OR/Prabhupada 0146 - ମୋ ଅନୁପସ୍ଥିତିରେ, ଯଦି ରେକଡିଙ୍ଗ୍ ଚଲାଯାଏ, ଏହା ଠିକ୍ ସେହି ଶଦ୍ଦ ଦୋହରାଇବ: Difference between revisions
(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0146 - in all Languages Category:OR-Quotes - 1975 Category:OR-Quotes - Lec...") |
(Vanibot #0023: VideoLocalizer - changed YouTube player to show hard-coded subtitles version) |
||
Line 6: | Line 6: | ||
[[Category:OR-Quotes - in Kenya]] | [[Category:OR-Quotes - in Kenya]] | ||
<!-- END CATEGORY LIST --> | <!-- END CATEGORY LIST --> | ||
<!-- BEGIN NAVIGATION BAR -- | <!-- BEGIN NAVIGATION BAR -- DO NOT EDIT OR REMOVE --> | ||
{{1080 videos navigation - All Languages|Oriya|OR/Prabhupada 0145 - ଆମକୁ କିଛି ପ୍ରକାରର ତପସ୍ୟା ସ୍ଵୀକାର କରିବାକୁ ପଡ଼ିବ|0145|OR/Prabhupada 0147 - ସାଧାରଣ ଚାଉଳକୁ ସର୍ବୋଚ୍ଚ ଚାଉଳ କୁହାଯାଏ ନାହିଁ|0147}} | {{1080 videos navigation - All Languages|Oriya|OR/Prabhupada 0145 - ଆମକୁ କିଛି ପ୍ରକାରର ତପସ୍ୟା ସ୍ଵୀକାର କରିବାକୁ ପଡ଼ିବ|0145|OR/Prabhupada 0147 - ସାଧାରଣ ଚାଉଳକୁ ସର୍ବୋଚ୍ଚ ଚାଉଳ କୁହାଯାଏ ନାହିଁ|0147}} | ||
<!-- END NAVIGATION BAR --> | <!-- END NAVIGATION BAR --> | ||
Line 17: | Line 17: | ||
<!-- BEGIN VIDEO LINK --> | <!-- BEGIN VIDEO LINK --> | ||
{{youtube_right| | {{youtube_right|V5WJKxzdbow|ମୋ ଅନୁପସ୍ଥିତିରେ, ଯଦି ରେକଡିଙ୍ଗ୍ ଚଲାଯାଏ, ଏହା ଠିକ୍ ସେହି ଶଦ୍ଦ ଦୋହରାଇବ<br />- Prabhupāda 0146}} | ||
<!-- END VIDEO LINK --> | <!-- END VIDEO LINK --> | ||
Line 35: | Line 35: | ||
:ଅହଂକାର ଇତୀୟଂ ମେ | :ଅହଂକାର ଇତୀୟଂ ମେ | ||
:ଭିନ୍ନା ପ୍ରକୃତିରଷ୍ଟଧା | :ଭିନ୍ନା ପ୍ରକୃତିରଷ୍ଟଧା | ||
:([[Vanisource:BG 7.4|BG 7.4]]) | :([[Vanisource:BG 7.4 (1972)|BG 7.4]]) | ||
