OR/Prabhupada 0038 - ଜ୍ଞାନ ବେଦରୁ ଉତ୍ପନ: Difference between revisions
(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0038 - in all Languages Category:OR-Quotes - 1975 Category:OR-Quotes - Lec...") |
(Vanibot #0023: VideoLocalizer - changed YouTube player to show hard-coded subtitles version) |
||
Line 7: | Line 7: | ||
[[Category:Oriya Language]] | [[Category:Oriya Language]] | ||
<!-- END CATEGORY LIST --> | <!-- END CATEGORY LIST --> | ||
<!-- BEGIN NAVIGATION BAR -- | <!-- BEGIN NAVIGATION BAR -- DO NOT EDIT OR REMOVE --> | ||
{{1080 videos navigation - All Languages|Oriya|OR/Prabhupada 0037 - ଯେ କେହି କୃଷ୍ଣଙ୍କୁ ଜାଣନ୍ତି, ସେ ଗୁରୁ ଅଟେନ୍ତି| | {{1080 videos navigation - All Languages|Oriya|OR/Prabhupada 0037 - ଯେ କେହି କୃଷ୍ଣଙ୍କୁ ଜାଣନ୍ତି, ସେ ଗୁରୁ ଅଟେନ୍ତି|0037|OR/Prabhupada 0039 - ଆଧୁନିକ ପ୍ରଶାସକ ଏକ ପୁତ୍ତଳି ସଦୃଶ|0039}} | ||
<!-- END NAVIGATION BAR --> | <!-- END NAVIGATION BAR --> | ||
<!-- BEGIN ORIGINAL VANIQUOTES PAGE LINK--> | <!-- BEGIN ORIGINAL VANIQUOTES PAGE LINK--> | ||
Line 18: | Line 18: | ||
<!-- BEGIN VIDEO LINK --> | <!-- BEGIN VIDEO LINK --> | ||
{{youtube_right| | {{youtube_right|StfFCdAgGVA|ଜ୍ଞାନ ବେଦରୁ ଉତ୍ପନ<br />- Prabhupāda 0038}} | ||
<!-- END VIDEO LINK --> | <!-- END VIDEO LINK --> | ||
Line 36: | Line 36: | ||
