OR/690523 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ନିୟୁ ବୃନ୍ଦାବନ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions
(Created page with "Category:OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ Category:OR/ଅମୃତ ବାଣୀ - ୧୯୬୯ Category:OR/ଅ...") |
(Vanibot #0025: NectarDropsConnector - add new navigation bars (prev/next)) |
||
Line 2: | Line 2: | ||
[[Category:OR/ଅମୃତ ବାଣୀ - ୧୯୬୯]] | [[Category:OR/ଅମୃତ ବାଣୀ - ୧୯୬୯]] | ||
[[Category:OR/ଅମୃତ ବାଣୀ - ନିୟୁ ବୃନ୍ଦାବନ]] | [[Category:OR/ଅମୃତ ବାଣୀ - ନିୟୁ ବୃନ୍ଦାବନ]] | ||
<!-- BEGIN NAVIGATION BAR -- DO NOT EDIT OR REMOVE --> | |||
{{Nectar Drops navigation - All Languages|Oriya|OR/690522 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ନିୟୁ ବୃନ୍ଦାବନ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690522|OR/690524 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ନିୟୁ ବୃନ୍ଦାବନ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690524}} | |||
<!-- END NAVIGATION BAR --> | |||
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/690523SB-NEW_VRINDAVAN_ND_01.mp3</mp3player>|"ଯେତେବେଳେ ମୁଁ ନ୍ୟୁୟର୍କରେ ଥିଲି, ଜଣେ ବୁଢ଼ୀ, ସେ ମୋ କଥାକୁ ଆସୁଥିଲେ। ଦ୍ୱିତୀୟ ଆଭେନ୍ୟୁରେ ନୁହେଁ; ଯେତେବେଳେ ମୁଁ ପ୍ରଥମେ ୭୨ତମ ଷ୍ଟ୍ରିଟରେ ଆରମ୍ଭ କରିଥିଲି। ତାଙ୍କର ଏକ ପୁଅ ଥିଲା। ତେଣୁ ମୁଁ ପଚାରିଲି,"ତୁମେ କାହିଁକି ତୁମର ପୁଅ ବିବାହିତ କରିବା ନାହିଁ? "" ଆଚ୍ଛା, ଯଦି ସେ ଜଣେ ସ୍ତ୍ରୀକୁ ସମ୍ଭାଳି ପାରିବ, ତେବେ ମୋର କୌଣସି ଆପତ୍ତି ନାହିଁ" । ଏହି ଯୁଗରେ କେବଳ ପତ୍ନୀଙ୍କୁ ପାଳିବା ଏକ ବଡ଼ କାମ। ଦାକ୍ଷମ୍ କୁଟୁମ୍ବ-ଭରଣମ୍ ([[Vanisource: SB 12.2.26 | ଭା. ୧୨.