ଭିନ୍ନ ପ୍ରକୃତିରଷ୍ଟଧା । ଯେପରି ମୁଁ କହୁଛି, ଏହା ରକଡିଙ୍ଗ୍ କରାଯାଉଛି, ରେକଡିଙ୍ଗ୍ । କିନ୍ତୁ ମୋ ଅନୁପସ୍ଥିତିରେ, ଯଦି ରେକଡିଙ୍ଗ୍ ଚଲାଯାଏ, ଏହା ଠିକ୍ ସେହି ଶଦ୍ଦ ଦୋହରାଇବ । ତେଣୁ ତାହା ହେଉଛି ମୋ ଶକ୍ତି କିମ୍ଵା କାହାର ବି ଶକ୍ତି, କିନ୍ତୁ ଭିନ୍ନା, ମୋ ଠାରୁ ଅଲଗା । ତୁମକୁ ସେପରି ବୁଝିବାକୁ ପଡ଼ିବ । ତେବେ ସବୁକିଛି ଭଗବାନ, କୃଷ୍ଣଙ୍କର ଶକ୍ତି, କିନ୍ତୁ ଏହି ଭୌତିକ ଜଗତ ଅର୍ଥାତ୍ ଆମେ କୃଷ୍ଣଙ୍କୁ ଭୁଲି ଯାଉଛୁ । କେଉଁଠାରୁ ଏହି ଶକ୍ତି ଆସିଲା? ସେହି ପ୍ରସଙ୍ଗ ଆମେ ଭୁଲି ଯାଉଛୁ । ଭିନ୍ନା । ଜଣେ ଯିଏ ଜାଣିଛି...ଯେପରି ସେହି ଏକା ଉଦାହରଣ । ରେକଡିଙ୍ଗ୍ ବାଜୁଛି, କିନ୍ତୁ ଯଦି ଜଣେ ଜାଣି ନାହିଁ ଏହି ଭାଷଣ କିଏ ରେକଡିଙ୍ଗ୍ କରିଛି, ସେ ଜାଣି ପାରିବ ନାହିଁ । କିନ୍ତୁ ଯଦି ଜଣେ ସ୍ଵର ଜାଣିଛି, ସେ ବୁଝିପାରିବ, "ଏହା ପ୍ରଭୁପାଦ, କିମ୍ଵା ସ୍ଵାମୀଜୀଙ୍କ ଠାରୁ ଆସୁଛି ।" ସେହିପରି, ଶକ୍ତି ସେଠାରେ ଅଛି, କିନ୍ତୁ କାରଣ ଆମେ ଶକ୍ତିର ସ୍ରୋତ ଭୁଲିଯାଇଛୁ କିମ୍ଵା ଆମେ ଶକ୍ତିର ସ୍ରୋତ ଜାଣିନୁ, ସେଥିପାଇଁ ଆମେ ଭୌତିକ ଜିନିଷକୁ ଶେଷ ମାନି ନେଉ । ଏହା ହେଉଛି ଆମର ଅଜ୍ଞାନ । | ଭିନ୍ନ ପ୍ରକୃତିରଷ୍ଟଧା । ଯେପରି ମୁଁ କହୁଛି, ଏହା ରକଡିଙ୍ଗ୍ କରାଯାଉଛି, ରେକଡିଙ୍ଗ୍ । କିନ୍ତୁ ମୋ ଅନୁପସ୍ଥିତିରେ, ଯଦି ରେକଡିଙ୍ଗ୍ ଚଲାଯାଏ, ଏହା ଠିକ୍ ସେହି ଶଦ୍ଦ ଦୋହରାଇବ । ତେଣୁ ତାହା ହେଉଛି ମୋ ଶକ୍ତି କିମ୍ଵା କାହାର ବି ଶକ୍ତି, କିନ୍ତୁ ଭିନ୍ନା, ମୋ ଠାରୁ ଅଲଗା । ତୁମକୁ ସେପରି ବୁଝିବାକୁ ପଡ଼ିବ । ତେବେ ସବୁକିଛି ଭଗବାନ, କୃଷ୍ଣଙ୍କର ଶକ୍ତି, କିନ୍ତୁ ଏହି ଭୌତିକ ଜଗତ ଅର୍ଥାତ୍ ଆମେ କୃଷ୍ଣଙ୍କୁ ଭୁଲି ଯାଉଛୁ । କେଉଁଠାରୁ ଏହି ଶକ୍ତି ଆସିଲା? ସେହି ପ୍ରସଙ୍ଗ ଆମେ ଭୁଲି ଯାଉଛୁ । ଭିନ୍ନା । ଜଣେ ଯିଏ ଜାଣିଛି...ଯେପରି ସେହି ଏକା ଉଦାହରଣ । ରେକଡିଙ୍ଗ୍ ବାଜୁଛି, କିନ୍ତୁ ଯଦି ଜଣେ ଜାଣି ନାହିଁ ଏହି ଭାଷଣ କିଏ ରେକଡିଙ୍ଗ୍ କରିଛି, ସେ ଜାଣି ପାରିବ ନାହିଁ । କିନ୍ତୁ ଯଦି ଜଣେ ସ୍ଵର ଜାଣିଛି, ସେ ବୁଝିପାରିବ, "ଏହା ପ୍ରଭୁପାଦ, କିମ୍ଵା ସ୍ଵାମୀଜୀଙ୍କ ଠାରୁ ଆସୁଛି ।" ସେହିପରି, ଶକ୍ତି ସେଠାରେ ଅଛି, କିନ୍ତୁ କାରଣ ଆମେ ଶକ୍ତିର ସ୍ରୋତ ଭୁଲିଯାଇଛୁ କିମ୍ଵା ଆମେ ଶକ୍ତିର ସ୍ରୋତ ଜାଣିନୁ, ସେଥିପାଇଁ ଆମେ ଭୌତିକ ଜିନିଷକୁ ଶେଷ ମାନି ନେଉ । ଏହା ହେଉଛି ଆମର ଅଜ୍ଞାନ । | ||
