OR/661213b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି: Difference between revisions
(Created page with "Category:OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ Category:OR/ଅମୃତ ବାଣୀ - ୧୯୬୬ Category:OR/ଅ...") |
(Vanibot #0025: NectarDropsConnector - add new navigation bars (prev/next)) |
||
Line 2: | Line 2: | ||
[[Category:OR/ଅମୃତ ବାଣୀ - ୧୯୬୬]] | [[Category:OR/ଅମୃତ ବାଣୀ - ୧୯୬୬]] | ||
[[Category:OR/ଅମୃତ ବାଣୀ - ନିୟୁର୍କ]] | [[Category:OR/ଅମୃତ ବାଣୀ - ନିୟୁର୍କ]] | ||
<!-- BEGIN NAVIGATION BAR -- DO NOT EDIT OR REMOVE --> | |||
{{Nectar Drops navigation - All Languages|Oriya|OR/661213 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି|661213|OR/661214 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି|661214}} | |||
<!-- END NAVIGATION BAR --> | |||
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/661213CC-NEW_YORK_ND_02.mp3</mp3player>|"ଅସଂଖ୍ୟ ବିସ୍ତାର କୃଷ୍ଣଙ୍କର ଅଛି । କିନ୍ତୁ ସେମାନଙ୍କ ମଧ୍ୟରୁ କେତେକଙ୍କୁ ଦର୍ଶାଯାଇଥିଲା ଯେତେବେଳେ ସେ ଆମ ସମ୍ମୁଖରେ ଉପସ୍ଥିତ ଥିଲେ କେବଳ ପ୍ରମାଣ କରିବାକୁ ଯେ ସେ ହେଉଛନ୍ତି ପରମପୁରୁଷ ଭଗବାନ, କାରଣ ଭବିଷ୍ୟତରେ ଏତେ ସଂଖ୍ୟକ ମୂର୍ଖ ଭଗବାନ କିମ୍ବା ଭଗବାନଙ୍କ ଅବତାର ଭାବରେ କୃଷ୍ଣ ହେବାକୁ ଅନୁକରଣ କରିବେ, କିନ୍ତୁ କୃଷ୍ଣଙ୍କ ଜୀବନରେ ଏତେ ଅସାଧାରଣ ବୈଶିଷ୍ଟ୍ୟ ଅଛି, କେହି ଏହାକୁ ଦେଖାଇ ପାରିବେ ନାହିଁ। ଠିକ୍ ଗୋବର୍ଦ୍ଧନ ପରି। ଆପଣ ସେହି ଚିତ୍ର ଦେଖିଛନ୍ତି। ସାତ ବର୍ଷ ବୟସରେ ସେ ପାହାଡ ଉପରକୁ ଉଠାଇଥିଲେ। ଏବଂ ସେ ଯୁବକ ଅବସ୍ଥାରେ ଷୋହଳ ହଜାର ପତ୍ନୀ ବିବାହ କରିଥିଲେ ଏବଂ ଷୋହଳ ହଜାର ବୈଶିଷ୍ଟ୍ୟଗୁଡିକ ... ତେଣୁ ... ଏବଂ ଯେତେବେଳେ ସେ କୁରୁକ୍ଷେତ୍ର ଯୁଦ୍ଧରେ ଥିଲେ, ସେ ବିରାଟ ରୂପ ଦେଖାଇଲେ । ତେଣୁ ନିଜକୁ 'ମୁଁ ଭଗବାନ' ବୋଲି ଦାବି କରିବା ପୂର୍ବରୁ, ସେମାନେ ଏହି ଅସାଧାରଣ ବୈଶିଷ୍ଟ୍ୟଗୁଡିକ ଦେଖାଇବାକୁ ପ୍ରସ୍ତୁତ ହେବା ଉଚିତ୍ । ଅନ୍ୟଥା, କୌଣସି ବୁଦ୍ଧିମାନ ବ୍ୟକ୍ତି ଯେକୌଣସି ମୂର୍ଖକୁ ଭଗବାନ ଭାବରେ ଗ୍ରହଣ କରିବେ ନାହିଁ । "|Vanisource:661213 - Lecture CC Madhya 20.164-173 - New York|661213 - ପ୍ରବଚନ CC Madhya 20.164-173 - ନିୟୁର୍କ}} | {{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/661213CC-NEW_YORK_ND_02.mp3</mp3player>|"ଅସଂଖ୍ୟ ବିସ୍ତାର କୃଷ୍ଣଙ୍କର ଅଛି । କିନ୍ତୁ ସେମାନଙ୍କ ମଧ୍ୟରୁ କେତେକଙ୍କୁ ଦର୍ଶାଯାଇଥିଲା ଯେତେବେଳେ ସେ ଆମ ସମ୍ମୁଖରେ ଉପସ୍ଥିତ ଥିଲେ କେବଳ ପ୍ରମାଣ କରିବାକୁ ଯେ ସେ ହେଉଛନ୍ତି ପରମପୁରୁଷ ଭଗବାନ, କାରଣ ଭବିଷ୍ୟତରେ ଏତେ ସଂଖ୍ୟକ ମୂର୍ଖ ଭଗବାନ କିମ୍ବା ଭଗବାନଙ୍କ ଅବତାର ଭାବରେ କୃଷ୍ଣ ହେବାକୁ ଅନୁକରଣ କରିବେ, କିନ୍ତୁ କୃଷ୍ଣଙ୍କ ଜୀବନରେ ଏତେ ଅସାଧାରଣ ବୈଶିଷ୍ଟ୍ୟ ଅଛି, କେହି ଏହାକୁ ଦେଖାଇ ପାରିବେ ନାହିଁ। ଠିକ୍ ଗୋବର୍ଦ୍ଧନ ପରି। ଆପଣ ସେହି ଚିତ୍ର ଦେଖିଛନ୍ତି। ସାତ ବର୍ଷ ବୟସରେ ସେ ପାହାଡ ଉପରକୁ ଉଠାଇଥିଲେ। ଏବଂ ସେ ଯୁବକ ଅବସ୍ଥାରେ ଷୋହଳ ହଜାର ପତ୍ନୀ ବିବାହ କରିଥିଲେ ଏବଂ ଷୋହଳ ହଜାର ବୈଶିଷ୍ଟ୍ୟଗୁଡିକ ... ତେଣୁ ... ଏବଂ ଯେତେବେଳେ ସେ କୁରୁକ୍ଷେତ୍ର ଯୁଦ୍ଧରେ ଥିଲେ, ସେ ବିରାଟ ରୂପ ଦେଖାଇଲେ । ତେଣୁ ନିଜକୁ 'ମୁଁ ଭଗବାନ' ବୋଲି ଦାବି କରିବା ପୂର୍ବରୁ, ସେମାନେ ଏହି ଅସାଧାରଣ ବୈଶିଷ୍ଟ୍ୟଗୁଡିକ ଦେଖାଇବାକୁ ପ୍ରସ୍ତୁତ ହେବା ଉଚିତ୍ । ଅନ୍ୟଥା, କୌଣସି ବୁଦ୍ଧିମାନ ବ୍ୟକ୍ତି ଯେକୌଣସି ମୂର୍ଖକୁ ଭଗବାନ ଭାବରେ ଗ୍ରହଣ କରିବେ ନାହିଁ । "|Vanisource:661213 - Lecture CC Madhya 20.164-173 - New York|661213 - ପ୍ରବଚନ CC Madhya 20.164-173 - ନିୟୁର୍କ}} |
Latest revision as of 23:38, 20 July 2020
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ |
"ଅସଂଖ୍ୟ ବିସ୍ତାର କୃଷ୍ଣଙ୍କର ଅଛି । କିନ୍ତୁ ସେମାନଙ୍କ ମଧ୍ୟରୁ କେତେକଙ୍କୁ ଦର୍ଶାଯାଇଥିଲା ଯେତେବେଳେ ସେ ଆମ ସମ୍ମୁଖରେ ଉପସ୍ଥିତ ଥିଲେ କେବଳ ପ୍ରମାଣ କରିବାକୁ ଯେ ସେ ହେଉଛନ୍ତି ପରମପୁରୁଷ ଭଗବାନ, କାରଣ ଭବିଷ୍ୟତରେ ଏତେ ସଂଖ୍ୟକ ମୂର୍ଖ ଭଗବାନ କିମ୍ବା ଭଗବାନଙ୍କ ଅବତାର ଭାବରେ କୃଷ୍ଣ ହେବାକୁ ଅନୁକରଣ କରିବେ, କିନ୍ତୁ କୃଷ୍ଣଙ୍କ ଜୀବନରେ ଏତେ ଅସାଧାରଣ ବୈଶିଷ୍ଟ୍ୟ ଅଛି, କେହି ଏହାକୁ ଦେଖାଇ ପାରିବେ ନାହିଁ। ଠିକ୍ ଗୋବର୍ଦ୍ଧନ ପରି। ଆପଣ ସେହି ଚିତ୍ର ଦେଖିଛନ୍ତି। ସାତ ବର୍ଷ ବୟସରେ ସେ ପାହାଡ ଉପରକୁ ଉଠାଇଥିଲେ। ଏବଂ ସେ ଯୁବକ ଅବସ୍ଥାରେ ଷୋହଳ ହଜାର ପତ୍ନୀ ବିବାହ କରିଥିଲେ ଏବଂ ଷୋହଳ ହଜାର ବୈଶିଷ୍ଟ୍ୟଗୁଡିକ ... ତେଣୁ ... ଏବଂ ଯେତେବେଳେ ସେ କୁରୁକ୍ଷେତ୍ର ଯୁଦ୍ଧରେ ଥିଲେ, ସେ ବିରାଟ ରୂପ ଦେଖାଇଲେ । ତେଣୁ ନିଜକୁ 'ମୁଁ ଭଗବାନ' ବୋଲି ଦାବି କରିବା ପୂର୍ବରୁ, ସେମାନେ ଏହି ଅସାଧାରଣ ବୈଶିଷ୍ଟ୍ୟଗୁଡିକ ଦେଖାଇବାକୁ ପ୍ରସ୍ତୁତ ହେବା ଉଚିତ୍ । ଅନ୍ୟଥା, କୌଣସି ବୁଦ୍ଧିମାନ ବ୍ୟକ୍ତି ଯେକୌଣସି ମୂର୍ଖକୁ ଭଗବାନ ଭାବରେ ଗ୍ରହଣ କରିବେ ନାହିଁ । " |
661213 - ପ୍ରବଚନ CC Madhya 20.164-173 - ନିୟୁର୍କ |