OR/681219d ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]

<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/681219c ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|681219c|OR/681219e ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|681219e}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/681219IN-LOS_ANGELES_ND_02.mp3</mp3player>|"ମାନବ ଜୀବନ ବହୁତ କ୍ଷୁଦ୍ର ଅଟେ। ଆମେ ଜାଣୁ ନାହିଁ କେତେବେଳେ ଆମେ ମରିବୁ। ଏହାପୂର୍ବରୁ, ଆମେ ପରବର୍ତ୍ତୀ ଜୀବନ ପାଇଁ ନିଜକୁ ପ୍ରସ୍ତୁତ କରିବା ଉଚିତ୍। ପରବର୍ତ୍ତୀ ଜୀବନର ଅର୍ଥ ହେଉଛି ସିଧାସଳଖ କୃଷ୍ଣଙ୍କ ପାଖକୁ ଫେରିବା, ସର୍ବୋଚ୍ଚ ସିଦ୍ଧତା। ଯେପରି ଆପଣ ଭଗବଦ୍-ଗୀତାରେ ପାଇବେ, ୟାନ୍ତି ଦେବବ୍ରତା ଦେବାନ୍ ପିତୄନ୍ ୟାନ୍ତି ପିତୃବ୍ରତାଃ ([[Vanisource: BG 9.25 (1972) | ଭ.ଗୀ. ୯.୨୫]])। ଅସଂଖ୍ୟ ଗ୍ରହ ଅଛି। ଉଚ୍ଚତ୍ତର ଗ୍ରହ, ସେଠାରେ ଦେବତା ମାନେ ବାସ କରନ୍ତି, ସେମାନେ ବହୁତ ଶକ୍ତିଶାଳୀ । ସେମାନେ ମଧ୍ୟ ମଣିଷ, କିନ୍ତୁ ସେମାନେ ବହୁତ ସୁନ୍ଦର, ସେମାନେ ବହୁତ ଶକ୍ତିଶାଳୀ । ତେଣୁ ତୁମେ ସେଠାକୁ ଯାଇ ପାରିବ । ଚନ୍ଦ୍ର ଗ୍ରହ, ସୂର୍ଯ୍ୟ ଗ୍ରହ - ଯାହା ସ୍ପଷ୍ଟ ଭାବରେ ଦର୍ଶାଯାଇଛି - ଯଦି ତୁମେ ସେହି ଅନୁଯାୟୀ କାର୍ଯ୍ୟ କର, ଯେପରି ନିର୍ଦ୍ଧେଶିତ ହୋଇଛି, “ଯଦି ତୁମେ ଚାହଁ ଚନ୍ଦ୍ର ଗ୍ରହକୁ ଯାଅ, ତୁମକୁ ଏହିପରି କରିବାକୁ ପଡିବ", ତାପରେ ଏହି ଶରୀର ଛାଡିବା ପରେ ତୁମେ ସେଠାକୁ ଯାଇପାରିବ । ସେହିପରି ଭାବରେ, ତୁମେ ଯେକୌଣସି ଗ୍ରହକୁ ଯାଇପାରିବ । ସେହିପରି ଭାବରେ, ତୁମେ କୃଷ୍ଣଙ୍କ ଗ୍ରହକୁ ମଧ୍ୟ ଯାଇପାରିବ ।"|Vanisource:681219 - Lecture Initiation - Los Angeles|681219 - ପ୍ରବଚନ ଦୀକ୍ଷା - ଲସ ଆ଼ଞ୍ଜେଲ୍ସ}}

Latest revision as of 06:19, 5 January 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ମାନବ ଜୀବନ ବହୁତ କ୍ଷୁଦ୍ର ଅଟେ। ଆମେ ଜାଣୁ ନାହିଁ କେତେବେଳେ ଆମେ ମରିବୁ। ଏହାପୂର୍ବରୁ, ଆମେ ପରବର୍ତ୍ତୀ ଜୀବନ ପାଇଁ ନିଜକୁ ପ୍ରସ୍ତୁତ କରିବା ଉଚିତ୍। ପରବର୍ତ୍ତୀ ଜୀବନର ଅର୍ଥ ହେଉଛି ସିଧାସଳଖ କୃଷ୍ଣଙ୍କ ପାଖକୁ ଫେରିବା, ସର୍ବୋଚ୍ଚ ସିଦ୍ଧତା। ଯେପରି ଆପଣ ଭଗବଦ୍-ଗୀତାରେ ପାଇବେ, ୟାନ୍ତି ଦେବବ୍ରତା ଦେବାନ୍ ପିତୄନ୍ ୟାନ୍ତି ପିତୃବ୍ରତାଃ ( ଭ.ଗୀ. ୯.୨୫)। ଅସଂଖ୍ୟ ଗ୍ରହ ଅଛି। ଉଚ୍ଚତ୍ତର ଗ୍ରହ, ସେଠାରେ ଦେବତା ମାନେ ବାସ କରନ୍ତି, ସେମାନେ ବହୁତ ଶକ୍ତିଶାଳୀ । ସେମାନେ ମଧ୍ୟ ମଣିଷ, କିନ୍ତୁ ସେମାନେ ବହୁତ ସୁନ୍ଦର, ସେମାନେ ବହୁତ ଶକ୍ତିଶାଳୀ । ତେଣୁ ତୁମେ ସେଠାକୁ ଯାଇ ପାରିବ । ଚନ୍ଦ୍ର ଗ୍ରହ, ସୂର୍ଯ୍ୟ ଗ୍ରହ - ଯାହା ସ୍ପଷ୍ଟ ଭାବରେ ଦର୍ଶାଯାଇଛି - ଯଦି ତୁମେ ସେହି ଅନୁଯାୟୀ କାର୍ଯ୍ୟ କର, ଯେପରି ନିର୍ଦ୍ଧେଶିତ ହୋଇଛି, “ଯଦି ତୁମେ ଚାହଁ ଚନ୍ଦ୍ର ଗ୍ରହକୁ ଯାଅ, ତୁମକୁ ଏହିପରି କରିବାକୁ ପଡିବ", ତାପରେ ଏହି ଶରୀର ଛାଡିବା ପରେ ତୁମେ ସେଠାକୁ ଯାଇପାରିବ । ସେହିପରି ଭାବରେ, ତୁମେ ଯେକୌଣସି ଗ୍ରହକୁ ଯାଇପାରିବ । ସେହିପରି ଭାବରେ, ତୁମେ କୃଷ୍ଣଙ୍କ ଗ୍ରହକୁ ମଧ୍ୟ ଯାଇପାରିବ ।"
681219 - ପ୍ରବଚନ ଦୀକ୍ଷା - ଲସ ଆ଼ଞ୍ଜେଲ୍ସ