ଏହି ପ୍ରକୃତି, ଏହି ଭୌତିକ ଜଗତ, ଏହି ଜିନିଷଗୁଡିକୁ ନେଇ ତିଆରି ହୋଇଛି: ଭୂମିରାପୋଽନଳୋ ବାୟୁଃ ଖଂ ମନୋ ବୁଦ୍ଧିରେବ ଚ ([[Vanisource:BG 7.4|BG 7.4]]) । ତେଣୁ ଏହା କେଉଁଠାରୁ ଆସିଲା? ତାହା କୃଷ୍ଣ ବର୍ଣ୍ଣନା କରୁଛନ୍ତି, ଯେ " ସେମାନେ ହେଉଛନ୍ତି ମୋର ଶକ୍ତି ।" କାରଣ ଆମେ ଜାଣିବା ଉଚିତ୍, ତେଣୁ... କୃଷ୍ଣଙ୍କୁ ବୁଝିବା ଅର୍ଥାତ୍ ଜଣେ ଏହା ଜାଣିବା ଉଚିତ୍ ଏହି ପୃଥିବୀ କ'ଣ, ଏହି ପାଣି କ'ଣ, ଏହି ଅଗ୍ନି କ'ଣ, ଏହି ବାୟୁ କ'ଣ, ଏହି ଆକାଶ କ'ଣ, ଏହି ମନ କ'ଣ, ଏହି ଅହଂକାର କ'ଣ । ଏହି ଭୌତିକ ଜିନିଷଗୁଡ଼ିକ, କେଉଁଠାରୁ ଆସୁଛି ତାହା ସେମାନେ ଜାଣିବା ଉଚିତ୍ । ସେମାନେ କେବଳ ସିଦ୍ଧାନ୍ତ ବନାନ୍ତି ଯେ ଜଳ ହେଉଛି କିଛି ରସାୟନର ମିଶ୍ରଣ, ଉଦଜାନ, ଅମ୍ଳଜାନ । କିନ୍ତୁ କେଉଁଠାରୁ ରସାୟନ ଆସିଲା, ଉଦଜାନ, ଅମ୍ଳଜାନ? ତାହାର ଉତ୍ତର ସେମାନେ ଦେଇପାରୁ ନାହାଁନ୍ତି । ତେଣୁ ଏହାକୁ ଅଚିନ୍ତ୍ୟ-ଶକ୍ତି କୁହାଯାଏ । ଅଚିନ୍ତ୍ୟ-ଶକ୍ତି । ଯଦି ତୁମେ ପ୍ରୟୋଗ କରିବ ନାହିଁ, ଯଦି ତୁମେ ମନା କରିବ, ଅଚିନ୍ତ୍ୟ-ଶକ୍ତି, ଭଗବାନଙ୍କ ଠାରେ, ଅଚିନ୍ତ୍ୟ-ଶକ୍ତି, ଅଚିନ୍ତନୀୟ ଶକ୍ତି, ତେବେ କୌଣସି ଭଗବାନ ନାହାଁନ୍ତି । ଅଚିନ୍ତ୍ୟ-ଶକ୍ତି-ସମ୍ପନ୍ନଃ । | ଏହି ପ୍ରକୃତି, ଏହି ଭୌତିକ ଜଗତ, ଏହି ଜିନିଷଗୁଡିକୁ ନେଇ ତିଆରି ହୋଇଛି: ଭୂମିରାପୋଽନଳୋ ବାୟୁଃ ଖଂ ମନୋ ବୁଦ୍ଧିରେବ ଚ ([[Vanisource:BG 7.4 (1972)|BG 7.4]]) । ତେଣୁ ଏହା କେଉଁଠାରୁ ଆସିଲା? ତାହା କୃଷ୍ଣ ବର୍ଣ୍ଣନା କରୁଛନ୍ତି, ଯେ " ସେମାନେ ହେଉଛନ୍ତି ମୋର ଶକ୍ତି ।" କାରଣ ଆମେ ଜାଣିବା ଉଚିତ୍, ତେଣୁ... କୃଷ୍ଣଙ୍କୁ ବୁଝିବା ଅର୍ଥାତ୍ ଜଣେ ଏହା ଜାଣିବା ଉଚିତ୍ ଏହି ପୃଥିବୀ କ'ଣ, ଏହି ପାଣି କ'ଣ, ଏହି ଅଗ୍ନି କ'ଣ, ଏହି ବାୟୁ କ'ଣ, ଏହି ଆକାଶ କ'ଣ, ଏହି ମନ କ'ଣ, ଏହି ଅହଂକାର କ'ଣ । ଏହି ଭୌତିକ ଜିନିଷଗୁଡ଼ିକ, କେଉଁଠାରୁ ଆସୁଛି ତାହା ସେମାନେ ଜାଣିବା ଉଚିତ୍ । ସେମାନେ କେବଳ ସିଦ୍ଧାନ୍ତ ବନାନ୍ତି ଯେ ଜଳ ହେଉଛି କିଛି ରସାୟନର ମିଶ୍ରଣ, ଉଦଜାନ, ଅମ୍ଳଜାନ । କିନ୍ତୁ କେଉଁଠାରୁ ରସାୟନ ଆସିଲା, ଉଦଜାନ, ଅମ୍ଳଜାନ? ତାହାର ଉତ୍ତର ସେମାନେ ଦେଇପାରୁ ନାହାଁନ୍ତି । ତେଣୁ ଏହାକୁ ଅଚିନ୍ତ୍ୟ-ଶକ୍ତି କୁହାଯାଏ । ଅଚିନ୍ତ୍ୟ-ଶକ୍ତି । ଯଦି ତୁମେ ପ୍ରୟୋଗ କରିବ ନାହିଁ, ଯଦି ତୁମେ ମନା କରିବ, ଅଚିନ୍ତ୍ୟ-ଶକ୍ତି, ଭଗବାନଙ୍କ ଠାରେ, ଅଚିନ୍ତ୍ୟ-ଶକ୍ତି, ଅଚିନ୍ତନୀୟ ଶକ୍ତି, ତେବେ କୌଣସି ଭଗବାନ ନାହାଁନ୍ତି । ଅଚିନ୍ତ୍ୟ-ଶକ୍ତି-ସମ୍ପନ୍ନଃ । | ||
