OR/700505 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions
(Created page with "Category:OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ Category:OR/ଅମୃତ ବାଣୀ - ୧୯୭௦ Category:OR/ଅ...") |
(Vanibot #0025: NectarDropsConnector - add new navigation bars (prev/next)) |
||
Line 2: | Line 2: | ||
[[Category:OR/ଅମୃତ ବାଣୀ - ୧୯୭௦]] | [[Category:OR/ଅମୃତ ବାଣୀ - ୧୯୭௦]] | ||
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]] | [[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]] | ||
<!-- BEGIN NAVIGATION BAR -- DO NOT EDIT OR REMOVE --> | |||
{{Nectar Drops navigation - All Languages|Oriya|OR/700504b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|700504b|OR/700505b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|700505b}} | |||
<!-- END NAVIGATION BAR --> | |||
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/700505IP-LOS_ANGELES_ND_01.mp3</mp3player>|"କୃଷ୍ଣେର ସଂସାର କୋରୋ ଛାଡି ଅନାଚାର (ଭକ୍ତିବିନୋଦ ଠାକୁର)। ଆମର ପ୍ରଚାର ହେଉଛି ଆସନ୍ତୁ କୃଷ୍ଣଙ୍କ ପରିବାରର ସଦସ୍ୟ ହେବା। ତାହା ହେଉଛି ଆମର କାର୍ଯ୍ୟକ୍ରମ। ଏବଂ ଯଦି ଆମେ କୃଷ୍ଣଙ୍କ ପରିବାରରେ ପ୍ରବେଶ କରିବା ... ଠିକ୍ ସେହିପରି ଭାବରେ କୃଷ୍ଣ ତାଙ୍କ ସହଧର୍ମୀଙ୍କୁ ଉପଭୋଗ କରୁଛନ୍ତି। ତେଣୁ ସେଠି କିଛି ମନା ନାହିଁ; ସବୁକିଛି ସେଠାରେ ଅଛି। କୃଷ୍ଣ ଖାଉଛନ୍ତି, କୃଷ୍ଣ ଉପଭୋଗ କରୁଛନ୍ତି, କୃଷ୍ଣ ନାଚୁଛନ୍ତି, କୃଷ୍ଣ ତାଙ୍କର ପ୍ରସାଦ ପ୍ରଦାନ କରୁଛନ୍ତି - ଆଦାନ-ପ୍ରଦାନ । କୌଣସି ଜିନିଷକୁ ଅସ୍ୱୀକାର କରାଯାଇ ନାହିଁ। ଯଦି ଆମେ କୃଷ୍ଣ ଭାବନାମୃତରେ ବାସ କରୁ ତେବେ ଆମେ ଶହ ଶହ, ହଜାରେ କିମ୍ବା ଯେତେ ସଂଖ୍ୟକ ବର୍ଷ ବଞ୍ଚିପାରିବା । ପ୍ରକୃତରେ ଆମେ ମରିବା ନାହିଁ। ମୃତ୍ୟୁ ଏବଂ ଜନ୍ମ କ’ଣ? ତାହା ଏହି ଶରୀରର ଅଟେ। ତେଣୁ ଆମେ ଅନନ୍ତ; କୃଷ୍ଣ ଅନନ୍ତ ଅଟନ୍ତି। "|Vanisource:700505 - Lecture ISO 03 - Los Angeles|700505 - ପ୍ରବଚନ ISO 03 - ଲସ ଆ଼ଞ୍ଜେଲ୍ସ}} | {{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/700505IP-LOS_ANGELES_ND_01.mp3</mp3player>|"କୃଷ୍ଣେର ସଂସାର କୋରୋ ଛାଡି ଅନାଚାର (ଭକ୍ତିବିନୋଦ ଠାକୁର)। ଆମର ପ୍ରଚାର ହେଉଛି ଆସନ୍ତୁ କୃଷ୍ଣଙ୍କ ପରିବାରର ସଦସ୍ୟ ହେବା। ତାହା ହେଉଛି ଆମର କାର୍ଯ୍ୟକ୍ରମ। ଏବଂ ଯଦି ଆମେ କୃଷ୍ଣଙ୍କ ପରିବାରରେ ପ୍ରବେଶ କରିବା ... ଠିକ୍ ସେହିପରି ଭାବରେ କୃଷ୍ଣ ତାଙ୍କ ସହଧର୍ମୀଙ୍କୁ ଉପଭୋଗ କରୁଛନ୍ତି। ତେଣୁ ସେଠି କିଛି ମନା ନାହିଁ; ସବୁକିଛି ସେଠାରେ ଅଛି। କୃଷ୍ଣ ଖାଉଛନ୍ତି, କୃଷ୍ଣ ଉପଭୋଗ କରୁଛନ୍ତି, କୃଷ୍ଣ ନାଚୁଛନ୍ତି, କୃଷ୍ଣ ତାଙ୍କର ପ୍ରସାଦ ପ୍ରଦାନ କରୁଛନ୍ତି - ଆଦାନ-ପ୍ରଦାନ । କୌଣସି ଜିନିଷକୁ ଅସ୍ୱୀକାର କରାଯାଇ ନାହିଁ। ଯଦି ଆମେ କୃଷ୍ଣ ଭାବନାମୃତରେ ବାସ କରୁ ତେବେ ଆମେ ଶହ ଶହ, ହଜାରେ କିମ୍ବା ଯେତେ ସଂଖ୍ୟକ ବର୍ଷ ବଞ୍ଚିପାରିବା । ପ୍ରକୃତରେ ଆମେ ମରିବା ନାହିଁ। ମୃତ୍ୟୁ ଏବଂ ଜନ୍ମ କ’ଣ? ତାହା ଏହି ଶରୀରର ଅଟେ। ତେଣୁ ଆମେ ଅନନ୍ତ; କୃଷ୍ଣ ଅନନ୍ତ ଅଟନ୍ତି। "|Vanisource:700505 - Lecture ISO 03 - Los Angeles|700505 - ପ୍ରବଚନ ISO 03 - ଲସ ଆ଼ଞ୍ଜେଲ୍ସ}} |
Latest revision as of 05:15, 17 May 2021
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ |
"କୃଷ୍ଣେର ସଂସାର କୋରୋ ଛାଡି ଅନାଚାର (ଭକ୍ତିବିନୋଦ ଠାକୁର)। ଆମର ପ୍ରଚାର ହେଉଛି ଆସନ୍ତୁ କୃଷ୍ଣଙ୍କ ପରିବାରର ସଦସ୍ୟ ହେବା। ତାହା ହେଉଛି ଆମର କାର୍ଯ୍ୟକ୍ରମ। ଏବଂ ଯଦି ଆମେ କୃଷ୍ଣଙ୍କ ପରିବାରରେ ପ୍ରବେଶ କରିବା ... ଠିକ୍ ସେହିପରି ଭାବରେ କୃଷ୍ଣ ତାଙ୍କ ସହଧର୍ମୀଙ୍କୁ ଉପଭୋଗ କରୁଛନ୍ତି। ତେଣୁ ସେଠି କିଛି ମନା ନାହିଁ; ସବୁକିଛି ସେଠାରେ ଅଛି। କୃଷ୍ଣ ଖାଉଛନ୍ତି, କୃଷ୍ଣ ଉପଭୋଗ କରୁଛନ୍ତି, କୃଷ୍ଣ ନାଚୁଛନ୍ତି, କୃଷ୍ଣ ତାଙ୍କର ପ୍ରସାଦ ପ୍ରଦାନ କରୁଛନ୍ତି - ଆଦାନ-ପ୍ରଦାନ । କୌଣସି ଜିନିଷକୁ ଅସ୍ୱୀକାର କରାଯାଇ ନାହିଁ। ଯଦି ଆମେ କୃଷ୍ଣ ଭାବନାମୃତରେ ବାସ କରୁ ତେବେ ଆମେ ଶହ ଶହ, ହଜାରେ କିମ୍ବା ଯେତେ ସଂଖ୍ୟକ ବର୍ଷ ବଞ୍ଚିପାରିବା । ପ୍ରକୃତରେ ଆମେ ମରିବା ନାହିଁ। ମୃତ୍ୟୁ ଏବଂ ଜନ୍ମ କ’ଣ? ତାହା ଏହି ଶରୀରର ଅଟେ। ତେଣୁ ଆମେ ଅନନ୍ତ; କୃଷ୍ଣ ଅନନ୍ତ ଅଟନ୍ତି। " |
700505 - ପ୍ରବଚନ ISO 03 - ଲସ ଆ଼ଞ୍ଜେଲ୍ସ |