OR/670102b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୭]]
[[Category:OR/ଅମୃତ ବାଣୀ - ୧୯୬୭]]
[[Category:OR/ଅମୃତ ବାଣୀ - ନିୟୁର୍କ]]
[[Category:OR/ଅମୃତ ବାଣୀ - ନିୟୁର୍କ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/670102 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି|670102|OR/670102c ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି|670102c}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/670102CC-NEW_YORK_ND_01.mp3</mp3player>|"ଯଦି ଜଣେ କୃଷ୍ଣ ଚେତନାର ଦାର୍ଶନିକକୁ ଗ୍ରହଣ କରେ ଏବଂ ପରମ ଭଗବାନ ପ୍ରତି ପ୍ରେମ ବଢାଏ, ତେବେ ସେ ପ୍ରତ୍ୟେକ ମୁହୂର୍ତ୍ତରେ, ପ୍ରତ୍ୟେକ ପଦକ୍ଷେପରେ, ପ୍ରତ୍ୟେକ ଜିନିଷରେ ଭଗବାନଙ୍କୁ ଦେଖିପାରନ୍ତି । ସେ, ଗୋଟିଏ ମୁହୂର୍ତ୍ତ ପାଇଁ, ଭଗବାନଙ୍କ ଦୃଷ୍ଟିରୁ ଅନ୍ତରାଳ ହୁଅନ୍ତି  ନାହିଁ । ଯେମିତି ଭଗବଦ୍-ଗୀତାରେ ଏହା କୁହାଯାଇଅଛି, ତେଷୁ ତେ ମୟି । ଯେଉଁ ଭକ୍ତଙ୍କୁ ପ୍ରେମ କରିଛନ୍ତି, ଯିଏ ଭଗବାନଙ୍କ ପ୍ରତି ପ୍ରେମ ବଢାଇଛନ୍ତି, ସେ ମଧ୍ୟ ପ୍ରତ୍ୟେକ ମୁହୂର୍ତ୍ତରେ ଭଗବାନଙ୍କୁ ଦେଖୁଛନ୍ତି । ସେହିଭଳି, ଭଗବାନ ମଧ୍ୟ ତାଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଦେଖୁଛନ୍ତି । ସେମାନେ ଅଲଗା ନୁହଁନ୍ତି । ଏତେ ସରଳ ପ୍ରକ୍ରିୟା। ଏହି ହରି-କୀର୍ତ୍ତନ, ଏହା ହେଉଛି ଏହି ଯୁଗରେ ପରାମର୍ଶ ଦିଆଯାଇଥିବା ସରଳ ପ୍ରକ୍ରିୟା, ଏବଂ ଯଦି ଆମେ ଆନ୍ତରିକତାର ସହିତ କୌଣସି ଅପରାଧ ବିନା ଏବଂ ବିଶ୍ୱାସସହ  ତାହା କରୁ, ତେବେ ଭକ୍ତଙ୍କ ପାଇଁ ଭଗବାନଙ୍କୁ ଦେଖିବା କଷ୍ଟକର ନୁହେଁ। "|Vanisource:670102 - Lecture CC Madhya 20.391-405 - New York|670102 - ପ୍ରବଚନ CC Madhya 20.391-405 - ନିୟୁର୍କ}}

Latest revision as of 23:25, 24 July 2020

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଯଦି ଜଣେ କୃଷ୍ଣ ଚେତନାର ଦାର୍ଶନିକକୁ ଗ୍ରହଣ କରେ ଏବଂ ପରମ ଭଗବାନ ପ୍ରତି ପ୍ରେମ ବଢାଏ, ତେବେ ସେ ପ୍ରତ୍ୟେକ ମୁହୂର୍ତ୍ତରେ, ପ୍ରତ୍ୟେକ ପଦକ୍ଷେପରେ, ପ୍ରତ୍ୟେକ ଜିନିଷରେ ଭଗବାନଙ୍କୁ ଦେଖିପାରନ୍ତି । ସେ, ଗୋଟିଏ ମୁହୂର୍ତ୍ତ ପାଇଁ, ଭଗବାନଙ୍କ ଦୃଷ୍ଟିରୁ ଅନ୍ତରାଳ ହୁଅନ୍ତି ନାହିଁ । ଯେମିତି ଭଗବଦ୍-ଗୀତାରେ ଏହା କୁହାଯାଇଅଛି, ତେଷୁ ତେ ମୟି । ଯେଉଁ ଭକ୍ତଙ୍କୁ ପ୍ରେମ କରିଛନ୍ତି, ଯିଏ ଭଗବାନଙ୍କ ପ୍ରତି ପ୍ରେମ ବଢାଇଛନ୍ତି, ସେ ମଧ୍ୟ ପ୍ରତ୍ୟେକ ମୁହୂର୍ତ୍ତରେ ଭଗବାନଙ୍କୁ ଦେଖୁଛନ୍ତି । ସେହିଭଳି, ଭଗବାନ ମଧ୍ୟ ତାଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଦେଖୁଛନ୍ତି । ସେମାନେ ଅଲଗା ନୁହଁନ୍ତି । ଏତେ ସରଳ ପ୍ରକ୍ରିୟା। ଏହି ହରି-କୀର୍ତ୍ତନ, ଏହା ହେଉଛି ଏହି ଯୁଗରେ ପରାମର୍ଶ ଦିଆଯାଇଥିବା ସରଳ ପ୍ରକ୍ରିୟା, ଏବଂ ଯଦି ଆମେ ଆନ୍ତରିକତାର ସହିତ କୌଣସି ଅପରାଧ ବିନା ଏବଂ ବିଶ୍ୱାସସହ ତାହା କରୁ, ତେବେ ଭକ୍ତଙ୍କ ପାଇଁ ଭଗବାନଙ୍କୁ ଦେଖିବା କଷ୍ଟକର ନୁହେଁ। "
670102 - ପ୍ରବଚନ CC Madhya 20.391-405 - ନିୟୁର୍କ