ବର୍ତ୍ତମାନ ତୁମେ ବୁଝିପାରିବ ଯେ ଅଚିନ୍ତ୍ୟ-ଶକ୍ତି କ'ଣ । ଅଚିନ୍ତ୍ୟ-ଶକ୍ତି ତୁମେ ମଧ୍ୟ ପାଇଛ, ଅଚିନ୍ତ୍ୟ-ଶକ୍ତି, ସମସ୍ତେ, କାରଣ ଆମେମାନେ ଭଗବାନଙ୍କର ଅଂଶ ବିଶେଷ ଅଟୁ । ସେଥିପାଇଁ କ୍ଷୁଦ୍ର...କିନ୍ତୁ ଆମେମନେ...ଅନୁପାତ କ'ଣ? ଅନୁପାତ ହେଉଛି, ଏହା ଶାସ୍ତ୍ରରେ କୁହାଯାଇଛି ଯେ...ତାହା କ'ଣ? କେଶାଗ୍ର-ଶତ-ଭାଗସ୍ୟ ଶଟଧା କଳ୍ପିତସ୍ୟ ଚ ଜୀବ-ଭାଗଃ ସ ବିଜ୍ଞେୟଃ ସ ଚାନନ୍ତ୍ୟାୟ କଳ୍ପନେ ([[Vanisource:CC Madhya 19.140|CC Madhya 19.140]]) । କେଶାଗ୍ର-ଶତ-ଭାଗସ୍ୟ । କେବଳ ଏକ ବିଚାର ଦେଉଛୁ । ତାହା କ'ଣ? କେଶର ଅଗ୍ର ଭାଗ, କେବଳ ଏକ କ୍ଷୁଦ୍ର ବିନ୍ଦୁ, ତୁମେ ଏହାକୁ ଶହେ ଭାଗରେ ଭାଗ କରି ପାରିବ । ଏବଂ ସେହି ଏକ ଭାଗକୁ ପୁଣି ଶହେ ଭାଗରେ ଭାଗ କର । ତାହା, ଅର୍ଥାତ୍, କେଶର ଦଶ ହଜାର ଭାଗ । ତାହା ଏକ କ୍ଷୁଦ୍ର ବିନ୍ଦୁ ପରି । ତାହା ହେଉଛି ଜୀବର ଅାକାର, ଆତ୍ମା, ଆଧ୍ୟାତ୍ମିକ ଚିଙ୍ଗାରୀ, ଆଣବିକ ଭାଗ, ପରମାଣୁ ଭାଗ । କେଶାଗ୍ର-ଶତ-ଭାଗସ୍ୟ ଶଟଧା କଳ୍ପିତସ୍ୟ ଚ ଜୀବ-ଭାଗଃ ସ ବିଜ୍ଞେୟଃ ସ ଚାନନ୍ତ୍ୟାୟ କଳ୍ପନେ ([[Vanisource:CC Madhya 19.140|CC Madhya 19.140]]) । | ବର୍ତ୍ତମାନ ତୁମେ ବୁଝିପାରିବ ଯେ ଅଚିନ୍ତ୍ୟ-ଶକ୍ତି କ'ଣ । ଅଚିନ୍ତ୍ୟ-ଶକ୍ତି ତୁମେ ମଧ୍ୟ ପାଇଛ, ଅଚିନ୍ତ୍ୟ-ଶକ୍ତି, ସମସ୍ତେ, କାରଣ ଆମେମାନେ ଭଗବାନଙ୍କର ଅଂଶ ବିଶେଷ ଅଟୁ । ସେଥିପାଇଁ କ୍ଷୁଦ୍ର...କିନ୍ତୁ ଆମେମନେ...ଅନୁପାତ କ'ଣ? ଅନୁପାତ ହେଉଛି, ଏହା ଶାସ୍ତ୍ରରେ କୁହାଯାଇଛି ଯେ...ତାହା କ'ଣ? କେଶାଗ୍ର-ଶତ-ଭାଗସ୍ୟ ଶଟଧା କଳ୍ପିତସ୍ୟ ଚ ଜୀବ-ଭାଗଃ ସ ବିଜ୍ଞେୟଃ ସ ଚାନନ୍ତ୍ୟାୟ କଳ୍ପନେ ([[Vanisource:CC Madhya 19.140|CC Madhya 19.140]]) । କେଶାଗ୍ର-ଶତ-ଭାଗସ୍ୟ । କେବଳ ଏକ ବିଚାର ଦେଉଛୁ । ତାହା କ'ଣ? କେଶର ଅଗ୍ର ଭାଗ, କେବଳ ଏକ କ୍ଷୁଦ୍ର ବିନ୍ଦୁ, ତୁମେ ଏହାକୁ ଶହେ ଭାଗରେ ଭାଗ କରି ପାରିବ । ଏବଂ ସେହି ଏକ ଭାଗକୁ ପୁଣି ଶହେ ଭାଗରେ ଭାଗ କର । ତାହା, ଅର୍ଥାତ୍, କେଶର ଦଶ ହଜାର ଭାଗ । ତାହା ଏକ କ୍ଷୁଦ୍ର ବିନ୍ଦୁ ପରି । ତାହା ହେଉଛି ଜୀବର ଅାକାର, ଆତ୍ମା, ଆଧ୍ୟାତ୍ମିକ ଚିଙ୍ଗାରୀ, ଆଣବିକ ଭାଗ, ପରମାଣୁ ଭାଗ । କେଶାଗ୍ର-ଶତ-ଭାଗସ୍ୟ ଶଟଧା କଳ୍ପିତସ୍ୟ ଚ ଜୀବ-ଭାଗଃ ସ ବିଜ୍ଞେୟଃ ସ ଚାନନ୍ତ୍ୟାୟ କଳ୍ପନେ ([[Vanisource:CC Madhya 19.140|CC Madhya 19.140]]) । | ||
