OR/660801 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୬]]
[[Category:OR/ଅମୃତ ବାଣୀ - ୧୯୬୬]]
[[Category:OR/ଅମୃତ ବାଣୀ - ନିୟୁର୍କ]]
[[Category:OR/ଅମୃତ ବାଣୀ - ନିୟୁର୍କ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/660729 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି|660729|OR/660803 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି|660803}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/660801BG-NEW_YORK_ND_01.mp3</mp3player>|"ସମଗ୍ର ଭୌତିକ ପ୍ରକୃତି, ପ୍ରକୃତିର ତିନୋଟି ଧାରାର ପ୍ରଭାବରେ କାର୍ଯ୍ୟ କରୁଛି: ସତ୍ଵ , ରଜ ଏବଂ ତମ । ଆପଣ ସମଗ୍ର ମାନବ ଜାତିକୁ ଗୋଟିଏ ଶ୍ରେଣୀଭୁକ୍ତ କରିପାରିବେ ନାହିଁ। ଯେତେ ଦିନ ପର୍ଯ୍ୟନ୍ତ ଆମେ ଭୌତିକ ଜଗତରେ ଅଛୁ, ସମସ୍ତଙ୍କୁ ସମାନ ମନଦଣ୍ଡରେ କରିବା ସମ୍ଭବ ନୁହେଁ । ଏହା ସମ୍ଭବ ନୁହେଁ କାରଣ ପ୍ରତ୍ୟେକ ପ୍ରକୃତିର ବିଭିନ୍ନ ଧାରାର ପ୍ରଭାବରେ କାର୍ଯ୍ୟ କରୁଛନ୍ତି । ତେଣୁ ବିଭାଜନ ରହିବା ଆବଶ୍ୟକ, ପ୍ରାକୃତିକ ବିଭାଜନ  । ଏହି ବିଷୟରେ ଆମେ ଆଲୋଚନା କରିଛୁ । କିନ୍ତୁ ଯେତେବେଳେ ଆମେ ଏହି ଭୌତିକ ମଞ୍ଚକୁ ଅତିକ୍ରମ କରିଥାଉ, ସେତେବେଳେ ଏକତା ଥାଏ । ଆଉ କୌଣସି ବିଭାଜନ ନାହିଁ। ତା’ହେଲେ କିପରି ଅତିକ୍ରମ କରିବେ? ସେହି ଦିବ୍ୟ ପ୍ରକୃତି ହେଉଛି କୃଷ୍ଣ ଚେତନା। ଯେତେ ଶୀଘ୍ର ଆମେ କୃଷ୍ଣ ଚେତନାରେ ସଂପୂର୍ଣ୍ଣ ଭାବରେ ଅବଶୋଷିତ ହେବା, ପ୍ରକୃତିର ଏହି ଭୌତିକ ଧାରାକୁ ଆମେ ଅତିକ୍ରମ କରିପାରିବା ।"|Vanisource:660801 - Lecture BG 04.13-14 - New York|660801 - ପ୍ରବଚନ BG 04.13-14 - ନିୟୁର୍କ}}

Latest revision as of 23:12, 16 July 2020

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ସମଗ୍ର ଭୌତିକ ପ୍ରକୃତି, ପ୍ରକୃତିର ତିନୋଟି ଧାରାର ପ୍ରଭାବରେ କାର୍ଯ୍ୟ କରୁଛି: ସତ୍ଵ , ରଜ ଏବଂ ତମ । ଆପଣ ସମଗ୍ର ମାନବ ଜାତିକୁ ଗୋଟିଏ ଶ୍ରେଣୀଭୁକ୍ତ କରିପାରିବେ ନାହିଁ। ଯେତେ ଦିନ ପର୍ଯ୍ୟନ୍ତ ଆମେ ଭୌତିକ ଜଗତରେ ଅଛୁ, ସମସ୍ତଙ୍କୁ ସମାନ ମନଦଣ୍ଡରେ କରିବା ସମ୍ଭବ ନୁହେଁ । ଏହା ସମ୍ଭବ ନୁହେଁ କାରଣ ପ୍ରତ୍ୟେକ ପ୍ରକୃତିର ବିଭିନ୍ନ ଧାରାର ପ୍ରଭାବରେ କାର୍ଯ୍ୟ କରୁଛନ୍ତି । ତେଣୁ ବିଭାଜନ ରହିବା ଆବଶ୍ୟକ, ପ୍ରାକୃତିକ ବିଭାଜନ । ଏହି ବିଷୟରେ ଆମେ ଆଲୋଚନା କରିଛୁ । କିନ୍ତୁ ଯେତେବେଳେ ଆମେ ଏହି ଭୌତିକ ମଞ୍ଚକୁ ଅତିକ୍ରମ କରିଥାଉ, ସେତେବେଳେ ଏକତା ଥାଏ । ଆଉ କୌଣସି ବିଭାଜନ ନାହିଁ। ତା’ହେଲେ କିପରି ଅତିକ୍ରମ କରିବେ? ସେହି ଦିବ୍ୟ ପ୍ରକୃତି ହେଉଛି କୃଷ୍ଣ ଚେତନା। ଯେତେ ଶୀଘ୍ର ଆମେ କୃଷ୍ଣ ଚେତନାରେ ସଂପୂର୍ଣ୍ଣ ଭାବରେ ଅବଶୋଷିତ ହେବା, ପ୍ରକୃତିର ଏହି ଭୌତିକ ଧାରାକୁ ଆମେ ଅତିକ୍ରମ କରିପାରିବା ।"
660801 - ପ୍ରବଚନ BG 04.13-14 - ନିୟୁର୍କ