୯.୨୭]]) ଯଦି ତୁମେ ... ଖାଉଛ, ଯଦି ତୁମେ କେବଳ ନିଷ୍ପତ୍ତି ନିଅ ଯେ 'ମୁଁ କୌଣସି ଜିନିଷ ଖାଇବି ନାହିଁ ଯାହା କୃଷ୍ଣଙ୍କୁ ଦିଆଯାଇନଥାଏ', ତେବେ କୃଷ୍ଣ ବୁଝିବେ, 'ଓଃ, ଏଠାରେ ଜଣେ ଭକ୍ତ ଅଛନ୍ତି'। 'ମୁଁ କୃଷ୍ଣଙ୍କ ସୌନ୍ଦର୍ଯ୍ୟ ବ୍ୟତୀତ ଆଉ କିଛି ଦେଖିବି ନାହିଁ', କୃଷ୍ଣ ବୁଝିପାରିବେ। ହରେ କୃଷ୍ଣ ଏବଂ କୃଷ୍ଣଙ୍କ ବିଷୟ ବ୍ୟତୀତ ଅନ୍ୟ କିଛି ଶୁଣିବି ନାହିଁ । ଏହି ଜିନିଷଗୁଡ଼ିକ ସେଠାରେ ଅଛି। ଏହା ଆବଶ୍ୟକ କରେ ନାହିଁ ଯେ ଆପଣ ବହୁତ ଧନୀ, ଅତି ସୁନ୍ଦର କିମ୍ବା ଅତି ଶିକ୍ଷିତ ହୁଅନ୍ତୁ। ଆପଣଙ୍କୁ ନିଷ୍ପତ୍ତି ନେବାକୁ ପଡିବ ଯେ 'ମୁଁ କୃଷ୍ଣଙ୍କ ବିନା ଏହା କରିବି ନାହିଁ। ମୁଁ କରିବି ନାହିଁ ଏହା କୃଷ୍ଣଙ୍କ ବିନା। ମୁଁ କୃଷ୍ଣ ସଚେତନ ନଥିବା କୌଣସି ବ୍ୟକ୍ତିଙ୍କ ସହିତ ମିଶିବି ନାହିଁ। ମୁଁ କୌଣସି କଥା କହିବି ନାହିଁ ଯାହା କୃଷ୍ଣଙ୍କ ବିଷୟରେ କହିବ ନାହିଁ। ତେଣୁ ତୁମର ... 'ମୁଁ କୃଷ୍ଣଙ୍କ ମନ୍ଦିର ବ୍ୟତୀତ ଅନ୍ୟ କୌଣସି ସ୍ଥାନକୁ ଯିବି ନାହିଁ। କୃଷ୍ଣଙ୍କ ବ୍ୟବସାୟ ବ୍ୟତୀତ ଅନ୍ୟ କୌଣସି ଜିନିଷରେ ହାତ ଦେବିନାହିଁ  । ଏହି ଉପାୟରେ, ଯଦି ତୁମେ ତୁମର କାର୍ଯ୍ୟକଳାପକୁ ତାଲିମ ଦିଅ, ତେବେ ତୁମେ କୃଷ୍ଣଙ୍କୁ ଭଲ ପାଅ ଏବଂ କୃଷ୍ଣ ଙ୍କୁ କ୍ରୟ କରିନେବ - କେବଳ ତୁମର ନିଷ୍ଠା ଦ୍ୱାରା । କୃଷ୍ଣ ତୁମ ଠାରୁ କିଛି ଆବଶ୍ୟକ କରନ୍ତି ନାହିଁ । କେବଳ ସେ ଜାଣିବାକୁ ଚାହାଁନ୍ତି ଯେ ତୁମେ କୃଷ୍ଣଙ୍କୁ ପ୍ରେମ କରିବାକୁ ନିଷ୍ପତ୍ତି ନେଇଛନ୍ତି କି? ଖାଲି ଏତିକି।"|Vanisource:680823 - Lecture Excerpt - Montreal|680823 - ପ୍ରବଚନ ଉଦ୍ଧୃତ - ମନ୍ତ୍ରେଆଲ}}

Latest revision as of 00:12, 29 December 2020

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଆମେ କୃଷ୍ଣଙ୍କ ପାଇଁ ବଳିଦାନ ଦେବା ଶିଖିବା ଉଚିତ୍। ଏହା ହେଉଛି ପ୍ରେମର ସଙ୍କେତ। ୟତ୍କରୋଷି ୟଦଶ୍ନାସି ୟଜ୍ଜୁହୋଷି ( ଭ.ଗୀ. ୯.୨୭) ଯଦି ତୁମେ ... ଖାଉଛ, ଯଦି ତୁମେ କେବଳ ନିଷ୍ପତ୍ତି ନିଅ ଯେ 'ମୁଁ କୌଣସି ଜିନିଷ ଖାଇବି ନାହିଁ ଯାହା କୃଷ୍ଣଙ୍କୁ ଦିଆଯାଇନଥାଏ', ତେବେ କୃଷ୍ଣ ବୁଝିବେ, 'ଓଃ, ଏଠାରେ ଜଣେ ଭକ୍ତ ଅଛନ୍ତି'। 'ମୁଁ କୃଷ୍ଣଙ୍କ ସୌନ୍ଦର୍ଯ୍ୟ ବ୍ୟତୀତ ଆଉ କିଛି ଦେଖିବି ନାହିଁ', କୃଷ୍ଣ ବୁଝିପାରିବେ। ହରେ କୃଷ୍ଣ ଏବଂ କୃଷ୍ଣଙ୍କ ବିଷୟ ବ୍ୟତୀତ ଅନ୍ୟ କିଛି ଶୁଣିବି ନାହିଁ । ଏହି ଜିନିଷଗୁଡ଼ିକ ସେଠାରେ ଅଛି। ଏହା ଆବଶ୍ୟକ କରେ ନାହିଁ ଯେ ଆପଣ ବହୁତ ଧନୀ, ଅତି ସୁନ୍ଦର କିମ୍ବା ଅତି ଶିକ୍ଷିତ ହୁଅନ୍ତୁ। ଆପଣଙ୍କୁ ନିଷ୍ପତ୍ତି ନେବାକୁ ପଡିବ ଯେ 'ମୁଁ କୃଷ୍ଣଙ୍କ ବିନା ଏହା କରିବି ନାହିଁ। ମୁଁ କରିବି ନାହିଁ ଏହା କୃଷ୍ଣଙ୍କ ବିନା। ମୁଁ କୃଷ୍ଣ ସଚେତନ ନଥିବା କୌଣସି ବ୍ୟକ୍ତିଙ୍କ ସହିତ ମିଶିବି ନାହିଁ। ମୁଁ କୌଣସି କଥା କହିବି ନାହିଁ ଯାହା କୃଷ୍ଣଙ୍କ ବିଷୟରେ କହିବ ନାହିଁ। ତେଣୁ ତୁମର ... 'ମୁଁ କୃଷ୍ଣଙ୍କ ମନ୍ଦିର ବ୍ୟତୀତ ଅନ୍ୟ କୌଣସି ସ୍ଥାନକୁ ଯିବି ନାହିଁ। କୃଷ୍ଣଙ୍କ ବ୍ୟବସାୟ ବ୍ୟତୀତ ଅନ୍ୟ କୌଣସି ଜିନିଷରେ ହାତ ଦେବିନାହିଁ । ଏହି ଉପାୟରେ, ଯଦି ତୁମେ ତୁମର କାର୍ଯ୍ୟକଳାପକୁ ତାଲିମ ଦିଅ, ତେବେ ତୁମେ କୃଷ୍ଣଙ୍କୁ ଭଲ ପାଅ ଏବଂ କୃଷ୍ଣ ଙ୍କୁ କ୍ରୟ କରିନେବ - କେବଳ ତୁମର ନିଷ୍ଠା ଦ୍ୱାରା । କୃଷ୍ଣ ତୁମ ଠାରୁ କିଛି ଆବଶ୍ୟକ କରନ୍ତି ନାହିଁ । କେବଳ ସେ ଜାଣିବାକୁ ଚାହାଁନ୍ତି ଯେ ତୁମେ କୃଷ୍ଣଙ୍କୁ ପ୍ରେମ କରିବାକୁ ନିଷ୍ପତ୍ତି ନେଇଛନ୍ତି କି? ଖାଲି ଏତିକି।"
680823 - ପ୍ରବଚନ ଉଦ୍ଧୃତ - ମନ୍ତ୍ରେଆଲ