ତେଣୁ ଆକାର ଅଛି, କିନ୍ତୁ ଭୌତିକ ଚକ୍ଷୁରେ ଆମେ କେବଳ ସ୍ଥୂଳ ଜିନିଷ ଦେଖିପାରିବା, ସୂକ୍ଷ୍ମ ଜିନିଷ ଆମେ ବୁଝି ପାରିବା ନାହିଁ । କିନ୍ତୁ ଶାସ୍ତ୍ରରୁ ତୁମକୁ ବୁଝିବାକୁ ହେବ, ଶୃତିରୁ । ତେବେ ତୁମେ ବୁଝିପାରିବ । ଭଗବଦ୍ ଗୀତାରେ ଶ୍ଳୋକ ଅଛି, ଇନ୍ଦ୍ରିୟାଣି ପରାଣ୍ୟାହୁରୁନ୍ଦ୍ରିୟେଭ୍ୟଃ ପରଂ ମନଃ ମନସସ୍ତୁ ପରା ବୁଦ୍ଧି ([[Vanisource:BG 3.42|BG 3.42]]) ଯେପରି ଏଠାରେ କୁହାଯାଇଛି ମନୋ ବୁଦ୍ଧିଃ । ମନସସ୍ ଚ ପରା ବୁଦ୍ଧି । ବୁଦ୍ଧି ମନଠାରୁ ଭଲ କିମ୍ଵା ଉତ୍କୃଷ୍ଟ । ତାହା ହେଉଛି...ଅନ୍ୟ ଏକ ଜାଗାରେ ମଧ୍ୟ ତାହା ବର୍ଣ୍ଣନା କରାଯାଇଛି ଯେ ସ୍ଥୂଳ ଜିନିଷ ଅର୍ଥାତ୍ ଏହି ଇନ୍ଦ୍ରିୟଗୁଡ଼ିକ । ଇନ୍ଦ୍ରିୟାଣି ପରାଣ୍ୟାହୁ । ଏହା ହେଉଛି ସ୍ଥୂଳ ଦୃଷ୍ଟି । ମୁଁ ଏକ ବ୍ୟକ୍ତିକୁ ଦେଖିଲି ଅର୍ଥାତ୍ ମୁଁ ତାର ଶରୀରକୁ ଦେଖିଲି, ତାର ଆଖିକୁ, କାନକୁ, ହାତ ଏବଂ ଗୋଡ଼କୁ ଏବଂ ସବୁକିଛି । ତାହା ହେଉଛି ସ୍ଥୂଳ ଦୃଷ୍ଟି । କିନ୍ତୁ ଏହି ସ୍ଥୂଳ ଇନ୍ଦ୍ରିୟମାନଙ୍କ ଠାରୁ ଭଲ, ମନ ଇନ୍ଦ୍ରିୟମାନଙ୍କୁ ନିୟନ୍ତ୍ରଣ କରେ । ତାହା ତୁମେ ଦେଖିପାରିବ ନାହିଁ । ଇନ୍ଦ୍ରିୟାଣି ପରାଣ୍ୟାହୁରୁନ୍ଦ୍ରିୟେଭ୍ୟଃ ପରଂ ମନଃ ([[Vanisource:BG 3.42|BG 3.42]]) । ମନ ବୁଦ୍ଧି ଦ୍ଵାରା ନିୟନ୍ତ୍ରିତ । ମନସସ୍ ଚ ପରା ବୁଦ୍ଧିଃ । ତେବେ ତୁମକୁ ଏପରି ଅଧ୍ୟୟନ କରିବାକୁ ପଡ଼ିବ । କେବଳ ସାଧାରଣ ବ୍ୟକ୍ତି ପରି ଯଦି ତୁମେ ଅସ୍ଵୀକାର କରିବ ଯେ "କୌଣସି ଭଗବାନ ନାହାଁନ୍ତି, କୌଣସି ଆତ୍ମା ନାହିଁ," ଏହା କେବଳ ଦୁର୍ଜନତା, କେବଳ ଦୁର୍ଜନତା । ଦୁର୍ଜନ ହୋଇ ରୁହ ନାହିଁ । ଏଠାରେ ଭଗବଦ୍ ଗୀତା ଅଛି । ସବୁକିଛି ବିଶେଷ ଭାବରେ, ଟିକିନିଖି ଭାବରେ ଜାଣ । ଏବଂ ଏହା ସମସ୍ତଙ୍କ ପାଇଁ ଖୋଲା । | ତେଣୁ ଆକାର ଅଛି, କିନ୍ତୁ ଭୌତିକ ଚକ୍ଷୁରେ ଆମେ କେବଳ ସ୍ଥୂଳ ଜିନିଷ ଦେଖିପାରିବା, ସୂକ୍ଷ୍ମ ଜିନିଷ ଆମେ ବୁଝି ପାରିବା ନାହିଁ । କିନ୍ତୁ ଶାସ୍ତ୍ରରୁ ତୁମକୁ ବୁଝିବାକୁ ହେବ, ଶୃତିରୁ । ତେବେ ତୁମେ ବୁଝିପାରିବ । ଭଗବଦ୍ ଗୀତାରେ ଶ୍ଳୋକ ଅଛି, ଇନ୍ଦ୍ରିୟାଣି ପରାଣ୍ୟାହୁରୁନ୍ଦ୍ରିୟେଭ୍ୟଃ ପରଂ ମନଃ ମନସସ୍ତୁ ପରା ବୁଦ୍ଧି ([[Vanisource:BG 3.42 (1972)|BG 3.42]]) ଯେପରି ଏଠାରେ କୁହାଯାଇଛି ମନୋ ବୁଦ୍ଧିଃ । ମନସସ୍ ଚ ପରା ବୁଦ୍ଧି । ବୁଦ୍ଧି ମନଠାରୁ ଭଲ କିମ୍ଵା ଉତ୍କୃଷ୍ଟ । ତାହା ହେଉଛି...