OR/681030 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - update old navigation bars (prev/next) to reflect new neighboring items)
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/681026 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|681026|OR/681105 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|681105}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/681030IP-LOS_ANGELES_ND_01.mp3</mp3player>|"ଭୌତିକ ଜଗତରେ ଉତ୍ତମତା ବେଳେବେଳେ ଅଜ୍ଞତା ଏବଂ ଆବେଗ ସହିତ ମିଶ୍ରିତ ହୁଏ, କିନ୍ତୁ ଆଧ୍ୟାତ୍ମିକ ଜଗତରେ ଶୁଦ୍ଧ ଉତ୍ତମତା ଥାଏ - କୌଣସି ପ୍ରଦୂଷଣ କିମ୍ବା ରଜ  ଓ ତମଃ ର ସ୍ପର୍ଶ ନାହିଁ । ତେଣୁ ଏହାକୁ ଶୁଦ୍ଧ-ସତ୍ଵ କୁହାଯାଏ । ଶୁଦ୍ଧ-ସତ୍ଵ । ଶବ୍ଦଂ, ସତ୍ଵଂ ବିଶୁଦ୍ଧଂ ବାସୁଦେବ-ଶବ୍ଦିତଂ ([[Vanisource: SB 4.3.23 | ଭା. ୪.୩.୨୩]]): "ସେହି ଶୁଦ୍ଧ ଉତ୍ତମତାକୁ ବସୁଦେବ କୁହାଯାଏ, ଏବଂ ସେହି ଶୁଦ୍ଧ ଉତ୍ତମତାରେ ଜଣେ ଭଗବାନଙ୍କୁ ଅନୁଭବ କରିପାରିବ ।" ତେଣୁ ଭଗବାନଙ୍କ ନାମ ବାସୁଦେବ, "ବସୁଦେବଙ୍କଠାରୁ ଉତ୍ପନ୍ନ" । ବସୁଦେବ ହେଉଛନ୍ତି ବାସୁଦେବଙ୍କ ପିତା। ତେଣୁ ଯେପର୍ଯ୍ୟନ୍ତ ଆମେ ଶୁଦ୍ଧ ଉତ୍ତମତାର ମାନ୍ୟତାକୁ ନ ଆସିବା, କୌଣସି ରଜ  ଓ ତମଃ ବିନା, ଏହା ସମ୍ଭବ ନୁହେଁ, ଭଗବାନଙ୍କୁ ହୃଦୟଙ୍ଗମ କରିବା ।"|Vanisource:681030 - Lecture ISO 1 - Los Angeles|681030 - ପ୍ରବଚନ ISO 1 - ଲସ ଆ଼ଞ୍ଜେଲ୍ସ}}

Latest revision as of 06:13, 5 January 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଭୌତିକ ଜଗତରେ ଉତ୍ତମତା ବେଳେବେଳେ ଅଜ୍ଞତା ଏବଂ ଆବେଗ ସହିତ ମିଶ୍ରିତ ହୁଏ, କିନ୍ତୁ ଆଧ୍ୟାତ୍ମିକ ଜଗତରେ ଶୁଦ୍ଧ ଉତ୍ତମତା ଥାଏ - କୌଣସି ପ୍ରଦୂଷଣ କିମ୍ବା ରଜ ଓ ତମଃ ର ସ୍ପର୍ଶ ନାହିଁ । ତେଣୁ ଏହାକୁ ଶୁଦ୍ଧ-ସତ୍ଵ କୁହାଯାଏ । ଶୁଦ୍ଧ-ସତ୍ଵ । ଶବ୍ଦଂ, ସତ୍ଵଂ ବିଶୁଦ୍ଧଂ ବାସୁଦେବ-ଶବ୍ଦିତଂ ( ଭା. ୪.୩.୨୩): "ସେହି ଶୁଦ୍ଧ ଉତ୍ତମତାକୁ ବସୁଦେବ କୁହାଯାଏ, ଏବଂ ସେହି ଶୁଦ୍ଧ ଉତ୍ତମତାରେ ଜଣେ ଭଗବାନଙ୍କୁ ଅନୁଭବ କରିପାରିବ ।" ତେଣୁ ଭଗବାନଙ୍କ ନାମ ବାସୁଦେବ, "ବସୁଦେବଙ୍କଠାରୁ ଉତ୍ପନ୍ନ" । ବସୁଦେବ ହେଉଛନ୍ତି ବାସୁଦେବଙ୍କ ପିତା। ତେଣୁ ଯେପର୍ଯ୍ୟନ୍ତ ଆମେ ଶୁଦ୍ଧ ଉତ୍ତମତାର ମାନ୍ୟତାକୁ ନ ଆସିବା, କୌଣସି ରଜ ଓ ତମଃ ବିନା, ଏହା ସମ୍ଭବ ନୁହେଁ, ଭଗବାନଙ୍କୁ ହୃଦୟଙ୍ଗମ କରିବା ।"
681030 - ପ୍ରବଚନ ISO 1 - ଲସ ଆ଼ଞ୍ଜେଲ୍ସ