୨.୬]]) ଏବଂ ତଥାପି ଆମେ ବହୁତ ଗର୍ବିତ ଯେ ଆମେ ଆଗକୁ ବଢୁଛୁ। ଏପରିକି ଗୋଟିଏ ପକ୍ଷୀ ମଧ୍ୟ ସ୍ତ୍ରୀକୁ ପାଳିଥାଏ, ଗୋଟିଏ ପଶୁ ମଧ୍ୟ ସ୍ତ୍ରୀକୁ ପାଳିଥାଏ । ଏବଂ ମଣିଷ ସ୍ତ୍ରୀକୁ ପାଳିବାକୁ ଦ୍ୱିଧାବୋଧ କରେ? ତୁମେ ଦେଖ? ? ହମ୍? ଏହା ଅତ୍ୟନ୍ତ ଭୟାନକ ଯୁଗ। ତେଣୁ ଚୈତନ୍ୟ ମହାପ୍ରଭୂ କହିଛନ୍ତି ଯେ ଆପଣଙ୍କର ସମୟକୁ କୌଣସି ପ୍ରକାରେ ନଷ୍ଟ କରନ୍ତୁ ନାହିଁ। କେବଳ ହରେ କୃଷ୍ଣ ଜପ କରନ୍ତୁ। ହରେର୍ ନାମ ହରେର୍ ନାମ ହରେର୍ ନାମ ଇବ... ([[Vanisource:CC Adi 17.21|ଚ.ଚ. ଆଦି ୧୭.୨୧]])। ତେଣୁ ଲୋକମାନେ ଆଧ୍ୟାତ୍ମିକ ଜୀବନ ପ୍ରତି ଆଦୌ ଆଗ୍ରହୀ ନୁହଁନ୍ତି। ଅନୁସନ୍ଧାନ ନାହିଁ। "|Vanisource:690523 - Lecture SB 01.05.01-8 - New Vrindaban, USA|690523 - ପ୍ରବଚନ SB 01.05.01-8 - New Vrindaban, USA}} | {{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/690523SB-NEW_VRINDAVAN_ND_01.mp3</mp3player>|"ଯେତେବେଳେ ମୁଁ ନ୍ୟୁୟର୍କରେ ଥିଲି, ଜଣେ ବୁଢ଼ୀ, ସେ ମୋ କଥାକୁ ଆସୁଥିଲେ। ଦ୍ୱିତୀୟ ଆଭେନ୍ୟୁରେ ନୁହେଁ; ଯେତେବେଳେ ମୁଁ ପ୍ରଥମେ ୭୨ତମ ଷ୍ଟ୍ରିଟରେ ଆରମ୍ଭ କରିଥିଲି। ତାଙ୍କର ଏକ ପୁଅ ଥିଲା। ତେଣୁ ମୁଁ ପଚାରିଲି,"ତୁମେ କାହିଁକି ତୁମର ପୁଅ ବିବାହିତ କରିବା ନାହିଁ? "" ଆଚ୍ଛା, ଯଦି ସେ ଜଣେ ସ୍ତ୍ରୀକୁ ସମ୍ଭାଳି ପାରିବ, ତେବେ ମୋର କୌଣସି ଆପତ୍ତି ନାହିଁ" । ଏହି ଯୁଗରେ କେବଳ ପତ୍ନୀଙ୍କୁ ପାଳିବା ଏକ ବଡ଼ କାମ। ଦାକ୍ଷମ୍ କୁଟୁମ୍ବ-ଭରଣମ୍ ([[Vanisource: SB 12.2.26 | ଭା. ୧୨.୨.