ଅନ୍ୟ ଏକ ଜାଗାରେ ମଧ୍ୟ ତାହା ବର୍ଣ୍ଣନା କରାଯାଇଛି ଯେ ସ୍ଥୂଳ ଜିନିଷ ଅର୍ଥାତ୍ ଏହି ଇନ୍ଦ୍ରିୟଗୁଡ଼ିକ । ଇନ୍ଦ୍ରିୟାଣି ପରାଣ୍ୟାହୁ । ଏହା ହେଉଛି ସ୍ଥୂଳ ଦୃଷ୍ଟି । ମୁଁ ଏକ ବ୍ୟକ୍ତିକୁ ଦେଖିଲି ଅର୍ଥାତ୍ ମୁଁ ତାର ଶରୀରକୁ ଦେଖିଲି, ତାର ଆଖିକୁ, କାନକୁ, ହାତ ଏବଂ ଗୋଡ଼କୁ ଏବଂ ସବୁକିଛି । ତାହା ହେଉଛି ସ୍ଥୂଳ ଦୃଷ୍ଟି । କିନ୍ତୁ ଏହି ସ୍ଥୂଳ ଇନ୍ଦ୍ରିୟମାନଙ୍କ ଠାରୁ ଭଲ, ମନ ଇନ୍ଦ୍ରିୟମାନଙ୍କୁ ନିୟନ୍ତ୍ରଣ କରେ । ତାହା ତୁମେ ଦେଖିପାରିବ ନାହିଁ । ଇନ୍ଦ୍ରିୟାଣି ପରାଣ୍ୟାହୁରୁନ୍ଦ୍ରିୟେଭ୍ୟଃ ପରଂ ମନଃ ([[Vanisource:BG 3.42 (1972)|BG 3.42]]) । ମନ ବୁଦ୍ଧି ଦ୍ଵାରା ନିୟନ୍ତ୍ରିତ । ମନସସ୍ ଚ ପରା ବୁଦ୍ଧିଃ । ତେବେ ତୁମକୁ ଏପରି ଅଧ୍ୟୟନ କରିବାକୁ ପଡ଼ିବ । କେବଳ ସାଧାରଣ ବ୍ୟକ୍ତି ପରି ଯଦି ତୁମେ ଅସ୍ଵୀକାର କରିବ ଯେ "କୌଣସି ଭଗବାନ ନାହାଁନ୍ତି, କୌଣସି ଆତ୍ମା ନାହିଁ," ଏହା କେବଳ ଦୁର୍ଜନତା, କେବଳ ଦୁର୍ଜନତା । ଦୁର୍ଜନ ହୋଇ ରୁହ ନାହିଁ । ଏଠାରେ ଭଗବଦ୍ ଗୀତା ଅଛି । ସବୁକିଛି ବିଶେଷ ଭାବରେ, ଟିକିନିଖି ଭାବରେ ଜାଣ । ଏବଂ ଏହା ସମସ୍ତଙ୍କ ପାଇଁ ଖୋଲା । | ||
<!-- END TRANSLATED TEXT --> | <!-- END TRANSLATED TEXT --> |
Latest revision as of 13:38, 17 October 2018
Lecture on BG 7.4 -- Nairobi, October 31, 1975
କୃଷ୍ଣ କୁହଁନ୍ତି କିପରି ତୁମେ ଭୌତିକ ବିଷୟରେ ଭାବ । ଭୌତିକ ବୈଜ୍ଞାନିକ, ସେମାନେ ପୃଥିବୀର ଅଧ୍ୟୟନ କରୁଛନ୍ତି । କ'ଣ କୁହାଯାଏ? ଭୂତତ୍ଵବିତ୍ । ସେମାନେ ମୃତିକା ଅଧ୍ୟୟନ କରନ୍ତି: "ଖଣି କେଉଁଠାରେ ଅଛି? ସୁନା କେଉଁଠାରେ ଅଛି? କୋଇଲା କେଉଁଠାରେ ଅଛି? ଏହା କେଉଁଠାରେ ଅଛି, ତାହା?" ଅନେକ ଜିନିଷ, ସେମାନେ ଅଧ୍ୟୟନ କରୁଛନ୍ତି । କିନ୍ତୁ ସେମାନେ ଜାଣି ନାହାଁନ୍ତି କେଉଁଠାରୁ ଏହି ଜିନିଷଗୁଡ଼ିକ ଆସିଲା । ଏଠାରେ...କୃଷ୍ଣ ବର୍ଣ୍ଣନା କରୁଛନ୍ତି ଯେ ଭିନ୍ନା ମେ ପ୍ରକୃତି: " ଏହା ହେଉଛି ମୋର ଶକ୍ତି, ମୋର ଶକ୍ତି ।" କିପରି ଏହି ବିଭିନ୍ନ ରାସୟନ ଏବଂ ଭୌତିକ ଜିନିଷ ପ୍ରକଟ ହେଲା, ସମସ୍ତେ ଜିଜ୍ଞାସୁ, କୌଣସି ବିକାସଶୀଳ ବ୍ୟକ୍ତି । ଏଠାରେ ଉତ୍ତର ଅଛି । ଏଠାରେ ଉତ୍ତର ଅଛି, ଯେ
- ଭୂମିରାପୋଽନଳୋ ବାୟୁଃ
- ଖଂ ମନୋ ବୁଦ୍ଧିରେବ ଚ
- ଅହଂକାର ଇତୀୟଂ ମେ
- ଭିନ୍ନା ପ୍ରକୃତିରଷ୍ଟଧା
- (BG 7.4)
