OR/660302 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି: Difference between revisions
(Created page with "Category:OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ Category:OR/ଅମୃତ ବାଣୀ - ୧୯୬୬ Category:OR/...") |
(Vanibot #0025: NectarDropsConnector - add new navigation bars (prev/next)) |
||
Line 2: | Line 2: | ||
[[Category:OR/ଅମୃତ ବାଣୀ - ୧୯୬୬]] | [[Category:OR/ଅମୃତ ବାଣୀ - ୧୯୬୬]] | ||
[[Category:OR/ଅମୃତ ବାଣୀ - ନିୟୁର୍କ]] | [[Category:OR/ଅମୃତ ବାଣୀ - ନିୟୁର୍କ]] | ||
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/660302BG-NEW_YORK_ND_01.mp3</mp3player>|"ଆଧୁନିକ ସଭ୍ୟତା ବ୍ୟବହାରିକ ରୂପରେ... ସେମାନେ ଆଡେଇ ଚାଲିଛନ୍ତି, ପ୍ରକୃତ କଷ୍ଟକୁ ଆଡେଇ ଚାଲିଛନ୍ତି | <!-- BEGIN NAVIGATION BAR -- DO NOT EDIT OR REMOVE --> | ||
{{Nectar Drops navigation - All Languages|Oriya|OR/660220 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି|660220|OR/660304 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି|660304}} | |||
<!-- END NAVIGATION BAR --> | |||
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/660302BG-NEW_YORK_ND_01.mp3</mp3player>|"ଆଧୁନିକ ସଭ୍ୟତା ବ୍ୟବହାରିକ ରୂପରେ... ସେମାନେ ଆଡେଇ ଚାଲିଛନ୍ତି, ପ୍ରକୃତ କଷ୍ଟକୁ ଆଡେଇ ଚାଲିଛନ୍ତି । ସେମାନେ ଅସ୍ଥାୟୀ କଷ୍ଟ ସହ ଜଡିତ ହୋଇଛନ୍ତି । କିନ୍ତୁ ବୈଦିକ ବ୍ୟବସ୍ଥା ହେଉଛି ବୈଦିକ ଜ୍ଞାନ । ଏହା କଷ୍ଟକୁ ସମାପ୍ତ କରିବା ପାଇଁ ଉଦିଷ୍ଟ..., ପୁରାପୁରି, ପୁରାପୁରି କଷ୍ଟ ସମାପ୍ତ । ବୁଝି ପାରୁଛ? ଏଇ ମାନବ ଜୀବନ ସେଇଥି ପାଇଁ ଉଦିଷ୍ଟ, ସବୁ କଷ୍ଟର ସମାପ୍ତି । ଅବଶ୍ୟ, ଆମେ ମାନେ ଚେଷ୍ଟା କରୁଛେ, ସବୁ ପ୍ରକାର କଷ୍ଟକୁ ସମାପ୍ତ କରିବା ପାଇଁ । ଆମର ବ୍ୟବସାୟ, ଆମର ଜୀବିକା, ଆମର ଶିକ୍ଷା, ଆମ ଜ୍ଞାନର ଅଗ୍ରଗତି — ସବୁ କିଛି କଷ୍ଟକୁ ଅନ୍ତ କରିବା ନିମିତ୍ତ । କିନ୍ତୁ ସେହି କଷ୍ଟ କ୍ଷଣିକ, ଅଳ୍ପସ୍ଥାଇ । କିନ୍ତୁ କଷ୍ଟକୁ ସବୁଦିନ ପାଇଁ ଅନ୍ତ କରିବାକୁ ହେବ । କଷ୍ଟ... ଏହି ପ୍ରକାର ଜ୍ଞାନକୁ ଆଧ୍ୟାତ୍ମିକ ଜ୍ଞାନ କୁହାଯାଏ ।"|Vanisource:660302 - Lecture BG 02.07-11 - New York|660302 - ପ୍ରବଚନ BG 02.07-11 - ନିୟୁର୍କ}} |
Latest revision as of 23:09, 24 October 2019
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ |
"ଆଧୁନିକ ସଭ୍ୟତା ବ୍ୟବହାରିକ ରୂପରେ... ସେମାନେ ଆଡେଇ ଚାଲିଛନ୍ତି, ପ୍ରକୃତ କଷ୍ଟକୁ ଆଡେଇ ଚାଲିଛନ୍ତି । ସେମାନେ ଅସ୍ଥାୟୀ କଷ୍ଟ ସହ ଜଡିତ ହୋଇଛନ୍ତି । କିନ୍ତୁ ବୈଦିକ ବ୍ୟବସ୍ଥା ହେଉଛି ବୈଦିକ ଜ୍ଞାନ । ଏହା କଷ୍ଟକୁ ସମାପ୍ତ କରିବା ପାଇଁ ଉଦିଷ୍ଟ..., ପୁରାପୁରି, ପୁରାପୁରି କଷ୍ଟ ସମାପ୍ତ । ବୁଝି ପାରୁଛ? ଏଇ ମାନବ ଜୀବନ ସେଇଥି ପାଇଁ ଉଦିଷ୍ଟ, ସବୁ କଷ୍ଟର ସମାପ୍ତି । ଅବଶ୍ୟ, ଆମେ ମାନେ ଚେଷ୍ଟା କରୁଛେ, ସବୁ ପ୍ରକାର କଷ୍ଟକୁ ସମାପ୍ତ କରିବା ପାଇଁ । ଆମର ବ୍ୟବସାୟ, ଆମର ଜୀବିକା, ଆମର ଶିକ୍ଷା, ଆମ ଜ୍ଞାନର ଅଗ୍ରଗତି — ସବୁ କିଛି କଷ୍ଟକୁ ଅନ୍ତ କରିବା ନିମିତ୍ତ । କିନ୍ତୁ ସେହି କଷ୍ଟ କ୍ଷଣିକ, ଅଳ୍ପସ୍ଥାଇ । କିନ୍ତୁ କଷ୍ଟକୁ ସବୁଦିନ ପାଇଁ ଅନ୍ତ କରିବାକୁ ହେବ । କଷ୍ଟ... ଏହି ପ୍ରକାର ଜ୍ଞାନକୁ ଆଧ୍ୟାତ୍ମିକ ଜ୍ଞାନ କୁହାଯାଏ ।" |
660302 - ପ୍ରବଚନ BG 02.07-11 - ନିୟୁର୍କ |