୬]]) ଏବଂ ତଥାପି ଆମେ ବହୁତ ଗର୍ବିତ ଯେ ଆମେ ଆଗକୁ ବଢୁଛୁ। ଏପରିକି ଗୋଟିଏ ପକ୍ଷୀ ମଧ୍ୟ ସ୍ତ୍ରୀକୁ ପାଳିଥାଏ, ଗୋଟିଏ ପଶୁ ମଧ୍ୟ ସ୍ତ୍ରୀକୁ ପାଳିଥାଏ । ଏବଂ ମଣିଷ ସ୍ତ୍ରୀକୁ ପାଳିବାକୁ ଦ୍ୱିଧାବୋଧ କରେ? ତୁମେ ଦେଖ? ? ହମ୍? ଏହା ଅତ୍ୟନ୍ତ ଭୟାନକ ଯୁଗ। ତେଣୁ ଚୈତନ୍ୟ ମହାପ୍ରଭୂ କହିଛନ୍ତି ଯେ ଆପଣଙ୍କର ସମୟକୁ କୌଣସି ପ୍ରକାରେ ନଷ୍ଟ କରନ୍ତୁ ନାହିଁ। କେବଳ ହରେ କୃଷ୍ଣ ଜପ କରନ୍ତୁ। ହରେର୍ ନାମ ହରେର୍ ନାମ ହରେର୍ ନାମ ଇବ... ([[Vanisource:CC Adi 17.21|ଚ.ଚ. ଆଦି ୧୭.୨୧]])। ତେଣୁ ଲୋକମାନେ ଆଧ୍ୟାତ୍ମିକ ଜୀବନ ପ୍ରତି ଆଦୌ ଆଗ୍ରହୀ ନୁହଁନ୍ତି। ଅନୁସନ୍ଧାନ ନାହିଁ। "|Vanisource:690523 - Lecture SB 01.05.01-8 - New Vrindaban, USA|690523 - ପ୍ରବଚନ SB 01.05.01-8 - New Vrindaban, USA}} |
Latest revision as of 05:17, 29 April 2021
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ |
"ଯେତେବେଳେ ମୁଁ ନ୍ୟୁୟର୍କରେ ଥିଲି, ଜଣେ ବୁଢ଼ୀ, ସେ ମୋ କଥାକୁ ଆସୁଥିଲେ। ଦ୍ୱିତୀୟ ଆଭେନ୍ୟୁରେ ନୁହେଁ; ଯେତେବେଳେ ମୁଁ ପ୍ରଥମେ ୭୨ତମ ଷ୍ଟ୍ରିଟରେ ଆରମ୍ଭ କରିଥିଲି। ତାଙ୍କର ଏକ ପୁଅ ଥିଲା। ତେଣୁ ମୁଁ ପଚାରିଲି,"ତୁମେ କାହିଁକି ତୁମର ପୁଅ ବିବାହିତ କରିବା ନାହିଁ? "" ଆଚ୍ଛା, ଯଦି ସେ ଜଣେ ସ୍ତ୍ରୀକୁ ସମ୍ଭାଳି ପାରିବ, ତେବେ ମୋର କୌଣସି ଆପତ୍ତି ନାହିଁ" । ଏହି ଯୁଗରେ କେବଳ ପତ୍ନୀଙ୍କୁ ପାଳିବା ଏକ ବଡ଼ କାମ। ଦାକ୍ଷମ୍ କୁଟୁମ୍ବ-ଭରଣମ୍ ( ଭା. ୧୨.୨.୬) ଏବଂ ତଥାପି ଆମେ ବହୁତ ଗର୍ବିତ ଯେ ଆମେ ଆଗକୁ ବଢୁଛୁ। ଏପରିକି ଗୋଟିଏ ପକ୍ଷୀ ମଧ୍ୟ ସ୍ତ୍ରୀକୁ ପାଳିଥାଏ, ଗୋଟିଏ ପଶୁ ମଧ୍ୟ ସ୍ତ୍ରୀକୁ ପାଳିଥାଏ । ଏବଂ ମଣିଷ ସ୍ତ୍ରୀକୁ ପାଳିବାକୁ ଦ୍ୱିଧାବୋଧ କରେ? ତୁମେ ଦେଖ? ? ହମ୍? ଏହା ଅତ୍ୟନ୍ତ ଭୟାନକ ଯୁଗ। ତେଣୁ ଚୈତନ୍ୟ ମହାପ୍ରଭୂ କହିଛନ୍ତି ଯେ ଆପଣଙ୍କର ସମୟକୁ କୌଣସି ପ୍ରକାରେ ନଷ୍ଟ କରନ୍ତୁ ନାହିଁ। କେବଳ ହରେ କୃଷ୍ଣ ଜପ କରନ୍ତୁ। ହରେର୍ ନାମ ହରେର୍ ନାମ ହରେର୍ ନାମ ଇବ... (ଚ.ଚ. ଆଦି ୧୭.୨୧)। ତେଣୁ ଲୋକମାନେ ଆଧ୍ୟାତ୍ମିକ ଜୀବନ ପ୍ରତି ଆଦୌ ଆଗ୍ରହୀ ନୁହଁନ୍ତି। ଅନୁସନ୍ଧାନ ନାହିଁ। " |
690523 - ପ୍ରବଚନ SB 01.05.01-8 - New Vrindaban, USA |