OR/690417 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ନିୟୁର୍କ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ନିୟୁର୍କ]]
[[Category:OR/ଅମୃତ ବାଣୀ - ନିୟୁର୍କ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/690416b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ନିୟୁର୍କ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690416b|OR/690423 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ବଫାଲୋ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690423}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/690417LE-NEW_YORK_ND_01.mp3</mp3player>|"ଆରାଧିତୋ ୟଦି ହରିସ ତପସା ତତଃ କିଂ (ନାରଦ-ପଞ୍ଚରାତ୍ର)। ଗୋବିନ୍ଦ ଆଦି-ପୁରୁଷ, ହରି ନାମରେ ଜଣାଶୁଣା । ହରିର ଅର୍ଥ ହେଉଛି 'ତୁମର ସମସ୍ତ ଦୁଃଖ ଦୂର କରେ'। ତାହା ହେଉଛି ହରି। ହର। ହର ଅର୍ଥ ନେଇଯିବା । ହରେତ  । ଯେପରି ଚୋର ମଧ୍ୟ ନେଇଯାଏ, କିନ୍ତୁ ସେ ମୂଲ୍ୟବାନ ଜିନିଷ, ସାମଗ୍ରୀ ବିଚାରକୁ ନେଇଯାଏ, ବେଳେବେଳେ କୃଷ୍ଣ ମଧ୍ୟ ତୁମର ବିଶେଷ ଅନୁକମ୍ପା ଦେଖାଇବା ପାଇଁ ତୁମର ଭୌତିକ  ମୂଲ୍ୟବାନ ଜିନିଷ ଛଡ଼ାଇ ନେଇଥାନ୍ତି  । ୟସ୍ୟାହଂ ଅନୁଗୃହଣମି ହରିଶ୍ୟେ ତଦ-ଧନଂ ଶନୈଃ ([[Vanisource:SB 10.88.8|ଭା. ୧୦.୮୮.୮]]) । "|Vanisource:690417 - Lecture - New York|690417 - ପ୍ରବଚନ - ନିୟୁର୍କ}}

Latest revision as of 05:29, 13 April 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଆରାଧିତୋ ୟଦି ହରିସ ତପସା ତତଃ କିଂ (ନାରଦ-ପଞ୍ଚରାତ୍ର)। ଗୋବିନ୍ଦ ଆଦି-ପୁରୁଷ, ହରି ନାମରେ ଜଣାଶୁଣା । ହରିର ଅର୍ଥ ହେଉଛି 'ତୁମର ସମସ୍ତ ଦୁଃଖ ଦୂର କରେ'। ତାହା ହେଉଛି ହରି। ହର। ହର ଅର୍ଥ ନେଇଯିବା । ହରେତ । ଯେପରି ଚୋର ମଧ୍ୟ ନେଇଯାଏ, କିନ୍ତୁ ସେ ମୂଲ୍ୟବାନ ଜିନିଷ, ସାମଗ୍ରୀ ବିଚାରକୁ ନେଇଯାଏ, ବେଳେବେଳେ କୃଷ୍ଣ ମଧ୍ୟ ତୁମର ବିଶେଷ ଅନୁକମ୍ପା ଦେଖାଇବା ପାଇଁ ତୁମର ଭୌତିକ ମୂଲ୍ୟବାନ ଜିନିଷ ଛଡ଼ାଇ ନେଇଥାନ୍ତି । ୟସ୍ୟାହଂ ଅନୁଗୃହଣମି ହରିଶ୍ୟେ ତଦ-ଧନଂ ଶନୈଃ (ଭା. ୧୦.୮୮.୮) । "
690417 - ପ୍ରବଚନ - ନିୟୁର୍କ