OR/680826 ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ମନ୍ତ୍ରେଆଲ]]
[[Category:OR/ଅମୃତ ବାଣୀ - ମନ୍ତ୍ରେଆଲ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/680825 ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|680825|OR/680826b ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|680826b}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/680826QA-MONTREAL_ND_01.mp3</mp3player>|"ତେଣୁ ଚୈତନ୍ୟ ମହାପ୍ରଭୂଙ୍କର ଏହି ସବୁ ସୁବିଧା ଥିଲା। ସେ ଶିକ୍ଷିତ, ତାଙ୍କ ଦେଶରେ ଜଣେ ସମ୍ମାନିତ ଯୁବକ ଥିଲେ। ତାଙ୍କର ଅନେକ ଅନୁସରଣ କରାଯାଇଥିଲା। ଗୋଟିଏ ଘଟଣାରେ ଆମେ ବୁଝିପାରୁ ଯେ ସେ କେତେ ପ୍ରିୟ ନେତା ଥିଲେ। କାଜୀ ତାଙ୍କର ସଙ୍କୀର୍ତ୍ତନ ଆନ୍ଦୋଳନକୁ ଚ୍ୟାଲେଞ୍ଜ କରିଥିଲେ ଏବଂ ପ୍ରଥମ ଥର ପାଇଁ ତାଙ୍କୁ ଚେତାବନୀ ଦେଇଥିଲେ, ହରେ କୃଷ୍ଣ ଜପ ନକରିବାକୁ, ଏବଂ ଯେତେବେଳେ ସେ ଏହାର ଯତ୍ନ ନେଲେ ନାହିଁ, ସେତେବେଳେ ସେ ଆଦେଶ ଦେଲେ ଯେ, ମୃଦଙ୍ଗକୁ ଭାଙ୍ଗିବା ଉଚିତ୍। ତେଣୁ କନଷ୍ଟେବଳମାନେ ଆସି ମୃଦଙ୍ଗ ଭାଙ୍ଗିଲେ। ଏହି ସୂଚନା ପ୍ରଭୁ ଚୈତନ୍ୟଙ୍କୁ ଦିଆଗଲା ଏବଂ ସେ ନାଗରିକ ଅମାନ୍ୟ କରିବାକୁ ନିର୍ଦ୍ଦେଶ ଦେଲେ। ସେ ଭାରତ ଇତିହାସରେ ପ୍ରଥମ ବ୍ୟକ୍ତି ଯିଏ ଏହି ନାଗରିକ ଅମାନ୍ୟ ଆନ୍ଦୋଳନ ଆରମ୍ଭ କରିଥିଲେ।"|Vanisource:680826 - Conversation - Montreal|680826 - ବାର୍ତ୍ତାଳାପ - ମନ୍ତ୍ରେଆଲ}}

Latest revision as of 00:13, 29 December 2020

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଚୈତନ୍ୟ ମହାପ୍ରଭୂଙ୍କର ଏହି ସବୁ ସୁବିଧା ଥିଲା। ସେ ଶିକ୍ଷିତ, ତାଙ୍କ ଦେଶରେ ଜଣେ ସମ୍ମାନିତ ଯୁବକ ଥିଲେ। ତାଙ୍କର ଅନେକ ଅନୁସରଣ କରାଯାଇଥିଲା। ଗୋଟିଏ ଘଟଣାରେ ଆମେ ବୁଝିପାରୁ ଯେ ସେ କେତେ ପ୍ରିୟ ନେତା ଥିଲେ। କାଜୀ ତାଙ୍କର ସଙ୍କୀର୍ତ୍ତନ ଆନ୍ଦୋଳନକୁ ଚ୍ୟାଲେଞ୍ଜ କରିଥିଲେ ଏବଂ ପ୍ରଥମ ଥର ପାଇଁ ତାଙ୍କୁ ଚେତାବନୀ ଦେଇଥିଲେ, ହରେ କୃଷ୍ଣ ଜପ ନକରିବାକୁ, ଏବଂ ଯେତେବେଳେ ସେ ଏହାର ଯତ୍ନ ନେଲେ ନାହିଁ, ସେତେବେଳେ ସେ ଆଦେଶ ଦେଲେ ଯେ, ମୃଦଙ୍ଗକୁ ଭାଙ୍ଗିବା ଉଚିତ୍। ତେଣୁ କନଷ୍ଟେବଳମାନେ ଆସି ମୃଦଙ୍ଗ ଭାଙ୍ଗିଲେ। ଏହି ସୂଚନା ପ୍ରଭୁ ଚୈତନ୍ୟଙ୍କୁ ଦିଆଗଲା ଏବଂ ସେ ନାଗରିକ ଅମାନ୍ୟ କରିବାକୁ ନିର୍ଦ୍ଦେଶ ଦେଲେ। ସେ ଭାରତ ଇତିହାସରେ ପ୍ରଥମ ବ୍ୟକ୍ତି ଯିଏ ଏହି ନାଗରିକ ଅମାନ୍ୟ ଆନ୍ଦୋଳନ ଆରମ୍ଭ କରିଥିଲେ।"
680826 - ବାର୍ତ୍ତାଳାପ - ମନ୍ତ୍ରେଆଲ