OR/661201 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୬]]
[[Category:OR/ଅମୃତ ବାଣୀ - ୧୯୬୬]]
[[Category:OR/ଅମୃତ ବାଣୀ - ନିୟୁର୍କ]]
[[Category:OR/ଅମୃତ ବାଣୀ - ନିୟୁର୍କ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/661130 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି|661130|OR/661202 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି|661202}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/661201BG-NEW_YORK_ND_01.mp3</mp3player>|"ଭଗବାନଙ୍କ ସହ କେହି ସମାନ ହୋଇପାରିବେ ନାହିଁ। ତେଣୁ ଆମେ,ଭଗବାନ  ହେବା ପରିବର୍ତ୍ତେ କିମ୍ବା ଆମର ସ୍ୱଳ୍ପ  ଜ୍ଞାନ ଏବଂ ଅସମ୍ପୂର୍ଣ୍ଣ ଇନ୍ଦ୍ରିୟ ଦ୍ୱାରା ଭଗବାନଙ୍କୁ ବ୍ୟକ୍ତିଗତ ଭାବରେ ବୁଝିବା ପରିବର୍ତ୍ତେ, ନମ୍ର ହେବା ଭଲ। ଏହି ଅଭ୍ୟାସ ଛାଡିଦିଅ। ଜ୍ଞାନେ ପ୍ରୟାସମ୍ ଉଦପାସ୍ୟ  ([[Vanisource:SB 10.14.3|SB 10.14.3]])। କେବଳ ଏହି ଅଭ୍ୟାସ ଛାଡିଦିଅ, ମୂର୍ଖତାପୂର୍ଣ ଅଭ୍ୟାସ, ଯେ ମୁଁ ଭଗବାନଙ୍କୁ ଜାଣିପାରେ । କେବଳ ନମ୍ର ହୁଅ ଏବଂ କର୍ତ୍ତୃପକ୍ଷଙ୍କଠାରୁ ଶୁଣିବାକୁ ଚେଷ୍ଟା କର । ସନ୍-ମୁଖରିତାମ୍ । କର୍ତ୍ତୃପକ୍ଷ କିଏ? ଅଧିକାରୀ  ହେଉଛନ୍ତି କୃଷ୍ଣ ଏବଂ, କିମ୍ବା ଭଗବାନ, କିମ୍ବା ତାଙ୍କର ପ୍ରତିନିଧୀ। "|Vanisource:661201 - Lecture BG 09.15 - New York|661201 - ପ୍ରବଚନ BG 09.15 - ନିୟୁର୍କ}}

Latest revision as of 23:36, 20 July 2020

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଭଗବାନଙ୍କ ସହ କେହି ସମାନ ହୋଇପାରିବେ ନାହିଁ। ତେଣୁ ଆମେ,ଭଗବାନ ହେବା ପରିବର୍ତ୍ତେ କିମ୍ବା ଆମର ସ୍ୱଳ୍ପ ଜ୍ଞାନ ଏବଂ ଅସମ୍ପୂର୍ଣ୍ଣ ଇନ୍ଦ୍ରିୟ ଦ୍ୱାରା ଭଗବାନଙ୍କୁ ବ୍ୟକ୍ତିଗତ ଭାବରେ ବୁଝିବା ପରିବର୍ତ୍ତେ, ନମ୍ର ହେବା ଭଲ। ଏହି ଅଭ୍ୟାସ ଛାଡିଦିଅ। ଜ୍ଞାନେ ପ୍ରୟାସମ୍ ଉଦପାସ୍ୟ (SB 10.14.3)। କେବଳ ଏହି ଅଭ୍ୟାସ ଛାଡିଦିଅ, ମୂର୍ଖତାପୂର୍ଣ ଅଭ୍ୟାସ, ଯେ ମୁଁ ଭଗବାନଙ୍କୁ ଜାଣିପାରେ । କେବଳ ନମ୍ର ହୁଅ ଏବଂ କର୍ତ୍ତୃପକ୍ଷଙ୍କଠାରୁ ଶୁଣିବାକୁ ଚେଷ୍ଟା କର । ସନ୍-ମୁଖରିତାମ୍ । କର୍ତ୍ତୃପକ୍ଷ କିଏ? ଅଧିକାରୀ ହେଉଛନ୍ତି କୃଷ୍ଣ ଏବଂ, କିମ୍ବା ଭଗବାନ, କିମ୍ବା ତାଙ୍କର ପ୍ରତିନିଧୀ। "
661201 - ପ୍ରବଚନ BG 09.15 - ନିୟୁର୍କ