:ଉପଦେକ୍ଷ୍ୟନ୍ତି ତେ ଜ୍ଞାନଂ | :ଉପଦେକ୍ଷ୍ୟନ୍ତି ତେ ଜ୍ଞାନଂ | ||
:ଜ୍ଞାନିନସ୍ତତ୍ତ୍ଵ ଦର୍ଶିନଃ | :ଜ୍ଞାନିନସ୍ତତ୍ତ୍ଵ ଦର୍ଶିନଃ | ||
:([[Vanisource:BG 4.34|BG 4.34]]) | :([[Vanisource:BG 4.34 (1972)|BG 4.34]]) | ||
ତତ୍ତ୍ଵ ଦର୍ଶିନଃ । ଯେତେପର୍ଯ୍ୟନ୍ତ ତୁମେ ଦେଖିନାହଁ, ତୁମେ କିପରି ଅନ୍ୟମାନଙ୍କୁ ସତ୍ୟର ସୂଚନା ଦେଇପାରିବ? ତେଣୁ ଭଗବାନଙ୍କୁ ଦେଖାଯାଇପାରିବ, କେବଳ ଇତିହାସରେ ନୁହେଁ । ଇତିହାସରେ, ଯେତେବେଳେ କୃଷ୍ଣ ଏହି ଗ୍ରହରେ ଉପସ୍ଥିତ ଥିଲେ, କୁରୁକ୍ଷେତ୍ର ଯୁଦ୍ଧର ଇତିହାସ ଯେଉଁଠାରେ ଏହି ଭଗବଦ୍ ଗୀତା କୁହାଯାଇଥିଲା, ତାହା ଏକ ଐତିହାସିକ ତଥ୍ୟ ଅଟେ । ତେଣୁ ଆମେମାନେ ଇତିହାସ ଏବଂ ଶାସ୍ତ୍ର ମାଧ୍ୟମରେ ଭଗବାନ ଶ୍ରୀ କୃଷ୍ଣଙ୍କୁ ଦେଖିପାରିବା । | ତତ୍ତ୍ଵ ଦର୍ଶିନଃ । ଯେତେପର୍ଯ୍ୟନ୍ତ ତୁମେ ଦେଖିନାହଁ, ତୁମେ କିପରି ଅନ୍ୟମାନଙ୍କୁ ସତ୍ୟର ସୂଚନା ଦେଇପାରିବ? ତେଣୁ ଭଗବାନଙ୍କୁ ଦେଖାଯାଇପାରିବ, କେବଳ ଇତିହାସରେ ନୁହେଁ । ଇତିହାସରେ, ଯେତେବେଳେ କୃଷ୍ଣ ଏହି ଗ୍ରହରେ ଉପସ୍ଥିତ ଥିଲେ, କୁରୁକ୍ଷେତ୍ର ଯୁଦ୍ଧର ଇତିହାସ ଯେଉଁଠାରେ ଏହି ଭଗବଦ୍ ଗୀତା କୁହାଯାଇଥିଲା, ତାହା ଏକ ଐତିହାସିକ ତଥ୍ୟ ଅଟେ । ତେଣୁ ଆମେମାନେ ଇତିହାସ ଏବଂ ଶାସ୍ତ୍ର ମାଧ୍ୟମରେ ଭଗବାନ ଶ୍ରୀ କୃଷ୍ଣଙ୍କୁ ଦେଖିପାରିବା । | ||
ଶାସ୍ତ୍ର-ଚକ୍ଷୁଶା । ଯେପରି ବର୍ତ୍ତମାନ ମୂହୁର୍ତ୍ତରେ, କୃଷ୍ଣ ଶାରୀରିକ ରୂପରେ ଉପସ୍ଥିତ ନାହାଁନ୍ତି, କିନ୍ତୁ ଆମେ ଶାସ୍ତ୍ର ମାଧ୍ୟମରେ ବୁଝିପାରିବା କୃଷ୍ଣ କ'ଣ । ତେଣୁ ଶାସ୍ତ୍ର-ଚକ୍ଷୁସା । ଶାସ୍ତ୍ର...