ଭିନ୍ନ ପ୍ରକୃତିରଷ୍ଟଧା । ଯେପରି ମୁଁ କହୁଛି, ଏହା ରକଡିଙ୍ଗ୍ କରାଯାଉଛି, ରେକଡିଙ୍ଗ୍ । କିନ୍ତୁ ମୋ ଅନୁପସ୍ଥିତିରେ, ଯଦି ରେକଡିଙ୍ଗ୍ ଚଲାଯାଏ, ଏହା ଠିକ୍ ସେହି ଶଦ୍ଦ ଦୋହରାଇବ । ତେଣୁ ତାହା ହେଉଛି ମୋ ଶକ୍ତି କିମ୍ଵା କାହାର ବି ଶକ୍ତି, କିନ୍ତୁ ଭିନ୍ନା, ମୋ ଠାରୁ ଅଲଗା । ତୁମକୁ ସେପରି ବୁଝିବାକୁ ପଡ଼ିବ । ତେବେ ସବୁକିଛି ଭଗବାନ, କୃଷ୍ଣଙ୍କର ଶକ୍ତି, କିନ୍ତୁ ଏହି ଭୌତିକ ଜଗତ ଅର୍ଥାତ୍ ଆମେ କୃଷ୍ଣଙ୍କୁ ଭୁଲି ଯାଉଛୁ । କେଉଁଠାରୁ ଏହି ଶକ୍ତି ଆସିଲା? ସେହି ପ୍ରସଙ୍ଗ ଆମେ ଭୁଲି ଯାଉଛୁ । ଭିନ୍ନା । ଜଣେ ଯିଏ ଜାଣିଛି...ଯେପରି ସେହି ଏକା ଉଦାହରଣ । ରେକଡିଙ୍ଗ୍ ବାଜୁଛି, କିନ୍ତୁ ଯଦି ଜଣେ ଜାଣି ନାହିଁ ଏହି ଭାଷଣ କିଏ ରେକଡିଙ୍ଗ୍ କରିଛି, ସେ ଜାଣି ପାରିବ ନାହିଁ । କିନ୍ତୁ ଯଦି ଜଣେ ସ୍ଵର ଜାଣିଛି, ସେ ବୁଝିପାରିବ, "ଏହା ପ୍ରଭୁପାଦ, କିମ୍ଵା ସ୍ଵାମୀଜୀଙ୍କ ଠାରୁ ଆସୁଛି ।" ସେହିପରି, ଶକ୍ତି ସେଠାରେ ଅଛି, କିନ୍ତୁ କାରଣ ଆମେ ଶକ୍ତିର ସ୍ରୋତ ଭୁଲିଯାଇଛୁ କିମ୍ଵା ଆମେ ଶକ୍ତିର ସ୍ରୋତ ଜାଣିନୁ, ସେଥିପାଇଁ ଆମେ ଭୌତିକ ଜିନିଷକୁ ଶେଷ ମାନି ନେଉ । ଏହା ହେଉଛି ଆମର ଅଜ୍ଞାନ ।
ଏହି ପ୍ରକୃତି, ଏହି ଭୌତିକ ଜଗତ, ଏହି ଜିନିଷଗୁଡିକୁ ନେଇ ତିଆରି ହୋଇଛି: ଭୂମିରାପୋଽନଳୋ ବାୟୁଃ ଖଂ ମନୋ ବୁଦ୍ଧିରେବ ଚ (BG 7.4) । ତେଣୁ ଏହା କେଉଁଠାରୁ ଆସିଲା? ତାହା କୃଷ୍ଣ ବର୍ଣ୍ଣନା କରୁଛନ୍ତି, ଯେ " ସେମାନେ ହେଉଛନ୍ତି ମୋର ଶକ୍ତି ।" କାରଣ ଆମେ ଜାଣିବା ଉଚିତ୍, ତେଣୁ... କୃଷ୍ଣଙ୍କୁ ବୁଝିବା ଅର୍ଥାତ୍ ଜଣେ ଏହା ଜାଣିବା ଉଚିତ୍ ଏହି ପୃଥିବୀ କ'ଣ, ଏହି ପାଣି କ'ଣ, ଏହି ଅଗ୍ନି କ'ଣ, ଏହି ବାୟୁ କ'ଣ, ଏହି ଆକାଶ କ'ଣ, ଏହି ମନ କ'ଣ, ଏହି ଅହଂକାର କ'ଣ । ଏହି ଭୌତିକ ଜିନିଷଗୁଡ଼ିକ, କେଉଁଠାରୁ ଆସୁଛି ତାହା ସେମାନେ ଜାଣିବା ଉଚିତ୍ । ସେମାନେ କେବଳ ସିଦ୍ଧାନ୍ତ ବନାନ୍ତି ଯେ ଜଳ ହେଉଛି କିଛି ରସାୟନର ମିଶ୍ରଣ, ଉଦଜାନ, ଅମ୍ଳଜାନ । କିନ୍ତୁ କେଉଁଠାରୁ ରସାୟନ ଆସିଲା, ଉଦଜାନ, ଅମ୍ଳଜାନ? ତାହାର ଉତ୍ତର ସେମାନେ ଦେଇପାରୁ ନାହାଁନ୍ତି । ତେଣୁ ଏହାକୁ ଅଚିନ୍ତ୍ୟ-ଶକ୍ତି କୁହାଯାଏ । ଅଚିନ୍ତ୍ୟ-ଶକ୍ତି । ଯଦି ତୁମେ ପ୍ରୟୋଗ କରିବ ନାହିଁ, ଯଦି ତୁମେ ମନା କରିବ, ଅଚିନ୍ତ୍ୟ-ଶକ୍ତି, ଭଗବାନଙ୍କ ଠାରେ, ଅଚିନ୍ତ୍ୟ-ଶକ୍ତି, ଅଚିନ୍ତନୀୟ ଶକ୍ତି, ତେବେ କୌଣସି ଭଗବାନ ନାହାଁନ୍ତି । ଅଚିନ୍ତ୍ୟ-ଶକ୍ତି-ସମ୍ପନ୍ନଃ ।