ତୁମେ ପ୍ରତ୍ୟକ୍ଷ ଅନୁଭୂତି ନେଇପାର କିମ୍ୱା ଶାସ୍ତ୍ର ମାଧ୍ୟମରେ... ଶାସ୍ତ୍ର ମାଧ୍ୟମରେ ନିଆଯାଇଥିବା ଅନୁଭୂତି ପ୍ରତ୍ୟକ୍ଷ ଅନୁଭୂତିଠାରୁ ଶ୍ରେଷ୍ଠ ଅଟେ । ତେଣୁ ଅମର ଜ୍ଞାନ, ଯେଉଁମାନେ ବୈଦିକ ସିଦ୍ଧାନ୍ତ ଅନୁସରଣ କରନ୍ତି, ସେମାନଙ୍କର ଜ୍ଞାନ ବେଦରୁ ଉତ୍ପନ । ସେମାନେ କୌଣସି ଜ୍ଞାନର ନିର୍ମାଣ କରନ୍ତି ନାହିଁ । ଯଦି କୌଣସି କଥା ବୈଦିକ ପ୍ରମାଣରୁ ବୁଝାଯାଇପାରୁଛି, ତାହା ତଥ୍ୟ ଅଟେ । ତେଣୁ କୃଷ୍ଣଙ୍କୁ ବେଦ ମାଧ୍ୟମରେ ବୁଝାଯାଇପାରିବ । ବେଦୈଶ୍ଚ ସର୍ବୈରହମେବ ବେଦ୍ୟୋ ([[Vanisource:BG 15.15|BG 15.15]]) । ତାହା ଭଗବଦ୍ ଗୀତାରେ ବର୍ଣ୍ଣନା କରାଯାଇଛି । ତୁମେ କୃଷ୍ଣଙ୍କର କଳ୍ପନା କରିପାରିବ ନାହିଁ । ଯଦି କେହି ଦୁର୍ଜନ କହେ ଯେ "ମୁଁ କଳ୍ପନା କରିପାରୁଛି," ତାହା ଧୃତତା ଅଟେ । ତୁମକୁ ବେଦ ମାଧ୍ୟମରେ କୃଷ୍ଣଙ୍କୁ ଦେଖିବାକୁ ହେବ । ବେଦୈଶ୍ଚ ସର୍ବୈରହମେବ ବେଦ୍ୟୋ ([[Vanisource:BG 15.15|BG 15.15]]) । ତାହା ବେଦ ପଢ଼ିବାର ଉଦ୍ଦେଶ୍ୟ ଅଟେ । ସେଥିପାଇଁ ଏହାକୁ ବେଦାନ୍ତ କୁହାଯାଏ । କୃଷ୍ଣଙ୍କର ଜ୍ଞାନ ବେଦାନ୍ତ ଅଟେ । | ଶାସ୍ତ୍ର-ଚକ୍ଷୁଶା । ଯେପରି ବର୍ତ୍ତମାନ ମୂହୁର୍ତ୍ତରେ, କୃଷ୍ଣ ଶାରୀରିକ ରୂପରେ ଉପସ୍ଥିତ ନାହାଁନ୍ତି, କିନ୍ତୁ ଆମେ ଶାସ୍ତ୍ର ମାଧ୍ୟମରେ ବୁଝିପାରିବା କୃଷ୍ଣ କ'ଣ । ତେଣୁ ଶାସ୍ତ୍ର-ଚକ୍ଷୁସା । ଶାସ୍ତ୍ର...ତୁମେ ପ୍ରତ୍ୟକ୍ଷ ଅନୁଭୂତି ନେଇପାର କିମ୍ୱା ଶାସ୍ତ୍ର ମାଧ୍ୟମରେ... ଶାସ୍ତ୍ର ମାଧ୍ୟମରେ ନିଆଯାଇଥିବା ଅନୁଭୂତି ପ୍ରତ୍ୟକ୍ଷ ଅନୁଭୂତିଠାରୁ ଶ୍ରେଷ୍ଠ ଅଟେ । ତେଣୁ ଅମର ଜ୍ଞାନ, ଯେଉଁମାନେ ବୈଦିକ ସିଦ୍ଧାନ୍ତ ଅନୁସରଣ କରନ୍ତି, ସେମାନଙ୍କର ଜ୍ଞାନ ବେଦରୁ ଉତ୍ପନ । ସେମାନେ କୌଣସି ଜ୍ଞାନର ନିର୍ମାଣ କରନ୍ତି ନାହିଁ । ଯଦି କୌଣସି କଥା ବୈଦିକ ପ୍ରମାଣରୁ ବୁଝାଯାଇପାରୁଛି, ତାହା ତଥ୍ୟ ଅଟେ । ତେଣୁ କୃଷ୍ଣଙ୍କୁ ବେଦ ମାଧ୍ୟମରେ ବୁଝାଯାଇପାରିବ । ବେଦୈଶ୍ଚ ସର୍ବୈରହମେବ ବେଦ୍ୟୋ ([[Vanisource:BG 15.15 (1972)|BG 15.15]]) । ତାହା ଭଗବଦ୍ ଗୀତାରେ ବର୍ଣ୍ଣନା କରାଯାଇଛି । ତୁମେ କୃଷ୍ଣଙ୍କର କଳ୍ପନା କରିପାରିବ ନାହିଁ । ଯଦି କେହି ଦୁର୍ଜନ କହେ ଯେ "ମୁଁ କଳ୍ପନା କରିପାରୁଛି," ତାହା ଧୃତତା ଅଟେ । ତୁମକୁ ବେଦ ମାଧ୍ୟମରେ କୃଷ୍ଣଙ୍କୁ ଦେଖିବାକୁ ହେବ । ବେଦୈଶ୍ଚ ସର୍ବୈରହମେବ ବେଦ୍ୟୋ ([[Vanisource:BG 15.15 (1972)|BG 15.15]]) । ତାହା ବେଦ ପଢ଼ିବାର ଉଦ୍ଦେଶ୍ୟ ଅଟେ । ସେଥିପାଇଁ ଏହାକୁ ବେଦାନ୍ତ କୁହାଯାଏ । କୃଷ୍ଣଙ୍କର ଜ୍ଞାନ ବେଦାନ୍ତ ଅଟେ । | ||
<!-- END TRANSLATED TEXT --> | <!-- END TRANSLATED TEXT --> |
Latest revision as of 15:22, 16 October 2018
Lecture on BG 7.1 -- Hong Kong, January 25, 1975
ବର୍ତ୍ତମାନ, କୃଷ୍ଣ ଅଛନ୍ତି । ଆମ ପାଖରେ କୃଷ୍ଣଙ୍କର ଛବି ଅଛି, କୃଷ୍ଣଙ୍କର ଚିତ୍ର ଅଛି, କୃଷ୍ଣଙ୍କର ମନ୍ଦିର ଅଛି, ଏତେସାର କୃଷ୍ଣ । ତାହା କାଳ୍ପନିକ ନୁହେଁ । ତାହା କଳ୍ପନା ନୁହେଁ । ଯେପରି ମାୟାବାଦୀ ଦାର୍ଶନିକମାନେ ଭାବୁଛନ୍ତି, ଯେ "ତୁମେ ମନରେ କଳ୍ପନା କରିପାରିବ ।" ନା, ଭଗବାନଙ୍କୁ କଳ୍ପନା କାରାଯାଇପାରିବ ନାହିଁ । ତାହା ଅନ୍ୟ ଏକ ମୂର୍ଖତା । ତୁମେ ଭଗବାନଙ୍କୁ କିପରି କଳ୍ପନା କରିପାରିବ? ତେବେ ଭଗବାନ୍ ତୁମ କଳ୍ପନାର ବିଷୟବସ୍ତୁ ପାଲଟି ଯିବେ । ସେ ପଦାର୍ଥ ନୁହଁନ୍ତି । ତାହା ଭଗବାନ ନୁହଁନ୍ତି । ଯାହାକୁ କଳ୍ପନା କରାଯାଏ, ତାହା ଭଗବାନ ନୁହଁନ୍ତି । ଭଗବାନ, କୃଷ୍ଣ ତୁମ ସମ୍ମୁଖରେ ଉପସ୍ଥିତ । ସେ ଏହି ଗ୍ରହକୁ ଆସନ୍ତି । ତଦାତ୍ମାନ ସୃଜାମି ଅହଂ, ସମ୍ଭବାମି ଯୁଗେ ଯୁଗେ । ତେଣୁ ଯେଉଁମାନେ ଭଗବାନଙ୍କୁ ଦେଖିଛନ୍ତି, ତୁମେ ସେମାନଙ୍କଠାରୁ ସୂଚନା ନିଅ ।
- ତଦ୍ ବିଦ୍ଧି ପ୍ରଣିପାତେନ
- ପରିପ୍ରଶ୍ନେନ ସେବୟା
- ଉପଦେକ୍ଷ୍ୟନ୍ତି ତେ ଜ୍ଞାନଂ
- ଜ୍ଞାନିନସ୍ତତ୍ତ୍ଵ ଦର୍ଶିନଃ
- (BG 4.34)
ତତ୍ତ୍ଵ ଦର୍ଶିନଃ । ଯେତେପର୍ଯ୍ୟନ୍ତ ତୁମେ ଦେଖିନାହଁ, ତୁମେ କିପରି ଅନ୍ୟମାନଙ୍କୁ ସତ୍ୟର ସୂଚନା ଦେଇପାରିବ? ତେଣୁ ଭଗବାନଙ୍କୁ ଦେଖାଯାଇପାରିବ, କେବଳ ଇତିହାସରେ ନୁହେଁ । ଇତିହାସରେ, ଯେତେବେଳେ କୃଷ୍ଣ ଏହି ଗ୍ରହରେ ଉପସ୍ଥିତ ଥିଲେ, କୁରୁକ୍ଷେତ୍ର ଯୁଦ୍ଧର ଇତିହାସ ଯେଉଁଠାରେ ଏହି ଭଗବଦ୍ ଗୀତା କୁହାଯାଇଥିଲା, ତାହା ଏକ ଐତିହାସିକ ତଥ୍ୟ ଅଟେ । ତେଣୁ ଆମେମାନେ ଇତିହାସ ଏବଂ ଶାସ୍ତ୍ର ମାଧ୍ୟମରେ ଭଗବାନ ଶ୍ରୀ କୃଷ୍ଣଙ୍କୁ ଦେଖିପାରିବା ।
ଶାସ୍ତ୍ର-ଚକ୍ଷୁଶା । ଯେପରି ବର୍ତ୍ତମାନ ମୂହୁର୍ତ୍ତରେ, କୃଷ୍ଣ ଶାରୀରିକ ରୂପରେ ଉପସ୍ଥିତ ନାହାଁନ୍ତି, କିନ୍ତୁ ଆମେ ଶାସ୍ତ୍ର ମାଧ୍ୟମରେ ବୁଝିପାରିବା କୃଷ୍ଣ କ'ଣ । ତେଣୁ ଶାସ୍ତ୍ର-ଚକ୍ଷୁସା । ଶାସ୍ତ୍ର...ତୁମେ ପ୍ରତ୍ୟକ୍ଷ ଅନୁଭୂତି ନେଇପାର କିମ୍ୱା ଶାସ୍ତ୍ର ମାଧ୍ୟମରେ... ଶାସ୍ତ୍ର ମାଧ୍ୟମରେ ନିଆଯାଇଥିବା ଅନୁଭୂତି ପ୍ରତ୍ୟକ୍ଷ ଅନୁଭୂତିଠାରୁ ଶ୍ରେଷ୍ଠ ଅଟେ । ତେଣୁ ଅମର ଜ୍ଞାନ, ଯେଉଁମାନେ ବୈଦିକ ସିଦ୍ଧାନ୍ତ ଅନୁସରଣ କରନ୍ତି, ସେମାନଙ୍କର ଜ୍ଞାନ ବେଦରୁ ଉତ୍ପନ । ସେମାନେ କୌଣସି ଜ୍ଞାନର ନିର୍ମାଣ କରନ୍ତି ନାହିଁ । ଯଦି କୌଣସି କଥା ବୈଦିକ ପ୍ରମାଣରୁ ବୁଝାଯାଇପାରୁଛି, ତାହା ତଥ୍ୟ ଅଟେ । ତେଣୁ କୃଷ୍ଣଙ୍କୁ ବେଦ ମାଧ୍ୟମରେ ବୁଝାଯାଇପାରିବ । ବେଦୈଶ୍ଚ ସର୍ବୈରହମେବ ବେଦ୍ୟୋ (BG 15.15) । ତାହା ଭଗବଦ୍ ଗୀତାରେ ବର୍ଣ୍ଣନା କରାଯାଇଛି । ତୁମେ କୃଷ୍ଣଙ୍କର କଳ୍ପନା କରିପାରିବ ନାହିଁ । ଯଦି କେହି ଦୁର୍ଜନ କହେ ଯେ "ମୁଁ କଳ୍ପନା କରିପାରୁଛି," ତାହା ଧୃତତା ଅଟେ । ତୁମକୁ ବେଦ ମାଧ୍ୟମରେ କୃଷ୍ଣଙ୍କୁ ଦେଖିବାକୁ ହେବ । ବେଦୈଶ୍ଚ ସର୍ବୈରହମେବ ବେଦ୍ୟୋ (BG 15.15) । ତାହା ବେଦ ପଢ଼ିବାର ଉଦ୍ଦେଶ୍ୟ ଅଟେ । ସେଥିପାଇଁ ଏହାକୁ ବେଦାନ୍ତ କୁହାଯାଏ । କୃଷ୍ଣଙ୍କର ଜ୍ଞାନ ବେଦାନ୍ତ ଅଟେ ।