ବର୍ତ୍ତମାନ ତୁମେ ବୁଝିପାରିବ ଯେ ଅଚିନ୍ତ୍ୟ-ଶକ୍ତି କ'ଣ । ଅଚିନ୍ତ୍ୟ-ଶକ୍ତି ତୁମେ ମଧ୍ୟ ପାଇଛ, ଅଚିନ୍ତ୍ୟ-ଶକ୍ତି, ସମସ୍ତେ, କାରଣ ଆମେମାନେ ଭଗବାନଙ୍କର ଅଂଶ ବିଶେଷ ଅଟୁ । ସେଥିପାଇଁ କ୍ଷୁଦ୍ର...କିନ୍ତୁ ଆମେମନେ...ଅନୁପାତ କ'ଣ? ଅନୁପାତ ହେଉଛି, ଏହା ଶାସ୍ତ୍ରରେ କୁହାଯାଇଛି ଯେ...ତାହା କ'ଣ? କେଶାଗ୍ର-ଶତ-ଭାଗସ୍ୟ ଶଟଧା କଳ୍ପିତସ୍ୟ ଚ ଜୀବ-ଭାଗଃ ସ ବିଜ୍ଞେୟଃ ସ ଚାନନ୍ତ୍ୟାୟ କଳ୍ପନେ (CC Madhya 19.140) । କେଶାଗ୍ର-ଶତ-ଭାଗସ୍ୟ । କେବଳ ଏକ ବିଚାର ଦେଉଛୁ । ତାହା କ'ଣ? କେଶର ଅଗ୍ର ଭାଗ, କେବଳ ଏକ କ୍ଷୁଦ୍ର ବିନ୍ଦୁ, ତୁମେ ଏହାକୁ ଶହେ ଭାଗରେ ଭାଗ କରି ପାରିବ । ଏବଂ ସେହି ଏକ ଭାଗକୁ ପୁଣି ଶହେ ଭାଗରେ ଭାଗ କର । ତାହା, ଅର୍ଥାତ୍, କେଶର ଦଶ ହଜାର ଭାଗ । ତାହା ଏକ କ୍ଷୁଦ୍ର ବିନ୍ଦୁ ପରି । ତାହା ହେଉଛି ଜୀବର ଅାକାର, ଆତ୍ମା, ଆଧ୍ୟାତ୍ମିକ ଚିଙ୍ଗାରୀ, ଆଣବିକ ଭାଗ, ପରମାଣୁ ଭାଗ । କେଶାଗ୍ର-ଶତ-ଭାଗସ୍ୟ ଶଟଧା କଳ୍ପିତସ୍ୟ ଚ ଜୀବ-ଭାଗଃ ସ ବିଜ୍ଞେୟଃ ସ ଚାନନ୍ତ୍ୟାୟ କଳ୍ପନେ (CC Madhya 19.140) ।
ତେଣୁ ଆକାର ଅଛି, କିନ୍ତୁ ଭୌତିକ ଚକ୍ଷୁରେ ଆମେ କେବଳ ସ୍ଥୂଳ ଜିନିଷ ଦେଖିପାରିବା, ସୂକ୍ଷ୍ମ ଜିନିଷ ଆମେ ବୁଝି ପାରିବା ନାହିଁ । କିନ୍ତୁ ଶାସ୍ତ୍ରରୁ ତୁମକୁ ବୁଝିବାକୁ ହେବ, ଶୃତିରୁ । ତେବେ ତୁମେ ବୁଝିପାରିବ । ଭଗବଦ୍ ଗୀତାରେ ଶ୍ଳୋକ ଅଛି, ଇନ୍ଦ୍ରିୟାଣି ପରାଣ୍ୟାହୁରୁନ୍ଦ୍ରିୟେଭ୍ୟଃ ପରଂ ମନଃ ମନସସ୍ତୁ ପରା ବୁଦ୍ଧି (BG 3.42) ଯେପରି ଏଠାରେ କୁହାଯାଇଛି ମନୋ ବୁଦ୍ଧିଃ । ମନସସ୍ ଚ ପରା ବୁଦ୍ଧି । ବୁଦ୍ଧି ମନଠାରୁ ଭଲ କିମ୍ଵା ଉତ୍କୃଷ୍ଟ । ତାହା ହେଉଛି...ଅନ୍ୟ ଏକ ଜାଗାରେ ମଧ୍ୟ ତାହା ବର୍ଣ୍ଣନା କରାଯାଇଛି ଯେ ସ୍ଥୂଳ ଜିନିଷ ଅର୍ଥାତ୍ ଏହି ଇନ୍ଦ୍ରିୟଗୁଡ଼ିକ । ଇନ୍ଦ୍ରିୟାଣି ପରାଣ୍ୟାହୁ । ଏହା ହେଉଛି ସ୍ଥୂଳ ଦୃଷ୍ଟି । ମୁଁ ଏକ ବ୍ୟକ୍ତିକୁ ଦେଖିଲି ଅର୍ଥାତ୍ ମୁଁ ତାର ଶରୀରକୁ ଦେଖିଲି, ତାର ଆଖିକୁ, କାନକୁ, ହାତ ଏବଂ ଗୋଡ଼କୁ ଏବଂ ସବୁକିଛି । ତାହା ହେଉଛି ସ୍ଥୂଳ ଦୃଷ୍ଟି । କିନ୍ତୁ ଏହି ସ୍ଥୂଳ ଇନ୍ଦ୍ରିୟମାନଙ୍କ ଠାରୁ ଭଲ, ମନ ଇନ୍ଦ୍ରିୟମାନଙ୍କୁ ନିୟନ୍ତ୍ରଣ କରେ । ତାହା ତୁମେ ଦେଖିପାରିବ ନାହିଁ । ଇନ୍ଦ୍ରିୟାଣି ପରାଣ୍ୟାହୁରୁନ୍ଦ୍ରିୟେଭ୍ୟଃ ପରଂ ମନଃ (BG 3.42) । ମନ ବୁଦ୍ଧି ଦ୍ଵାରା ନିୟନ୍ତ୍ରିତ । ମନସସ୍ ଚ ପରା ବୁଦ୍ଧିଃ । ତେବେ ତୁମକୁ ଏପରି ଅଧ୍ୟୟନ କରିବାକୁ ପଡ଼ିବ । କେବଳ ସାଧାରଣ ବ୍ୟକ୍ତି ପରି ଯଦି ତୁମେ ଅସ୍ଵୀକାର କରିବ ଯେ "କୌଣସି ଭଗବାନ ନାହାଁନ୍ତି, କୌଣସି ଆତ୍ମା ନାହିଁ," ଏହା କେବଳ ଦୁର୍ଜନତା, କେବଳ ଦୁର୍ଜନତା । ଦୁର୍ଜନ ହୋଇ ରୁହ ନାହିଁ । ଏଠାରେ ଭଗବଦ୍ ଗୀତା ଅଛି । ସବୁକିଛି ବିଶେଷ ଭାବରେ, ଟିକିନିଖି ଭାବରେ ଜାଣ । ଏବଂ ଏହା ସମସ୍ତଙ୍କ ପାଇଁ ଖୋଲା ।